ଘର ତିଆରିକୁ ନେଇ ମହାଭାରତ । ଆଠଗଡ଼ ତାଳଖମା ଗାଁରେ ଦୁଇ ପରିବାର ମଧ୍ୟରେ ପ୍ରବଳ ମାରପିଟ୍ । ଠେଙ୍ଗା ବାଡ଼ି ଓ ପଥରରେ ପରସ୍ପରକୁ କଲେ ଆକ୍ରମଣ ।

କନକ ବ୍ୟୁରୋ: ଘର ତିଆରିକୁ ନେଇ ମହାଭାରତ । ଆଠଗଡ଼ ତାଳଖମା ଗାଁରେ ଦୁଇ ପରିବାର ମଧ୍ୟରେ ପ୍ରବଳ ମାରପିଟ । ଠେଙ୍ଗା ବାଡ଼ି ଓ ପଥରରେ ପରସ୍ପରକୁ ଆକ୍ରମଣ କଲେ ମହିଳା ଓ ପୁରୁଷ । କେହି କାହାରି କଥା ଶୁଣିବାକୁ ପ୍ରସ୍ତୁତ ନଥିବା ବେଳେ ପରସ୍ପର ମଧ୍ୟରେ ମାରପିଟ ଚରମ ସୀମାରେ ପହଂଚି ଯାଇଛି । କିଏ ଘୋଷାଡି ଆଣି ମାଡ ମାରୁଛି ତ ଅନ୍ୟ କିଏ ବାଡ଼ି ଆଉ କିଏ ପଥର ଫିଙ୍ଗୁଥିବାContinue reading “ଘର ତିଆରିକୁ ନେଇ ମହାଭାରତ । ଆଠଗଡ଼ ତାଳଖମା ଗାଁରେ ଦୁଇ ପରିବାର ମଧ୍ୟରେ ପ୍ରବଳ ମାରପିଟ୍ । ଠେଙ୍ଗା ବାଡ଼ି ଓ ପଥରରେ ପରସ୍ପରକୁ କଲେ ଆକ୍ରମଣ ।”

ଦେଶରେ ୪ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା । ୩୯୮୦ ମୃତ

କନକ ବ୍ୟୁରୋ: ଦେଶରେ ବଢିଚାଲିଛି କରୋନା ସଂକ୍ରମଣ । ୪ଲକ୍ଷ ଟପିଲା ସଂକ୍ରମଣ । ସେହି ପରିମାଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୩୯୮୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନାର ଦୈନିକ ସଂକ୍ରମଣ କିଛି ଦିନ ହେଲା ଲଗାତାର ସାଢେ ୩ଲକ୍ଷ ଚିହ୍ନଟ ହେଉଥିବା ବେଳେ ଆଜି ୪ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ ୪,୧୨, ୨୬୨ ନୂଆ ସଂକ୍ରମିତContinue reading “ଦେଶରେ ୪ଲକ୍ଷ ଟପିଲା କରୋନା ସଂକ୍ରମଣ ସଂଖ୍ୟା । ୩୯୮୦ ମୃତ”

ଜମ୍ମୁ-କାଶ୍ମୀର ସୋପିଆନରେ ସେନାକୁ ବଡ ସଫଳତା । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ, ଜଣେ ଆତଙ୍କବାଦୀର ଆତ୍ମସମର୍ପଣ

ଜମ୍ମୁ ଓ କଶ୍ମୀରର ଶୋପିଆଁ ଜିଲ୍ଲାରେ ଗୁରୁବାର ଦିନ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ୩ଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ଶୋପିଆଁ ଜିଲ୍ଲାର କାନିଗାମ୍‌ ଅଞ୍ଚଳରେ ନିରାପତ୍ତା ବଳ ବେଢ଼ି ରହିଥିବା ଉକ୍ତ ଆତଙ୍କବାଦୀମାନେ ଆତ୍ମସମର୍ପଣ ନ କରି ଗୁଳି ଚଳାଇବାରୁ ସେମାନଙ୍କ ଉପରକୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଫଳତଃ, ୩ଜଣ ଆତଙ୍କବାଦୀ ନିରାପତ୍ତା ବଳଙ୍କ ଗୁଳି ଚୋଟରେ ନିହତ ହୋଇଥିବା କଥା କଶ୍ମୀର ପୁଲିସ ସୂଚନା ଦେଇଛି।Continue reading “ଜମ୍ମୁ-କାଶ୍ମୀର ସୋପିଆନରେ ସେନାକୁ ବଡ ସଫଳତା । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ, ଜଣେ ଆତଙ୍କବାଦୀର ଆତ୍ମସମର୍ପଣ”

ଗଞ୍ଜାମ ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ହସ୍ତକ୍ଷେପ କଲେ ଓଡ଼ିଶା ମାନବଧିକାର କମିଶନ, ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଡିଆଇଜିଙ୍କୁ ନିର୍ଦ୍ଦେଶ… ସିସିଟିଭି ଫୁଟେଜ ମଗାଇଲେ ଓଏଚଆରସି

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ଆତ୍ମହତ୍ୟା କରିବା ଭଳି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ମାନବଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଆଧାର କରି ଓଏଚଆରସି ନିଜ ଆଡୁ ମାମଲା ରୁଜୁ କରିବା ସହ ୪ ସପ୍ତାହ ମଧ୍ୟରେ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ରିପୋର୍ଟ ଦାଖଲ କରିବା କରିବା ପାଇଁ ଦକ୍ଷିଣାଂଚଳ ରେଂଜ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଅଭିଯୁକ୍ତଙ୍କୁ ହସ୍ପିଟାଲ ନେବାରContinue reading “ଗଞ୍ଜାମ ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା ପ୍ରସଙ୍ଗ : ହସ୍ତକ୍ଷେପ କଲେ ଓଡ଼ିଶା ମାନବଧିକାର କମିଶନ, ୪ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ଡିଆଇଜିଙ୍କୁ ନିର୍ଦ୍ଦେଶ… ସିସିଟିଭି ଫୁଟେଜ ମଗାଇଲେ ଓଏଚଆରସି”

ବିନା ପୂର୍ବ ସୂଚନାରେ ଟିକା କେନ୍ଦ୍ର ଆସିବାକୁ ମନା । କେବଳ ମୋବାଇଲ ଫୋନରେ ମେସେଜ କିମ୍ବା ପୂର୍ବ ସୂଚନା ଥିଲେ ଟିକାକରଣ ପାଇଁ ଆସିବାକୁ ପରାମର୍ଶ

କନକ ବ୍ୟୁରୋ : ମୋବାଇଲ ଫୋନରେ ମେସେଜ ନଆସିଥିଲେ କିମ୍ବା ପୂର୍ବ ସୂଚନା ନଥିବା କୌଣସି ବ୍ୟକ୍ତି ଆଉ ଟିକା କେନ୍ଦ୍ରକୁ ଆସିବେ ନାହିଁ । ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଲକଡାଉନର ପ୍ରଥମ ଦିନର ସମୀକ୍ଷା କରିବା ଅବସରରେ ଏହି ନିଷ୍ପତି ନିଆଯାଇଛି । ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ଇସ୍ତାହାର ଅନୁଯାୟୀ ଲକଡାଉନ ସମୟରେ ଟିକାକରଣ, ସ୍ୱାସ୍ଥ୍ୟସେବା, କୋଭିଡ ପରୀକ୍ଷା ଓଜରୁରୀContinue reading “ବିନା ପୂର୍ବ ସୂଚନାରେ ଟିକା କେନ୍ଦ୍ର ଆସିବାକୁ ମନା । କେବଳ ମୋବାଇଲ ଫୋନରେ ମେସେଜ କିମ୍ବା ପୂର୍ବ ସୂଚନା ଥିଲେ ଟିକାକରଣ ପାଇଁ ଆସିବାକୁ ପରାମର୍ଶ”

ଲୋକଙ୍କୁ ଗରିବ କରୁଛି କରୋନା । ରୋଜଗାର ହରାଉଛନ୍ତି ଲୋକେ, ଦେଶରେ ବଢୁଛି ଦାରିଦ୍ର୍ୟ

କରୋନା ମହାମାରୀ ପ୍ରଭାବରେ ବର୍ଷକ ଭିତରେ ୨୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି ବୋଲି ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ ପକ୍ଷରୁ ତଥ୍ୟ ଜାରି କରାଯାଇଛି। ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ସଂଖ୍ୟାରେ ୧୫% ଓ ସହରାଞ୍ଚଳରେ ତା’ଠାରୁ ଅଧିକ ଅର୍ଥାତ ୨୦% ବୃଦ୍ଧି ଘଟିଛି । ଗମନାଗମନରେ କଟକଣା ଲୋକମାନଙ୍କ ଆୟକୁ ପ୍ରଭାବିତ କରିଥାଏ । ଗମନାଗମନରେ ୧୦% ହ୍ରାସ ହେଲେ ଲୋକମାନଙ୍କ ଆୟ ୭.୫% କମିଥାଏ । ଲୋକମାନଙ୍କ ମାସିକ ପାରିବାରିକ ଆୟ ମଧ୍ୟContinue reading “ଲୋକଙ୍କୁ ଗରିବ କରୁଛି କରୋନା । ରୋଜଗାର ହରାଉଛନ୍ତି ଲୋକେ, ଦେଶରେ ବଢୁଛି ଦାରିଦ୍ର୍ୟ”

୯ ଯାଏ ଜାରି ରହିବ କାଳବୈଶାଖୀ, ବଢ଼ିବନି ତାତି… କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିଲା । କିଛି ସ୍ଥାନରେ ଅପରାହ୍ନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କେତେକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏଣୁ ଏହି ସମୟ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୪ ଘଣ୍ଟା ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଏହି ସବୁContinue reading “୯ ଯାଏ ଜାରି ରହିବ କାଳବୈଶାଖୀ, ବଢ଼ିବନି ତାତି… କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା”

ରାଜ୍ୟରେ ଉପରମୁହାଁ କରୋନା ମିଟର । ୧୦ ହଜାର ଟପିଲା ସଂକ୍ରମଣ, ୨୪ଘଣ୍ଟାରେ ୧୭ ମୃତ

କନକ ବ୍ୟୁରୋ : ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିଚାଲିଛି । ରାଜ୍ୟରେ ପୁଣି ୧୦ ହଜାର ଟପିଲା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୯୪୫ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୭୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୭୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁContinue reading “ରାଜ୍ୟରେ ଉପରମୁହାଁ କରୋନା ମିଟର । ୧୦ ହଜାର ଟପିଲା ସଂକ୍ରମଣ, ୨୪ଘଣ୍ଟାରେ ୧୭ ମୃତ”

ବଜ୍ରାଘାତ ନେଇଗଲା ୨ ନାବାଳିକାଙ୍କ ଜୀବନ । ଶାଗ ତୋଳିବାକୁ ଯାଇଥିବା ବେଳେ ମାଡିଆସିଲା କାଳ ।

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ଟେମରା ଗାଁରେ ଆଜି ପ୍ରାୟ ୪.୩୦ ମିନଟ ସମୟରେ ବଜ୍ରାଘାତରେ ଦୁଇ ଜଣ ନାବାଳିକା ମୃତ୍ୟୁ ବରଣ କରିଛନ୍ତି ଏବଂ ଜଣେ ଗୁରୁତର  ଅବସ୍ଥାରେ କୋଷାଗୁମୁଡ଼ା ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ବିଶେଷ  ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଟେମରା ଗାଁର ହୀରାଦେଇ ଭତ୍ରା (୧୨), ଉର୍ମିଳା ଭତ୍ରା(୧୩), ଲତା କେଉଟ(୧୩) ଓ ମେନକା ଭତ୍ରା(୧୩) ଟେମରା ନଦୀ ନିକଟ ସୁନୁସୁନିଆContinue reading “ବଜ୍ରାଘାତ ନେଇଗଲା ୨ ନାବାଳିକାଙ୍କ ଜୀବନ । ଶାଗ ତୋଳିବାକୁ ଯାଇଥିବା ବେଳେ ମାଡିଆସିଲା କାଳ ।”

ମହାମାରୀ ବେଳେ ମଣିଷପଣିଆର ହତ୍ୟା । କରୋନା କୁନି ଶିଶୁକୁ ହସ୍ପିଟାଲରେ ଛାଡି ଚମ୍ପଟ ମାରିଲେ ମା’ ବାପା । ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଦେଲା ୨ ମାସର ଶିଶୁ ।

କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍ ସଂକ୍ରମଣର ଦ୍ବିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩.୮ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩, ୭୮୦ ରହିଛି । କରୋନା ମହାମାରୀ ଲୋକଙ୍କ ମନରେ ଏଭଳି ଭୟ ସୃଷ୍ଟି କରିଛି ଯେ ଲୋକେ ମୃତ୍ୟୁ ପରେ ନିଜ ଲୋକଙ୍କୁ କାନ୍ଧ ଦେବାକୁ ଆସୁ ନାହାନ୍ତି । ଏମିତିକି ଅନ୍ତିମ ସଂସ୍କାରContinue reading “ମହାମାରୀ ବେଳେ ମଣିଷପଣିଆର ହତ୍ୟା । କରୋନା କୁନି ଶିଶୁକୁ ହସ୍ପିଟାଲରେ ଛାଡି ଚମ୍ପଟ ମାରିଲେ ମା’ ବାପା । ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଦେଲା ୨ ମାସର ଶିଶୁ ।”

Design a site like this with WordPress.com
Get started