କନକ ବ୍ୟୁରୋ: କରୋନା ବେଳେ ଗର୍ଭବତୀ ହେଲେ କଣ କରିବେ ଏବଂ ଗର୍ଭବତୀ ସ୍ତ୍ରୀ ଲୋକମାନେ କେଉଁ କେଉଁ ସତର୍କତା ଅବଲମ୍ବନ କରିବେ ଆଜି ସେନେଇ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁସାରେ, କରୋନା କାଳରେ ଗର୍ଭଧାରଣ ନେଇ କୌଣସି ନିର୍ଦ୍ଦେଶାବଳୀ ନାହିଁ । ଯଦି ଗର୍ଭ ରହିଯାଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ । ଅନ୍ୟପଟେ ଗର୍ଭବତୀ ଓ ସନ୍ତ୍ୟପାନ କରୁଥିବା ମହିଳାମାନେ ଟିକାନେଇପାରିବେ ନାହିଁ ବୋଲି ସେ କହିଛନ୍ତି ।Continue reading “କରୋନା ବେଳେ ଗର୍ଭବତୀ ହେଲେ କରିବେ କ’ଣ ? ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁର ସୁରକ୍ଷା ନେଇ ପଢନ୍ତୁ ଡ଼ାକ୍ତରଙ୍କ ପରାମର୍ଶ ।”
Author Archives: Raghaba
ମେ ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁ । ମାଟ୍ରିକ୍ ପରୀକ୍ଷା ରଦ୍ଦ
କନକ ବ୍ୟୁରୋ : ମେ ୬ ତାରିଖ ମଧ୍ୟରାତ୍ୟରୁ ମେ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶରେ କରୋନା କଫ୍ୟୁ ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି କର୍ଫ୍ୟୁ ସମୟରେ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି । କେବଳ ଅତ୍ୟାବଶ୍ୟକ ସେବାକୁ ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ବି କଟକଣା ଲଗାଯାଇଛି । ସେହିଭଳି ଆରଟିପିସିଆର ଟେଷ୍ଟର ନେଗେଟିଭ୍ ରିପୋର୍ଟ ବିନା କେହି ବି ବାହାରକୁ ବାହାରିବାକୁ ଅନୁମତି ମିଳିବ ନାହିଁContinue reading “ମେ ୬ ରୁ ୧୬ ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁ । ମାଟ୍ରିକ୍ ପରୀକ୍ଷା ରଦ୍ଦ”
ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ । ମୋଟୁ ସୀମାରେ ହାଇ ଆଲର୍ଟ ଜାରି କଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରବାସୀଙ୍କ ଆଂଟିଜେନ ପରୀକ୍ଷା ପରେ ନେଗେଟିଭ ଥିଲେ ମିଳୁଛି ପ୍ରବେଶ ଅନୁମତି
କନକ ବ୍ୟୁରୋ: ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ । ସୀମାରେ ହାଇ ଆଲର୍ଟ ଜାରି କରିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଆଜି ମାଲକାନଗିରି ଜିଲ୍ଲାପାଳ ଡ. ୟେଦୁଲା ବିଜୟଙ୍କ ସମେତ ଉପଜିଲ୍ଲାପାଳ, ସିଡିଏମଓ ପ୍ରମୁଖ ମୋଟୁ ସୀମାରେ ପହଁଚି ଯାଂଚ ବ୍ୟବସ୍ଥାକୁ ଆହୁରି କଡକଡି କରାଯାଇଛି । ମୋଟୁ ସୀମା ଦେଇ ଆସୁଥିବା ସମସ୍ତ ପ୍ରବାସୀଙ୍କ ଆଂଟିିଜେନ ଟେଷ୍ଟ ବାଧ୍ୟତା ମୂଳକ କରାଯାଇଛି । ପଜିଟିଭ ଚିହ୍ନଟ ହେଲେ ୧୪ ଦିନିଆ ସରକାରୀ ସଂଗରୋଧ କେନ୍ଦ୍ରରେContinue reading “ଚିନ୍ତା ବଢାଉଛି ଆନ୍ଧ୍ର ଭାରିଆଂଟ । ମୋଟୁ ସୀମାରେ ହାଇ ଆଲର୍ଟ ଜାରି କଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ପ୍ରବାସୀଙ୍କ ଆଂଟିଜେନ ପରୀକ୍ଷା ପରେ ନେଗେଟିଭ ଥିଲେ ମିଳୁଛି ପ୍ରବେଶ ଅନୁମତି”
ଆଗାମୀ ୨୪ ଘଣ୍ଟାରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସହିତ ବଜ୍ରପାତ ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ଉକ୍ତ ଜିଲ୍ଲାଗୁଡ଼ିକୁ ସତର୍କ କରାଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ,କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, କଳାହାଣ୍ଡି,ବୌଦ୍ଧ ଓ ରାୟଗଡ଼ା ରହିଛି। ଏହି ଜିଲ୍ଲାଗୁଡ଼ିକରେ କାଳବୈଶାଖୀContinue reading “ଆଗାମୀ ୨୪ ଘଣ୍ଟାରେ ୧୦ରୁ ଅଧିକ ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”
ମହାମାରୀ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ, ଚୁପ୍ ବସିଛି ପୋଲିସ ଓ ପ୍ରଶାସନ ।
କନକ ବ୍ୟୁରୋ : ଖେଳ ଆଗ ଜୀବନ ପଛ । ମୟୁରଭଞ୍ଜ ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ମହାମାରୀ କରୋନାର ମାରାତ୍ମକ ସଂକ୍ରମଣ ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ । ଆଉ ଖେଳକୁ ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ । ମହାମାରୀ କରୋନା ଯେଉଁଠି ଦିନକୁ ଦିନ ଦ୍ରୁତ ବେଗରେ ତାର କାୟା ମେଲାଉଛି । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ହଜାର ହଜାରContinue reading “ମହାମାରୀ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ, ଚୁପ୍ ବସିଛି ପୋଲିସ ଓ ପ୍ରଶାସନ ।”
ଆଉ ଅକ୍ସିଜେନ୍ ପାଇଁ ଯିବନି ଜୀବନ ? ଡାକ୍ତର ତିଆରି କଲେ ନୂଆ ମେସିନ୍, ବାୟୁରୁ ସିଧାସଳଖ ରୋଗୀଙ୍କୁ ମିଳିପାରିବ ଅକ୍ସିଜେନ୍ ।
କନକ ବ୍ୟୁରୋ : ଅକ୍ସିଜେନ୍ କେତେ ଆଖିକୁ ଯେ ଓଦା କରିସାରିଲାଣି, ନିଶ୍ୱାସ ବିନା କେତେ ଯେ ଜୀବନ ଗଲାଣି, ତାହା ଆକଳନ କରିବା କଷ୍ଟ । ପ୍ରତିଦିନ ଦେଶର କେଉଁଠୁ ନା କେଉଁଠୁ ଅକ୍ସିଜେନ୍ ଅଭାବରୁ ଜାବନ ଚାଲିଯିବାର ଖବର ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ ମଧ୍ୟପ୍ରଦେଶରୁ ଯେଉଁ ଖବର ଆସିଛି, ତାହା ସମସ୍ତଙ୍କୁ ଆଶ୍ୱସ୍ତି ଆଣିଦେବ । ମଧ୍ୟପ୍ରଦେଶର ଅଗରମାଲବା ଜିଲ୍ଲାର ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀମାନେ ତିଆରି କରିଛନ୍ତିContinue reading “ଆଉ ଅକ୍ସିଜେନ୍ ପାଇଁ ଯିବନି ଜୀବନ ? ଡାକ୍ତର ତିଆରି କଲେ ନୂଆ ମେସିନ୍, ବାୟୁରୁ ସିଧାସଳଖ ରୋଗୀଙ୍କୁ ମିଳିପାରିବ ଅକ୍ସିଜେନ୍ ।”
ମହାମାରୀ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ, ଚୁପ୍ ବସିଛି ପୋଲିସ ଓ ପ୍ରଶାସନ ।
କନକ ବ୍ୟୁରୋ : ଖେଳ ଆଗ ଜୀବନ ପଛ । ମୟୁରଭଞ୍ଜ ଜିଲ୍ଲାରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ମହାମାରୀ କରୋନାର ମାରାତ୍ମକ ସଂକ୍ରମଣ ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ । ଆଉ ଖେଳକୁ ଉପଭୋଗ କରୁଛନ୍ତି ହଜାର ହଜାର ଦର୍ଶକ । ମହାମାରୀ କରୋନା ଯେଉଁଠି ଦିନକୁ ଦିନ ଦ୍ରୁତ ବେଗରେ ତାର କାୟା ମେଲାଉଛି । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି ଏବଂ ହଜାର ହଜାରContinue reading “ମହାମାରୀ କରୋନାକୁ ଖୋଲାଖୋଲି ଆମନ୍ତ୍ରଣ । ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଶହ ଶହ ଲୋକଙ୍କୁ ନେଇ ଚାଲିଛି ଫୁଟବଲ ଖେଳ, ଚୁପ୍ ବସିଛି ପୋଲିସ ଓ ପ୍ରଶାସନ ।”
ଅକ୍ସିଜେନ ଅଭାବରୁ ମେଡିକାଲରେ ଚାଲିଗଲା ୮ କରୋନା ରୋଗୀଙ୍କ ଜୀବନ । ଭୟରେ ଫେରାର୍ ହୋଇଗଲେ ଡାକ୍ତର ଓ ନର୍ସ
କନକ ବ୍ୟୁରୋ : ଦିଲ୍ଲୀ ନିକଟବର୍ତ୍ତି ଗୁରୁଗ୍ରାମ ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ୮ ଜଣ କରୋନା ରୋଗୀଙ୍କ ସନ୍ଦିଗ୍ଧ ମୃତ୍ୟୁର ରହସ୍ୟ ଖୋଲିଛି । ଏହି ଘଟଣାଟି ଗୁରୁଗ୍ରାମ ସହର ନିକଟ ସେକ୍ଟର ୫୬ ରେ ଥିବା ଏକ ହସ୍ପିଟାଲରେ ଘଟିଛି । ଏପ୍ରିଲ ୩୦ ତାରିଖ ଦିନ ରାତିରେ ଏଠାରେ ଅକ୍ସିଜେନ ସପ୍ଲାଏ ବନ୍ଦ ହୋଇଯିବା ଫଳରେ ୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିଲା । ୮ ଜଣ ରୋଗୀଙ୍କର ମୃତ୍ୟୁପରେContinue reading “ଅକ୍ସିଜେନ ଅଭାବରୁ ମେଡିକାଲରେ ଚାଲିଗଲା ୮ କରୋନା ରୋଗୀଙ୍କ ଜୀବନ । ଭୟରେ ଫେରାର୍ ହୋଇଗଲେ ଡାକ୍ତର ଓ ନର୍ସ”
ପୋଲିସ ପଞ୍ଝାରେ କଟୁରୀ ଗ୍ୟାଙ୍ଗ । ରାଜଧାନୀରେ ଆତଙ୍କରାଜ ଚଳାଇଥିବା କଟୁରୀ ଗ୍ୟାଙ୍ଗକୁ ଧରିଲା ପୋଲିସ, ଜବତ କଲା ୧୯ଟି ସୁନା ଚେନ୍ ।
କନକ ବ୍ୟୁରୋ : ରାଜଧାନୀର ବିଭିନ୍ନ ସ୍ଥାନରେ ଲୁଟପାଟ କରୁଥିବା କଟୁରୀ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୁଲିସ । ଦୀର୍ଘ ଦିନ ଧରି ପଲସର ବାଇକରେ ଆସି କଟୁରୀ ଦେଖାଇ ଲୋକଙ୍କୁ ଭୟଭୀତ କରି ଲୁଟ୍ ଓ ଛିନତାଇ କରୁଥିଲେ ଏହି ଗ୍ୟାଙ୍ଗ୍ । ସେହି କଟୁରୀ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଆଜି ଗିରଫ କରିଛି କମିସନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ । ସହିଦନଗର ଥାନା ଓ ଖଣ୍ଡଗିରି ଥାନାର ସ୍ପେଶାଲ ଟିମ ମିଳିତ ଭାବେContinue reading “ପୋଲିସ ପଞ୍ଝାରେ କଟୁରୀ ଗ୍ୟାଙ୍ଗ । ରାଜଧାନୀରେ ଆତଙ୍କରାଜ ଚଳାଇଥିବା କଟୁରୀ ଗ୍ୟାଙ୍ଗକୁ ଧରିଲା ପୋଲିସ, ଜବତ କଲା ୧୯ଟି ସୁନା ଚେନ୍ ।”
ମିଳିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ । ସଂକ୍ରମଣ ଭୟରେ ଛୁଇଁଲେନି ସାହି ପଡ଼ିଶା, ଶ୍ମଶାନ ଯାଏଁ ଟ୍ରଲିରେ ଶବ ବୋହିନେଲେ ଦଶମ ଶ୍ରେଣୀର ଛାତ୍ର ।
କନକ ବ୍ୟୁରୋ : ମରିଗଲା ମାନବିକତା । ସଂକ୍ରମଣ ଭୟରେ ଶବକୁ କେହି ଛୁଇଁଲେନି । ଶ୍ମଶାନ ଯିବାକୁ ଚାରିକାନ୍ଧ ନମିଳିବାରୁ ଟ୍ରଲିଲେ ବୁହାହେଲା ଶବ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ପାତ୍ରପୁର ବ୍ଲକ ପାତ୍ରପୁର ଗାଁରେ । ଯେଉଁଠି ଜଣେ ଦଶମ ଶ୍ରେଣୀର ଛାତ୍ର ଟ୍ରଲିରେ ଶବ ନେଉଥିବାର ଦେଖିବାକୁ ମିଳିଛି । ପାତ୍ରପୁର ଗାଁର ଚନ୍ଦ୍ର ଶେଖର ମହାନ୍ତି ନାମକ ଜଣେ ବ୍ୟକ୍ତି କିଛି ଦିନ ହେଲା ଅସୁସ୍ଥ ଥିଲେContinue reading “ମିଳିଲାନି ଚାରିକାନ୍ଧ, ଟ୍ରଲିରେ ବୁହାହେଲା ଶବ । ସଂକ୍ରମଣ ଭୟରେ ଛୁଇଁଲେନି ସାହି ପଡ଼ିଶା, ଶ୍ମଶାନ ଯାଏଁ ଟ୍ରଲିରେ ଶବ ବୋହିନେଲେ ଦଶମ ଶ୍ରେଣୀର ଛାତ୍ର ।”