କନକ ବ୍ୟୁରୋ: ବିହାରରେ ବଢି ଚାଲିଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ରାଜ୍ୟ ସରକାର ମେ ୧୫ ଯାଏଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ବିହାରରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହାସହ ହସ୍ପିଟାଲରେ ବେଡର ଅଭାବ ଓ ଅକ୍ସିଜେନର ଅଭାବ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । ଏହାପରେ ରାଜ୍ୟରେ ଲକଡାଉନ ଘୋଷଣା କରିବା ପାଇଁ ସରକାରଙ୍କ ଉପରେ ବିଭିନ୍ନ ଆଡୁ ଚାପ ମଧ୍ୟ ପଡିଥିଲାContinue reading “ବିହାରରେ ବଢୁଛି କରୋନା ସଂକ୍ରମଣ । ମେ ୧୫ ଯାଏଁ ପୂରା ରାଜ୍ୟରେ ଲକଡାଉନ ଘୋଷଣା”
Author Archives: Raghaba
ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଛଟପଟ ହେଉଥିଲେ ରୋଗୀ : କରୋନା ସଂକ୍ରମଣ ଭୟରେ ଛୁଇଁଲେନି କର୍ମଚାରୀ , ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ
କନକ ବ୍ୟୁରୋ : ଅକ୍ସିଜେନ ଅଭାବରୁ ଜଣେ କରୋନା ସଂକ୍ରମିତ ମହିଳା ଡାକ୍ତରଖାନାରେ ଆଖି ବୁଜିଛନ୍ତି । ଅକ୍ସିଜେନର ଅଭାବ ନଥିଲା, ଡାକ୍ତର. ନର୍ସ ସମସ୍ତେ ରହିଥିଲେ । ହେଲେ ମହିଳା ଜଣକ କରୋନା ସଂକ୍ରମିତ ଜାଣିବା ପରେ କେହି ପାଖକୁ ଆସିଲେ ନାହିଁ । ଆଖି ଆଗରେ ରୋଗୀ ଛଟପଟ ହେଉଥିଲା, ହେଲେ ଡାକ୍ତର କି ନର୍ସ ଛୁଇଁଲେ ନାହିଁ । ଶେଷରେ ଶ୍ୱାସ ନେଇନପାରି ଛଟପଟ୍ ହୋଇ ସମସ୍ତଙ୍କ ଆଖିରେ ଛଟପଟ୍ ହୋଇ ପ୍ରାଣContinue reading “ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ଛଟପଟ ହେଉଥିଲେ ରୋଗୀ : କରୋନା ସଂକ୍ରମଣ ଭୟରେ ଛୁଇଁଲେନି କର୍ମଚାରୀ , ଅକ୍ସିଜେନ ଅଭାବରୁ ଚାଲିଗଲା ଜୀବନ”
ତୁଟିଗଲା ୨୭ ବର୍ଷର ଦାମ୍ପତ୍ୟ ଜୀବନ । ଏବେ ଅଲଗା ରହିବେ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ୍
କନକ ବ୍ୟୁରୋ : ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ୍ ବିବାହର ୨୭ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ସେମାନେ କହିଛନ୍ତି କି ‘ଆମକୁ ଲାଗୁ ନାହିଁ କି, ଆଉ ଆମେ ଦମ୍ପତି ଭାବେ ଜୀବନକୁ ଆଗକୁ ବଢାଇ ପାରିବୁ’ । ହେଲେ ଦୁନିଆର ସବୁଠାରୁ ବଡ ଘରୋଇ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ୍ ଫାଉଣ୍ଡେସନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ । କହିରଖୁContinue reading “ତୁଟିଗଲା ୨୭ ବର୍ଷର ଦାମ୍ପତ୍ୟ ଜୀବନ । ଏବେ ଅଲଗା ରହିବେ ବିଲ ଗେଟସ୍ ଓ ତାଙ୍କ ପତ୍ନୀ ମିଲିଣ୍ଡା ଗେଟସ୍”
ଆଇପିଏଲ ଉପରେ କରୋନା କାୟା । ସ୍ଥଗିତ ହେଲା ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ।
କନକ ବ୍ୟୁରେ: କରୋନା କବଳରେ ଆଇପିଏଲ । ପୁଣି ସ୍ଥଗିତ ହେଲା ଆଉ ଗୋଟିଏ ମ୍ୟାଚ । ବୁଧବାର ହେବାକୁ ଥିବା ରାଜସ୍ଥାନ ଓ ଚେନ୍ନାଇର ମ୍ୟାଚକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଚେନ୍ନାଇ ୩ ଜଣ ଷ୍ଟାଫ କରୋନା ପଜିଟିଭ ବାହାରିବା ପରେ ଏବେ ଖେଳାଳିମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ସେପଟେ ବିସିସିଆଇ ଅଧିକ ରିସ୍କ ନନେଇ ଏହି ମ୍ୟାଚକୁୁ ସ୍ଥଗିତ କରିଛି । ଗତକାଲି ସିଏସକେର ସିଇଓ କାଶି ବିଶ୍ୱନାଥ, ବୋଲିଂ କୋଚ ଏଲContinue reading “ଆଇପିଏଲ ଉପରେ କରୋନା କାୟା । ସ୍ଥଗିତ ହେଲା ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ । “
ସମ୍ବେଦନହୀନତାର ସବୁ ସୀମା ଟପିଗଲେ ହସ୍ପିଟାଲ କର୍ତୃପକ୍ଷ : ସୁରଟ ପ୍ରିୟା ହସ୍ପିଟାଲରେ ପ୍ରବାସୀ ଓଡିଆଙ୍କ ଦେହାନ୍ତ ପରେ ରାସ୍ତାରେ ରଖିଦେଇ ଗଲେ ଶବ
କନକ ବ୍ୟୁରୋ : ଏକ ଏଭଳି ଦୃଶ୍ୟ…ଯାହା ଆପଣଙ୍କୁ ବିଚଳିତ କରିଦେବ । ଏହି ଦୃଶ୍ୟ ପ୍ରବାସୀ ଓଡିଆଙ୍କ ଦୁର୍ଦ୍ଦଶାକୁ ବୟାନ କରୁଛି । ହୃଦୟ ବିଦାରକ ଦୃଶ୍ୟ । ସିସିଟିଭିରେ କଏଦ ହୋଇଛି କିଭଳି ଏକ ମୃତଦେହକୁ ଆଣି ରାସ୍ତା ଉପରେ ରଖି ଦିଆଯାଉଛି । ଜଣେ ପ୍ରବାସୀ ଓଡିଆଙ୍କ ମୃତଦେକୁ ରାସ୍ତା ଉପରେ ରଖିଦେଇ ଯାଉଛନ୍ତି ହସ୍ପିଟାଲ କର୍ମଚାରୀ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମଙ୍ଗଳପୁର ଗାଁର ଭଗବାନ ନାୟକ ଦୀର୍ଘଦିନ ହେଲାContinue reading “ସମ୍ବେଦନହୀନତାର ସବୁ ସୀମା ଟପିଗଲେ ହସ୍ପିଟାଲ କର୍ତୃପକ୍ଷ : ସୁରଟ ପ୍ରିୟା ହସ୍ପିଟାଲରେ ପ୍ରବାସୀ ଓଡିଆଙ୍କ ଦେହାନ୍ତ ପରେ ରାସ୍ତାରେ ରଖିଦେଇ ଗଲେ ଶବ”
ଓଡିଶା ପରେ ଯୋଗୀ ସରକାରଙ୍କ ଘୋଷଣା । ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ମିଳିବ ଟିକା । ସବୁ ଅଫିସରେ ଟିକାକରଣ ।
କନକ ବ୍ୟୁରୋ : ଓଡିଶା ପରେ ଯୋଗୀ ସରକାର ସାମ୍ବାଦିକ ମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ସବୁ ଗଣମାଧ୍ୟମର କର୍ମୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଯୋଗୀ ଆଦିତ୍ୟନାଥ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଗଣମାଧ୍ୟମ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଟିକା ପ୍ରଦାନ କରାଯିବା ନେଇ ସେ କହିଛନ୍ତି । ଏହା ମଧ୍ୟରେ ଖୁସିଖବର କି ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଏବେ ରାଜ୍ୟରେ ଦୈନିକContinue reading “ଓଡିଶା ପରେ ଯୋଗୀ ସରକାରଙ୍କ ଘୋଷଣା । ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ମିଳିବ ଟିକା । ସବୁ ଅଫିସରେ ଟିକାକରଣ ।”
କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ପରାମର୍ଶ । କହିଲେ, ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ସଂମ୍ପୂର୍ଣ୍ଣ ଲକଡାଉନ ।
କନକ ବ୍ୟୁରୋ: ଭାରତରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ପୁଣି ରାହୁଥରେ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ କହିଛନ୍ତି କରୋନାର ଏହି ଦ୍ୱିତୀୟ ଲହର ରୋକିବାର ଏହି ଗୋଟିଏ ଉପାୟ ହେଉଛି ସମ୍ପୂର୍ଣ୍ଣ ଲକଡାଉନ । ଏହି ପରାମର୍ଶ ଟ୍ୱିଟ କରି ଲେଖିଛନ୍ତି ରାହୁଲ ଗାନ୍ଧୀ । ଟ୍ୱିଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ଭାରତ ସରକାର ବୁଝୁ ନାହାନ୍ତିContinue reading “କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ପରାମର୍ଶ । କହିଲେ, ସଂକ୍ରମଣ ରୋକିବାର ଏକମାତ୍ର ଉପାୟ ସଂମ୍ପୂର୍ଣ୍ଣ ଲକଡାଉନ ।”
କରୋନା ପାଇଁ ସ୍କୁଲରେ ପଡିଛି ତାଲା : ନିଜ ଗାଁର ପିଲାଙ୍କୁ ପାଠ ପଢାଉଛନ୍ତି ଗାଁର ଉଚ୍ଚଶିକ୍ଷିତ ଯୁବକ ସୁମନ
କନକ ବ୍ୟୁରୋ : ମହାମାରି କରୋନା ଯୋଗୁଁ ବିଦ୍ୟାଳୟ ବନ୍ଦ ଥିବା ବେଳେ ପିଲାଙ୍କ ପାଠପଢା ଚିନ୍ତା ଅଭିଭାବକଙ୍କୁ ଘାରିଛି । ଏପରି ସମୟରେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଉପାନ୍ତ କାଲାପାଲ୍ଲି ଗାଁରୁ ଆସିଛି ଭିନ୍ନ ଚିତ୍ର । ଗ୍ରାମବାସୀ ସ୍କୁଲ ପିଲାଙ୍କୁ ପାଠ ପଢାଇବା ଦାୟିତ୍ୱ ଗାଁର ଶିକ୍ଷିତ ଯୁବକଙ୍କୁ ଦେଇଛନ୍ତି । ଆଉ ଗାଁ ପିଲାଙ୍କୁ କରୋନା ନିୟମ ମାନି ପାଠ ପଢାଉଛନ୍ତି ଗାଁର ଶିକ୍ଷିତ ଯୁବକ । କାଲାପଲ୍ଲି ଗାଁରContinue reading “କରୋନା ପାଇଁ ସ୍କୁଲରେ ପଡିଛି ତାଲା : ନିଜ ଗାଁର ପିଲାଙ୍କୁ ପାଠ ପଢାଉଛନ୍ତି ଗାଁର ଉଚ୍ଚଶିକ୍ଷିତ ଯୁବକ ସୁମନ”
କରୋନାର ଦ୍ରୁତ ସଂକ୍ରମଣ ଭିତରେ ସ୍କୁଲ ପିଲାଙ୍କ ଜୀବନ ସହ ସାଂଘାତିକ ଖେଳ : ସରକାରଙ୍କ କଟକଣା ସତ୍ତ୍ବେ ଭୁବନେଶ୍ୱର ବଡଗଡ ଗୁରୁକୁଳ ସ୍କୁଲରେ ଚାଲିଛି ପାଠପଢା
କନକ ବ୍ୟୁରୋ : ସ୍କୁଲରେ ଚାଲିଛି ପାଠପଢା । ଆପଣ କହିବେ କେଉଁଠି ? ସରକାର ତ ସ୍କୁଲ, କଲେଜ ସବୁ ବନ୍ଦ ରଖିବାକୁ କହିଛନ୍ତି । ଛାତ୍ରଛାତ୍ରୀଙ୍କୁ କେବଳ ଅନଲାଇନରେ ପାଠ ପଢାଯାଉଛି । ତାହାହେଲେ ସ୍କୁଲ କେଉଁଠି ଖୋଲିଲା ଓ ଶ୍ରେଣୀଗୃହରେ କେମିତି ପାଠପଢା ହେଲା ? ରାଜଧାନୀ ଭୁବନେଶ୍ୱର ବଡଗଡ ଅଂଚଳରେ ଥିବା ଗୁରୁକୁଳ ଶିକ୍ଷାନୁଷ୍ଠାନରେ ଶ୍ରେଣୀଗୃହରେ ଚାଲିଥିଲା ପାଠପଢା । କରୋନାର ଦ୍ରୁତ ସଂକ୍ରମଣ ଭିତରେ ସରକାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦContinue reading “କରୋନାର ଦ୍ରୁତ ସଂକ୍ରମଣ ଭିତରେ ସ୍କୁଲ ପିଲାଙ୍କ ଜୀବନ ସହ ସାଂଘାତିକ ଖେଳ : ସରକାରଙ୍କ କଟକଣା ସତ୍ତ୍ବେ ଭୁବନେଶ୍ୱର ବଡଗଡ ଗୁରୁକୁଳ ସ୍କୁଲରେ ଚାଲିଛି ପାଠପଢା”
ସଂକ୍ରମଣ ରୋକିବାକୁ ସରକାରଙ୍କ କଟକଣା ସତ୍ୱେ ମାନୁ ନାହାନ୍ତି ଅମାନିଆ : ସାବାଡ କରିବାକୁ ଉଠବସ କଲା ପୁଲିସ
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲଗାଇଥିବା କଟକଣାକୁ ମାନୁ ନାହାନ୍ତି ଲୋକେ । ଆଉ ଅମାନିଙ୍କୁ ସାବାଡ କରିବା ପାଇଁ ଦଣ୍ଡ ଦେଇଛି ପୁଲିସ । ହରିୟାଣାରୁ ଆସିଛି ଏପରି ଦୃଶ୍ୟ । ଆଜି ସକାଳେ ମର୍ଣ୍ଣିଂ ୱାକ କରିବା ସମୟରେ କିଛି ଅମାନିଆ କୋଭିଡ ନିୟମ ମାନୁନଥିବା ଦେଖିଥିଲା ହରିୟାଣା ପୁଲିସ । ଏହାପରେ ନିୟମ ଉଲ୍ଲଂଘନକାରୀଙ୍କୁ ଧରି ପୁଲିସ ରାସ୍ତାରେ ଏକ ଧାଡିରେ ଛିଡା କରାଇ ଉଠବସContinue reading “ସଂକ୍ରମଣ ରୋକିବାକୁ ସରକାରଙ୍କ କଟକଣା ସତ୍ୱେ ମାନୁ ନାହାନ୍ତି ଅମାନିଆ : ସାବାଡ କରିବାକୁ ଉଠବସ କଲା ପୁଲିସ”