କନକ ବ୍ୟୁରୋ: ବଳପୂର୍ବକ ବାହାଘର କାର୍ଯ୍ୟକ୍ରମ ଅଧାରରେ ଅଟାକାଇବା ଏବେ ତ୍ରିପୁରା ପଶ୍ଚିମ ଜିଲ୍ଲାପାଳଙ୍କୁ ମହଙ୍ଗା ପଡିଛି । ଜିଲ୍ଲାପାଳ ଶୈଳଶ ଯାଦବଙ୍କୁ ନିଲମ୍ବିତ କରାଯାଇଛି । ଏପ୍ରିଲ ୨୬ ତାରିଖରେ ତ୍ରିପୁରାର ରାଜଧାନୀ ଅଗରତାଲାରେ ଏକ ବିବାହ କାର୍ଯ୍ୟକ୍ରମରେ ହଠାତ ପହଁଚିଥିଲେ ଜିଲ୍ଲପାଳ । ଫିଲ୍ମର ଦୃଶ୍ୟରେ ଯେଉଁଭଳି କୌଣସି ଖଳନାୟକ ଅଚାନକ ପଶି ଆସି ସମସ୍ତଙ୍କୁ ଭୟଭୀତ କରିଥାଏ ଠିକ୍ ସେହିପରି ବଡ ପାଟି କରି ସମସ୍ତଙ୍କୁ ଡରାଇଥିଲେ ଜିଲ୍ଲାପାଳ । କେବଳ ପାଟିContinue reading “ବଳପୂର୍ବକ ବାହାଘର କାର୍ଯ୍ୟକ୍ରମ ଅଧାରେ ଅଟାକାଇବା ପଡିଲା ମହଙ୍ଗା । ନିଲମ୍ବିତ ହେଲେ ଜିଲ୍ଲାପାଳ ଶୈଳଶ ଯାଦବ”
Author Archives: Raghaba
୧୫ ଦିନ ହେବ ଦେଶର କିଛି ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କମିଥିବା ବେଳେ ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡରେ ବଢ଼ୁଛି ସଂକ୍ରମଣ ।
କନକ ବ୍ୟୁରୋ: ୧୫ ଦିନ ଭିତରେ ଦେଶରେ କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟରେ କମୁଛି ସଂକ୍ରମଣ । ହେଲେ କିଛି ରାଜ୍ୟରେ ବଢ଼ିବାର ଲାଗିଛି ସଂକ୍ରମଣ । ସେଗୁଡ଼ିକ ହେଲା ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡ । କରୋନା ମୃତ୍ୟୁହାର ୧ ଦଶମିକ ୧ ପ୍ରତିଶତରୁ କମ୍ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କରୋନା ସଂକ୍ରମଣ ଅଂଚଳରେ ମାଇକ୍ରୋ କଂଟେନମେଂଟContinue reading “୧୫ ଦିନ ହେବ ଦେଶର କିଛି ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶରେ କମିଥିବା ବେଳେ ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡରେ ବଢ଼ୁଛି ସଂକ୍ରମଣ ।”
ଅମ୍ଲଜାନ ଅଭାବ କରୁଛି ଅଣନିଶ୍ୱାସୀ । କର୍ଣ୍ଣାଟକ ଚାମରାଜନଗର ସରକାରୀ ଡାକ୍ତରଖାନାରେ ଗୁରୁତର ରୋଗୀଙ୍କୁ ମିଳିଲାନି ଅକ୍ସିଜେନ ।
କନକ ବ୍ୟୁରୋ: ଅମ୍ଳଜାନ ଅଭାବରୁ ପୁଣି ଚାଲିଗଲା କରୋନା ଆକ୍ରାନ୍ତଙ୍କ ଜୀବନ । ଡାକ୍ତରଖାନାରେ ଅମ୍ଲଜାନ ପହଁଚିବାରେ ବିଳମ୍ବ ହେବାରୁ ୨୪ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ବିଳମ୍ବିତ ରାତିରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି କର୍ଣ୍ଣାଟକ ଚାମରାଜନଗରରେ । ମହୀଶୁର ସହରରୁ ଚାମରାଜନଗର ୨୫୦ଟି ସିଲିଣ୍ଡର ପହଁଚିବାରେ ବିଳମ୍ବ ହେବା ଯୋଗୁଁ ଏହି ଅଘଟଣ ଘଟିଛି । ୨୪ଜଣ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଖାନାରେ ପହଁଚିଥିଲା ଅକ୍ସିଜେନ ସିଲିଣ୍ଡର । ପ୍ରାଣContinue reading “ଅମ୍ଲଜାନ ଅଭାବ କରୁଛି ଅଣନିଶ୍ୱାସୀ । କର୍ଣ୍ଣାଟକ ଚାମରାଜନଗର ସରକାରୀ ଡାକ୍ତରଖାନାରେ ଗୁରୁତର ରୋଗୀଙ୍କୁ ମିଳିଲାନି ଅକ୍ସିଜେନ । “
୨୦୨୨ ଡିସେମ୍ବର ସୁଦ୍ଧା ଶେଷ ହେବ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ । ବାସଭବନର ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଲା ପରିବେଶ ମନ୍ତ୍ରାଳୟ ।
କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହେବ। ପରିବେଶ ମନ୍ତ୍ରାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଅନୁମତି ଦେବା ପରେ ଏହା ଡିସେମ୍ବର ୨୦୨୨ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି । ସଂସଦ ନିର୍ମାଣ କାର୍ଯ୍ୟ ନଭେମ୍ବର ୨୦୨୨ ସୁଦ୍ଧା, ଉପ-ରାଷ୍ଟ୍ରପତି ଏନକ୍ଲେଭ ମେ’ ୨୦୨୨ ସୁଦ୍ଧା ଏବଂ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିର୍ମାଣ କାମ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି।Continue reading “୨୦୨୨ ଡିସେମ୍ବର ସୁଦ୍ଧା ଶେଷ ହେବ ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ । ବାସଭବନର ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଲା ପରିବେଶ ମନ୍ତ୍ରାଳୟ ।”
କରୋନା ଡରରେ ଚରମ ନିଷ୍ପତ୍ତିି ନେଉଛନ୍ତି ଲୋକେ । ଅନୁଗୁଳରେ ଆକ୍ରାନ୍ତ ଚିହ୍ନଟ ପରେ ପାଣିକୁ ଡେଇଁ ଆତ୍ମହତ୍ୟା ।
କନକ ବ୍ୟୁରୋ: କରୋନାର ଆସୁଛି କରୁଣ ଦୃଶ୍ୟ । ବଢୁଛି ଆତ୍ମହତ୍ୟାପ୍ରବଣତା । କରୋନା ପଜିିଟିଭିଙ୍କ ମୃତ୍ୟୁ ପରେ ପରିବାର ହେଉଛି ଛାରଖାର । ଏଭଳି ୩ଟି ଚିତ୍ର ଆସିଛି ରାଜ୍ୟର ବିଭିନ୍ନ ସ୍ଥାନରୁ । ବ୍ରହ୍ମପୁର ଓ ନୟାଗଡ ଇଟାମାଟିରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆତ୍ମହତ୍ୟା କରିବା ଭଳି ଖବର ଆସିଛି । ସେପଟେ କରୋନା ପଜଟିଭ ଚିହ୍ନଟ ହେବା ପରେ ଅନୁଗୁଳରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ଯୁବକ । କନ୍ଦାଉଛିContinue reading “କରୋନା ଡରରେ ଚରମ ନିଷ୍ପତ୍ତିି ନେଉଛନ୍ତି ଲୋକେ । ଅନୁଗୁଳରେ ଆକ୍ରାନ୍ତ ଚିହ୍ନଟ ପରେ ପାଣିକୁ ଡେଇଁ ଆତ୍ମହତ୍ୟା । “
ସ୍କୁଲ ଗୁଡିକୁ ନବମ ଶ୍ରେଣୀ ଓ ପ୍ରି-ବୋର୍ଡ ପରୀକ୍ଷାର ମାର୍କ ମାଗିଲା ବୋର୍ଡ । ଏସବୁ ପରୀକ୍ଷାର ଫଳ ଆଧାରରେ ବାହାରି ପାରେ ମାଟ୍ରିକ୍ ରେଜଲ୍ଟ
କନକ ବ୍ୟୁରୋ: କେମିତି ଦିଆଯିବ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାର୍କ । ପରୀକ୍ଷା ବାତିଲ ହେବାର ତେର ଦିନ ପରେ ପରୀକ୍ଷାର୍ଥୀଙ୍କ ଦଶମ ଏବଂ ନବମର ପରୀକ୍ଷା ଫଳ ଦାଖଲ କରିବାକୁ ସ୍କୁଲକୁ ବୋର୍ଡର ନିର୍ଦ୍ଦେଶ । ସିବିଏସଇ ଦଶମ ବୋର୍ଡ ନିୟମାବଳୀ ପ୍ରକାଶ କରିବା ପରେ ତତ୍ପରତା ଦେଖାଇଛି ମାଧ୍ୟମିକ ଶିକ୍ଷା ପରିଷଦ । ମାଟ୍ରିକ ପରୀକ୍ଷାର୍ଥୀଙ୍କ ଅଭ୍ୟାସ ପରୀକ୍ଷା ଓ ନବମ ଶ୍ରେଣୀର ସାନ୍ମସିକ ଓ ବାର୍ଷିକ ପରୀକ୍ଷାର ନମ୍ବର ଦାଖଲ କରିବାକୁ ସ୍କୁଲଗୁଡିକୁ ବୋର୍ଡରContinue reading “ସ୍କୁଲ ଗୁଡିକୁ ନବମ ଶ୍ରେଣୀ ଓ ପ୍ରି-ବୋର୍ଡ ପରୀକ୍ଷାର ମାର୍କ ମାଗିଲା ବୋର୍ଡ । ଏସବୁ ପରୀକ୍ଷାର ଫଳ ଆଧାରରେ ବାହାରି ପାରେ ମାଟ୍ରିକ୍ ରେଜଲ୍ଟ “
ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କରୋନାର କରୁଣ ଚିତ୍ର । ଘରେ ଜାଗା ନଥିବାରୁ ଗଛ ମୂଳେ ସଂଗରୋଧରେ ରହିଲେ ଯୁବକ । କରୋନା ସନ୍ଦେହରେ ମୃତ୍ୟୁ ପାଇଁ ପାଖ ମାଡିଲେନି ସାହିପଡିଶା ।
କନକ ବ୍ୟୁରୋ: ମହାମାରୀର ଭୟ ଭିକରେ ମଣିଷ କେମିତି କଲବଲ ହେଉଛି, ଏ କଥା କହିବାର ଆବଶ୍ୟକତା ନାହିଁ । କାରଣ ପ୍ରତିଦିନ କୁଢକୁଢ ଶବ ମଶାଣିକୁ ଯାଉଛି, ଶିଶୁ-ଯୁବକ-ବୟସ୍କ ପ୍ରାୟ ସମସ୍ତେ କରୋନା ଆକ୍ରାନ୍ତ ହେଉଛନ୍ତି । ଆଉ ଟିଭି ପରଦାରେ ଆପଣମାନେ ଦେଖୁଥିବା ଏହି ତିନୋଟି ଚିତ୍ର, ଆତଙ୍କସୃଷ୍ଟି କରିଥିବା କରୋନାର କରୁଣ କାହାଣୀ କହୁଛି । ଗଛ ତଳେ ସଂଗରୋଧ କଳାହାଣ୍ଡି କୋକସରା ବ୍ଲକ ଛିଲପାମାଲ ଗାଁର କ୍ଷୀରୋଦ ନାୟକ କରୋନା ସଂକ୍ରମିତContinue reading “ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କରୋନାର କରୁଣ ଚିତ୍ର । ଘରେ ଜାଗା ନଥିବାରୁ ଗଛ ମୂଳେ ସଂଗରୋଧରେ ରହିଲେ ଯୁବକ । କରୋନା ସନ୍ଦେହରେ ମୃତ୍ୟୁ ପାଇଁ ପାଖ ମାଡିଲେନି ସାହିପଡିଶା ।”
ଲକଡାଉନ୍ ପୂର୍ବରୁ ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲମ୍ବା ଲାଇନ୍ । ସଉଦା କିଣିବାକୁ ବି ବାହାରେ ଭିଡ କଲେ ଲୋକେ ।
କନକ ବ୍ୟୁରୋ: ଆଗକୁ ଲକଡାଉନ, ମଦଦୋକାନ ଆଗରେ ଲାଗିଲା ଲମ୍ବା ଭିଡ । ରାଜଧାନୀର ବିଭିନ୍ନ ମଦଦୋକାନ ଆଗରେ ଲକଡାଉନ ଆଗରୁ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ବର୍ତମାନ ସରକାର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଘରୁ ବାହାରକୁ ଯିବାକୁ ଅନୁରୋଧ କରୁଛନ୍ତି କିନ୍ତୁ ଲୋକ ମଦକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବି ଗହଳି କରୁଥିବା ଦେଖିବାକୁ ମିଳିଛି । କେବଳ ମଦ ଦୋକାନ ନୁହେଁ ସଉଦାପତ୍ର କିଣିବାକୁ ବଜାରରେ ଲାଗିଛି ପ୍ରବଳ ଭିଡContinue reading “ଲକଡାଉନ୍ ପୂର୍ବରୁ ପ୍ରବଳ ଭିଡ । ମଦ ଦୋକାନ ଆଗରେ ଲମ୍ବା ଲାଇନ୍ । ସଉଦା କିଣିବାକୁ ବି ବାହାରେ ଭିଡ କଲେ ଲୋକେ ।”
ଦେଶରେ କାହିଁକି ଦେଖାଦେଲା ଭାକ୍ସିନର ଅଭାବ । ଆଦାର ପୁନାୱାଲା କହିଲେ, ମାର୍ଚ୍ଚ ମାସ ସୁଦ୍ଧା ମିଳିଥିଲା କେବଳ ୧୩ କୋଟି ଟିକାର ଅର୍ଡର
କନକ ବ୍ୟୁରୋ: ଦେଶରେ ଟୀକାଦାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ କୈାଣସି ବି ରାଜ୍ୟରେ ଏହା ଶତ ପ୍ରତିଶତ କାର୍ଯ୍ୟକାରୀ ହୋଇପାରିନାହିଁ । ଟୀକାର ଅଭାବ ଏହା ପଛର ଏକ ପ୍ରମୁଖ କାରଣ ସାଜିଛି । ସେରମ୍ ଇନଷ୍ଟିଚ୍ୟୁଟ ସିଇଓ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହା ପଛର ବାସ୍ତବତାକୁ ସାମ୍ନାକୁ ଆଣିଛନ୍ତି । ଆଦାର ପୁନାୱାଲା କହିଛନ୍ତି, ଦେଶରେ ରାଜନେତା ଏବଂ ସମୀକ୍ଷକ ଟୀକାର ଅଭାବ ପାଇଁ ସେରମକୁ ଦାୟୀ କରୁଛନ୍ତି । ହେଲେContinue reading “ଦେଶରେ କାହିଁକି ଦେଖାଦେଲା ଭାକ୍ସିନର ଅଭାବ । ଆଦାର ପୁନାୱାଲା କହିଲେ, ମାର୍ଚ୍ଚ ମାସ ସୁଦ୍ଧା ମିଳିଥିଲା କେବଳ ୧୩ କୋଟି ଟିକାର ଅର୍ଡର”
ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଉପ ନିର୍ବାଚନ ।
କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆସିଛି ବଡ ଖବର । ପୁଣି ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣ ବଢୁଥିବା ଦେଖି ପିପିଲି ଉପ ନିର୍ବାଚନକୁ ସ୍ଥଗିତ ରଖିଲେ ନିର୍ବାଚନ କମିଶନ । ତେବେ ସ୍ଥିତି ସୁଧୁରିବା ପରେ ଉପ ନିର୍ବାଚନ ନେଇ ପୁଣି ଥରେ ନୂଆକରି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି । ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତContinue reading “ସ୍ଥଗିତ ରହିଲା ପିପିଲି ଉପ ନିର୍ବାଚନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଉପ ନିର୍ବାଚନ ।”