କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମହାବିଜୟ ପାଇବା ପରେ ଆସନ୍ତା ମେ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ତାଙ୍କୁ ବିଧାୟକ ଦଳର ନେତା ବଛାଯାଇଥିବାବେଳେ ଆଉ ମାତ୍ର ଦିନକ ପରେ ମମତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦେଇଛନ୍ତି ଟିଏମସି ନେତା ପାର୍ଥ ଚାଟାର୍ଜୀ । ତେବେ ନନ୍ଦିଗ୍ରାମରୁ ହାରିଥିଲେ ମଧ୍ୟ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । Mamata BanerjeeContinue reading “ମେ ୫ରେ ଶପଥ ନେବେ ମମତା । ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ । “
Author Archives: Raghaba
ମମତା ବାନାର୍ଜୀ ହେଲେ ବିଧାୟକ ଦଳର ନେତା । ମେ ୫ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେଇପାରନ୍ତି ଶପଥ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସକୁ ବହୁମତ ମିଳିଛି । ଏହାରି ମଧ୍ୟରେ ଆଜି ଦଳୀୟ ସଭା ଆୟୋଜନ ହୋଇଛି । ଯେଉଁଥିରେ ମମତା ବାନାର୍ଜୀଙ୍କୁ ବିଧାୟକ ଦଳର ନେତା ଭାବେ ବଛା ଯାଇଛି । ଏହାସହ ଖବର ଆସୁଛି ଆସନ୍ତା ମେ ୫ ତାରିଖରେ ମମତା ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇ ପାରନ୍ତି । ସେହିପରି ଅନ୍ୟ ନେତା ମାନେ ମେ ୬କୁ ଶପଥ ନେଇ ପାରନ୍ତି । ବିଜେପିContinue reading “ମମତା ବାନାର୍ଜୀ ହେଲେ ବିଧାୟକ ଦଳର ନେତା । ମେ ୫ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନେଇପାରନ୍ତି ଶପଥ ।”
ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । ଲକଡାଉନ ପୂର୍ବରୁ ଅସମ୍ଭାଳ ଭିଡ ଦେଖି ଲୋକଙ୍କୁ ଏସଆରସିଙ୍କ ଅନୁରୋଧ ।
କନକ ବ୍ୟୁରୋ: ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । କାମ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଦୋକାନ ଆଗରେ ଭିଡ କରନ୍ତୁନାହିଁ କି ଗହଳି କରି ନିଜ ଜୀବନ ସହ ପରିବାରର ଜୀବନକୁ ବିପଦରେ ପକାନ୍ତୁ ନାହିଁ । ବୁଧବାର ଦିନ ସାରା ରାଜ୍ୟରେ ଲକଡାଉନ ଲାଗୁଥିବାରୁ ଏହା ପୂର୍ବରୁ ରାଜ୍ୟବାସୀଙ୍କୁ ସରକାରଙ୍କ ପକ୍ଷରୁ ସୂଚନା ଦେଇଛନ୍ତି ଏସଆରସି । ବୁଧବାର ତାଲାବନ୍ଦ ଥିବାରୁ କାଳେ ଜିନିଷପତ୍ର ନମିଳିବ ସେହି ଆଶଙ୍କାରେ ଆଜି ସକାଳ ଠାରୁContinue reading “ହାଟବଜାରରେ ଅଯଥାରେ ଗହଳି କରନ୍ତୁନି । ଲକଡାଉନ ପୂର୍ବରୁ ଅସମ୍ଭାଳ ଭିଡ ଦେଖି ଲୋକଙ୍କୁ ଏସଆରସିଙ୍କ ଅନୁରୋଧ ।”
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟରେ ଦିଆଗଲା ସୂଚନା । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟଗୁଡ଼ିକୁ ଆଉ ୫୮ ଲକ୍ଷ ଟିକା ଯୋଗାଇ ଦିଆଯିବ ।
କନକ ବ୍ୟୁରୋ : ଟିକା ଅଭାବ ନେଇ ବିଭିନ୍ନ ରାଜ୍ୟ କେନ୍ଦ୍ର ନିକଟରେ ଅଭିଯୋଗ କରୁଥିବାବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି ଯେ, ରାଜ୍ୟମାନଙ୍କ ପାଖରେ ଏବେ ପ୍ରାୟ ୭୮ ଲକ୍ଷ ଡୋଜ୍ ଟିକା ରହିଛି । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟମାନଙ୍କୁ ପ୍ରାୟ ୫୮ ଲକ୍ଷ ଡୋଜ ଟିକା ଯୋଗାଇଦିଆଯିବ । କେତେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ଯେ, ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାର କୌଣସି ନୂଆ ଅର୍ଡରContinue reading “କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟରେ ଦିଆଗଲା ସୂଚନା । ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟଗୁଡ଼ିକୁ ଆଉ ୫୮ ଲକ୍ଷ ଟିକା ଯୋଗାଇ ଦିଆଯିବ ।”
ସତର୍କ କଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆ । କହିଲେ, ସିଟି ସ୍କାନ କରିବା ବିପଦପୂର୍ଣ୍ଣ
କନକ ବ୍ୟୁରୋ: କରୋନା ପାଇଁ ଲୋକେ ସିଟି ସ୍କାନ ବ୍ୟବହାର ପ୍ରସଙ୍ଗ । ସତର୍କ କଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର ଗୁଲେରିଆ । ଗୁଲେରିଆ କହିଛନ୍ତି ସିଟି ସ୍କାନ କରିବା ବିପଦପୂର୍ଣ୍ଣ ରହିଛି । ସାମାନ୍ୟ ଲକ୍ଷଣ ଥିଲେ ସିଟି ସ୍କାନ କଲେ କିଛି ଫାଇଦା ମିଳିବନି । ଥରେ ସିଟି ସ୍କାନ କରିବା ଅର୍ଥ ୩୦୦ ଥର ଛାତି ଏକ୍ସରେ କରିବା ସହ ସମାନ । ତେଣୁ ସିଟି ସ୍କାନ ଶରୀର ପାଇଁ କ୍ଷତିକାରକContinue reading “ସତର୍କ କଲେ ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆର. ଗୁଲେରିଆ । କହିଲେ, ସିଟି ସ୍କାନ କରିବା ବିପଦପୂର୍ଣ୍ଣ”
୧୫ ଦିନ ହେବ ଦେଶର କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା କରୋନା ମୃତ୍ୟୁହାର ୧ ପ୍ରତିଶତରୁ କମ ।
କନକ ବ୍ୟୁରୋ: ୧୫ ଦିନ ଭିତରେ ଦେଶରେ କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି କିଛି ରାଜ୍ୟରେ କମୁଛି ସଂକ୍ରମଣ । ହେଲେ କିଛି ରାଜ୍ୟରେ ବଢ଼ିବାର ଲାଗିଛି ସଂକ୍ରମଣ । ସେଗୁଡ଼ିକ ହେଲା ଓଡ଼ିଶା, ଆନ୍ଧ୍ର, କେରଳ, ମେଘାଳୟ, ନାଗାଲାଣ୍ଡ । କରୋନା ମୃତ୍ୟୁହାର ୧.୧ ପ୍ରତିଶତରୁ କମ୍ ଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । କରୋନା ସଂକ୍ରମଣ ଅଂଚଳରେ ମାଇକ୍ରୋ କଂଟେନମେଂଟ ଉପରେ ଗୁରୁତ୍ୱContinue reading “୧୫ ଦିନ ହେବ ଦେଶର କିଛି ରାଜ୍ୟରେ କମୁଛି କରୋନା ସଂକ୍ରମଣ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା କରୋନା ମୃତ୍ୟୁହାର ୧ ପ୍ରତିଶତରୁ କମ ।”
ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସିଲା ଅଭାବନୀୟ ଘଟଣା । ପାଣିକୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ।
କନକ ବ୍ୟୁରୋ: ଅନୁଗୁଳ ଛେଣ୍ଡିପଦା ଅଂଚଳରେ ଅଭାବନୀୟ ଘଟଣା । କରୋନା ଆକ୍ରାନ୍ତଙ୍କ ପାଣିକୁ ଡ଼େଇଁ ଆତ୍ମହତ୍ୟା । ଅନୁଗୁଳ ନିଶା ଇଣ୍ଡଷ୍ଟ୍ରିଆଲ ଥାନା ରାଇଝରଣ ଡ଼୍ୟାମରୁ କରୋନା ଆକ୍ରାନ୍ତ ମୃତଦେହ ଉଦ୍ଧାର କରଯାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ମାନସିକ ସ୍ଥିତି ହରାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ସନ୍ତୋଷ ଗୋଛାୟତ ଜେଏସପିଏଲ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ହେବ ଯୁବକ ଜଣଙ୍କ କରୋନାରେContinue reading “ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସିଲା ଅଭାବନୀୟ ଘଟଣା । ପାଣିକୁ ଡେଇଁ ଆତ୍ମହତ୍ୟା କଲେ କରୋନା ଆକ୍ରାନ୍ତ ।”
ଦୁର୍ଗମ ଅଂଚଳରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଦୋଳା ତିଆରି କରି ପ୍ରସୂତିଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର ।
କନକ ବ୍ୟୁରୋ: ଖୋଲା ଆକାଶ ତଳେ ପ୍ରସବ ଆଉ ମାନବିକତା ଦେଖାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ଏଭଳି କିଛି ଖବର ଆସିଛି ମାଲକାନଗିରି ଜିଲ୍ଲାରୁ । କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଂଚାୟତର ଦୁର୍ଗମ ଗଟିମଝୋଲା ଗାଁର ଜଣେ ପ୍ରସୂତି ମହିଳା ପ୍ରସବ ବେଦନାରେ ଛଟପଟ ହେଉଥିଲେ । ତାଙ୍କୁ ମେଡ଼ିକାଲ ନେବାକୁ ୧୦୨କୁ ଆଶା ଦିଦି ଫୋନ କରିଥିଲେ । ଆମ୍ବୁଲାନ୍ସ ଆସିଲା ହେଲେ ଗାଁକୁ ଆମ୍ବଲାନ୍ସ ଯିବାକୁ ରାସ୍ତା ନଥିଲାଆଉ ପ୍ରସୂତିଙ୍କ ଅବସ୍ଥା ସଂକଟପନ୍ନ ଥିବାରୁContinue reading “ଦୁର୍ଗମ ଅଂଚଳରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ଦୋଳା ତିଆରି କରି ପ୍ରସୂତିଙ୍କୁ ବୋହିଲେ ଆମ୍ବୁଲାନ୍ସ ଡ୍ରାଇଭର ।”
ମନରୁ ଲିଭୁନି ମେ ୩, ୨୦୧୯… ଫଣାଟେକି ଆସିଥିଲା, ତାଣ୍ଡବ ରଚିଯାଇଥିଲା । ବାତ୍ୟା ମାଡରେ ଛାରଖାର ହୋଇଥିଲା ଅଧା ଓଡିଶା ।
କନକ ବ୍ୟୁରୋ: ଫୋନି ଆସିଥିଲା, ତାଣ୍ଡବ ରଚିଥିଲା । ଓଡିଶା ଦେଖିଥିଲା ବଡ ବିପର୍ଯ୍ୟୟ । ବର୍ଷା, ପବନ, ବିଜୁଳି, ଘଡଘଡି ଆଉ ତାପରେ ସୁସୁ ଗର୍ଜନ କରି ମାଡି ଆସିଥିଲା ଝଡ । ସ୍ଥଳଭାଗକୁ ମାଡି ଆସିବା ପାଇଁ ସମୁଦ୍ର ଗର୍ଭରେ ଶକ୍ତି ଗୋଟାଉଥିଲା ଫୋନି । ଲ୍ୟାଣ୍ଡଫଲ କରିବାର କିଛି ଘଣ୍ଟା ପୂର୍ବରୁ ସବୁକିଛି ସ୍ୱାଭାବିକ ଥିଲା । କୋହଲା ପାଗ, ବାଦଲ ଭର୍ତ୍ତି ଆକାଶ, ଝଡ ପୂର୍ବର ନିରବତା ହିଁ ଗୋଟେ ବଡContinue reading “ମନରୁ ଲିଭୁନି ମେ ୩, ୨୦୧୯… ଫଣାଟେକି ଆସିଥିଲା, ତାଣ୍ଡବ ରଚିଯାଇଥିଲା । ବାତ୍ୟା ମାଡରେ ଛାରଖାର ହୋଇଥିଲା ଅଧା ଓଡିଶା ।”
କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଟଙ୍କା ମଞ୍ଜୁର କଲେ ନବୀନ ପଟ୍ଟନାୟକ ।
କନକ ବ୍ୟୁରୋ: କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ହେଲା ମଞ୍ଜୁର । ଏହି ଟଙ୍କାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ମହାନଗର ନିଗମ ପାଇଁ ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ପଣ୍ଡରୁ ଏହି ଟଙ୍କା କଟକ ମହାନଗର ନିଗମକୁ କୋଭିଡ ପରିଚାଳନା ପାଇଁ ଯୋଗାଇ ଦିଆଯିବ । ତେବେ ସହରରେ ସଂକ୍ରମଣ ବଢୁଥିବା ଦେଖି ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ମହାନଗର ନିଗମରେContinue reading “କୋଭିଡ୍ ପରିଚାଳନା ପାଇଁ ସିଏମସିକୁ ୧୦ କୋଟି ଟଙ୍କା ମଞ୍ଜୁର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଟଙ୍କା ମଞ୍ଜୁର କଲେ ନବୀନ ପଟ୍ଟନାୟକ ।”