ଚାଳ ଝୁମ୍ପୁଡି ଘରୁ ବିଧାନସଭା…ପଶ୍ଚିମବଙ୍ଗରେ ଟିଏମସିର ଟାଣୁଆ ନେତାଙ୍କୁ ହରାଇଲେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ।

କନକ ବ୍ୟୁରୋ : ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ଜିତିଲେ ବିଧାନସଭା ନିର୍ବାଚନ । ଚାଳ ଛପର ଘୋଡା ଝାଟିମାଟିର ଗରିବ ଘରୁ ଗଣତନ୍ତ୍ରର ମନ୍ଦିରରେ ପାଦ ଥାପିବେ ଜଣେ ଆଦିବାସୀ ଗରିବ ମା । ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ହାରିଯାଇଛି ସତ, କିନ୍ତୁ ସମସ୍ତଙ୍କ ହୃଦୟ ଜିତିନେଇଛନ୍ତି, ବିଜେପିର ଜଣେ ମହିଳା ପ୍ରାର୍ଥୀ । ପଶ୍ଚିମବଙ୍ଗର ସାଲତୋରା ସିଟରୁ ଚନ୍ଦନା ବାଉରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ଚନ୍ଦନା ହେଉଛନ୍ତି ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀContinue reading “ଚାଳ ଝୁମ୍ପୁଡି ଘରୁ ବିଧାନସଭା…ପଶ୍ଚିମବଙ୍ଗରେ ଟିଏମସିର ଟାଣୁଆ ନେତାଙ୍କୁ ହରାଇଲେ ଜଣେ ଦିନ ମଜୁରିଆଙ୍କ ସ୍ତ୍ରୀ ।”

କରୋନା କବଳରେ ଆଇପିଏଲ । କୋଲକାତା ପରେ ଚେନ୍ନାଇର ୩ ସଦସ୍ୟ କରୋନା ପଜିଟିଭ ଚିହ୍ନଟ 

କନକ ବ୍ୟୁରୋ: ଆଇପିଏଲରେ ବଢିଚାଲିଛି କରୋନା ସଂକ୍ରମଣଙ୍କ ସଂଖ୍ୟା । କୋଲକାତା ନାଇଟ ରାଇଡର ପରେ ଚେନ୍ନାଇ ସୁପର କିଙ୍ଗସର ୩ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବର୍ତ୍ତମାନ ଆଇପିଏଲ ହେବା ନହେବା ଉପରେ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ଏଭଳି ପିରସ୍ଥିତିରେ ଆଇପିଏଲ ଆୟୋଜନ କରିବା ଠିକ ହେବ ନା ବନ୍ଦ କରିଦିଆଯିବ ତାକୁ ନେଇ ବିଚାର ବିମର୍ଶ ଚାଲିଛି । ଆଜି ସିଏସକେର ସିଇଓ କାଶୀ ବିଶ୍ୱନାଥ,Continue reading “କରୋନା କବଳରେ ଆଇପିଏଲ । କୋଲକାତା ପରେ ଚେନ୍ନାଇର ୩ ସଦସ୍ୟ କରୋନା ପଜିଟିଭ ଚିହ୍ନଟ “

୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ବାତ୍ୟା ରୂପ ନେବ କି ନାହିଁ ଏବେ ବି ଅସ୍ପଷ୍ଟ

କନକ ବ୍ୟୁରୋ : ମାଡ଼ି ଆସୁଛି ଆଉ ଏକ ବାତ୍ୟା । ଗତବର୍ଷ ବାତ୍ୟା ‘ଅମ୍ଫାନ’ ଭଳି ଏହା ମଧ୍ୟ ଶକ୍ତିଶାଳୀ ହେବ । ମେ’ ଦ୍ବିତୀୟ ସପ୍ତାହ ଅର୍ଥାତ ପ୍ରାୟ ୧୩ ତାରିଖ ବେଳକୁ ଏହି ବାତ୍ୟା ଆସିପାରେ। କିଛି ମ‌ଡେଲ୍‌ ଏମିତି ପୂର୍ବାନୁମାନ କରିଛନ୍ତି। ଆମେରିକାର ଗ୍ଲୋବାଲ୍‌ ଫୋର୍‌କାଷ୍ଟ୍‌ ମଡେଲର ସୂଚନା ମୁତାବକ, ମେ’ ୧୦ ତାରିଖ ଆଡ଼କୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଘନୀଭୂତ ହୋଇ ୧୨Continue reading “୧୦ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ : ବାତ୍ୟା ରୂପ ନେବ କି ନାହିଁ ଏବେ ବି ଅସ୍ପଷ୍ଟ”

ପୁରୀ ଶ୍ରୀମନ୍ଦିର ଉପରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ : ଶନିବାର ପୋତା ଗଲା ବଳକା ମହାପ୍ରସାଦ; ରବିବାର ବସ୍ତିରେ ବାଂଟିଲା ପ୍ରଶାସନ

କନକ ବ୍ୟୁରୋ : ସଟଡାଉନ ପାଇଁ ମହାପ୍ରସାଦ ବିକ୍ରି ହେବାରେ ପଡ଼ୁଛି ପ୍ରଭାବ । ଗତ ଦୁଇ ଦିନ ସଟଡାଉନ ଥିବାରୁ ଶନିବାର ବଳକା ମହାପ୍ରସାଦ ପୋତା ଯାଇଥିବା ବେଳେ ରବିବାର ଦିନ ବସ୍ତି ଅଂଚଳରେ ବଂଟା ଯାଇଛି । ଏଭଳି ସ୍ଥିତି ଆଗକୁ ଜଟିଳ ହେବାକୁ ଥିବାରୁ କେବଳ କୋଠ ଭୋଗ ଓ ବରାଦି ଭୋଗ ଛଡ଼ା ଆଉ ବଳକା ମହାପ୍ରସାଦ ରନ୍ଧନ ବନ୍ଦ ରଖିବା ନେଇ ଚିନ୍ତା କଲାଣି ସୁଆର ମହାସୁଆର ନିଯୋଗ ।Continue reading “ପୁରୀ ଶ୍ରୀମନ୍ଦିର ଉପରେ ସପ୍ତାହାନ୍ତ ସଟଡାଉନର ପ୍ରଭାବ : ଶନିବାର ପୋତା ଗଲା ବଳକା ମହାପ୍ରସାଦ; ରବିବାର ବସ୍ତିରେ ବାଂଟିଲା ପ୍ରଶାସନ”

ମହାମାରୀକୁ ମାତ୍ ଦେଲା ୬ ମାସର ଶିଶୁ । 

କନକ ବ୍ୟୁରୋ :  କରୋନା ସଂକ୍ରମଣ ହେତୁ ଦେଶରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ଲୋକଙ୍କ ମନରେ ଏକ ପ୍ରକାର ଭୟ ଖେଳି ଯାଇଛି। ପିଲାଙ୍କ ଠାରୁ  ବୃଦ୍ଧ କେହି ବି ଏହି କରୋନା ପ୍ରକୋପରୁ ବଞ୍ଚି ପାରୁ ନାହାନ୍ତି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରୁଛନ୍ତି । ଏଭଳି ସ୍ଥଳେ ବିଶେଷଜ୍ଞମାନେ ବାରମ୍ବାର ଲୋକମାନଙ୍କୁ ସଚେତନ କରି କହୁଛନ୍ତି, ଭୟ କରନ୍ତୁ ନାହିଁ। ଦୃଢ଼ତାର ସହ ଏହି କରୋନା ଯୁଦ୍ଧରେ ଲଢ଼ନ୍ତୁ।Continue reading “ମହାମାରୀକୁ ମାତ୍ ଦେଲା ୬ ମାସର ଶିଶୁ । “

କିଭଳି ହେବ ମାଟ୍ରିକ ମୂଲ୍ୟାୟନ ? ବୋର୍ଡ ପକ୍ଷରୁ ପ୍ରସ୍ତୁତ ହେଲା ଫର୍ମୁଲା !

କନକ ବ୍ୟୁରୋ : ରାଜ୍ୟରେ ମାଟ୍ରିକ ପରୀକ୍ଷା ବାତିଲ ହେବା ଦିନରୁ ମୂଲ୍ୟାୟନ କିଭଳି ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗ ରହିଛି । ତେବେ ବିଭାଗୀୟ ମନ୍ତ୍ରୀ କହିଥିଲେ ଏ ସଂପର୍କରେ ବୋର୍ଡ ନିର୍ଦ୍ଧାରିତ ନିୟମ ଅନୁସାରେ ମୂଲ୍ୟାୟନ ହେବ । ଅନୁମାନ କରାଯାଉଥିଲା ସ୍କୁଲରେ ହୋଇଥିବା ୪ଟି ପ୍ରି-ବୋର୍ଡ ପରୀକ୍ଷା ମାର୍କ ଆଧାରରେ ମାଟ୍ରିକ ମୂଲ୍ୟାୟନ ହେବ ଓ ଫଳାଫଳ ପ୍ରକାଶ ପାଇବ । ଏବେ ସ୍କୁଲଗୁଡିକ ନବମ ଓ ଦଶମ ଅଭ୍ୟାସ ପରୀକ୍ଷାContinue reading “କିଭଳି ହେବ ମାଟ୍ରିକ ମୂଲ୍ୟାୟନ ? ବୋର୍ଡ ପକ୍ଷରୁ ପ୍ରସ୍ତୁତ ହେଲା ଫର୍ମୁଲା !”

ନବରଙ୍ଗପୁରରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରୋକିବା ପାଇଁ ସୀମା ଜଗୁଛନ୍ତି ଶିକ୍ଷକ

କନକ ବ୍ୟୁରୋ : ସୀମା ଜଗୁଛନ୍ତି ଶିକ୍ଷକ । ଛତିଶଗଡ଼ ଫେରନ୍ତାଙ୍କ ପାଇଁ ସୀମା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଶିକ୍ଷକ । ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବଢ଼ିବାର ଲାଗିଛି ସଂକ୍ରମଣ ସଂଖ୍ୟା । ସୀମାନ୍ତରେ ସ୍ଥିତି ବିଗିଡିବାରେ ଲାଗିଛି । ଛତିଶଗଡ଼ ଫେରନ୍ତାଙ୍କ ପାଇଁ ଜିଲ୍ଲାରେ ସଂକ୍ରମଣ ବଢ଼ିବାରୁ ପ୍ରଶାସନ ତରଫରୁ ସୀମାନ୍ତବର୍ତୀ ସ୍ଥାନ ମାନଙ୍କରେ ଯାଂଚ କାର୍ଯ୍ୟ କଡାକଡି କରଯାଉଛି । ବିଭିନ୍ନ ଗଳାବାଟ ଦେଇ ପ୍ରବାସୀ ଫେରୁଥିବା ବେଳେ ଏହାକୁ ନଜରରେ ରଖିContinue reading “ନବରଙ୍ଗପୁରରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା : ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ରୋକିବା ପାଇଁ ସୀମା ଜଗୁଛନ୍ତି ଶିକ୍ଷକ”

ଦିନକ ପରେ ଲାଗିବ ଲକଡାଉନ୍ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ୧୪ଦିନ ପାଇଁ ମଦ ବୋହିନେଲେ ମହିଳା ଓ ପୁରୁଷ ।

କନକ ବ୍ୟୁରୋ : ଦିନକ ପରେ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଆଉ ତା ପୂର୍ବରୁ ମଦ ପାଇଁ ମଦ ଦୋକାନ ଆଗରେ ଲମ୍ବା ଲାଇନ ଲାଗିଛି । ରାଜଧାନୀର ବିଭିନ୍ନ ଫରେନ ଲିକର ସପ ଆଗରେ ମଦ କିଣିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ୧୪ ଦିନିଆ ଲକଡାଉନ ପାଇଁ ମଦ ନିଶାରେ ଚୁର ହେବା ପାଇଁ ଭିଡ ଜମାଇଛନ୍ତି । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ପାଇଁ ଅନୁମତିContinue reading “ଦିନକ ପରେ ଲାଗିବ ଲକଡାଉନ୍ । ମଦ ଦୋକାନ ଆଗରେ ଲାଗିଲା ଲମ୍ବା ଲାଇନ୍, ୧୪ଦିନ ପାଇଁ ମଦ ବୋହିନେଲେ ମହିଳା ଓ ପୁରୁଷ ।”

ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର : ରାଜ୍ୟ ସରକାରଙ୍କ ସୁପାରିଶରେ ରାଷ୍ଟ୍ରପତିଙ୍କ ମୋହର

କନକ ବ୍ୟୁରୋ : ଅଭୟକାନ୍ତ ପାଠକଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର । ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭୟକାନ୍ତ ପାଠକ । ୧୯୮୭ ବ୍ୟାଚର କ୍ୟାଡର ଆଇଏଫଏସ ଥିଲେ ଅଭୟକାନ୍ତ । ଦୁର୍ନୀତି ଅଭିଯୋଗ ଆସିବାରେ ବାଧ୍ୟତାମୂଳକ ଅବସର ପାଇଁ ସୁପାରିଶ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ସବୁ ସମୟରେ ରାଜ୍ୟ ସରକାର ଶୂନ୍ୟContinue reading “ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର : ରାଜ୍ୟ ସରକାରଙ୍କ ସୁପାରିଶରେ ରାଷ୍ଟ୍ରପତିଙ୍କ ମୋହର”

ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ PIL । କରୋନା ସଂକ୍ରମଣକୁ ଦେଖି ନିର୍ବାଚନ ସ୍ଥଗିତ ରଖିବା ପାଇଁ ଆବେଦନ କଲେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ ।

କନକ ବ୍ୟୁରୋ : ପିପିଲି ଉପନିର୍ବାଚନ ଘୁଂଚାଇବା ପାଇଁ ହାଇକୋର୍ଟରେ ପିଆଇଏଲ । ଜନସ୍ୱାର୍ଥ ମାମଲା କଲେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ । କରୋନା ସଂକ୍ରମଣକୁ ଦେଖି ନିର୍ବାଚନ ସ୍ଥଗିତ ରଖିବା ପାଇଁ ଆବେଦନ । ଅନନ୍ୟ ୪ ମାସ ଯାଏଁ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଆବେଦନ କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ହୋଇଥାନ୍ତା ଉପ ନିର୍ବାଚନ । ୩ ପ୍ରମୁଖ ଦଳର ପ୍ରାର୍ଥୀContinue reading “ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ PIL । କରୋନା ସଂକ୍ରମଣକୁ ଦେଖି ନିର୍ବାଚନ ସ୍ଥଗିତ ରଖିବା ପାଇଁ ଆବେଦନ କଲେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ ।”

Design a site like this with WordPress.com
Get started