କନକ ବ୍ୟୁରୋ : ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପ୍ରତି କୋଭିଡ୍ ପରିସ୍ଥିତି ସମ୍ବନ୍ଧରେ କେତେଗୁଡ଼ିଏ ନିର୍ଦେଶାବଳୀ ଜାରି କରି କହିଛନ୍ତି ଯେ, ସ୍ଥାନୀୟ ଆବାସିକ ପ୍ରମାଣ କିମ୍ବା ପରିଚୟ ପତ୍ର ନ ଥିଲେ ମଧ୍ୟ କୌଣସି ରୋଗୀଙ୍କୁ କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ଚିକିତ୍ସା ଓ ଔଷଧପତ୍ର ପାଇବାରୁ ବଞ୍ଚିତ କରାଯିବ ନାହିଁ । ଡାକ୍ତରଖାନାରେ ଭର୍ତ୍ତି ହେବା ନିମନ୍ତେ ଏକ ଜାତୀୟ ଯୋଜନା ଦୁଇ ସପ୍ତାହ ମଧ୍ୟରେ ପ୍ରସ୍ତୁତି କରିବା ଲାଗିContinue reading “ଆବାସିକ ପ୍ରମାଣପତ୍ର ନଥିଲେ ମଧ୍ୟ ଚିକିତ୍ସା ଓ ଔଷଧପତ୍ରରୁ ବଞ୍ଚିତ ହେବେନି କୌଣସି ରୋଗୀ । କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।”
Author Archives: Raghaba
ବଢୁଛି ସଂକ୍ରମଣ, ବଢୁଛି ଭୟ… ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୬୮ ହଜାର ୧୪୭ ଆକ୍ରାନ୍ତ ଚିହ୍ନଟ, ୩୪ ଶହ ୧୭ ମୃତ
ଦେଶରେ କରୋନାଭାଇରସ୍ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩.୬ ଲକ୍ଷ ଥିବା ବେଳେ ମୃତ୍ୟୁସଂଖ୍ୟା ୩,୪୧୭ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୬୮,୧୪୭ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩,୪୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୧,୯୯,୨୫,୬୦୪ ଓ ମୃତ୍ୟୁସଂଖ୍ୟା ୨, ୧୮,୯୫୯ରେ ପହଞ୍ଚିଛି। ସେହିଭଳି ଗତContinue reading “ବଢୁଛି ସଂକ୍ରମଣ, ବଢୁଛି ଭୟ… ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୬୮ ହଜାର ୧୪୭ ଆକ୍ରାନ୍ତ ଚିହ୍ନଟ, ୩୪ ଶହ ୧୭ ମୃତ”
କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ସାଜିଲେ ଶ୍ରମମନ୍ତ୍ରୀ : ରୋଗୀଙ୍କୁ ଆଣି ସୋହେଲା ଡାକ୍ତରଖାନାରେ କଲେ ଭର୍ତ୍ତି
କନକ ବ୍ୟୁରୋ : ଜଣେ କରୋନା ଆକ୍ରାନ୍ତଙ୍କ ପାଇଁ ନିଜେ ଡ୍ରାଇଭର ସାଜିଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ । ବରଗଡ ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିବା ଖବର ମନ୍ତ୍ରୀଙ୍କ ପାଖରେ ପହଂଚିଥିଲା । ଏହାପରେ ସେ ନିଜେ ଆମ୍ବୁଲାନ୍ସ ଚଳାଇ ସେଠାରେ ପହଂଚି ଯାଇଥିଲେ । ରୋଗୀଙ୍କୁ ଆମ୍ବୁଲାନ୍ସରେ ଆଣି ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବରଗଡ ଜିଲ୍ଲା ସୋହେଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେContinue reading “କରୋନା ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଡ୍ରାଇଭର ସାଜିଲେ ଶ୍ରମମନ୍ତ୍ରୀ : ରୋଗୀଙ୍କୁ ଆଣି ସୋହେଲା ଡାକ୍ତରଖାନାରେ କଲେ ଭର୍ତ୍ତି”
ଗଂଜାମ ହିଞ୍ଜିଳିକାଟୁରୁ ଆସିଲା ସମ୍ବେଦନଶୀଳ ଚିତ୍ର : ୧୦ ଘଂଟା ଶବ ପଡିରହିବା ପରେ ପିପିଇ କିଟ୍ ପିନ୍ଧି ପହଂଚିଲେ ୩ ଅଧିକାରୀ; ଶ୍ମଶାନରେ କଲେ ସତ୍କାର
କନକ ବ୍ୟୁରୋ : କରୋନା ମହାମାରୀ କାଳରେ ମାନବିକତା ମରି ମରି ଯାଉଥିବାବେଳେ, ଅଫିସରଙ୍କ ମହାନତା ଦେଖିବାକୁ ମିଳିଛି । ୩ ପ୍ରଶାସନିକ ଅଧିକାରୀ ପିପିଇ କିଟ ପିନ୍ଧି କରୋନା ଆକ୍ରାନ୍ତଙ୍କ ମୃତଦେହକୁ ନେଇ ସତ୍କାର କରିଛନ୍ତି । ଗଞ୍ଜାମ ହିଞ୍ଜିଳିକାଟୁରେ ଜଣେ ପାରାଦ୍ୱୀର ଫେରନ୍ତା ଯୁବକଙ୍କ କରୋନାରେ ମୃତ୍ୟୁ ହେବାପରେ ଶବକୁ ସଂପର୍କୀୟ ଓ ସାଇପଡିଶା ଛୁଇଁନଥିଲେ । ପ୍ରାୟ ୧୦ ଘଂଟା କାଳ ଶବ ପଡିରହିବା ପରେ ପିପିଇ କିଟ୍ ପିନ୍ଧି ପହଂଚିଥିଲେ ବିଡିଓ,Continue reading “ଗଂଜାମ ହିଞ୍ଜିଳିକାଟୁରୁ ଆସିଲା ସମ୍ବେଦନଶୀଳ ଚିତ୍ର : ୧୦ ଘଂଟା ଶବ ପଡିରହିବା ପରେ ପିପିଇ କିଟ୍ ପିନ୍ଧି ପହଂଚିଲେ ୩ ଅଧିକାରୀ; ଶ୍ମଶାନରେ କଲେ ସତ୍କାର”
ଟିକା ଅଭାବରୁ ଆଜି ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ଟି କେନ୍ଦ୍ରରେ ଚାଲିଛି ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହୋଇଛି । ଗ୍ରାମାଞ୍ଚଳରେ ୪୫ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଚାଲୁ ରହିଛି । ଟିକା କମ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିଛି । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି । ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ ଟିକା ମହଜୁଦ ରହିଥିବା ବେଳେ ୩ ଲକ୍ଷରୁContinue reading “ଟିକା ଅଭାବରୁ ଆଜି ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ଟି କେନ୍ଦ୍ରରେ ଚାଲିଛି ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା”
କରୋନା ଲେଖୁଛି କଷ୍ଟର କାହାଣୀ । ମାତ୍ର ୧୫ ଦିନ ଭିତରେ ଗୋଟିଏ ଗାଁର ୩୦ ଲୋକଙ୍କ ଜୀବନ ନେଲାଣି ମହାମାରୀ କରୋନା ।
କନକ ବ୍ୟୁରୋ : ଦିନକୁ ଦିନ କରୋନା ଭୂତାଣୁ ଅଧିକ ସଂକ୍ରମିତ ହେଉଥିବା ବେଳେ, ସଂକ୍ରମଣରେ ମୃତ୍ୟୁର ଖବର ମଧ୍ୟ ସାମ୍ନାକୁ ଆସୁଛି । ଆଉ ଏହାରି ଭିତରେ କାନପୁରରୁ ଆସିଛି ଚିନ୍ତା ବଢାଇବା ଭଳି ଖବର । ଉତ୍ତରପ୍ରଦେଶର କାନପୁର ସହରଠାରୁ ମାତ୍ର ୫୦ କିଲୋମିଟର ଦୂର ଘାଟମପୁରର ପରାସ ଗାଁ । ଏହି ଗାଁଟି କାନପୁରର ସବୁଠାରୁ ବଡ ଗାଁ ଅଟେ । ଆଉ ଏଠାକାର ଜନସଂଖ୍ୟା ପାଖାପାଖି ୧୦ ହଜାରରୁ ଅଧିକ ।Continue reading “କରୋନା ଲେଖୁଛି କଷ୍ଟର କାହାଣୀ । ମାତ୍ର ୧୫ ଦିନ ଭିତରେ ଗୋଟିଏ ଗାଁର ୩୦ ଲୋକଙ୍କ ଜୀବନ ନେଲାଣି ମହାମାରୀ କରୋନା ।”
ନୂଆ ଜୀବନରେ ପାଦ ଦେଉ ଦେଉ ଭୂତାଣୁ ଭାଙ୍ଗିଦେଲା ହାତର ଶଙ୍ଖା, ପୋଛିଦେଲା ମଥାର ସିନ୍ଦୁର । ବାହାଘରର ଦୁଇ ନପୁରୁଣୁ ସ୍ୱାମୀକୁ ଛଡାଇନେଲା କରୋନା
କରୋନା ତୁ ଆଉ କେତେ ଜୀବନ ନେବୁ… କେତେ ସୁଖର ସଂସାରକୁ ଆଉ ଛାରଖାର କରିବୁ… କେତେ କୁନି କୁନି ପିଲାଙ୍କୁ ବାପା-ମାଆ ଛେଉଣ୍ଡ କରିବୁ? କେତେ ସଦବାହାଙ୍କ ମୁଣ୍ଡରୁ ସିନ୍ଦୁର ପୋଛିବୁ? ଆଜି ମଣିଷ ସମାଜ କରୋନାକୁ ଏହି ପ୍ରଶ୍ନ ପଚାରୁଛି । ଯେତେବେଳେ ୨ଦିନ ହେବ ବିବାହ କରିଥିବା ଝିଅଠାରୁ ତା ସ୍ୱାମୀକୁ ଛଡାଇନେଇଛି କରୋନା କାନ୍ଥରେ ଲେଖା ହୋଇଥିଲା ଅର୍ଜୁନ ୱେଡସ୍ ବବଲି । ବାହାଘର ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି… ସବୁକିଛିContinue reading “ନୂଆ ଜୀବନରେ ପାଦ ଦେଉ ଦେଉ ଭୂତାଣୁ ଭାଙ୍ଗିଦେଲା ହାତର ଶଙ୍ଖା, ପୋଛିଦେଲା ମଥାର ସିନ୍ଦୁର । ବାହାଘରର ଦୁଇ ନପୁରୁଣୁ ସ୍ୱାମୀକୁ ଛଡାଇନେଲା କରୋନା”
ଦିନକ ପରେ ଲାଗୁ ହେବ ଲକଡାଉନ : କଟକଣା ପୂର୍ବରୁ ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି; କୋଭିଡ କଟକଣାକୁ ଫୁ
କନକ ବ୍ୟୁରୋ : ଦିନକ ପରେ ସାରା ରାଜ୍ୟରେ ଲାଗୁହେବ ୧୪ ଦିନିଆ ଲକଡାଉନ୍ । ଲକଡାଉନ ପୂର୍ବରୁ ସଉଦାପତ୍ର କିଣିବାକୁ ବଜାରରେ ଲାଗିଛି ପ୍ରବଳ ଭିଡ । ରାସନ ଦୋକାନ, ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି । ଆସନ୍ତା ବୁଧବାର ଠାରୁ ସାରା ରାଜ୍ୟରେ ଲକଡାଉନ୍ ଲାଗୁ ହେବ । ସେଇଥି ପାଇଁ ଲୋକେ ସଉଦାପତ୍ର କିଣିବାକୁ ଭିଡ ଜମାଇଛନ୍ତି । ଲକଡାଉନ ପୂର୍ବରୁ ସମସ୍ତ ପ୍ରକାର ସଉଦାପତ୍ର କିଣି ଘରେ ମହଜୁଦContinue reading “ଦିନକ ପରେ ଲାଗୁ ହେବ ଲକଡାଉନ : କଟକଣା ପୂର୍ବରୁ ପରିବା ଦୋକାନ ଆଗରେ ଜମିଛି ଲୋକଙ୍କ ଗହଳି; କୋଭିଡ କଟକଣାକୁ ଫୁ”
ବିମାନ ଯୋଗେ ଜର୍ମାନୀରୁ ‘ଅକ୍ସିଜେନ୍ କଣ୍ଟେନର୍’ ଆଣିଲା ଭାରତୀୟ ବାୟୁସେନା ।
କନକ ବ୍ୟୁରୋ : ରବିବାର ଦିନ ଭାରତୀୟ ବାୟୁସେନା ବିମାନ ଯୋଗେ ଜର୍ମାନିର ଫ୍ରାଙ୍କ୍ଫର୍ଟରୁ ୪ଟି ‘ଅକ୍ସିଜେନ୍ କଣ୍ଟେନର୍’ ନେଇ ଦିଲ୍ଲୀ ସ୍ଥିତ ହିନ୍ଦୋନ୍ ବିମାନଘାଟିରେ ପହଞ୍ଚାଇଛି । ଏହା ବ୍ୟତୀତ, ଇଂଲଣ୍ଡ୍ର ବ୍ରାଇଜ୍ ନର୍ଟନ୍ରୁ ତାମିଲନାଡୁସ୍ଥିତ ଚେନ୍ନାଇ ବିମାନଘାଟିକୁ ୪୫୦ଟି ଅକ୍ସିଜେନ୍ ସିଲିଣ୍ଡର୍ ଆଣିବା ଲାଗି ଭାରତୀୟ ବାୟୁସେନା ତା’ର ‘ସି-୧୭’ ବିମାନ ବ୍ୟବହାର କରିଛି । ସେହିଭଳି, ଫ୍ରାନ୍ସ୍, ତାଇୱାନ୍, ଉଜ୍ବେକିସ୍ତାନ ଏବଂ ବେଲ୍ଜିୟମ୍ ମଧ୍ୟ ରବିବାର ଦିନ ଅକ୍ସିଜେନ୍ ପ୍ଲାଣ୍ଟ୍ ସମେତ ଅନେକContinue reading “ବିମାନ ଯୋଗେ ଜର୍ମାନୀରୁ ‘ଅକ୍ସିଜେନ୍ କଣ୍ଟେନର୍’ ଆଣିଲା ଭାରତୀୟ ବାୟୁସେନା ।”
ଭୟ ବଢାଉଛି କରୋନା । ଭାରତ ଛାଡି ଆମେରିକା ପଳାଇବାକୁ ବ୍ୟଗ୍ର କିଛି ଭାରତୀୟ, ବୁକିଂ ହେଉଛି ଚାର୍ଟର ବିମାନ
ଭାରତରୁ ଆସୁଥିବା ବିମାନ ଉପରେ ଆମେରିକା ସରକାର ଚଳିତ ମାସ ୪ରୁ କଟକଣା ଲାଗୁ କରିବେ। ଏହା ପୂର୍ବରୁ ଅନେକ ଭାରତୀୟ ଆମେରିକା ପଳାଇବାକୁ ଚାହୁଛନ୍ତି। ଏଠାରେ କୋଭିଡ୍ ମହାମାରୀ ଯେଉଁ ଭୟଙ୍କର ରୂପ ଧାରଣ କରିଛି ସେଥିରୁ ନିଜକୁ ଓ ନିଜ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖିବା ଲାଗି କିଛି ଭାରତୀୟ ଆମେରିକା ପଳାଇବାକୁ ଚାହୁଛନ୍ତି। କଟକଣା ଅବଧି ଆରମ୍ଭ ହେବା ପୂର୍ବରୁ ସେମାନେ ଭାରତ ଛାଡ଼ିବାକୁ ଚାହୁଛନ୍ତି। ମୁମ୍ବାଇ ଓ ଦିଲ୍ଲୀରୁ ଆମେରିକା ଯାତ୍ରାContinue reading “ଭୟ ବଢାଉଛି କରୋନା । ଭାରତ ଛାଡି ଆମେରିକା ପଳାଇବାକୁ ବ୍ୟଗ୍ର କିଛି ଭାରତୀୟ, ବୁକିଂ ହେଉଛି ଚାର୍ଟର ବିମାନ”