କନକ ବ୍ୟୁରୋ : ଖାଇବା ତେଲ ଦର ବଢୁଥିବା ବେଳେ ନିଜ ଚାହିଦା ମେଂଟାଇବା ପାଇଁ ସୂର୍ଯ୍ୟମୁଖୀ ଚାଷ ଉପରେ ଭରସା କରିଥିଲେ କୋରାପୁଟର ଚାଷୀ । ମାତ୍ର ଆନ୍ଧ୍ର ବେପାରୀଙ୍କ ଦ୍ୱାରା ଠକାମୀର ଶିକାର ହୋଇଛନ୍ତି ଏମାନେ । ନିମ୍ନମାନର ବିହନ ଯୋଗୁଁ ଚାଷ ଠିକରେ ହେଉନାହିଁ ଏବଂ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି କୋରାପୁଟର ଚାଷୀ । ଗତବର୍ଷ କରୋନା ଆସିଲା, ଲକଡାଉନ ହେଲା । ଦୋକାନ ବଜାର ସବୁ ବନ୍ଦ । ବାଡ଼ିରେContinue reading “ନିମ୍ନମାନର ବିହନ ଦେଇ ଚାଷୀଙ୍କୁ ଠକିଦେଲା ଆନ୍ଧ୍ର ବେପାରୀ । ଠିକରେ ହେଉନି ସୂର୍ଯ୍ୟମୁଖୀ ଚାଷ, ଏପଟେ ସରକାର ଦେଉନାହାନ୍ତି ସହାୟତା, ଚିନ୍ତାରେ କୋରାପୁଟ ଚାଷୀ ।”
Author Archives: Raghaba
ଦମ୍ ଦେଖାଇଲା ଦିଲ୍ଲୀ । ପଞ୍ଜାବକୁ ୭ ଓି୍ୱକେଟରେ ଦେଲା ମାତ୍, ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ।
କନକ ବ୍ୟୁରୋ : ପଞ୍ଜାବ କିଙ୍ଗସ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବଡ଼ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଆସିଛି ଋଷଭ ପନ୍ଥଙ୍କ ନେତୃତ୍ୱାଧୀନ ଦିଲ୍ଲୀ କ୍ୟାପିଟାଲ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଜିର ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇContinue reading “ଦମ୍ ଦେଖାଇଲା ଦିଲ୍ଲୀ । ପଞ୍ଜାବକୁ ୭ ଓି୍ୱକେଟରେ ଦେଲା ମାତ୍, ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ।”
ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, କେରଳରେ ପୁଣି ଜିତିଲା ବାମ ସାମୁଖ୍ୟ, ପୁଡୁଚେରୀରେ କ୍ଷମତାକୁ ଆସିଲା ଏନଡିଏ ।
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତାଙ୍କ ବଡ ବିଜୟ, ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, ତାମିଲନାଡୁରେ ବଦଳିଲା ସରକାର, କେରଳରେ ବାମଦଳର ଫେରିଲା ସରକାର ଓ ପୁଡୁଚେରୀରେ ବିଜେପିର ବିଜୟ । ପାଂଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ଉପରେ ଆଜି ସାରାଦେଶର ନଜର ରହିଥିଲା । ପଶ୍ଚିମବଙ୍ଗରେ ମମତାଙ୍କ ତୃଣମୂଳ ଦଳ ବହୁମତଠାରୁ ବହୁ ଆଗରେ ରହିଥିବାବେଳେ ବିଜେପିକୁ ଦୁଇ ଅଙ୍କରେ ସନ୍ତୁଷ୍ଟ ରହିବାକୁ ପଡିବ । ଶେଷ ଖବର ଅନୁସାରେ ଟିଏମସି ୨୧୫ଟି ଆସନରେContinue reading “ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, କେରଳରେ ପୁଣି ଜିତିଲା ବାମ ସାମୁଖ୍ୟ, ପୁଡୁଚେରୀରେ କ୍ଷମତାକୁ ଆସିଲା ଏନଡିଏ ।”
ଦିନ ମଜୁରିଆର ସ୍ତ୍ରୀ ଜିତିଲେ ନିର୍ବାଚନ । ବିଜେପି ଟିକେଟରୁ ନିର୍ବାଚନ ଜିତି ଯିବେ ବିଧାନସଭା ।
କନକ ବ୍ୟୁରୋ: ଦିନ ମଜୁରିଆର ସ୍ତ୍ରୀ ଜିତିଲେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ପ୍ରଥମ କରି ବିଧାୟକ ସାଜି ଯିବେ ବିଧାନସଭା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଘୋଷଣା ହେଉଥିବାବେଳେ ଏଥିରେ ସୋଲତରା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଚନ୍ଦନା ବାଉରି ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୃଣମୂଳ କଂଗ୍ରେସର ସନ୍ତୋଷ କୁମାର ମଣ୍ଡଳଙ୍କୁ ୪ ହଜାର ଭୋଟରେ ହରାଇଦେଇଛନ୍ତି । ତେବେ ଚନ୍ଦନା ବାଉରୀ ବିଜେପି ଟିକେଟରୁ ପ୍ରାର୍ଥୀContinue reading “ଦିନ ମଜୁରିଆର ସ୍ତ୍ରୀ ଜିତିଲେ ନିର୍ବାଚନ । ବିଜେପି ଟିକେଟରୁ ନିର୍ବାଚନ ଜିତି ଯିବେ ବିଧାନସଭା । “
ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ ମମତା । କହିଲେ ପକ୍ଷପାତିତା ବିରୋଧରେ ଯିବେ କୋର୍ଟ, ସେପଟେ ନନ୍ଦିଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଲେ ଶୁଭେନ୍ଦୁ ଅଧିକାରୀ ।
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ପରାଜୟବରଣ କରିଛନ୍ତି ମମତା ବାନାର୍ଜୀ । ଏହା ପରେ ନନ୍ଦିଗ୍ରାମ ଭୋଟଗଣତି ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । ମମତା କହିଛନ୍ତି, କମିଶନଙ୍କ ପକ୍ଷପାତିତା ବିରୋଧରେ ସେ କୋର୍ଟ ଯିବେ । ରାଜ୍ୟରେ ଟିଏମସି ୨୧୩ ଆସନରେ ଆଗୁଆ ରହି ମମତାଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ଦିଦିକୁ ହରାଇଦେଇଛନ୍ତି ତାଙ୍କର ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀContinue reading “ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ ମମତା । କହିଲେ ପକ୍ଷପାତିତା ବିରୋଧରେ ଯିବେ କୋର୍ଟ, ସେପଟେ ନନ୍ଦିଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଲେ ଶୁଭେନ୍ଦୁ ଅଧିକାରୀ ।”
ଖାଲି ସମୟର ବିନିଯୋଗ କରିବା ନେଇ ଉପାୟ ଦେଲା ଏସଏଚଜି । ରାଜକନିକାର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରସ୍ତୁତ କରୁଛନ୍ତି ବ୍ରେଡ, ନିମିକି ଭଳି ଖାଦ୍ୟ ସାମଗ୍ରୀ, ବାର୍ଷିକ ବ୍ୟବସାୟ ୧୦ରୁ ୧୨ଲକ୍ଷ ଟଙ୍କା ।
କନକ ବ୍ୟୁରୋ : ଖାଲି ସମୟକୁ ଅପଚୟ ନ କରି ତାକୁ ସଠିକ୍ ଉପାୟରେ ବିନିଯୋଗ କରିଲେ ରୋଜଗାର ସହ ସଫଳତା ପାଇହେବ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠିର ୧୧ ଜଣ ମହିଳା । ବ୍ରେଡ୍, କେକ୍ ଆଦି ପ୍ରସ୍ତୁତ କରି ବାର୍ଷିକ ଏମାନେ ରୋଜଗାର କରୁଛନ୍ତି ପାଖାପାଖି ୧୨ଲକ୍ଷ ଟଙ୍କା । ଏସଏଚଜି ମହିଳାଙ୍କ ବେକରୀ ବ୍ୟବସାୟ । ଦୀର୍ଘ ବର୍ଷ ଧରି ଏହି ବ୍ୟବସାୟ ମହିଳାଙ୍କୁContinue reading “ଖାଲି ସମୟର ବିନିଯୋଗ କରିବା ନେଇ ଉପାୟ ଦେଲା ଏସଏଚଜି । ରାଜକନିକାର ଜୟ ହନୁମାନ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରସ୍ତୁତ କରୁଛନ୍ତି ବ୍ରେଡ, ନିମିକି ଭଳି ଖାଦ୍ୟ ସାମଗ୍ରୀ, ବାର୍ଷିକ ବ୍ୟବସାୟ ୧୦ରୁ ୧୨ଲକ୍ଷ ଟଙ୍କା । “
ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ପାରମ୍ପରିକ ଚାଷରୁ ହଟି ଛତୁ ଓ ମହୁ ଚାଷ କରୁଛନ୍ତି ଯୁବଚାଷୀ, ୪ଏକର ଜମିରେ ଚାଷ କରି ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
କନକ ବ୍ୟୁରୋ : ଧାନ ଓ କପା ଚାଷ କରି ଗୁଜୁରାଣ ମେଂଟାଉଥିବା ଲୋକଙ୍କ ପାଇଁ ଉଦାହରଣ ଆଦିବାସୀ ଯୁବକ କୁଲମ୍ପିର । କିଛି ଭିନ୍ନ ଓ ନୂଆ କରିବାକୁ ଯାଇ ସେ ଆରମ୍ଭ କରିଛନ୍ତି ଛତୁ ଓ ମହୁ ଚାଷ । ନିଜ ଗ୍ରାମରେ ରହି ସ୍ୱଳ୍ପ ସମ୍ବଳରେ ଛତୁ ଚାଷ ସହ ମହୁ ଓ ପରିବା ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନକୁ ଆହାର ଯୋଗାଉଛନ୍ତି କୁଲମ୍ପିର ଶବର ।Continue reading “ଆଦିବାସୀ ଯୁବକଙ୍କ ନିଆରା ପ୍ରୟାସ । ପାରମ୍ପରିକ ଚାଷରୁ ହଟି ଛତୁ ଓ ମହୁ ଚାଷ କରୁଛନ୍ତି ଯୁବଚାଷୀ, ୪ଏକର ଜମିରେ ଚାଷ କରି ଅନ୍ୟଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।”
କାଇଁଚ କାରିଗରୀ ଦେଇଛି ରୋଜଗାର । ୩୦ବର୍ଷରୁ ଅଧିକ ସମୟ ଧରି ୨ଶହ ପରିବାରଙ୍କ ପାଇଁ ସାଜିଛି ସ୍ୱାବଲମ୍ବୀ ହେବାର ମାଧ୍ୟମ ।
କନକ ବ୍ୟୁରୋ : ପୁରୁଷାନୁକ୍ରମିକ କାଇଁଚ କାରିଗରୀ ବା ଗୋଲଡେନ ଗ୍ରାସ ଦେଇଛି ରୋଜଗାର । ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଆରମ୍ଭ ହୋଇଥିବା ଏହି କାଇଁଚ କାରିଗରୀ କାମ କରି ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କମାଗଡ ଗାଁର ଦୁଇଶହ ପରିବାର । ଧର୍ମଶାଳା ବ୍ଲକର କମାଗଡ ଗାଁ । ଏହି ଗାଁର ପ୍ରାଣକୃଷ୍ଣ ମହାନ୍ତି ପ୍ରାୟ ୪୦ବର୍ଷ ତଳେ ଆରମ୍ଭ କରିଥିଲେ କାଇଁଚ କାମ । ସେବେଠୁ ଏହିContinue reading “କାଇଁଚ କାରିଗରୀ ଦେଇଛି ରୋଜଗାର । ୩୦ବର୍ଷରୁ ଅଧିକ ସମୟ ଧରି ୨ଶହ ପରିବାରଙ୍କ ପାଇଁ ସାଜିଛି ସ୍ୱାବଲମ୍ବୀ ହେବାର ମାଧ୍ୟମ ।”
ମୟଙ୍କଙ୍କ ଦମଦାର ଅର୍ଦ୍ଧଶତକ । ଦିଲ୍ଲୀ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ପଞ୍ଜାବ ।
କନକ ବ୍ୟୁରୋ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ପଞ୍ଜାବ କିଙ୍ଗସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦିଲ୍ଲୀ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ପଞ୍ଜାବContinue reading “ମୟଙ୍କଙ୍କ ଦମଦାର ଅର୍ଦ୍ଧଶତକ । ଦିଲ୍ଲୀ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ପଞ୍ଜାବ ।”
ଲକଡାଉନ୍ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ : ଖୋର୍ଦ୍ଧା ଜିଲ୍ଲାରେ ଦ୍ରୁତଗତିରେ ବଢ଼ୁଥିବା କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ନିୟନ୍ତ୍ରଣ କରିବାକୁ ଜିଲ୍ଳା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତୃଣମୂଳସ୍ତରରେ କିଭଳି ଜନଗହଳିକୁ ରୋକା ଯାଇପାରିବ ଓ କରୋନା କଟକଣାକୁ କାର୍ଯ୍ୟକାରୀ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଭର୍ଚୁଆଲ୍ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସଚେତନତାକୁ ବ୍ୟାପକ କରାଯିବା ସହContinue reading “ଲକଡାଉନ୍ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ।”