କନକ ବ୍ୟୁରୋ: କରୋନାର ବଢୁଥିବା ଲହର ଭିତରେ ହରିୟାଣାରେ ଲାଗିଛି ସମ୍ପୂର୍ଣ୍ଣ ଲକଡାଉନ୍ । ହରିୟାଣା ସରକାରରେ ମନ୍ତ୍ରୀ ଥିବା ଅନିଲ ବିଜଙ୍କ ଘୋଷଣା ଅନୁଯାୟୀ, ଆଗାମୀ ୩ ତାରିଖରୁ ହରିୟାଣାରେ ୭ ଦିନ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ରହିବ । ଏହା ପୂର୍ବରୁ ଶୁକ୍ରବାର ମଧ୍ୟ ସେଠାକାର ୯ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍ ଲାଗୁ କରାଯାଇଥିଲା । ହରିୟାଣାରେ ଲଗାତାର କିଛି ଦିନ ହେଲା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯେଉଁ କାରଣରୁContinue reading “ହରିୟାଣାରେ ବଢୁଛି କରୋନା ସଂକ୍ରମଣ । ସପ୍ତାହେ ପାଇଁ ଲାଗୁ ହେଲା ଲକଡାଉନ୍ । “
Author Archives: Raghaba
ବଟଲରଙ୍କ ବିସ୍ଫୋରକ ଶତକ । ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ରାଜସ୍ଥାନ ରୟାଲ୍ସ ।
କନକ ବ୍ୟୁରୋ : ଆଇପିଏଲର ୨୮ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ସନ୍ ରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା କେନ୍ ୱିଲିୟମସନଙ୍କ ନେତୃତ୍ୱରେ ଆଜି ମୈଦାନକୁ ଓହ୍ଲାଇଥିବା ହାଇଦ୍ରାବାଦ ଟିମ୍ । ପ୍ରଥମେ ବ୍ୟାଟିଂ କରି ପ୍ରଥମରୁ ହିଁ ଦମଦାର ପାଳି ଆରମ୍ଭ କରିଥିଲେ ଜୋସ୍ ବଟଲର । ବଟଲରଙ୍କ ବିସ୍ଫୋରକ ଶତକ ଏବଂContinue reading “ବଟଲରଙ୍କ ବିସ୍ଫୋରକ ଶତକ । ହାଇଦ୍ରାବାଦ ଆଗରେ ୨୨୧ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ରାଜସ୍ଥାନ ରୟାଲ୍ସ ।”
ନା ଭୂତାଣୁକୁ ଭୟ, ନା ନିୟମକୁ ଡର । କରୋନାରେ ଜୀବନ ବାଜିରେ ଲାଗୁଥିବା ବେଳେ ରେଜଲ୍ଟ ଆସୁ ଆସୁ ଏକାଠି ହୋଇ ଉତ୍ସବ ମନେଇଲେଣି ସମର୍ଥକ ।
କନକ ବ୍ୟୁରୋ : ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହାରି ଭିତରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି, ତାହା ସମସ୍ତଙ୍କୁ ବିବ୍ରତ କରିଦେବ । ଗୋଟିଏ ପଟେ କରୋନା ଭୂତାଣୁର ଭୟ ଦିନକୁ ଦିନ ବଢିଚାଲିଥିବା ବେଳେ, ପ୍ରତିଦିନ କରୋନାରେ ଅନେକ ଲୋକଙ୍କ ମୃତ୍ୟ ହେଉଥିବାର ଖବର ଆସୁଛି । ଯେଉଁଥିପାଇଁ ନିର୍ବାଚନୀ ଫଳାଫଳ ଆସିବା ପରେ ବିଜୟ ଉତ୍ସବ ଏବଂ ରାଲି କରିବା ଉପରେContinue reading “ନା ଭୂତାଣୁକୁ ଭୟ, ନା ନିୟମକୁ ଡର । କରୋନାରେ ଜୀବନ ବାଜିରେ ଲାଗୁଥିବା ବେଳେ ରେଜଲ୍ଟ ଆସୁ ଆସୁ ଏକାଠି ହୋଇ ଉତ୍ସବ ମନେଇଲେଣି ସମର୍ଥକ ।”
ନନ୍ଦିଗ୍ରାମ ଆସନରୁ ବିଜୟୀ ହେଲେ ମମତା ବାନାର୍ଜୀ । ୧୨୦୦ ଭୋଟରେ ଜିତିଲେ ଦିଦି । ପରାଜୟ ଭୋଗିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନର ଭୋଟ୍ ଗଣତି ଭିତରେ ଯେଉଁ ଆସନ ଉପରେ ସମସ୍ତଙ୍କର ନଜର ଥିଲା, ତା’ର ରେଜଲ୍ଟ ଏବେ ଘୋଷଣା ହୋଇଛି । ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ନିଜର ବିରୋଧୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେଇ ମମତା ନନ୍ଦିଗ୍ରାମ ଆସନରୁ ବାଜିମାତ୍ କରିଛନ୍ତି । ଯାହା ଫଳରେ ଟିଏମସି ଶିବିରରେ ଉତ୍ସାହର ଲହର ଖେଳିଯାଇଛି । ଆଜି ସକାଳୁ ଯେତେବେଳେ ଭୋଟContinue reading “ନନ୍ଦିଗ୍ରାମ ଆସନରୁ ବିଜୟୀ ହେଲେ ମମତା ବାନାର୍ଜୀ । ୧୨୦୦ ଭୋଟରେ ଜିତିଲେ ଦିଦି । ପରାଜୟ ଭୋଗିଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ।”
ଅଧିନାୟକ ପଦରୁ ହଟିବା ପରେ ଚୂଡାନ୍ତ ଏକାଦଶରୁ ବି ବାଦ୍ ପଡିଲେ ୱାର୍ଣ୍ଣର । ରାଜସ୍ଥାନ ବିପକ୍ଷ ମ୍ୟାଚରେ ବେଞ୍ଚରେ ବସିଲେ ଡେଭିଡ୍ ୱାର୍ଣ୍ଣର ।
କନକ ବ୍ୟୁରୋ: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ପଦରୁ ହଟିବା ପରେ ଆଜି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରୁ ମଧ୍ୟ ବାଦ୍ ପଡିଛନ୍ତି ଭେଟେରାନ୍ ଅଷ୍ଟ୍ରେଲୀୟ ଖେଳାଳି ଡେଭିଡ୍ ୱାର୍ଣ୍ଣର । ନୂଆ ଅଧିନାୟକ କେନ୍ ୱିଲିୟମସନ୍ ତାଙ୍କୁ ନିଜର ଚୂଡାନ୍ତ ଏକାଦଶରେ ସାମିଲ କରିନାହାନ୍ତି । ଆଜି ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ମ୍ୟାଚ୍ ଖେଳୁଛି । ଯେଉଁଥିରେ ଅଧିନାୟକ ଭାର ସମ୍ଭାଳୁଛନ୍ତି କେନ୍ ୱିଲିୟମସନ୍ । A look at the PlayingContinue reading “ଅଧିନାୟକ ପଦରୁ ହଟିବା ପରେ ଚୂଡାନ୍ତ ଏକାଦଶରୁ ବି ବାଦ୍ ପଡିଲେ ୱାର୍ଣ୍ଣର । ରାଜସ୍ଥାନ ବିପକ୍ଷ ମ୍ୟାଚରେ ବେଞ୍ଚରେ ବସିଲେ ଡେଭିଡ୍ ୱାର୍ଣ୍ଣର ।”
ସାବାସ ଏସପି ! ସକାଳୁ ସନ୍ଧ୍ୟା ଯାଏଁ ବର୍ଦ୍ଦିରେ ରହି କରନ୍ତି ପୋଲିସର ଡ୍ୟୁଟି, ପରେ ଡାକ୍ତର ହୋଇ କରନ୍ତି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ।
କନକ ବ୍ୟୁରୋ : ମହାମାରୀ କରୋନା, କଷ୍ଟର କେତେ ଯେ କାହାଣୀ ଲେଖିଲାଣି, ତାହା ମନେ ପଡିଲେ ହୃଦୟ ଥରି ଉଠୁଛି । ମହାମାରୀକୁ ରୋକିବା ପାଇଁ ଦେଶରେ ଲକଡାଉନ୍, ସଟଡାଉନ୍ ଭଳି କଟକଣା ଜାରି କରାଯାଇଛି । ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅନେକ କରୋନା ଯୋଦ୍ଧା ନିଜ ପରିବାରକୁ ପର କରି ମହାମାରୀ ସହ ଯୁଦ୍ଧରେ ଅସଲ ଯୋଦ୍ଧା ସାଜିଛନ୍ତି । ଆଜି ଆମେ ଆପଣଙ୍କୁ ସେମିତି ଜଣେ ପୋଲିସ ଅଫିସରଙ୍କContinue reading “ସାବାସ ଏସପି ! ସକାଳୁ ସନ୍ଧ୍ୟା ଯାଏଁ ବର୍ଦ୍ଦିରେ ରହି କରନ୍ତି ପୋଲିସର ଡ୍ୟୁଟି, ପରେ ଡାକ୍ତର ହୋଇ କରନ୍ତି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ।”
ବିଜୟ ଅଭିମୁଖେ ମମତା ବାନାର୍ଜୀ, ବିଜେପି ଓ ଜାତୀୟ ରାଜନୀତି ଉପରେ କ’ଣ ପକାଇବ ପ୍ରଭାବ ?
ବିଜେପି ପଶ୍ଚିମବଙ୍ଗରେ ପ୍ରଚାର ସମୟରେ ‘ଅବକୀ ବାର ୨୦୦ ପାର୍’ ର ନାରା ଦେଇଥିଲା । ଯଦି ଏହା ସମ୍ଭବ ହୋଇଥାନ୍ତା ତାହେଲେ ରାଜ୍ୟସଭାରେ ବିଜେପି ବି ବହୁମତ ଯୋଗାଡ କରିପାରିଥାନ୍ତ।, ତାହାତ ହେଲାନାହିଁ । ହେଲେ ପଶ୍ଚିମବଙ୍ଗରେ ଦିଦି ହାଟ୍ରିକ୍ ମାରିବା ପରେ କ’ଣ ହେବ ବିଜେପିର ସ୍ଥିତି ? ବଦଳିବ କି ଜାତୀୟ ରାଜନୀତିର ସମିକରଣ ? କନକ ବ୍ୟୁରୋ : ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ପଶ୍ଚିମବଙ୍ଗର ମୁ୍ଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସContinue reading “ବିଜୟ ଅଭିମୁଖେ ମମତା ବାନାର୍ଜୀ, ବିଜେପି ଓ ଜାତୀୟ ରାଜନୀତି ଉପରେ କ’ଣ ପକାଇବ ପ୍ରଭାବ ?”
ଆଇପିଏଲ ଲେଢଇ: ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରବ ରାଜସ୍ଥାନ ।
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ହାଇଦ୍ରାବାଦ ଦଳ । ତେଣୁ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ଉଭୟ ଦଳ ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ । ଚଳିତ ଆଇପିଏଲରେ ଉଭୟ ଦଳ ୬ ଟି ଲେଖାଏଁ ମ୍ୟାଚ ଖେଳିଛନ୍ତିContinue reading “ଆଇପିଏଲ ଲେଢଇ: ଟସ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରବ ରାଜସ୍ଥାନ ।”
ଆସନ୍ତା ୨୪ ଘଂଟାରେ ୨୪ ଜିଲ୍ଲାକୁ କାଳବୈଶାଖୀ । ପବନ ସହ ସ୍ୱଳ୍ପ ଧରଣର ବର୍ଷା ସମ୍ଭାବନା
କନକ ବ୍ୟୁରୋ : ଆସନ୍ତା ୨୪ ଘଂଟାରେ ରାଜ୍ୟରେ ୧୪ ଟି ଜିଲ୍ଲାକୁ କାଳବୈଶାଖୀ ସହ ସ୍ୱଳ୍ପ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ଏ ନେଇ ଆଞ୍ଚଳିକ ପାଣପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ମୁତାବକ ରାଜ୍ୟର କୋରାପୁଟ, କନ୍ଧମାଳ, ଗଜପତି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ବୈଦ୍ଧ, ନୟାଗଡ, ଗଞ୍ଜାମ ଯାଜପୁର, କେଉଁଝର,ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଓ ଭଦ୍ରକContinue reading “ଆସନ୍ତା ୨୪ ଘଂଟାରେ ୨୪ ଜିଲ୍ଲାକୁ କାଳବୈଶାଖୀ । ପବନ ସହ ସ୍ୱଳ୍ପ ଧରଣର ବର୍ଷା ସମ୍ଭାବନା”
ନନ୍ଦିଗ୍ରାମରେ ବଦଳିଗଲା ଅଙ୍କ । ୨,୭୦୦ ଭୋଟରେ ଆଗୁଆ ମମତା ବାନାର୍ଜୀ । ପଛରେ ପଡିଲେ ଶୁଭେନ୍ଦୁ ଅଧିକାରୀ
କନକ ବ୍ୟୁରୋ: ନନ୍ଦିଗ୍ରାମରେ ବିଜେପି ଓ ଟିଏମସି ମଧ୍ୟରେ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳୁଛି । ନନ୍ଦିଗ୍ରାମରେ ଏବେ ବଦଳିଯାଇଛି ଅଙ୍କ । ବହୁଳ ଭୋଟ ବ୍ୟବଧାନରେ ଆଗୁଆ ହେଲେ ମମତା ବାନାର୍ଜୀ । ବର୍ତ୍ତମାନ ପାଇଁ ୨୭୦୦ ଭୋଟରେ ଆଗୁଆ ରହିଛନ୍ତି ଦିଦି । ଏହାସହ ଏବେ ଶୁଭେନ୍ଦୁ ଅଧିକାରୀ ପଛରେ ପଡି ଯାଇଛନ୍ତି । ପଶ୍ଚିମବଙ୍ଗରେ ଏହି ଆସନକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ଭୋଟ ଗଣତି ଆରମ୍ଭରୁ ଆଗୁଆ ରହିContinue reading “ନନ୍ଦିଗ୍ରାମରେ ବଦଳିଗଲା ଅଙ୍କ । ୨,୭୦୦ ଭୋଟରେ ଆଗୁଆ ମମତା ବାନାର୍ଜୀ । ପଛରେ ପଡିଲେ ଶୁଭେନ୍ଦୁ ଅଧିକାରୀ”