କେରଳରେ ଭାଙ୍ଗିବେ କି ୪୦ ବର୍ଷର ପରମ୍ପରା? ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରନ୍ତି ପିନରାଇ ବିଜୟନ ।

କନକ ବ୍ୟୁରୋ: କେରଳ ରାଜନୈତିକ ଇତିହାସରେ ସୃଷ୍ଟି ହୋଇପାରେ ନୂଆ ଅଧ୍ୟାୟ । ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରେ ଏଲଡିଏଫ । କାରଣ ବର୍ତ୍ତମାନ ଚାଲିଥିବା ଭୋଟ ଗଣତିର ସଂଖ୍ୟା ଯାହା କହୁଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରନ୍ତି ପିନରାଇ ବିଜୟନ । କେରଳର ୧୪୦ ବିଧାନସଭା ଆସନରୁ ଏବେ ସୁଦ୍ଧା ଏଲଡିଏଫ ୮୮ଟି ସିଟରେ ବିଜୟୀ ହୋଇଥିବା ବେଳେ ୟୁଡିଏଫ ୪୬ ସିଟ ପାଇଛି ।Continue reading “କେରଳରେ ଭାଙ୍ଗିବେ କି ୪୦ ବର୍ଷର ପରମ୍ପରା? ଲଗାତାର ଦ୍ୱିତୀୟ ଥର ପାଇଁ ସରକାର ଗଢିପାରନ୍ତି ପିନରାଇ ବିଜୟନ ।”

ଲକଡାଉନରେ ନିର୍ବାଚନ କାର୍ଯ୍ୟକୁ ଅନୁମତି : ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ୍ ଲାଗୁ ନୁହେଁ

କନକ ବ୍ୟୁରୋ : ପୁଣି ରାଜ୍ୟକୁ ଫେରିଲା ଲକଡାଉନ୍ । କରୋନା ସଂକ୍ରମଣର ଚେନ ଭାଙ୍ଗିବାକୁ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ ୫ ତାରିଖ ସକାଳୁ ମେ ୧୯ ତାରିଖ ସକାଳ ଯାଏଁ ଲକଡାଉନ କଟକଣା ଜାରି ହେବ । ଏହି ସମୟରେ ନିର୍ବାଚନ କାର୍ଯ୍ୟ ଉପରେ କୌଣସି କଟକଣା ରହିବ ନାହିଁ । ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ୍ ଲାଗୁ ନୁହେଁ । ଏଥିରେ ନିୟୋଜିତContinue reading “ଲକଡାଉନରେ ନିର୍ବାଚନ କାର୍ଯ୍ୟକୁ ଅନୁମତି : ନିର୍ବାଚନ ସମ୍ପର୍କିତ କାର୍ଯ୍ୟରେ ସଟଡାଉନ ଓ ଲକଡାଉନ୍ ଲାଗୁ ନୁହେଁ”

କାମ ଦେବନି କି ମୋଦି ମ୍ୟାଜିକ୍? ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ଆଗରେ ଟିଏମସି, ପଛରେ ‘ପଦ୍ମ’ ।

କନକ ବୁରୋ: ଦିଦିଙ୍କ ଗଡ଼ରେ ଫୁଟିବନି କି ପଦ୍ମ? କାମ ଦେବନି କି ମୋଦି-ଶାହାଙ୍କ ମ୍ୟାଜିକ୍? ଏକଥା ଆମେ କହୁନୁ ବରଂ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପିକୁ ପଛରେ ପକାଇ ମାଡ଼ି ଚାଲିଛି ଟିଏମସି । ପଶ୍ଚିମବଙ୍ଗର ମୋଟ ୨୯୨ ଆସନରୁ ଟିଏମସି ୨୦୩ ଆସନରେ ଆଗୁଆ ଥିବା ବେଳେ ମାତ୍ର ୮୬ଟି ଆସନରେ ଆଗୁଆ ରହିଛି ବିଜେପି । ଧିରେ ଧିରେ ଗଣତି ଜାରି ରହିଥିବାବେଳେ ଏବେ ବି ଦିଦିଙ୍କ ଖେଲା ହବେ ଆଗରେ ଫିକାContinue reading “କାମ ଦେବନି କି ମୋଦି ମ୍ୟାଜିକ୍? ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ଆଗରେ ଟିଏମସି, ପଛରେ ‘ପଦ୍ମ’ ।”

ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ ରବି ଶଙ୍କର । ପଦବୀରେ ରହିବେ ୩ ବର୍ଷ

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଡେପୁଟି ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କର ଏକ କମିଟି ରବି ଶଙ୍କରଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ମନୋନୀତ କରିଥିଲେ । ରବି ଶଙ୍କର ଭାରତୀୟ ରିଜର୍ଭ ବ୍ୟାଙ୍କର ୪ର୍ଥ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହୋଇଛନ୍ତି । ସେ ପୂର୍ବରୁ ରିଜର୍ଭ ବ୍ୟାଙ୍କର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଭାବେ କାମ କରୁଥିଲେ । ଏ ସଂକ୍ରାନ୍ତରେ ‘ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ୍ ଟ୍ରେନିଙ୍ଗ’ ଜାରି କରିଥିବାContinue reading “ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେଲେ ରବି ଶଙ୍କର । ପଦବୀରେ ରହିବେ ୩ ବର୍ଷ”

ଦେଶର ପ୍ରଥମ ଘଟଣା । ୯ ଥର ପ୍ଲାଜମା ଦାନ କରି ୧୮ ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ଏବେ ପ୍ରତିଟି ମଣିଷକୁ ଭୟଭିତ କରି ରଖିଛି । ଏହି ସମୟରେ ଲୋକମାନେ ସେମାନଙ୍କ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଏଭଳି ସମୟରେ ଏମିତି ବି କିଛି ଲୋକ ଅଛନ୍ତି ଯିଏ ଅନ୍ୟର ଜୀବନ ବଂଚାଇବାକୁ ନିଜ ଜୀବନକୁ ବି ବାଜିରେ ଲଗାଇ ଦେଉଛନ୍ତି । କିଛି ଏଭଳି କରି ଦେଖାଇଛନ୍ତି ପଙ୍କଜ ଗୁପ୍ତା । ଯିଏ କି ୯ମ ଥର ପ୍ଲାଜମା ଦାନ କରି ଏକContinue reading “ଦେଶର ପ୍ରଥମ ଘଟଣା । ୯ ଥର ପ୍ଲାଜମା ଦାନ କରି ୧୮ ଜୀବନ ବଞ୍ଚାଇଲେ ଏହି ବ୍ୟକ୍ତି”

ଲକଡାଉନ ବେଳେ ସକାଳ ୬ରୁ ୧୨ଯାଏଁ ଖୋଲିବ ପନିପରିବା ଦୋକାନ । ଗାଡିରେ ନୁହେଁ ଚାଲିଚାଲି ଯାଇ ପନିପରିବା କିଣିବେ ଲୋକେ ।

କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା ମେ’୫ରୁ ୧୯ ଯାଏଁ ଲକଡାଉନ ଲାଗୁ ହେବ । କରୋନା ସଂକ୍ରମଣରେ ବ୍ରେକ ଦେବାକୁ ଏଭଳି ନିଷ୍ପତି ନେଇଛନ୍ତି ସରକାର । ତେବେ ଲକଡାଉନ ସମୟରେ ସକାଳ ୬ରୁ ୧୨ଟା ଯାଏଁ ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ । ସୋମବାରରୁ ଶୁକ୍ରବାର ଏହି ଦୋକାନ ଗୁଡିକ ଖୋଲା ରହିବ । ତେବେ କୌଣସି ଲୋକ ପନିପରିବା କିଣିବା ପାଇଁ ଗାଡି ଧରି ଯାଇପାରିବେନି ।Continue reading “ଲକଡାଉନ ବେଳେ ସକାଳ ୬ରୁ ୧୨ଯାଏଁ ଖୋଲିବ ପନିପରିବା ଦୋକାନ । ଗାଡିରେ ନୁହେଁ ଚାଲିଚାଲି ଯାଇ ପନିପରିବା କିଣିବେ ଲୋକେ ।”

ଲକଡାଉନରେ ବନ୍ଦ ହେବନି ଟିକାକରଣ ଓ ଟେଷ୍ଟିଂ । ଯୋଗ୍ୟ ବ୍ୟକ୍ତି ହିଁ ଯାଇପାରିବେ ଟିକା କେନ୍ଦ୍ରକୁ । 

କନକ ବ୍ୟୁରୋ : ଆସନ୍ତା ମେ’ ୫ରୁ ୧୯ ଯାଏଁ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଏହି ସମୟରେ ଅତ୍ୟାବଶ୍ୟକ ସେବା କଟକଣାମୁକ୍ତ ରହିଥିବା ବେଳେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ କଟକଣା ଲଗାଯାଇଛି । ତେବେ ଏହି ଲକଡାଉନ ସମୟରେ ପୂର୍ବଭଳି ଟିକାକରଣ ଜାରି ରହିବ ବୋଲି କୁହାଯାଉଛି । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଟିକାକରଣ ସ୍ଥାନରେ ଟିକା ନେଇପାରିବେ ଲୋକେ । କେବଳ ଟିକା ନେବାକୁ ଥିବାContinue reading “ଲକଡାଉନରେ ବନ୍ଦ ହେବନି ଟିକାକରଣ ଓ ଟେଷ୍ଟିଂ । ଯୋଗ୍ୟ ବ୍ୟକ୍ତି ହିଁ ଯାଇପାରିବେ ଟିକା କେନ୍ଦ୍ରକୁ । “

ସରକାରଙ୍କ ଲକଡାଉନ ନିୟମ ଅନୁସାରେ ଦୋକାନ ଖୋଲିବାକୁ ବ୍ୟବସାୟୀ ସଂଘର ନିଷ୍ପତ୍ତି : ପୂର୍ବରୁ ଦିନ ୨ଟା ଯାଏଁ ଖୋଲା ରଖିବାକୁ କରିଥିବା ଘୋଷଣା

କନକ ବ୍ୟୁରୋ : ସରକାରଙ୍କ ଲକଡାଉନ ଘୋଷଣା ପରେ ନିଷ୍ପତି ପ୍ରତ୍ୟାହାର କଲା ବ୍ୟବସାୟୀ ମହାସଂଘ । ପୂର୍ବରୁ ଦିନ ୨ଟା ଯାଏଁ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲା ରଖିବାକୁ କରିଥିଲା ଘୋଷଣା । ଏବେ ସରକାରଙ୍କ ନିୟମ ଅନୁଯାୟୀ ଦୋକାନ ଖୋଲିବାକୁ ନିଷ୍ପତି ନିଆଯାଇଛି ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନା । ରାଜ୍ୟରେ ଅତ୍ୟାବଶ୍ୟକ ଜିନିଷର ଅଭାବ ନାହିଁ ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି । ପରିବହନରେ ମଧ୍ୟ ସମସ୍ୟା ହେବContinue reading “ସରକାରଙ୍କ ଲକଡାଉନ ନିୟମ ଅନୁସାରେ ଦୋକାନ ଖୋଲିବାକୁ ବ୍ୟବସାୟୀ ସଂଘର ନିଷ୍ପତ୍ତି : ପୂର୍ବରୁ ଦିନ ୨ଟା ଯାଏଁ ଖୋଲା ରଖିବାକୁ କରିଥିବା ଘୋଷଣା”

ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ! ମମତାଙ୍କଠାରୁ ୧୫ ଶହ ଆସନ ଆଗରେ ରହିଛନ୍ତି ଶୁଭେନ୍ଦୁ । ଜିତିଯିବେ କି ଶୁଭେନ୍ଦୁ ଅଧିକାରୀ?

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ଚାଲିଛି ଟିଏମସି ଓ ବିଜେପି ଜୋରଦାର ଲଢେଇ । ପଶ୍ଚିମବଙ୍ଗରେ ବିଜେପିଠାରୁ ବହୁ ଆଗରେ ରହିଛି ଟିଏମସି । ହେଲେ ଏଠାକାର ବହୁ ଚର୍ଚ୍ଚିତ ଆସନ ନନ୍ଦିଗ୍ରାମରେ କିନ୍ତୁ ପଛରେ ରହିଛି ଟିଏମସି । ଯେଉଁଠି ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଆସନରେ ମମତାଙ୍କଠାରୁ ୧୫ ଶହ ଭୋଟରେ ଆଗୁଆ ରହିଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ । ୪ର୍ଥ ରାଉଣ୍ଡ ଭୋଟ ଗଣତି ସୁ୍ଦ୍ଧା ଶୁ୍ଭେନ୍ଦୁଙ୍କୁ ୭,୨୮୭ ଭୋଟ ମିଳିଥିବାContinue reading “ଦିଦିଙ୍କ ହାତରୁ ଖସୁଛି ନନ୍ଦିଗ୍ରାମ ଆସନ! ମମତାଙ୍କଠାରୁ ୧୫ ଶହ ଆସନ ଆଗରେ ରହିଛନ୍ତି ଶୁଭେନ୍ଦୁ । ଜିତିଯିବେ କି ଶୁଭେନ୍ଦୁ ଅଧିକାରୀ?”

ଲକଡାଉନ ବେଳେ ହୋଇପାରିବ ବାହାଘର : ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରିହେବ ବିବାହ କାର୍ଯ୍ୟ

କନକ ବ୍ୟୁରୋ : ରାଜ୍ୟରେ ଲାଗୁ ହେଲା ଲକଡାଉନ । ମେ ୫ରୁ ୧୯ ତାରିଖ ସକାଳ ଯାଏଁ ବଳବତର ରହିବ କଟକଣା । କିନ୍ତୁ ଏହି ଲଡଡାଉନ ସମୟରେ ବିବାହ କାର୍ଯ୍ୟ ହୋଇପାରିବ । ପ୍ରଶାସନର କଟକଣା ନେଇ ବିବାହ କାର୍ଯ୍ୟ ହେବ । ସେହିପରି ବିବାହରେ ସର୍ବାଧିକ ୫୦ ଏବଂ ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିଛି । କୌଣସି ପରିସ୍ଥିତିରେ ୫୦ ଜଣରୁ ଅଧିକ ବାହାଘରରେ ଯୋଗ ଦେଇପାରିବେ ନାହିଁContinue reading “ଲକଡାଉନ ବେଳେ ହୋଇପାରିବ ବାହାଘର : ସ୍ଥାନୀୟ ପ୍ରଶାସନର ଅନୁମତି ନେଇ କରିହେବ ବିବାହ କାର୍ଯ୍ୟ”

Design a site like this with WordPress.com
Get started