ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କଲେ ନବୀନ । କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ୬୯୪୪ କାର୍ଯ୍ୟରତ ସାମ୍ବାଦିକ ହେବେ ଉପକୃତ ।

କନକ ବ୍ୟୁରୋ : ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହାସହ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ନବୀନ । ମହାମାରୀ ଭଳି ସଙ୍କଟ ସମୟରେ  ରାଜ୍ୟବାସୀଙ୍କୁ କରୋନା ସମ୍ପର୍କିତ ଖବର ପହଞ୍ଚାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି । ମହାମାରୀ ମୁକାବିଲାରେ ସାମ୍ବାଦିକ ମାନେ ଅନେକ ସହାୟତା କରୁଥିବାContinue reading “ସାମ୍ବାଦିକଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କଲେ ନବୀନ । କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି, ୬୯୪୪ କାର୍ଯ୍ୟରତ ସାମ୍ବାଦିକ ହେବେ ଉପକୃତ ।”

ରାଜ୍ୟରେ ୧୪ ଦିନିଆ ଲକଡାଉନ : ଜାଣନ୍ତୁ ଏହି ସମୟରେ କ’ଣ ବନ୍ଦ ରହିବ ?

କନକ ବ୍ୟୁରୋ : ରାଜ୍ୟକୁ ଫେରିଲା ଲକଡାଉନ୍ । ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ମେ ୫ରୁ ୧୯ ତାରିଖ ସକାଳ ଯାଏଁ ବଳବତର ରହିବ କଟକଣା । କରୋନା ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଏଭଳି କଡା କଟକଣା ଲାଗୁ କରାଯାଇଛି । ଜାଣନ୍ତୁ ଲକଡାଉନ୍ ରେ କ’ଣ ରହିବ ବନ୍ଦ ? ଯାତ୍ରୀବାହୀ ବସ ଚଳାଚଳ ଉପରେ କଟକଣା ଲାଗିଛି । ସେହିପରିContinue reading “ରାଜ୍ୟରେ ୧୪ ଦିନିଆ ଲକଡାଉନ : ଜାଣନ୍ତୁ ଏହି ସମୟରେ କ’ଣ ବନ୍ଦ ରହିବ ?”

ଲକଡାଉନ ଭିତରେ ସଟଡାଉନ । ସପ୍ତାହର ଶେଷ ଦୁଇ ଦିନ ସାରା ରାଜ୍ୟରେ ସଟଡାଉନ, କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ।

କନକ ବ୍ୟୁରୋ : ଆସନ୍ତା ମେ ୫ରୁ ୧୪ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗୁ ହେବ ଲକଡାଉନ । ଅଥାର୍ତ ଆସନ୍ତା ବୁଧବାର ଠାରୁ ସାରା ରାଜ୍ୟରେ ଲକଡାଉନ ଜାରି ରହିବ । ତେବେ ଏହି ଲକଡାଉନ ଭିତରେ ସପ୍ତାହର ଶେଷ ଦୁଇ ଦିନ ସଟଡାଉନ ରହିବ । ପୂର୍ବରୁ କେବଳ ରାଜ୍ୟର ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେଉଥିବା ବେଳେ ଏବେ ପୂରା ରାଜ୍ୟରେ ସାପ୍ତାହିକ ସଟଡାଉନ ରହିବ । ଏହି ସଟଡାଉନ ଶୁକ୍ରବାର ରାତିContinue reading “ଲକଡାଉନ ଭିତରେ ସଟଡାଉନ । ସପ୍ତାହର ଶେଷ ଦୁଇ ଦିନ ସାରା ରାଜ୍ୟରେ ସଟଡାଉନ, କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ।”

ମେ’୫ରୁ ରାଜ୍ୟରେ ଲକଡାଉନ : ଜାରି ରହିବ ସ୍ୱାସ୍ଥ୍ୟ ଓ ଜରୁରୀ ସେବା; ଜାଣନ୍ତୁ କ’ଣ ଖୋଲା ରହିବ ?

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ । ରାଜ୍ୟରେ ଲକଡାଉନ ସମୟରେ କଣ ଖୋଲା ରହିବ ଜାଣନ୍ତୁ । ଲକଡାଉନ ସମୟରେ ଟିକାକରଣ ଜାରି ରହିବContinue reading “ମେ’୫ରୁ ରାଜ୍ୟରେ ଲକଡାଉନ : ଜାରି ରହିବ ସ୍ୱାସ୍ଥ୍ୟ ଓ ଜରୁରୀ ସେବା; ଜାଣନ୍ତୁ କ’ଣ ଖୋଲା ରହିବ ?”

ଲଣ୍ଡନରୁ ସୂଚନା ଦେଲେ ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା । ଦ୍ରୁତ ଗତିରେ ଚାଲିଛି କୋଭିସିଲ୍ଡ ଟିକା ଉତ୍ପାଦନ । ଖୁବଶୀଘ୍ର ଫେରିବେ ଭାରତ

କନକ ବ୍ୟୁରୋ : ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା କିଛିଦିନ ଭିତରେ ଲଣ୍ଡନରୁ ଫେରି ଆସିବେ । ଏହାସହ ପୁଣେ ସ୍ଥିତ ପ୍ଲାଣ୍ଟରେ ଦ୍ରୁତଗତିରେ ଚାଲିଛି କୋଭିସିଲ୍ଡ ଟିକାର ଉତ୍ପାଦନ । ଏଭଳି କିଛି ସୂଚନା ଦେଇଛନ୍ତି ଅଦାର ପୁନେୱାଲା । ପୁନେୱାଲା କହିଛନ୍ତି କି ଭାରତ ଫେରିବା ପରେ ସେ କୋଭିସିଲ୍ଡ ଟିକା ଉତ୍ପାଦନର ସମୀକ୍ଷା କରିବେ । କହିରଖୁ କି କିଛିଦିନ ପୂର୍ବରୁ ଅଚାନକ ପୁନାୱାଲା ଲଣ୍ଡନ ଚାଲିଯାଇଥିବା ଖବର ଆସିଥିଲା ।Continue reading “ଲଣ୍ଡନରୁ ସୂଚନା ଦେଲେ ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଆଦର ପୁନାୱାଲା । ଦ୍ରୁତ ଗତିରେ ଚାଲିଛି କୋଭିସିଲ୍ଡ ଟିକା ଉତ୍ପାଦନ । ଖୁବଶୀଘ୍ର ଫେରିବେ ଭାରତ”

ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ : ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ?

କନକ ବ୍ୟୁରୋ : ରାଜ୍ୟକୁ ଫେରିଲା ଲକଡାଉନ୍ । ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର । ମେ ୫ରୁ ୧୯ ତାରିଖ ସକାଳ ଯାଏଁ ବଳବତର ରହିବ କଟକଣା । ଲକଡାଉନରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ଜାଣନ୍ତୁ । ଲକଡାଉନରେ କ’ଣ ଖୋଲା ?  ଲକଡାଉନ ସମୟରେ ଟିକାକରଣ ଜାରି ରହିବ ଲୋକେ ନିଜର କୋଭିଡ ପରୀକ୍ଷା କରାଇପାରିବେ ନିର୍ବାଚନୀ କାର୍ଯ୍ୟ ଉପରେ କୌଣସିContinue reading “ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ : ଜାଣନ୍ତୁ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ?”

ଆସାମରେ ଚାଲିଲାନି କଂଗ୍ରେସର ଯାଦୁ । ପୁଣି ସତ୍ତାକୁ ଫେରିପାରେ ବିଜେପି । ଦେଖନ୍ତୁ କିଏ ଆଗରେ କିଏ ପଛରେ?

କନକ ବ୍ୟୁରୋ: କରୋନା କାଳରେ ଆସାମରେ ଚାଲିଛି ଭୋଟ ଗଣତି । ଆସାମରେ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଲଢେଇ ପରେ ଶେଷରେ ବଡ ବ୍ୟବଧାନରେ ଆଗେଇ ଚାଲିଛି ବିଜେପି । ଆକଳନ କରାଯାଉଛି ବିଜେପି ପୁଣି ଏଠାରେ ସରକାର ଗଢିପାରେ । କାରଣ ଆସାମରେ ୧୨୬ ଆସନରୁ ୭୭ ସିଟ ପାଇ ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ ୩୬ ସିଟ ପାଇଛି । ତେବେ ଦେଖିବାକୁ ଗଲେ ଏଠାରେ ବିଜେପି ବିଜୟ ପଥରେContinue reading “ଆସାମରେ ଚାଲିଲାନି କଂଗ୍ରେସର ଯାଦୁ । ପୁଣି ସତ୍ତାକୁ ଫେରିପାରେ ବିଜେପି । ଦେଖନ୍ତୁ କିଏ ଆଗରେ କିଏ ପଛରେ?”

ପୁଣି ରାଜ୍ୟକୁ ଫେରିଲା ଲକଡାଉନ୍ : ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର

କନକ ବ୍ୟୁରୋ : ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ନିଆଯାଇଥିବା ବେଳେ ଏବେ ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’୫ରୁ ୧୯ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ। ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ। ଘରଠୁ ୫୦୦ମିଟର ଦୂରତା ଭିତରେ ସକାଳ ୬ରୁ ମଧ୍ୟାହ୍ନContinue reading “ପୁଣି ରାଜ୍ୟକୁ ଫେରିଲା ଲକଡାଉନ୍ : ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର”

ମହିନ୍ଦ୍ରାର ‘ଅକ୍ସିଜେନ ଅନ୍ ହ୍ୱିଲ୍’ ଯୋଜନା । ସିଧା ଲୋକଙ୍କ ଘର କିମ୍ବା ହସ୍ପିଟାଲରେ ପହଂଚିବ ପ୍ରାଣବାୟୁ

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହର ଦେଶକୁ ପୁରା କବଳିତ କରିଥିବା ବେଳେ ଦେଶର କର୍ପୋରେଟ୍ ହାଉସ ଲଗାତର ଭାବେ ଲୋକ ଓ ସରକାରଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ଅକ୍ସିଜେନର ଅଭାବ ଦୂର କରିବାକୁ ଷ୍ଟିଲ ଓ ପେଟ୍ରୋଲିୟମ କମ୍ପାନୀ ମାନେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି କରିଛନ୍ତି । ଅନ୍ୟପଟେ କିଛି କର୍ପୋରେଟ୍ ହାଉସ୍ କୋଭିଡ ହସ୍ପିଟାଲ ନିର୍ମାଣ କରିଛନ୍ତି । ଏହି କ୍ରମରେ ସବୁବେଳେ ଲୋକଙ୍କ ସାଙ୍ଗରେ ରହୁଥିବା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାContinue reading “ମହିନ୍ଦ୍ରାର ‘ଅକ୍ସିଜେନ ଅନ୍ ହ୍ୱିଲ୍’ ଯୋଜନା । ସିଧା ଲୋକଙ୍କ ଘର କିମ୍ବା ହସ୍ପିଟାଲରେ ପହଂଚିବ ପ୍ରାଣବାୟୁ”

କେରଳରେ ବଡ ବ୍ୟବଧାନରେ ଆଗୁଆ ରହିଛି ଏଲଡିଏଫ । ପୁଣି ଫେରିବେ କି ପିନରାଇ ବିଜୟନ?

କନକ ବ୍ୟୁର: କେରଳରେ ଚାଲିଛି ବିଧାନସଭା ନିର୍ବାଚନର ଭୋଟ ଗଣତି । ଏଠାରେ ବାମଦଳର ଗଠବନ୍ଧନରେ ଏଲଡିଏଫ ଓ କଂଗ୍ରେସ ଗଠବନ୍ଧନରେ ୟୁଡିଏଫ ମଧ୍ୟରେ ଲଢେଇ ଚାଲିଛି । ବର୍ତ୍ତମାନ ପାଇଁ ୭୮ ଆସନରେ ଆଗୁଆ ଥିବା ବେଳେ ୟୁଡିଏଫ ୪୧ ପାଇଛି । ସେପଟେ ବିଜେପି ମାତ୍ର ଗୋଟିଏ ସିଟ ପାଇଛି । ତେବେ ଏଠାରେ ଏଲଡିଏଫ ୭୭ ସିଟ ପାଇ ଏକ ବଡ ବ୍ୟବଧାନି ସୃଷ୍ଟି କରିଛି । ପ୍ରତି ନିର୍ବାଚନରେ କେରଳରେ ସରକାରContinue reading “କେରଳରେ ବଡ ବ୍ୟବଧାନରେ ଆଗୁଆ ରହିଛି ଏଲଡିଏଫ । ପୁଣି ଫେରିବେ କି ପିନରାଇ ବିଜୟନ?”

Design a site like this with WordPress.com
Get started