କନକ ବ୍ୟୁରୋ : ଆଜି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରର ନିର୍ବାଚନ ଫଳାଫଳ । ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର କିଏ କ୍ଷମତାକୁ ଆସିବ ଏହି ଫଳାଫଳ । ବିଶେଷକରି ପଶ୍ଚିମବଙ୍ଗ ଉପରେ ସାରାଦେଶର ନଜର ରହିଛି । କାରଣ ଏଠାରେ କେନ୍ଦ୍ରରେ ଗାଦିରେ ଥିବା ବିଜେପି ଓ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହୋଇଛି । ପଶ୍ଚିମବଙ୍ଗ ଦଖଲ କରିବା ପାଇଁ ବିଜେପି ତାର ସମସ୍ତContinue reading “ଆଜି ଆସିବ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ନିର୍ବାଚନ ଫଳାଫଳ : ଫୋକସରେ ପଶ୍ଚିମବଙ୍ଗ ରେଜଲ୍ଟ”
Author Archives: Raghaba
ବ୍ୟାପୁଛି ସଂକ୍ରମଣ, ବଢ଼ୁଛି ଚିନ୍ତା : କୋଭିଡ୍ ପରିଚାଳନା ନେଇ ଆଜିି ହୋଇପାରେ ବଡ ଘୋଷଣା; ଲାଗୁ ହୋଇପାରେ କଡା଼ କଟକଣା
କନକ ବ୍ୟୁରୋ : ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ଆଜିି ଦିନ ୧୦ଟାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି ଏହି ଘୋଷଣା କରିବେ । କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ତେବେ ଏହିି ସମୟରେ କେଉଁ ନିଷ୍ପତ୍ତି ନିଆଯିବ ସେନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ଏ ସମ୍ବନ୍ଧରେ ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି ସୂଚନାContinue reading “ବ୍ୟାପୁଛି ସଂକ୍ରମଣ, ବଢ଼ୁଛି ଚିନ୍ତା : କୋଭିଡ୍ ପରିଚାଳନା ନେଇ ଆଜିି ହୋଇପାରେ ବଡ ଘୋଷଣା; ଲାଗୁ ହୋଇପାରେ କଡା଼ କଟକଣା”
ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ
କନକ ବ୍ୟୁରୋ: ଆଜିର ଆିପିଏଲ ମ୍ୟାଚରେ ମୁମ୍ବାଇ ଦମଦାର ବିଜୟ ହାସଲ କରିଛି । ଏହି ମ୍ୟାଚରେ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ମୁମ୍ବାଇ ୫ ୱିକେଟରେ ଜିତି ନେଇଛି । ଏହାସହ ଚଳିତ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇ ଦ୍ୱିତୀୟଥର ପାଇଁ ପରାଜୟ ସାମ୍ନା କରିଛି । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା ଚେନ୍ନାଇContinue reading “ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ । ୪ ୱିକେଟରେ ଜିତିଲା ମୁମ୍ବାଇ । ଚେନ୍ନାଇର ଦ୍ୱିତୀୟ ପରାଜୟ”
ଜୁନ୍ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ।
କନକ ବ୍ୟୁରୋ: ଜୁନ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ । ୟୁନିଟ ଟେଷ୍ଟ, ହାଫ୍ ଇୟରଲି ପରୀକ୍ଷା, ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ୩ଟି ମାନଦଣ୍ଡ ନେଇ ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯିବ । ୟୁନିଟ୍ ପରୀକ୍ଷା ୧୦ ମାର୍କ, ମିଡ୍ ଟର୍ମ ପରୀକ୍ଷା ଅଧାରରେ ୩୦ ମାର୍କ, ପ୍ରି-ବୋର୍ଡ ପରୀକ୍ଷା ଫଳ ଅଧାରରେ ୪୦ ମାର୍କର ମୂଲ୍ୟାୟନ କରାଯିବ । ସିବିଏସଇରContinue reading “ଜୁନ୍ ୨୦ରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ । ସବୁ ସ୍କୁଲକୁ ୮ ଜଣିଆ ରେଜଲ୍ଟ କମିଟି ଗଠନ ପାଇଁ ନିର୍ଦ୍ଦେଶ ।”
ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।
କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ରବିବାର ଦିନ ୧୦ଟାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି ଏହି ଘୋଷଣା କରିବେ । କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ତେବେ ଏହିି ସମୟରେ କେଉଁ ନିଷ୍ପତ୍ତି ନିଆଯିବ ସେନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ଏ ସମ୍ବନ୍ଧରେ ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି ସୂଚନାContinue reading “ଆସନ୍ତାକାଲି ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ପ୍ରେସମିଟ୍ କରି ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।”
ଝାରସୁଗୁଡାରେ ୫୦୦ ବେଡ୍ କୋଭିଡ୍ ହସ୍ପିଟାଲ କରିବାକୁ ଦାବି । ସଜନ ଜିନ୍ଦଲଙ୍କୁ ଦାବି ଜଣାଇଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ।
କନକ ବ୍ୟୁରୋ: ଝାରସୁଗୁଡାରେ ୫୦୦ ବେଡ୍ କୋଭିଡ୍ ହସ୍ପିଟାଲ ନିର୍ମାଣ ପାଇଁ ଦାବି । ଭୂଷଣ କାରଖାନା ତଥା ଜେଏସବ୍ଲ୍ୟୁ ଷ୍ଟିଲର ଚେୟାରମ୍ୟାନ ସଜନ୍ ଜିନ୍ଦଲଙ୍କୁ ଏନେଇ ଦାବି କରିଛନ୍ତି ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ସାରା ଦେଶରେ ଏବେ କରୋନାର ଦ୍ଵିତୀୟ ଲହରୀ ଚାଲିଛି। ଓଡ଼ିଶାର ସମସ୍ତ ଜିଲ୍ଲା ବିଶେଷ କରି ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମଣ ଖୁବ୍ ଜୋରରେ ବ୍ୟାପି ଚାଲିଛି । ଏହି ସମୟରେ ପଶ୍ଚିମ ଓଡ଼ିଶାରContinue reading “ଝାରସୁଗୁଡାରେ ୫୦୦ ବେଡ୍ କୋଭିଡ୍ ହସ୍ପିଟାଲ କରିବାକୁ ଦାବି । ସଜନ ଜିନ୍ଦଲଙ୍କୁ ଦାବି ଜଣାଇଲେ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ ।”
ଭାରତର କରୋନା ସ୍ଥିତିକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା । ନ୍ୟୁୟର୍କ ଟାଇମ୍ସ, ଦ ଗାର୍ଡିଆନରେ ରିପୋର୍ଟ । ସଂକ୍ରମଣକୁ ଅଣଦେଖା ଭାରତକୁ ପଡିଲା ମହଙ୍ଗା
କନକ ବ୍ୟୁରୋ: ଭାରତର କରୋନା ସ୍ଥିତିକୁ କେମିତି ଦେଖୁଛନ୍ତି ଅନ୍ତର୍ଜାତୀୟ ଗଣମାଧ୍ୟମ । ଆପଣଙ୍କ ମନରେ ବି ଏହି ପ୍ରଶ୍ନ ଆସୁଥିବ । ଭାରତୀୟ ଗଣମାଧ୍ୟମ ଠାରୁ ବିଦେଶୀ ଗଣମାଧ୍ୟମ ଗୁଡିକ , ଭାରତର କରୋନା ଚିତ୍ରକୁ ଅତି ସାଂଘାତିକ ଭାବେ ଖବର କରୁଛନ୍ତି । ବିଦେଶୀ ମିଡିଆର ରିପୋର୍ଟିଂ ଦେଖିଲେ ଆପଣ ସହଜରେ ବୁଝିପାରିବେ , ଦେଶରେ ବର୍ତମାନ କରୋନା ସ୍ଥିତି କଣ, ଏହାର ମୁକାବିଲା କରିବାରେ ଭାରତ ରହିଛି କିପରି ସ୍ଥିତିରେ । ଗୋଟିContinue reading “ଭାରତର କରୋନା ସ୍ଥିତିକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା । ନ୍ୟୁୟର୍କ ଟାଇମ୍ସ, ଦ ଗାର୍ଡିଆନରେ ରିପୋର୍ଟ । ସଂକ୍ରମଣକୁ ଅଣଦେଖା ଭାରତକୁ ପଡିଲା ମହଙ୍ଗା”
ମୁମ୍ବାଇ ବିପକ୍ଷରେ ଚେନ୍ନାଇର ବିଶାଳ ସ୍କୋର । ପ୍ରଥମ ଇଂନିସରେ ସିଏସକେର ସ୍କୋର ୨୧୮ । ମୁମ୍ବାଇକୁ ବିଜୟ ଲକ୍ଷ୍ୟ ୨୧୯ ।
କନକ ବ୍ୟୁରୋ: ଆଜି ଏକ ଦମଦାର ହାଇସ୍କୋରିଂ ମ୍ୟାଚରେ ମୁମ୍ବାଇକୁ ବିଶାଳ ଲକ୍ଷ୍ୟ ଦେଇଛି ଚେନ୍ନାଇ । ଧୋନୀବାହିନୀ ପ୍ରଥମେ ବ୍ୟାଟିଂ କରି ରୋହିତବାହିନୀ ଆଗରେ ୨୧୯ ରନର ଟାର୍ଗେଟ ରଖିଛି । ଚେନ୍ନାଇ ପକ୍ଷରୁ ଆଜି ଡୁପ୍ଲେସିସ୍, ମୋଇନ୍ ଅଲ୍ଲୀ ଓ ରାଇଡୁ ଧୂଆଁଧାର ବ୍ୟାଟିଂ କରିଥିବାବେଳେ ମୁମ୍ବାଇର ସବୁ ବୋଲର ଆଜି ଫେଲ୍ ମାରିଛନ୍ତି । ମୁମ୍ବାଇ ବିପକ୍ଷରେ ଚେନ୍ନାଇର ବିଶାଳ ସ୍କୋର । ପ୍ରଥମ ଇଂନିସରେ ସିଏସକେର ସ୍କୋର ୨୧୮ । ମୁମ୍ବାଇକୁ ବିଜୟContinue reading “ମୁମ୍ବାଇ ବିପକ୍ଷରେ ଚେନ୍ନାଇର ବିଶାଳ ସ୍କୋର । ପ୍ରଥମ ଇଂନିସରେ ସିଏସକେର ସ୍କୋର ୨୧୮ । ମୁମ୍ବାଇକୁ ବିଜୟ ଲକ୍ଷ୍ୟ ୨୧୯ ।”
ଦୈନିକ ସଂକ୍ରମଣର ନୂଆ ବିଶ୍ୱ ରେକର୍ଡ କଲା ଭାରତ ।୨୪ ଘଂଟାରେ ୪ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୫ ଶହରୁ ଅଧିକ ମୃତ ।
କନକ ବ୍ୟୁରୋ: ଦେଶରେ ଟିକାକରଣ ଚାଲିଥିବା ବେଳେ ସାଂଘାତିକ ହେଉଛି କରୋନା ସ୍ଥିତି । ସାରା ବିଶ୍ୱରେ ଦୈନିକ ସଂକ୍ରମଣ ଚିହ୍ନଟ ମାମଲାରେ ଭାରତ ଆଜି ଅଲୋଡା ରେକର୍ଡ କରିଛି । ଗତ ୨୪ ଘଂଟାରେ ଦେଶରୁ ୪ଲକ୍ଷ ୧ହଜାର ୯୩୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ଓ ୩ହଜାର ୫୨୩ ସଂକ୍ରମିତ ପ୍ରାଣ ହରାଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୯୧ଲକ୍ଷ ୬୪ହଜାର ୯୬୯ରେ ପହଁଚିଛି । ଦେଶରେ ଏବେContinue reading “ଦୈନିକ ସଂକ୍ରମଣର ନୂଆ ବିଶ୍ୱ ରେକର୍ଡ କଲା ଭାରତ ।୨୪ ଘଂଟାରେ ୪ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ୩୫ ଶହରୁ ଅଧିକ ମୃତ ।”
ସୁରତରେ ହିନସ୍ତା ହେଉଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଟଙ୍କା ଦେଇ ନପାରିବାରୁ ଶବକୁ ରାସ୍ତା କଡରେ ଫୋପାଡି ଚାଲିଗଲେ ହସ୍ପିଟାଲ କର୍ତ୍ତୃପକ୍ଷ ।
କନକ ବ୍ୟୁରୋ: ଟଙ୍କା ଦେଇ ନପାରିବାରୁ ଶବକୁ ରାସ୍ତା କଡରେ ଫୋପାଡି ଚାଲିଗଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏଭଳି ଅଭାବନୀୟ ଖବର ଆସିଛି ସୁରତରୁ । ଅଭିଯୋଗ ଅନୁଯାୟୀ ଆସିକା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଁର ଭଗବାନ ନାୟକ ଦୀର୍ଘଦିନ ହେବ ସୁରତରେ ରହୁଥିଲେ । କିଛି ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଘରୋଇ କ୍ଲିନିକରେ ଦେଖାଇବା ପରେ ପାଣ୍ଡେସରା ପୋଲିସ କଲୋନୀ ନିକଟ ପ୍ରିୟା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ଚିକିତ୍ସାContinue reading “ସୁରତରେ ହିନସ୍ତା ହେଉଛନ୍ତି ପ୍ରବାସୀ ଓଡିଆ ଶ୍ରମିକ । ଟଙ୍କା ଦେଇ ନପାରିବାରୁ ଶବକୁ ରାସ୍ତା କଡରେ ଫୋପାଡି ଚାଲିଗଲେ ହସ୍ପିଟାଲ କର୍ତ୍ତୃପକ୍ଷ ।”