କନକ ବ୍ୟୁରୋ : ଆଜି ଶ୍ରମିକ ଦିବସ । ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ସରକାରଙ୍କ କଠୋର ନିୟମ ସତ୍ତ୍ବେ ଏହା କମିବା ନାଁ ଧରୁନାହିଁ । ବିଭିନ୍ନ କାରଣରୁ ଆଜି ବି ସମାଜରେ ଶିଶୁ ଶ୍ରମିକ ପ୍ରଥା ତିଷ୍ଠି ରହିଛି । ବଡ଼ ପରିତାପର କଥା ଖୋଦ୍ ରାଜଧାନୀର ରାଜରାସ୍ତାରେ ମାଳମାଳ ଶିଶୁ ଶ୍ରମିକ ଦେଖାଯାଉଛନ୍ତି । ପ୍ରଶାସନର ନଜରରେ ବି ବଞ୍ଚିଛି ଏହି ପ୍ରଥା । ଖୋଦ୍ ରାଜଧାନୀର ଏହି ଦୃଶ୍ୟ ସରକାରୀContinue reading “ଆଜି ଶ୍ରମିକ ଦିବସ : ରାଜଧାନୀର ରାଜରାସ୍ତାରେ ମାଳମାଳ ଶିଶୁ ଶ୍ରମିକ; ପ୍ରଶାସନର ନଜରରେ ବି ବଞ୍ଚିଛି ଏହି ପ୍ରଥା”
Author Archives: Raghaba
କେଉଁ ଆଧାରରେ ବାହାରିବ ମାଟ୍ରିକ୍ ଫଳ ? ବିକଳ୍ପ ବାଟ ଖୋଜିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ
କନକ ବ୍ୟୁରୋ : କେଉଁ ଆଧାରରେ ବାହାରିବ ମାଟ୍ରିକ୍ ଫଳ ? ପ୍ରାକ୍ଟିସ୍ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ ନା ଆଉ କିଛି ପନ୍ଥା ଆପଣାଇବେ ? ପରୀକ୍ଷା ବାତିଲ୍ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ସମସ୍ତଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି । ଛାତ୍ରଛାତ୍ରୀ ଓ ଅଭିଭାବକ ଏହାକୁ ନେଇ ଚିନ୍ତାରେ ଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ରାଜ୍ୟର କେତେକ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ସମ୍ପୃକ୍ତ ଜିଲ୍ଲାର ସରକାରୀContinue reading “କେଉଁ ଆଧାରରେ ବାହାରିବ ମାଟ୍ରିକ୍ ଫଳ ? ବିକଳ୍ପ ବାଟ ଖୋଜିବାକୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ”
କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ବର୍ଷା । ଅସହାୟ ଗୁଳୁଗୁଳିରୁ ଟ୍ୱିନ ସିଟି ବାସିଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ସେପଟେ, ଆଜି ୩ଜିଲ୍ଲାକୁ ରହିଛି କୁଆପଥର ବର୍ଷା ସମ୍ଭାବନା
ଗତ କିଛିଦିନ ହେବ ରାଜ୍ୟରେ ଲୋକଙ୍କୁ ହନ୍ତସନ୍ତ କରୁଥିଲା ଅସହ୍ୟ ତାତି । ଖାସକରି ଭୁବନେଶ୍ୱର ଏବଂ କଟକ ଅଧିକ ଉତ୍ତପ୍ତ ସହର ଥିବାବେଳେ ଏଠାରେ ଦିନ ୧୦ ପରେ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇପଡିଥିଲା । କିନ୍ତୁ ଗତକାଲି ରାତିରେ କାଳବୈଶୀଖୀ ପ୍ରଭାବରେ ଝିପଝିପ ବର୍ଷା ହୋଇଛି । ତେଣୁ ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ସେପଟେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର,Continue reading “କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ବର୍ଷା । ଅସହାୟ ଗୁଳୁଗୁଳିରୁ ଟ୍ୱିନ ସିଟି ବାସିଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ସେପଟେ, ଆଜି ୩ଜିଲ୍ଲାକୁ ରହିଛି କୁଆପଥର ବର୍ଷା ସମ୍ଭାବନା”
କରୋନା ବିରୋଧରେ ମିଳିତ ଭାବେ ଲଢିବା ପାଇଁ ଇସ୍ପାତ ଶିଳ୍ପ ଅନୁଷ୍ଠାନକୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଅକ୍ସିଜେନ ଯୋଗାଣ ସହ କୋଭିଡ କେୟାର ସୁବିଧା ପାଇଁ ଆଗେଇ ଆସନ୍ତୁ ପ୍ରତିଷ୍ଠାନ
କନକ ବ୍ୟୁରୋ : କରୋନା ବିରୋଧରେ ଏକାଠି ଲଢ଼ିବାକୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରୀ ଓ ଘରୋଇ ଇସ୍ପାତ ଶିଳ୍ପର ମୁଖ୍ୟ ଓ ଅଧିକାରୀମାନଙ୍କ ସହ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଷ୍ଟିଲ ପ୍ଲାଂଟରୁ ମେଡିକାଲ ଅକ୍ସିଜେନ୍ ଯୋଗାଣକୁ ବଢ଼ାଇବା ସହ ପ୍ଲାଂଟରୁ ହସ୍ପିଟାଲକୁ ସିଧାସଳଖ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।Continue reading “କରୋନା ବିରୋଧରେ ମିଳିତ ଭାବେ ଲଢିବା ପାଇଁ ଇସ୍ପାତ ଶିଳ୍ପ ଅନୁଷ୍ଠାନକୁ ଆହ୍ୱାନ ଦେଲେ କେନ୍ଦ୍ରମନ୍ତ୍ରୀ : କହିଲେ, ଅକ୍ସିଜେନ ଯୋଗାଣ ସହ କୋଭିଡ କେୟାର ସୁବିଧା ପାଇଁ ଆଗେଇ ଆସନ୍ତୁ ପ୍ରତିଷ୍ଠାନ”
କରୋନାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ : ସମ୍ବାଦର ସମ୍ବଲପୁର ସଂସ୍କରଣର ମୁଖ୍ୟ ଥିଲେ ଦେବେନ୍ଦ୍ର
କନକ ବ୍ୟୁରୋ : ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ । ଦୈନିକ ଖବର କାଗଜ ସମ୍ବାଦର ସମ୍ବଲପୁର ସଂସ୍କରଣର ମୁଖ୍ୟ ଦେବେନ୍ଦ୍ର ସାମନ୍ତରାୟ ଆଉ ନାହାନ୍ତି । କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘବର୍ଷ ଧରି ସେ ସମ୍ବାଦ ସହିତ ଯୋଡି ହୋଇ ରହିବା ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଥିଲେ । ସମ୍ବଲପୁର ସଂସ୍କରଣର ଡିଜିଏମ ଭାବେ ଦାୟିତ୍ୱ ତୁଲାଉଥିଲେ । ଜଣେ ନିଷ୍ଠାପର,Continue reading “କରୋନାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ : ସମ୍ବାଦର ସମ୍ବଲପୁର ସଂସ୍କରଣର ମୁଖ୍ୟ ଥିଲେ ଦେବେନ୍ଦ୍ର”
ଗୁଜୁରାଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ୧୫ରୁ ଅଧିକ କରୋନା ରୋଗୀ ମୃତ; ପଟେଲ ୱେଲଫାୟାର କୋଭିଡ ୱାର୍ଡରେ ଥିଲେ ସମସ୍ତ ଆକ୍ରାନ୍ତ
କନକ ବ୍ୟୁରୋ : ଗୁଜୁରାଟ ଭରୁଚରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଥିବା ପଟେଲ ୱେଲ ଫେୟାର କୋଭିଡ ହସ୍ପିଟାଲରେ ଗତକାଲି ମଧ୍ୟ ରାତିରେ ଅଗ୍ନିକାଣ୍ଡ ଘଟିବା ଫଳରେ ଏବେ ସୁଦ୍ଧା ୧୫ରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ଦମକଳବାହୀନି ପହଁଚି ନିଆଁକୁ ଆୟତ କରିଛି । ଏହି ହସ୍ପିଟାଲରେ ୫୦ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିଲେ । ରୋଗୀମାନଙ୍କୁ ନିକଟସ୍ଥ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛିContinue reading “ଗୁଜୁରାଟ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ : ୧୫ରୁ ଅଧିକ କରୋନା ରୋଗୀ ମୃତ; ପଟେଲ ୱେଲଫାୟାର କୋଭିଡ ୱାର୍ଡରେ ଥିଲେ ସମସ୍ତ ଆକ୍ରାନ୍ତ”
ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ
କନକ ବ୍ୟୁରୋ : ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୮୭ ଆକ୍ରାନ୍ତ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୨୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୦୦, କଟକରୁ ୮୨୮ ଚିହ୍ନଟ ହୋଇଛନ୍ତି । ସେହିଭଳି ପୁରୀରୁ ୫୩୩, ବରଗଡ଼ରୁContinue reading “ରାଜ୍ୟରେ ୧୦ ହଜାର ଅତିକ୍ରମ କଲା ସଂକ୍ରମଣ ସଂଖ୍ୟା : ଗତ ୨୪ ଘଂଟାରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ, ୧୧ ମୃତ”
ଟିକାକରଣର ଅଭାବ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ : କହିଲେ, ମେ’ ପ୍ରଥମ ସପ୍ତାହରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ
କନକ ବ୍ୟୁରୋ : ଟିକାର ଅଭାବ ଭିତରେ କେନ୍ଦ୍ରକୁ ପୁଣି ଥରେ ଚିଠି ଟିକା ମାଗିଛି ଓଡ଼ିଶା । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ତୃତୀୟ ପର୍ଯ୍ୟାୟ ଟିକାକରଣ ଓ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଗୋଟିଏ ଥରରେ ୨୫ ଲକ୍ଷ ଟିକା ଦେବାକୁ କହିଛନ୍ତି । ସେ କହିଛନ୍ତି, ଟିକା ଆସିଲେ ମେ’ ପ୍ରଥମ ସପ୍ତାହରେ ତୃତୀୟ ପର୍ଯ୍ୟାୟ ଟିକାକରଣContinue reading “ଟିକାକରଣର ଅଭାବ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ : କହିଲେ, ମେ’ ପ୍ରଥମ ସପ୍ତାହରେ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ”
ଦିନ ଦୁଇଟାରେ ବଜାର ବନ୍ଦ ନିଷ୍ପତି ପରେ କ’ଣ ଖୋଲା ଏବଂ କ’ଣ ବନ୍ଦ, ତାକୁ ନେଇ ଚର୍ଚ୍ଚା : ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବ ବ୍ୟବସାୟୀ ମହାସଂଘ
କନକ ବ୍ୟୁରୋ : ଆସନ୍ତା ସୋମବାର ଠାରୁ ଦିନ ୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇପାରେ । ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବ୍ୟବସାୟୀ ସଂଘ ମାନଙ୍କ ପକ୍ଷରୁ ଏପରି ଏକ ନିଷ୍ପତି ନିଆଯାଉଛି । ଓଡିଶାର ବିଭିନ୍ନ ସ୍ଥାନରେ ବ୍ୟବସାୟୀ ସଂଘ ଏଭଳି ନିଷ୍ପତି ନେଉଥିବା ନେଇ ସ୍ଥାନୀୟ ପ୍ରଶାସନକୁ ଜଣାଇଛନ୍ତି । କଟକରେ ବିଭିନ୍ନ ବ୍ୟବସାୟୀ ସଂଘ କଟକ ମହାନଗର ନିଗମକୁ ଜଣାଇଛନ୍ତି ଯେ ସେମାନେ ସୋମବାର ଠାରୁ ଦିନ ୨ଟାContinue reading “ଦିନ ଦୁଇଟାରେ ବଜାର ବନ୍ଦ ନିଷ୍ପତି ପରେ କ’ଣ ଖୋଲା ଏବଂ କ’ଣ ବନ୍ଦ, ତାକୁ ନେଇ ଚର୍ଚ୍ଚା : ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବ ବ୍ୟବସାୟୀ ମହାସଂଘ”
ଅନିଶ୍ଚିତତା ଭିତରେ ଟିକାକରଣ । ଟିକାର ଅଭାବ ପାଇଁ ସାରା ଦେଶରେ ହାହାକାର
ଗତ ଜାନୁଆରି ମଧ୍ୟଭାଗରେ ଭାରତ ସରକାର ଯେତେବେଳେ ଦେଶରେ ବିଶ୍ବର ବୃହତ୍ତମ ଟିକାକରଣ ଯୋଜନା ଆରମ୍ଭ କଲେ, ଏହା ଅଭୂତପୂର୍ବ ସଫଳତା ହାସଲ କରିବ ବୋଲି ଆଶା କରାଯାଉଥିଲା। ଭାରତ ମଧ୍ୟ ଅନ୍ୟ ଦେଶକୁ ଟିକା ଯୋଗାଇ ପ୍ରଶଂସା ଅର୍ଜନ କରିଥିଲେ। ତେବେ ଏବେ ତିନି ମାସ ତଳର ସେହି ଭରସା ପାଣି ଫଟକିଯିବା ସହ ସରକାରଙ୍କ ଯୋଜନା ସବୁ ଭୁଶୁଡ଼ିପଡ଼ିଲା ପରି ସ୍ଥିତିକୁ ଆସିଛି। ଅଦ୍ୟାବଧି ଦେଶର ୧୩୭ କୋଟି ଲୋକସଂଖ୍ୟାର ମାତ୍ର ୨ ପ୍ରତିଶତContinue reading “ଅନିଶ୍ଚିତତା ଭିତରେ ଟିକାକରଣ । ଟିକାର ଅଭାବ ପାଇଁ ସାରା ଦେଶରେ ହାହାକାର”