କନକ ବ୍ୟୁରୋ : କରୋନା କାଳରେ ୩ ମାସ ବଢିଲା ଡିଏମଇଟିଙ୍କ କାର୍ଯ୍ୟକାଳ । ମେ ପହିଲାରୁ ଜୁଲାଇ ମାସ ଯାଏଁ ଦାୟିତ୍ୱ ତୁଲାଇବେ ସିବିକେ ମହାନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି । ଗତକାଲି ଅର୍ଥାତ ଏପ୍ରିଲ ୩୦ ତାରିଖରେ ଡିଏମଇଟି ସିବିକେ ମହାନ୍ତିଙ୍କ କାର୍ଯ୍ୟକାଳ ସରୁଥିଲା । କିନ୍ତୁ କାର୍ଯ୍ୟକାଳକୁ ବଢାଇବାକୁ ନିଷ୍ପତି ନିଆଯାଇଛି । କରୋନାର ଦ୍ୱିତୀୟ ଲହର ଦେଶରେ ଭୟାବହ ରୁପ ନେଇଥିବା ବେଳେ ଓଡିଶାରେ ମଧ୍ୟContinue reading “କରୋନା କାଳରେ ୩ ମାସ ବଢିଲା ଡିଏମଇଟିଙ୍କ କାର୍ଯ୍ୟକାଳ : ମେ’ ପହିଲାରୁ ଜୁଲାଇ ମାସ ଯାଏଁ ଦାୟିତ୍ୱ ତୁଲାଇବେ ସିବିକେ ମହାନ୍ତି”
Author Archives: Raghaba
ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ : ଟିକା ଅଭାବରୁ ହାତ ଟେକିଦେଲେ ୧୧ ରାଜ୍ୟର ସରକାର
କନକ ବ୍ୟୁରୋ : ଆଜିିଠୁ ଦେଶରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ହେଲେ ଟିକା ଅଭାବ ବଡ ସମସ୍ୟା ହୋଇ ରାଜ୍ୟ ସରକାରଙ୍କ ପାଖରେ ଉଭା ହୋଇଛି । ଟିକା ନଥିବାରୁ ୧୧ଟି ରାଜ୍ୟ ସରକାର ଆଜି ତୃତୀୟ ପର୍ଯ୍ୟାୟ ଟିକାକରଣ କରିହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେପଟେ ଆଇଏସବି ନୀତି ଆୟୋଗକୁ ଦେଇଥିବା ରିପୋର୍ଟରେ ଉଲ୍ଲେଖ କରିଛି, ଦେଶରେ ଜୁଲାଇ ଯାଏଁ ଟିକା ଅଭାବ ସମ୍ୟା ଲାଗି ରହିବContinue reading “ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ : ଟିକା ଅଭାବରୁ ହାତ ଟେକିଦେଲେ ୧୧ ରାଜ୍ୟର ସରକାର”
ପଞ୍ଜାବର ଚମତ୍କାର ବୋଲିଂ । ବାଙ୍ଗାଲୋରକୁ ୩୪ ରନରେ ମାତ ଦେଲା ପଞ୍ଜାବ । ବାଙ୍ଗାଲୋରର ଦ୍ୱିତୀୟ ପରାଜୟ
କନକ ବ୍ୟୁରୋ: ଆଜିର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛି ପଞ୍ଜାବ ଦଳ । ଫଳରେ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି ପଞ୍ଜାବ ଦଳ । ଏହାସହ ଚଳିତ ଟୁର୍ଣ୍ଣାମେଣ୍ଟରେ ବାଙ୍ଗାଲୋର ଦ୍ୱିତୀୟ ଥର ପାଇଁ ପରାଜିତ ହେଇଛି । ତେବେ ଏହି ପରାଜୟ ନିହାତି ଭାବେ ବାଙ୍ଗାଲୋର ଦଳ ପାଇଁ ଚିନ୍ତା ବଢାଇ ପାରେ । କାରଣ ବିରାଟ, ମାକ୍ସୱେଲ ଓ ଡିଭିଲିୟର୍ସଙ୍କ ଭଳି ଖେଳାଳି ବିଫଳ ହୋଇଛନ୍ତି । ଏହି ମ୍ୟାଚରେ ପ୍ରଥମେ ଟସContinue reading “ପଞ୍ଜାବର ଚମତ୍କାର ବୋଲିଂ । ବାଙ୍ଗାଲୋରକୁ ୩୪ ରନରେ ମାତ ଦେଲା ପଞ୍ଜାବ । ବାଙ୍ଗାଲୋରର ଦ୍ୱିତୀୟ ପରାଜୟ”
ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା ।
କନକ ବ୍ୟୁରୋ: ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଆସିଲା ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା । ଟିକାକରଣ ପାଇଁ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ସରକାର । ମେ ୩ ତାରଖରୁ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ । ମେ ୧ରୁ ସାରା ଦେଶରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ଟିକା ଦିଆଯିବ ବୋଲି ଘୋଷଣା ହୋଇଥିଲା । ଏହିContinue reading “ଓଡିଶାରେ ପହଞ୍ଚିଲା ଦେଢ ଲକ୍ଷ କୋଭାକ୍ସିନ୍ ଟିକା । ୩ ତାରିଖରୁ ଭୁବନେଶ୍ୱରରେ ଦିଆଯିବ ଏହି ଟିକା ।”
ଆସନ୍ତାକାଲିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଟିକା ଅଭାବରୁ ହାତ ଟେକିଦେଲେ ୧୧ ରାଜ୍ୟର ସରକାର । କେନ୍ଦ୍ର କହିଲା ଟିକା ଦେବା କ୍ଷମତା ଅନୁସାରେ କରାଯାଉଛି ବଂଟନ ।
କନକ ବ୍ୟୁରୋ: ଟିକା ଅଭାବରୁ ଖାଲି ପଡିଛି ମୁମ୍ବାଇର ଏହି ଟିକାକରଣ କେନ୍ଦ୍ର । ମେ’ ପହିଲାରେ ଦେଶରେ ୧୮ ବୟସ୍କରୁ ଅଧିକ ଲୋକଙ୍କର ଟିକାକରଣ ଆରମ୍ଭ ହେଉଛି । ହେଲେ ଟିକା ଅଭାବ ସାଜିଛି ବଡ ବାଧକ । ନୀତି ଆୟୋଗଙ୍କୁ ଦେଇଥିବା ରିପୋର୍ଟରେ ଇଣ୍ଡିଆ ସ୍କୁଲ ଅଫ ବିଜନେସ କହିଛି, ଦେଶର ବିଭିନ୍ନ ରାଜ୍ୟ ଜୁଲାଇ ମାସ ଯାଏଁ ଟିକା ନିଅଂଟ ସମସ୍ୟା ଲାଗି ରହିବ । ଦେଶରେ ଏପ୍ରିଲ ମାସ ପ୍ରଥମ ସପ୍ତାହରContinue reading “ଆସନ୍ତାକାଲିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ । ଟିକା ଅଭାବରୁ ହାତ ଟେକିଦେଲେ ୧୧ ରାଜ୍ୟର ସରକାର । କେନ୍ଦ୍ର କହିଲା ଟିକା ଦେବା କ୍ଷମତା ଅନୁସାରେ କରାଯାଉଛି ବଂଟନ ।”
କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନର ବର୍ଷା କଲେ ସୁପ୍ରିମକୋର୍ଟ । ଟିକାର ଅଲଗା ଅଲଗା ଦାମକୁ ନେଇ ପ୍ରକଟ କଲେ ଆଶ୍ଚର୍ଯ୍ୟ । କହିଲେ ସୋସିଆଲ ମିଡିଆରେ କୋଭିଡ ପରିଚାଳନାର ଅଭିଯୋଗ ନୁହେଁ ଭୁଲ
କନକ ବ୍ୟୁରୋ: ସୁପ୍ରିମକୋର୍ଟ କରୋନା ସଂକଟର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କୋଭିଡ ପରିଚାଳନା ନେଇ ଏକାଧିକ ପ୍ରଶ୍ନ କରିଛନ୍ତି । ଲକଡାଉନ୍ ଲାଗୁ, ଅକ୍ସିଜେନ ବଂଟନ, ଟିକାର ଦାମ, ଔଷଧର ଉପଲବ୍ଧତା ପ୍ରସଙ୍ଗରେ ଅନେକ ପ୍ରଶ୍ନ କରି କେନ୍ଦ୍ରକୁ ଜବାବ ମାଗିଛନ୍ତି ଖଣ୍ଡପୀଠ । ଟିକାର ଦାମ କେନ୍ଦ୍ର, ରାଜ୍ୟ ଓ ଘରୋଇ ହସ୍ପିଟାଲ ପାଇଁ ଅଲଗା ଅଲଗା କାହିଁକି? କୋଭିସିଲଡର ଦାମ ଭାରତ ଓ ଆମେରିକାରେ ଅଲଗା କାହିଁକି? ସରକାର କାହିଁକି ଶହେ ପ୍ରତିଶତContinue reading “କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନର ବର୍ଷା କଲେ ସୁପ୍ରିମକୋର୍ଟ । ଟିକାର ଅଲଗା ଅଲଗା ଦାମକୁ ନେଇ ପ୍ରକଟ କଲେ ଆଶ୍ଚର୍ଯ୍ୟ । କହିଲେ ସୋସିଆଲ ମିଡିଆରେ କୋଭିଡ ପରିଚାଳନାର ଅଭିଯୋଗ ନୁହେଁ ଭୁଲ”
କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ । ପ୍ରଥମ ଇଂନିସରେ ପଞ୍ଜାବର ସ୍କୋର ୧୭୯ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୮୦ ।
କନକ ବ୍ୟୁରୋ: ଆଜି ଏକ ଦମଦାର ମ୍ୟାଚରେ ଭେଟାଭେଟି ହେଇଛନ୍ତି ବାଙ୍ଗାଲୋର-ପଞ୍ଜାବ । ପ୍ରଥମ ଇଂନିସରେ ଅଧିନାୟକ କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପଞ୍ଜାବ ୧୭୯ ରନ୍ କରିପାରିଛି । ଫଳରେ ବିଜୟ ପାଇଁ ବାଙ୍ଗାଲୋରକୁ ଦ୍ୱିତୀୟ ଇଂନିସରେ ୧୮୦ ରନ୍ ଲକ୍ଷ୍ୟ ରହିଛି । କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ । ପ୍ରଥମ ଇଂନିସରେ ପଞ୍ଜାବର ସ୍କୋର ୧୭୯ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୮୦ । #IPL2021 #PBKSvRCB pic.twitter.com/zZDHGbJsqE — KanakContinue reading “କେଏଲ୍ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ । ପ୍ରଥମ ଇଂନିସରେ ପଞ୍ଜାବର ସ୍କୋର ୧୭୯ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୮୦ ।”
ଚେନ୍ନାଇରେ ଜୀବନ ରକ୍ଷକ ଇଂଜେକସନର କଳବଜାରୀ କରି ଡାକ୍ତର ଗିରଫ । ଭଦୋଦରାରୁ ଧରାପଡିଲେ ୩ ମାଫିଆ ।
କନକ ବ୍ୟୁରୋ: ଚେନ୍ନାଇରୁ ରେମଡିସିଭିର ଇଞ୍ଜେକସନର କଳାବଜାରୀ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । ଜଣେ ଡାକ୍ତର ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରିଛି ତାମିଲନାଡୁ ପୁଲିସ । ଚେନ୍ନାଇର ହିନ୍ଦୁ ମିଶନ ହସ୍ପିଟାଲ ଅଂଚଳରେ ରେମଡିସିଭର ଇଞ୍ଜେକସନ କଳବଜାରୀ ହେଉଥିବା ସୂଚନା ପାଇ ସିଭିଲ ସପ୍ଲାଏ ସିଆଇଡି ଚଢାଉ କରିଥିଲା । ଚଢାଉ କରି ରେମଡିସିଭର ଇଂଜେକ୍ସନ କଳବଜାରୀ କରୁଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କ ଓ ୨ ଜଣ ସହଯୋଗୀଙ୍କୁ ପୁଲିସ ଗିରଫContinue reading “ଚେନ୍ନାଇରେ ଜୀବନ ରକ୍ଷକ ଇଂଜେକସନର କଳବଜାରୀ କରି ଡାକ୍ତର ଗିରଫ । ଭଦୋଦରାରୁ ଧରାପଡିଲେ ୩ ମାଫିଆ ।”
ମହାମାରୀରେ ଔଷଧ ମାଫିଆ ସକ୍ରିୟ । ଉତରାଖଣ୍ଡରେ ନକଲି ରେମଡ଼ିସିଭିର କାରଖାନା ଉପରେ ଦିଲ୍ଳୀ କ୍ରାଇମବ୍ରାଂଚର ଚଢାଉ ।
କନକ ବ୍ୟୁରୋ: କରୋନା ମହାମାରୀ ସମୟରେ ବି ଜୀବନ ସହ ଚାଲିଛି ସାଂଘାତିକ ଖେଳ । କରୋନା ସଂକ୍ରମଣରେ ପ୍ରତିଦିନ ସାରାଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ, ଜୀବନରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ । ଏଭଳି ଏକ ସାଂଘାତିକ ଷଡଯନ୍ତ୍ରର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଂଚ୍ । ଉତରାଖଣ୍ଡର କୋଟଦ୍ୱାରରେ ଏକ ଔଷଧ ଫ୍ୟାକ୍ଟ୍ରିରେ ନକଲି ରେମଡିସିଭିର ଔଷଧ ତିଆରି କରାଯାଉଥିବାବେଳେ ଏହାContinue reading “ମହାମାରୀରେ ଔଷଧ ମାଫିଆ ସକ୍ରିୟ । ଉତରାଖଣ୍ଡରେ ନକଲି ରେମଡ଼ିସିଭିର କାରଖାନା ଉପରେ ଦିଲ୍ଳୀ କ୍ରାଇମବ୍ରାଂଚର ଚଢାଉ ।”
କରୋନା ମୃତ୍ୟୁ ନେଇ କର୍ଣ୍ଣାଟକରୁ ଆସିଲା ସାଂଘାତିକ ସତ । କୌଣସି ରୋଗରେ ଆକ୍ରାନ୍ତ ନଥାଇ ୩୦ ପ୍ରତିଶତ କରିଛନ୍ତି ମୃତ୍ୟୁବରଣ ।
କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହାର ଚିନ୍ତା ଜନକ ଭାବେ ବଢିଛି । କର୍ଣ୍ଣାଟକରେ କରୋନା ଜନିତ ମୃତ୍ୟୁକୁ ନେଇ ନୂଆ ତଥ୍ୟ ଆସିଛି । ପୂର୍ବରୁ ଏକାଧିକ ଜଟିଲ ରୋଗରେ ପୀଡିତ ବ୍ୟକ୍ତି ସଂକ୍ରମିତ ହେଲେ ମୃତ୍ୟୁ ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞ କହୁଥିଲେ । ହେଲେ କର୍ଣ୍ଣାଟକରେ ୩୦ ପ୍ରତିଶତ ମୃତକ କୌଣସି ଜଟିଳ ରୋଗରେ ପୀଡିତ ନଥିବା ଜଣାପଡିଛି । ଯାହା କରୋନା ଜନିତ ମୃତ୍ୟୁକୁ ନେଇ ଭିନ୍ନ ତଥ୍ୟContinue reading “କରୋନା ମୃତ୍ୟୁ ନେଇ କର୍ଣ୍ଣାଟକରୁ ଆସିଲା ସାଂଘାତିକ ସତ । କୌଣସି ରୋଗରେ ଆକ୍ରାନ୍ତ ନଥାଇ ୩୦ ପ୍ରତିଶତ କରିଛନ୍ତି ମୃତ୍ୟୁବରଣ ।”