କନକ ବ୍ୟୁରୋ: ଦ୍ୱିତୀୟ ଡୋଜ ନେବା ପାଇଁ ବାଟ ଛାଡନ୍ତୁ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ସେହିପରି ଠିକ ସମୟରେ ଦ୍ୱିତୀୟ ଡୋଜ ନ ନେଲେ ଟିକା ଅକାମୀ ହେବାର ରହିଛି ଆଶଙ୍କା ବୋଲି ସେ ସୁଚାଇ ଦେଇଛନ୍ତି । ସେ କହିଛନ୍ତି ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କେସ ଆସିଥିଲା । ସେପ୍ଟେମ୍ବରContinue reading “ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ଦ୍ୱିତୀୟ ଡୋଜ ନେବା ପାଇଁ ବାଟ ଛାଡନ୍ତୁ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତି । ଠିକ ସମୟରେ ଦ୍ୱିତୀୟ ଡୋଜ ନ ନେଲେ ଟିକା ହୋଇପାରେ ଅକାମୀ ।”
Author Archives: Raghaba
ଅକ୍ସିଜେନ୍ ପାଇଁ ଝିଅ ବାହାଘର ସଞ୍ଚିତ ଟଙ୍କା ଦାନ କରିଦେଲେ ଚାଷୀ, କିଏ ଗାଡ଼ି ବିକିଦେଲା ଆଉ କିଏ ମୃତ୍ୟୁ ପୂର୍ବରୁ ଅନ୍ୟ ଜଣଙ୍କ ପାଇଁ ଛାଡ଼ିଦେଲା ଆଇସିୟୁ ବେଡ୍
କନକ ବ୍ୟୁରୋ: କୋଭିଡ୍ ଭୂତାଣୁ ଭିତରେ ‘ଅକ୍ସିଜେନ୍’ର ହାହାକାର ଦେଶକୁ ଦୁଃଖ ପରେ ଦୁଃଖ ଦେଇଚାଲିଛି । ଆଉ କରୋନାର ଏହି ଦ୍ୱିତୀୟ ଲହରରେ ଝରୁଥିବା ଲୁହ ପୋଛିବାକୁ ଦେବଦୂତ ସାଜି ଅନେକ ସାହାଯ୍ୟର ହାତ ବଢ଼ାଉଛନ୍ତି । ଆଜି ଆମେ ଆପଣଙ୍କୁ ମହାମାରୀ ବେଳେ ମହାନତାର ମନ୍ଦିର ଭିତରେ ଥିବା କିଛି ଦେବଦୂତଙ୍କ ଦର୍ଶନ କରାଇବୁ, ଯାହାଙ୍କ ବିଷୟରେ ଜାଣିଲେ ଆପଣଙ୍କ ମୁଣ୍ଡ ବି ଆପେ ଆପେ ନଇଁଯିବ । ଚମ୍ପାଲାଲ୍ ଗର୍ଜର, ପେଶାରେ ଜଣେContinue reading “ଅକ୍ସିଜେନ୍ ପାଇଁ ଝିଅ ବାହାଘର ସଞ୍ଚିତ ଟଙ୍କା ଦାନ କରିଦେଲେ ଚାଷୀ, କିଏ ଗାଡ଼ି ବିକିଦେଲା ଆଉ କିଏ ମୃତ୍ୟୁ ପୂର୍ବରୁ ଅନ୍ୟ ଜଣଙ୍କ ପାଇଁ ଛାଡ଼ିଦେଲା ଆଇସିୟୁ ବେଡ୍”
କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ପଜିଟିଭ୍ ହେଲେ ବ୍ୟସ୍ତ ନହୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଲେ ଏସିଏସ୍ ।
କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ଆଜି ପ୍ରେସମିଟ୍ କରି ରାଜ୍ୟର କୋଭିଡ୍ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଏସସିଏସ୍ ପ୍ରଦୀପ୍ତ ମହାପାତ୍ର । ଏହି ସମୟରେ ସେ ରାଜ୍ୟରେ କରୋନା ସ୍ଥିତି ଅନ୍ୟ ରାଜ୍ୟ ଅପେକ୍ଷା ଭଲ ଥିବା କହିଥିବାବେଳେ ସମସ୍ତ ପ୍ରକାର ସ୍ଥିତିକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି । କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା ଗତବର୍ଷ ମାର୍ଚ୍ଚ ୧୫ ତାରିଖରେContinue reading “କରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ସୂଚନା । ପଜିଟିଭ୍ ହେଲେ ବ୍ୟସ୍ତ ନହୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଲେ ଏସିଏସ୍ ।”
ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ରୋକ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଲା ଡିଜିସିଏ
କନକ ବ୍ୟୁରୋ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କରୋନା ଭୂତାଣୁ ମହାମାରୀ ହେତୁ ୩୧ ମେ ୨୦୨୧ ପର୍ୟ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ରୋକ ଲଗାଇଛି । ଡିଜିସିଏ ଦ୍ୱାରା ଏହି ଘୋଷଣା ପରେ ଆସନ୍ତା ମାସ ଶେଷ ପର୍ୟ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବ । ସୂଚନା ଥାଉ କି କରୋନା ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚରେ ଅନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଡିଜିସିଏ ଦ୍ୱାରାContinue reading “ମେ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ରୋକ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଲଗାଇଲା ଡିଜିସିଏ”
ସୁଟର ଦାଦି ନାମରେ ଦେଶରେ ପରିିଚିତ ଚନ୍ଦ୍ରୋ ତୋମରଙ୍କ କରୋନାରେ ଦେହାନ୍ତ । ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା
କନକ ବ୍ୟୁରୋ : ଉତ୍ତରପ୍ରଦେଶର ଜଣାଶୁଣା ସୁଟର୍ ଦାଦି ଚନ୍ଦ୍ରୋ ତୋମାରଙ୍କ କରୋନାରେ ଦେହାନ୍ତ । କରୋନାରେ ସଂକ୍ରମିତ ହେବା ପରେ ସୁଟର ଦାଦି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରାଜ୍ୟ ଓ ଜାତୀୟ ସ୍ତରରେ ବନ୍ଧୁକ ଚଳନାରେ ଦାଦି ଅନେକ ପୁରସ୍କାର ଜିତିଥିଲେ । ସୁଟର ଦାଦି ବାଗପଦ ର ଜୋହାଡୀ ଗାଁ ରେ ବସବାସ କରୁଥିଲେ । କିଛିଦିନ ପୂର୍ବରୁ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମେରଠର ଆନନ୍ଦContinue reading “ସୁଟର ଦାଦି ନାମରେ ଦେଶରେ ପରିିଚିତ ଚନ୍ଦ୍ରୋ ତୋମରଙ୍କ କରୋନାରେ ଦେହାନ୍ତ । ଘରୋଇ ହସ୍ପିଟାଲରେ ହେଉଥିଲେ ଚିକିତ୍ସା”
ଆମେରିକାରୁ ଭାରତକୁ ଆସିଲା ସହାୟତା । କରୋନା ମୁକାବିଲା ପାଇଁ ଭାରତକୁ କୋଭିଡ୍ ସଂରଜାମ ପଠାଇଲା ଆମେରିକା ।
କନକ ବ୍ୟୁରୋ: ଆମେରିକାରୁ ଭାରତକୁ ଆସିଲା ସହାୟତା । ବିଳମ୍ବରେ ହେଲେ ମଧ୍ୟ ମହାମାରୀ କରୋନାର ମୁକାବିଲା କରୁଥିବା ଭାରତକୁ ଘନିଷ୍ଠ ସହଯୋଗୀ ଆମେରିକା ପଠାଇଛି ସହାୟତା । କୋଭିଡ ସଂରଜାମ ଧରି ଦିଲ୍ଲୀ ବିମାନବନ୍ଦରରେ ପହିଚିଛି ଆମେରିକା ବିମାନ ଗ୍ଲୋବ ମାଷ୍ଟର ସି-୧୭ । ଏଥିରେ ୨୦୦ଟି ‘ଡି’ ସାଇଜ ଅକ୍ସିଜେନ ସିଲିଣ୍ଡର ଓ ୨୨୩ଟି ‘ଏଚ୍’ ସାଇଜ ଅକ୍ସିଜେନ ସିଲିଣ୍ଡର ଆସିଛି । ୨୧୦ଟି ଅକ୍ସିମିଟ, ୧ଲକ୍ଷ ୪୮ ହଜାର ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟContinue reading “ଆମେରିକାରୁ ଭାରତକୁ ଆସିଲା ସହାୟତା । କରୋନା ମୁକାବିଲା ପାଇଁ ଭାରତକୁ କୋଭିଡ୍ ସଂରଜାମ ପଠାଇଲା ଆମେରିକା ।”
ଅଟୋ ସାଜିଲା ଆମ୍ବୁଲାନ୍ସ । କରୋନା ରୋଗୀଙ୍କ ପାଇଁ ନିଜ ଅଟୋକୁ ଆମ୍ବୁଲାନ୍ସରେ ବଦଳାଇଲେ ଜାଭେଦ ଖାନ୍
କନକ ବ୍ୟୁରୋ: ଅକ୍ସିଜେନ୍ ପାଇଁ ଆଉଟୁପାଉଟୁ ରୋଗୀ । ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତିି ହଜାର ହଜାର ଲୋକ । କିଏ ଅକ୍ସିଜେନ୍ ଟିକିଏ ପାଇବା ପାଇଁ ଡହଳ ବିକଳ ହେଉଛି ତ ଆଉ କିଏ ନିଜ ନିଶ୍ୱାସ ଟିକକ ବଂଚେଇବା ପାଇଁ ଜୀବନ ସହ ଯୁଦ୍ଧ ଲଢୁଛି । ସାରା ଦେଶରୁ ଏବେ ଅକ୍ସିଜେନ ଅଭାବର ଏ ଦାରୁଣ ଦୁଃଖ, ଏଯାଏଁ ବି ଶେଷ ହୋଇନି । ମହାମାରୀର ଏ ମହାସଂଗ୍ରାମକୁ ଏବେ ବିContinue reading “ଅଟୋ ସାଜିଲା ଆମ୍ବୁଲାନ୍ସ । କରୋନା ରୋଗୀଙ୍କ ପାଇଁ ନିଜ ଅଟୋକୁ ଆମ୍ବୁଲାନ୍ସରେ ବଦଳାଇଲେ ଜାଭେଦ ଖାନ୍”
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କାହିଁକି ୧୦୦ ପ୍ରତିଶତ ଟିକା କିଣିବେ ନାହିଁ କେନ୍ଦ୍ର ସରକାର ?
କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଉପରେ ଆକ୍ରମଣାତ୍ମକ ହୋଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ ଆଜି ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ବେଳେ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନ୍ୟାୟାଧିସ । ଟିକା ପାଇଁ ପଞ୍ଜିକରଣକୁ ନେଇ କୋର୍ଟ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି ନିରକ୍ଷର ମାନେ କେମିତି ପଞ୍ଜିକରଣ କରିବେ ଓ ସେ ନେଇ ସରକାର କ’ଣ ଯୋଜନାContinue reading “କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କାହିଁକି ୧୦୦ ପ୍ରତିଶତ ଟିକା କିଣିବେ ନାହିଁ କେନ୍ଦ୍ର ସରକାର ?”
କରୋନାରେ ପ୍ରାଣ ହରାଇଲେ ବିହାର ମୁଖ୍ୟ ସଚିବ ଅରୁଣ କୁମାର ସିଂ । ପାଟନା ସ୍ଥିତ ପାରସ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା
କନକ ବ୍ୟୁରୋ : କରୋନା କାଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ, ସେଲିବ୍ରେଟି କେତେ କେତେ ଲୋକଙ୍କ ଜୀବନ ଆକାଳରେ ଚାଲିଯାଉଛି । ପୂର୍ବ ଆଟର୍ଣ୍ଣିକଙ୍କ ମୃତ୍ୟୁପରେ ଗୋଟିଏ ଦିନରେ ପୁଣି ଆସିଛି ଆଉ ଏକ ଦୁଖଦ ଖବର । ବିହାର ସରକାରଙ୍କ ମୁଖ୍ୟ ସଚିବ ଥିବା ଅରୁଣ କୁମାର ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ କରୋନା ସଂକ୍ରମିତ ହେବା ପରେ ପାଟନା ସ୍ଥିତ ପାରସ୍ ହସ୍ପିଟାଲରେ ଚିକିତ୍ସିତContinue reading “କରୋନାରେ ପ୍ରାଣ ହରାଇଲେ ବିହାର ମୁଖ୍ୟ ସଚିବ ଅରୁଣ କୁମାର ସିଂ । ପାଟନା ସ୍ଥିତ ପାରସ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା”
କୃଷ୍ଣପ୍ରସାଦ ବ୍ରହ୍ମପୁର ପଞ୍ଚାୟତ ଖିରିସାହି ଗାଁ କଣ୍ଟେନମେଣ୍ଟ୍ ଘୋଷଣା : ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କଲା ପ୍ରଶାସନ
କନକ ବ୍ୟୁରୋ : କୃଷ୍ଣପ୍ରସାଦ ବ୍ରହ୍ମପୁର ପଞ୍ଚାୟତ ଖିରିସାହି ଗାଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଅନିର୍ଦ୍ଦିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଉକ୍ତ ଗାଁରେ ୭ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଜରୁରୀକାଳୀନ ସେବା ଉପଲବ୍ଧ ହେବ । କଣ୍ଟେନମେଣ୍ଟ ନେଇ କୃଷ୍ଣପ୍ରସାଦ ବ୍ଲକ୍ ବିଡିଓଙ୍କ ସୂଚନା । from Kanak NewsContinue reading “କୃଷ୍ଣପ୍ରସାଦ ବ୍ରହ୍ମପୁର ପଞ୍ଚାୟତ ଖିରିସାହି ଗାଁ କଣ୍ଟେନମେଣ୍ଟ୍ ଘୋଷଣା : ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କଲା ପ୍ରଶାସନ”