କନକ ବ୍ୟୁରୋ : କାୟା ମେଲାଉଛି କରୋନା । କୋଭିଡ୍-୧୯ରେ ଆକ୍ରାନ୍ତ ହୋଇଥିବା ପଦ୍ମବିଭୂଷଣ ସମ୍ମାନ ପ୍ରାପ୍ତ ଭାରତର ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ତଥା ବରିଷ୍ଠ ଓକିଲ ସୋଲି ଜେହାଙ୍ଗୀର ସୋରାବଜୀଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ଦକ୍ଷିଣ ଦିଲ୍ଲୀସ୍ଥିତ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ସୋଲି ସୋରାବଜୀଙ୍କୁ ୯୧ ବର୍ଷ ହୋଇଥିଲା । ୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିବା ସୋଲି ସୋରାବଜୀଙ୍କୁ ସୁପ୍ରିମ୍Continue reading “କରୋନା କାୟା : ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ସୋଲି ସୋରାବଜୀଙ୍କ ଦେହାନ୍ତ”
Author Archives: Raghaba
ମେ ପହିଲାରୁ ସାବାଳକ ଟିକାକରଣକୁ ଶକ୍ତ ଧକ୍କା । ଆସନ୍ତା ୧ ଓ ୨ତାରିଖରେ ବନ୍ଦ ରହିବ ଟିକାକରଣ
କନକ ବ୍ୟୁରୋ : ଆସନ୍ତା ୧ ଓ ୨ତାରିଖରେ ଟିକାକରଣ ବନ୍ଦ । ମେ ପହିଲାରୁ ସାବାଳକ ଟିକାକରଣକୁ ଶକ୍ତ ଧକ୍କା । ଟିକା ଆସିନଥିବାରୁ ଟିକାକରଣ ବନ୍ଦ ରହିବ । ଟିକା ଆସିଲେ ସୋମବାର ଠାରୁ ଆରମ୍ଭ ହେବ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ସୂଚନା ଅନୁଯାୟୀ, ୧୮ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ଟିକାକରଣ ପାଇଁ ଆଜି ଆସି ପହଞ୍ଚିପାରେ କୋଭାକ୍ସିନ୍ ଟିକା । କୋଭାକ୍ସିନ ଆସିଲେContinue reading “ମେ ପହିଲାରୁ ସାବାଳକ ଟିକାକରଣକୁ ଶକ୍ତ ଧକ୍କା । ଆସନ୍ତା ୧ ଓ ୨ତାରିଖରେ ବନ୍ଦ ରହିବ ଟିକାକରଣ “
ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଲୋକେ : ମହିଳାଙ୍କ ସ୍ୱାମୀ ନଥିବା ସମୟରେ ଅଭିଯୁକ୍ତ ବସନ୍ତ ସିଂ ଦୁଷ୍କର୍ମ କରିଥିବା ଅଭିଯୋଗ
କନକ ବ୍ୟୁରୋ : ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଲୋକ । ବାଲେଶ୍ୱର ଜିଲ୍ଲା ସୋର ଥାନା ସିଙ୍ଗାଖୁଂଟା ଅଂଚଳର ଜଣେ ମହିଳାଙ୍କ ସ୍ୱାମୀ ନଥିବା ସମୟରେ ବସନ୍ତ ସିଂ ନାମକ ଜଣେ ଯୁବକ ଏକ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ । ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ସୋର ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେContinue reading “ଦୁଷ୍କର୍ମକାରୀଙ୍କୁ ପିଟି ପିଟି ମାରିଦେଲେ ଲୋକେ : ମହିଳାଙ୍କ ସ୍ୱାମୀ ନଥିବା ସମୟରେ ଅଭିଯୁକ୍ତ ବସନ୍ତ ସିଂ ଦୁଷ୍କର୍ମ କରିଥିବା ଅଭିଯୋଗ”
ଇସ୍ରାଏଲରେ ଚାଲିଥିଲା ଧାର୍ମିକ ଉତ୍ସବ (ବନଫାୟାର) । ଭିଡରୁ ଆରମ୍ଭ ହେଲା ଦଳା ଚକଟା । ୩୮ ମୃତ ଅନେକ ଆହତ ।
କନକ ବ୍ୟୁରୋ : ଭାରତରେ କୁମ୍ଭମେଳାରୁ ଯେଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଲା ସେହିଭଳି ଇସ୍ରାଏଲରେ ଚାଲିଥିବା ଏକ ଧାର୍ମିକ ଉତ୍ସବ (ବନଫାୟାର) ରେ ଶ୍ରଦ୍ଧାଳୁ ମାନଙ୍କ ଭି୍ତରେ ଦଳା ଚକଟା ହୋଇ ୩୮ ଜଣ ଲୋକଙ୍କର ଜୀବନ ଯାଇଛି । ଏହାସହ ଅନେକ ସଂଖ୍ୟାରେ ଆହତ ହୋଇଛନ୍ତି । ଏହି ଘଟଣାକୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବିରାଟ ବିପର୍ଯ୍ୟୟ ବୋଲି କହିଛନ୍ତି । ଦ୍ବିତୀୟ ଶତାବ୍ଦୀର ସନ୍ଥContinue reading “ଇସ୍ରାଏଲରେ ଚାଲିଥିଲା ଧାର୍ମିକ ଉତ୍ସବ (ବନଫାୟାର) । ଭିଡରୁ ଆରମ୍ଭ ହେଲା ଦଳା ଚକଟା । ୩୮ ମୃତ ଅନେକ ଆହତ ।”
ଆଜି ଜେଲରୁ ମୁକୁଳି ପାରନ୍ତି ଲାଲୁ ଯାଦବ । ବିହାରେରେ ଚାଲିଛି ସ୍ୱାଗତ ପାଇଁ ଆୟୋଜନ
କନକ ବ୍ୟୁରୋ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ନେତା ଲାଲୁ ପ୍ରସାଦ ଯାଦବଙ୍କୁ ନେଇ ବଡ ଖବର ଆସିଛି । ଆଜି ଜେଲରୁ ମୁକୁଳିପାରନ୍ତି ଲାଲୁ । ଆଜି ଦିନ ୧୨ ଟା ପୂର୍ବରୁ ରାଞ୍ଚି ସ୍ଥିତ ବିର୍ଶାମୁଣ୍ଡା ଜେଲରୁ ଦିଲ୍ଲୀ ଏମସ୍ କୁ ରିଲିଜ ଅର୍ଡର ର କପି ମିଳିବାର ସମ୍ଭାବନା ରହିଛି । ଏହା ହେଲେ ଅପରାହ୍ନ ସୁଦ୍ଧା ଲାଲୁ ଯାଦବ ଜେଲରୁ ବାହାରି ପାରନ୍ତି । କହିରଖୁContinue reading “ଆଜି ଜେଲରୁ ମୁକୁଳି ପାରନ୍ତି ଲାଲୁ ଯାଦବ । ବିହାରେରେ ଚାଲିଛି ସ୍ୱାଗତ ପାଇଁ ଆୟୋଜନ”
ଆମେରିକାରୁ ଆସିଲା କୋଭିଡ୍ ଜରୁରୀକାଳୀନ ସାମଗ୍ରୀ । କରୋନା ମୁକାବିଲାରେ ହେବ ସହାୟକ
ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ପ୍ରଥମ କୋଭିଡ୍ ଜରୁରୀକାଳୀନ ସାମଗ୍ରୀ ସବୁ ଆଜି ସକାଳେ ଭାରତ ଗ୍ରହଣ କରିଛି । ୪୦୦ରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର୍, ପ୍ରାୟ ୧ ନିୟୁତ ରାପିଡ୍ କରୋନାଭାଇରସ୍ ଟେଷ୍ଟ୍ କିଟ୍ ଏବଂ ଅନ୍ୟାନ୍ୟ ଡାକ୍ତରଖାନା ସାମଗ୍ରୀ ଧରି ଆସିଥିବା ‘ସୁପର ଗାଲାକ୍ସି’ ସାମରିକ ପରିବହନ ବିମାନ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା । ଟୁଇଟ୍ କରି ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଏହି ସାମଗ୍ରୀ ସବୁର ଫଟୋ ସେୟାର୍Continue reading “ଆମେରିକାରୁ ଆସିଲା କୋଭିଡ୍ ଜରୁରୀକାଳୀନ ସାମଗ୍ରୀ । କରୋନା ମୁକାବିଲାରେ ହେବ ସହାୟକ”
ମଝି ରାସ୍ତାରେ ଜଳିଗଲା ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର, ନିଆଁ ଲାଗିବାର କାରଣ ଅସ୍ପଷ୍ଟ
କନକ ବ୍ୟୁରୋ : ମଝି ରାସ୍ତାରେ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର । ପାଟଣାଗଡ଼ ଖପ୍ରାଖୋଲ ରାସ୍ତାରେ ଟ୍ରକଟି ଯାଉଥିବା ବେଳେ ବାଲିପଟା ଛକରେ ଜଳିଗଲା ଟ୍ରକ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସେହିପରି ଯାଜପୁର ଜିଲ୍ଲା କୋରଇ ଥାନା ୨୦ ନମ୍ବର ଜାତୀୟ ରାଜପଥର ଅନ୍ଧାରି ଛକରେ ଏକ ଟ୍ରକ ଚଳନ୍ତା ଅବସ୍ଥାରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ଗାଡ଼ିଟି ଯାଉଥିବା ବେଳେ କୌଣସିContinue reading “ମଝି ରାସ୍ତାରେ ଜଳିଗଲା ଟ୍ରକ୍ : ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭର, ନିଆଁ ଲାଗିବାର କାରଣ ଅସ୍ପଷ୍ଟ”
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପିଲାଙ୍କ ପାଇଁ ବଣ୍ଟାଯିବ ପାଠ୍ୟପୁସ୍ତକ, ସ୍କୁଲରୁ ପାଠ୍ୟପୁସ୍ତକ ସଂଗ୍ରହ କରିବେ ପିଲାଙ୍କ ଅଭିଭାବକ
କରୋନା ସଂକ୍ରମଣ ବଢ଼ୁଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବନ୍ଦ ରହିଛି। କ୍ଲାସରୁମ୍ ଶିକ୍ଷା ହୋଇପାରିନାହିଁ। ତେବେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ସହ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କ ନିକଟରେ ମାଗଣା ପାଠ୍ୟପୁସ୍ତକ ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକ ପ୍ରକାଶନ ଓ ବିତରଣ ସଂସ୍ଥା ପକ୍ଷରୁ ଛପା ଯାଇଥିବା ପାଠ୍ୟପୁସ୍ତକ ଇତିମଧ୍ୟରେ ବ୍ଲକ/ଏନ୍ଏସି/ମ୍ୟୁନିସିପାଲିଟିସ୍ତରରେ ପହଞ୍ଚି ସାରିଛି ।Continue reading “ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ପିଲାଙ୍କ ପାଇଁ ବଣ୍ଟାଯିବ ପାଠ୍ୟପୁସ୍ତକ, ସ୍କୁଲରୁ ପାଠ୍ୟପୁସ୍ତକ ସଂଗ୍ରହ କରିବେ ପିଲାଙ୍କ ଅଭିଭାବକ”
ମହାମାରୀରେ ଔଷଧ ମାଫିଆ ସକ୍ରିୟ : ଉତ୍ତରାଖଣ୍ଡର କୋଟଦ୍ୱାରରେ କାରଖାନା ଖୋଲି ତିଆରି ଚାଲିଥିଲା ନକଲି ରେମଡ଼େସିଭିର
କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ବି ଜୀବନ ସହ ଚାଲିଛି ସାଂଘାତିକ ଖେଳ । କରୋନା ସଂକ୍ରମଣରେ ପ୍ରତିଦିନ ସାରାଦେଶରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଥିବାବେଳେ, ଜୀବନ ରକ୍ଷାକାରୀ ଔଷଧ କରାଯାଉଛି ଜାଲି । ଅଧିକ ଲାଭର ଲୋଭରେ ସକ୍ରିୟ ହୋଇପଡିଛନ୍ତି ମେଡିସିନ ମାଫିଆ । ଏଭଳି ଏକ ସାଂଘାତିକ ଷଡଯନ୍ତ୍ରର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୋଲିସର କ୍ରାଇମବ୍ରାଂଚ୍ । ଉତ୍ତରାଖଣ୍ଡର କୋଟଦ୍ୱାରରେ ଏକ ଔଷଧ ଫ୍ୟାକ୍ଟ୍ରିରେ ନକଲି ରେମଡ଼େସିଭିର ଔଷଧ ତିଆରିContinue reading “ମହାମାରୀରେ ଔଷଧ ମାଫିଆ ସକ୍ରିୟ : ଉତ୍ତରାଖଣ୍ଡର କୋଟଦ୍ୱାରରେ କାରଖାନା ଖୋଲି ତିଆରି ଚାଲିଥିଲା ନକଲି ରେମଡ଼େସିଭିର”
ଦେଶରେ ଉପର ମୁହାଁ କରୋନା ମିଟର : ଦେଶରେ ଦିନକରେ ୩,୮୬,୪୫୨ ନୂଆ ଆକ୍ରାନ୍ତ, ୩୪୯୮ ମୃତ
କନକ ବ୍ୟୁରୋ : ଦେଶରେ ଉପର ମୁହାଁ କରୋନା ମିଟର । ସାରା ଦେଶରେ ୪ଲକ୍ଷ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୮୬ ହଜାର ୪୫୨ ନୂଆ କରୋନା ଆକ୍ରାନ୍ତ । ୨୪ଘଂଟାରେ ଦେଶରେ ୩ହଜାର ୪୯୮ ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ୨ଲକ୍ଷ ୮ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା । ଏବେ ଦେଶରେ ୩୧ଲକ୍ଷ ୭୦ ହଜାର ୨୨୮ ସକ୍ରିୟ ଆକ୍ରାନ୍ତContinue reading “ଦେଶରେ ଉପର ମୁହାଁ କରୋନା ମିଟର : ଦେଶରେ ଦିନକରେ ୩,୮୬,୪୫୨ ନୂଆ ଆକ୍ରାନ୍ତ, ୩୪୯୮ ମୃତ”