କନକ ବ୍ୟୁରୋ : ଅନ୍ଧାରରେ କୋଭିଡ ହସ୍ପିଟାଲ । ମାଲକାନଗିରି ଜିଲ୍ଲାରୁ ଏଭଳି ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ଅନ୍ଧାର ଘେରରେ ରହିଛି ପୁରା କୋଭିଡ ହସ୍ପିଟାଲର ସମସ୍ତ ୱାର୍ଡ । ବିଜୁଳି ନଥିବାରୁ ରୋଗୀଙ୍କୁ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଆଇସିୟୁରେ ମଧ୍ୟ ରୋଗୀ ସେବା ପ୍ରଭାବିତ ହୋଇଥିବା ଜଣାପଡିଛି । ରୋଗୀମାନେ ହସ୍ପିଟାଲରେ ଅସହ୍ୟ ଗରମରେ ଛଟପଟ ହୋଇଛନ୍ତି । ମାଲକାନଗିରି କୋଭିଡ ହସ୍ପିଟାଲରେ ଜେନେରେଟର ଓContinue reading “ଅନ୍ଧାର ଘେରରେ ପୁରା କୋଭିଡ ହସ୍ପିଟାଲ : ମାଲକାନଗିରି ଜିଲ୍ଲାରୁ ଆସିଲା ଏଭଳି ଅବ୍ୟବସ୍ଥାର ଚିତ୍ର”
Author Archives: Raghaba
ଆସନ୍ତାକାଲି ବିଶ୍ୱ ଶ୍ରମିକ ଦିବସ । ଜାଣନ୍ତୁ କେବେଠାରୁ ଓ କାହିଁକି ପାଳନ କରାଯାଉଛି ଏହି ଦିବସ
କନକ ବ୍ୟୁରୋ : ମେ ପହିଲା ଦିନକୁ ସାରା ବିଶ୍ୱର ଶ୍ରମିକମାନେ ଶ୍ରମିକ ଦିବସ ଭାବେ ପାଳନ କରିଥା’ନ୍ତି । ୧୯୮୬ ମସିହାରୁ ଏହି ଦିବସଟିକୁ ଶ୍ରମିକ ଦିବସ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ଅନ୍ତରାଳେ ରହିଛି ଶ୍ରମିକ ମାନଙ୍କ ସଂଘର୍ଷମୟ ଇତିହାସ । ଗୋଟିଏ ସମୟଥିଲା ବିଶ୍ୱରେ ପୁଞ୍ଜିପତି ଶ୍ରେଣି ଶ୍ରମିକ ମାନଙ୍କୁ ମନଇଚ୍ଛା କାମ କରାଉଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ ।Continue reading “ଆସନ୍ତାକାଲି ବିଶ୍ୱ ଶ୍ରମିକ ଦିବସ । ଜାଣନ୍ତୁ କେବେଠାରୁ ଓ କାହିଁକି ପାଳନ କରାଯାଉଛି ଏହି ଦିବସ”
କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡ଼ାଉନ୍ : ସ୍ୱେଚ୍ଛାକୃତ ଭାବେ ଲକଡ଼ାଉନ୍ ଲାଗୁ କରିବେ ବ୍ୟବସାୟୀ ସଂଘ
କନକ ବ୍ୟୁରୋ : କରୋନା ସ୍ଥିତି ନେଇ ସିଏମସି କମିଶନରଙ୍କ ପ୍ରେସମିଟ୍ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍ । ସଂକ୍ରମଣ ବଢୁଛି ତେଣୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଉଛନ୍ତି । ସୋମବାର ଠାରୁ ଅର୍ଥାତ୍ ମେ ୩ରୁ ୧୮ ଯାଏଁ ସଂଘ ସ୍ୱେଚ୍ଛାକୃତ ଲକଡ଼ାଉନ୍ ଲାଗୁ କରିବ । ଦିନ ୨ଟା ପରେ ସହରରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବ । ମାର୍କେଟ ଆସୋସିଏସନ, ଟ୍ରେଡରContinue reading “କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡ଼ାଉନ୍ : ସ୍ୱେଚ୍ଛାକୃତ ଭାବେ ଲକଡ଼ାଉନ୍ ଲାଗୁ କରିବେ ବ୍ୟବସାୟୀ ସଂଘ”
ଔଷଧ ନାହିଁ, ଚିକିତ୍ସା କିପରି ହେବ? କେନ୍ଦ୍ର ସରକାରଙ୍କ ଠାରୁ କରୋନା ଚିକିତ୍ସା ସମ୍ପର୍କିରେ ସମ୍ପୁର୍ଣ୍ଣ ତଥ୍ୟ ମାଗିଲେ ସୁପ୍ରିମ୍ କୋର୍ଟ ।
କନକ ବ୍ୟୁରୋ : ଔଷଧ ନାହିଁ, ଚିକିତ୍ସା କିପରି ହେବ? କେନ୍ଦ୍ର ସରକାରଙ୍କ ଠାରୁ କରୋନା ଚିକିତ୍ସା ସମ୍ପର୍କିରେ ସମ୍ପୁର୍ଣ୍ଣ ତଥ୍ୟ ମାଗିଲେ ସୁପ୍ରିମ୍ କୋର୍ଟ । କହିଲେ, ଔଷଧ ନାହିଁ ତ କରୋନା ଚିକିତ୍ସା କିପରି ହେବ? ଜରୁରୀ ଔଷଧ ଓ ଉପକରଣର କାହିଁକି ହୋଇପାରୁନି ବିତରଣ? ନୂଆ ଡାକ୍ତରଙ୍କୁ କାହିଁକି କାମରେ ଲଗାଯାଉନି ? ସେପଟେ କରୋନାକୁ ନେଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କଲା କେନ୍ଦ୍ର । ମାସକୁ ୧.୦୩ କୋଟି ରେମଡେସିଭିର ଉତ୍ପାଦନContinue reading “ଔଷଧ ନାହିଁ, ଚିକିତ୍ସା କିପରି ହେବ? କେନ୍ଦ୍ର ସରକାରଙ୍କ ଠାରୁ କରୋନା ଚିକିତ୍ସା ସମ୍ପର୍କିରେ ସମ୍ପୁର୍ଣ୍ଣ ତଥ୍ୟ ମାଗିଲେ ସୁପ୍ରିମ୍ କୋର୍ଟ ।”
ମେ’ ୧ ରୁ ୧୫ ତାରିଖ ଯାଏଁ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡ଼େନ୍ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି
କନକ ବ୍ୟୁରୋ : ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ନନ୍ଦନକାନନ ଓ ବଟାନିକାଲ ଗାର୍ଡେନ ବନ୍ଦ ରହିବ । ମେ ୧୫ ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବନ୍ଦ ଅବଧିରେ, ମାରାତ୍ମକ ଜୀବାଣୁ ସଂକ୍ରମଣକୁ ରୋକିବା ପାଇଁ ବନ୍ୟଜନ୍ତୁଙ୍କ ବାସସ୍ଥାନକୁ ପରିଷ୍କାର କରାଯିବ। from Kanak News via <a href="https://ifttt.com/?
କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ: ବରିଷ୍ଠ ସାମ୍ବାଦିକ ତଥା ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ।
କନକ ବ୍ୟୁରୋ: କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ, ଟିଭି ପରଦାରେ ଲୋକଙ୍କୁ ସଚେତନ କରାଉଥିବା ବରିଷ୍ଠ ସାମ୍ବାଦିକ ରୋହିତ ସରଦାନାଙ୍କ ବିୟୋଗ ଘଟିଛି । ଗତ କିଛିଦିନ ହେବ କରୋନାରେ ସଂକ୍ରମିତ ଥାଇ ଚିକିତ୍ସିତ ହେଉଥିଲେ ରୋହିତ । କିନ୍ତୁ ହଠାତ୍ କରୋନା ନିଷ୍ଠୁର ସାଜି ଜଣେ ଜାତୀୟସ୍ତରରେ ପରିଚିତ ଚେହେରାକୁ ନେଇଯାଇଛି । ରୋହିତ ସରଦାନା ‘ଆଜ୍ ତକ୍’ ନ୍ୟୁଜ୍ ଚ୍ୟାନେଲରେ ଉଚ୍ଚକୋଟ୍ଟୀର ଉପସ୍ଥାପକ ଥିଲେ । କିନ୍ତୁ ତାଙ୍କ ବିତର୍କ ଏବଂContinue reading “କରୋନା ନେଲା ଆଉ ଏକ ସାମ୍ବାଦିକଙ୍କ ଜୀବନ: ବରିଷ୍ଠ ସାମ୍ବାଦିକ ତଥା ଟିଭି ଉପସ୍ଥାପକ ରୋହିତ ସରଦାନାଙ୍କ ପରଲୋକ।”
ବାରମ୍ବାର ଧାରଣା ପରେ ବି ବାତିଲ ହେଲାନି ଯୁକ୍ତ ଦୁଇ ପରୀକ୍ଷା : ଏପ୍ରିଲ ୨୬ରେ ପ୍ରତିବାଦ କରିଥିବା ଛାତ୍ରଛାତ୍ରୀଙ୍କୁ ଗିରଫ କରିବା ସହ ପୋଲିସ ଲଗାଇଛି ବିଭିନ୍ନ ଦଫା
କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବୀରେ ଦୁଇ ଦୁଇ ଥର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିବା ବେଳେ ଆଜି ତୃତୀୟ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରି ଗଣଶିକ୍ଷା ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନନ୍ତି ଛାତ୍ରଛାତ୍ରୀ । ଗତ ୨୬ତାରିଖରେ କରିଥିବା ପ୍ରତିବାଦରେ ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପୋଲିସ ଗିରଫ କରି ସେମାନଙ୍କ ନାଁରେ ଦଫା ଲଗାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ମେ ୬ତାରିଖରେ ରାଜ୍ୟବ୍ୟାପୀ ସମସ୍ତContinue reading “ବାରମ୍ବାର ଧାରଣା ପରେ ବି ବାତିଲ ହେଲାନି ଯୁକ୍ତ ଦୁଇ ପରୀକ୍ଷା : ଏପ୍ରିଲ ୨୬ରେ ପ୍ରତିବାଦ କରିଥିବା ଛାତ୍ରଛାତ୍ରୀଙ୍କୁ ଗିରଫ କରିବା ସହ ପୋଲିସ ଲଗାଇଛି ବିଭିନ୍ନ ଦଫା”
କୋଭିଡ-୧୯ ଭ୍ୟାକ୍ସିନ : ୨ ଦିନରେ ଟିକା ନେବାକୁ ପଞ୍ଜିକରଣ କଲେଣି ୨.୪୫ କୋଟି ଲୋକ । ଟିକା ଅଭାବରୁ ବିଭିନ୍ନ ରାଜ୍ୟରେ କାଲିଠାରୁ ହୋଇପାରିବ ନାହିଁ ଟିକାକରଣ
କନକ ବ୍ୟୁରୋ : ଦେଶରେ ୧୮ ବର୍ଷରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସ୍କ ଲୋକ ଟିକା ନେବାକୁ ଏପ୍ରିଲ ୨୮ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ପ୍ରକ୍ରିିୟାରେ ୨ ଦିନ ମଧ୍ୟରେ ୨.୪୫ କୋଟି ଲୋକ ସାମିଲ ହୋଇଥିବା କୁହାଯାଇଛି । କୋ-ୱିନ୍ ଆପ୍ ଓ ଆରୋଗ୍ୟ ସେତୁ ଆପ୍ ମାଧ୍ୟମରେ ଏହି ପଞ୍ଜିକରଣ ଚାଲୁ ରହିଛି । ଏପ୍ରିଲ ୨୮ ତାରିଖରେ ୧.୩୭ କୋଟି ଲୋକ ପଞ୍ଜିକରଣ କରିଥିବାContinue reading “କୋଭିଡ-୧୯ ଭ୍ୟାକ୍ସିନ : ୨ ଦିନରେ ଟିକା ନେବାକୁ ପଞ୍ଜିକରଣ କଲେଣି ୨.୪୫ କୋଟି ଲୋକ । ଟିକା ଅଭାବରୁ ବିଭିନ୍ନ ରାଜ୍ୟରେ କାଲିଠାରୁ ହୋଇପାରିବ ନାହିଁ ଟିକାକରଣ”
କରୋନାରେ ପ୍ରାଣ ହରାଇଲେ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି ।ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ
କନକ ବ୍ୟୁରୋ : ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଆଜି ଭାରତର ପୂର୍ବ ଆର୍ଟର୍ଣ୍ଣି ଜେନେରାଲ ସୋଲି ସୋରେବାଜିଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ବରିଷ୍ଠ ଓକିଲ, ପୂର୍ବ ଆଟର୍ଣ୍ଣି ଜେନେରାଲ ଓ ପଦ୍ମ ବିଭୂଷଣ ସୋଲି ସୋରେବାଜିଙ୍କ ଦେହାନ୍ତ କରୋନା ସଂକ୍ରମଣରୁ ହୋଇଥିବା ସୂଚନା ମିଳିଛି । ସେ ୧୯୮୯ ରୁ ୯୦ ଓ ପୁଣି ୧୯୯୮ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଦେଶର ଆଟର୍ଣ୍ଣି ଜେନେରାଲContinue reading “କରୋନାରେ ପ୍ରାଣ ହରାଇଲେ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବାଜି ।ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ”
ରାଜ୍ୟର କରୋନା ମିଟର : ଗତ ୨୪ ଘଣ୍ଟାରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହି ୧୪ ମୃତକଙ୍କ ମଧ୍ୟରୁ କୋରାପୁଟ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡ଼ର ୬୦ ଓ ୬୫ ବର୍ଷିୟ ପୁରୁଷ ଓ ଜଣେ ୧୬ ବର୍ଷୀୟା ଯୁବତୀ ଅଛନ୍ତି । Regret to inform the demise of fourteen numbers of Covid positive patients while underContinue reading “ରାଜ୍ୟର କରୋନା ମିଟର : ଗତ ୨୪ ଘଣ୍ଟାରେ ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ”