କଟକରେ ଏନକାଉଂଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଗୁରୁତର 

କନକ ବ୍ୟୁରୋ : କଟକରେ ଏନକାଉଂଟର କରିଛି କମିସନରେଟ୍ ପୁଲିସ । ପୁଲିସ ଗୁଳିରେ ଶେଖ୍ ବାବୁ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛି । ବାବୁ, ବଡ଼ ଅପରାଧ ଘଟାଇବା ଯୋଜନା କରୁଥିବା ଖବର ପାଇଥିଲା ପୁଲିସ । କଟକ ଦରଘାବଜାର ପୁଲିସ ସହ ସ୍ପେଶାଲ୍ ସ୍କ୍ୱାର୍ଡ ବାବୁ କୁ ପିଛା କରି ଏନକାଉଂଟର କରିଥିଲା । ବାବୁ ନାଁରେ ୨୧ ରୁ ଅଧିକ ଅପରାଧିକ  ମାମଲା ରହିଛି । ତା’ ନିକଟରୁContinue reading “କଟକରେ ଏନକାଉଂଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଗୁରୁତର “

ନୟାଗଡ଼ରୁ ଆସିଲା ଅଭାବନୀୟ ଖବର : ରଣପୁର ଥାନା ଅଂଚଳରେ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

କନକ ବ୍ୟୁରୋ : ନୟାଗଡ଼ରୁ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେବ । ରଣପୁର ଥାନା ଅଂଚଳରେ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତ ୨୭ ତାରିଖରେ ଉଭୟ ସ୍ୱାମୀ-ସ୍ତ୍ରୀ, କରୋନା ପଜିଟିଭ୍ ଥିବା ନେଇ ରିପୋର୍ଟ ଆସିଥିଲା । ପରଦିନ ସେମାନେ ଔଷଧ ନେଇଥିଲେ । ତେବେ ଗତକାଲି ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଜଣାପଡିଥିଲା । ଅନୁମାନ କରାଯାଉଛି, ଚାପଗ୍ରସ୍ତ ହୋଇ ଘରେ ରଶିContinue reading “ନୟାଗଡ଼ରୁ ଆସିଲା ଅଭାବନୀୟ ଖବର : ରଣପୁର ଥାନା ଅଂଚଳରେ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ”

ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ ।

କନକ ବ୍ୟୁରୋ: ପୃଥ୍ୱୀ ସଙ୍କ ଧୂଆଁଧାର ଇଂନିସ ବଳରେ ଆଜି କେକେଆରକୁ ମାତ୍ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳ ୭ ୱିକେଟରେ ମୋର୍ଗାନବାହିନୀକୁ ପରାସ୍ତ କରିଛି । ଏଥିସହ ଦଳ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ।ଆଜି କୋଲାକାତା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୪ ରନ୍ କରିଥିଲା । ଦଳ ପକ୍ଷରୁ ଶୁଭମନ ଗିଲ୍ ୪୩, ରସେଲ ୪୫ ରନର ଧୂଆଁଧାର ଇଂନିସ ଖେଳିଥିଲେ । ଯାହାପରେContinue reading “ଦିଲ୍ଲୀର ଦମଦାର ବିଜୟ । କୋଲକାତାକୁ ୭ ୱିକେଟରେ ହରାଇଲା ପନ୍ତ ବାହିନୀ । ପୃଥ୍ୱୀ ସଙ୍କ ଧୂଆଁଧାର ୮୨ ରନର ଇଂନିସ ।”

ଦେଶରେ କରୋନା ସଂକ୍ରମଣର ସୁନାମି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ମୁହାଁ । ଏପଟେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ବଢିଲା ସନ୍ଦେହ ।

କନକ ବ୍ୟୁରୋ: ଦେଶରେ କରୋନା ମିଟର ଉପର ମୁହାଁ । ୨୪ ଘଂଟା ଭିତରେ ୩ଲକ୍ଷ ୭୯ହଜାର ୨ଶହ ୫୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା କାରଣରୁ ୨୪ଘଂଟା ଭିତରେ ୩ହଜାର ୬ଶହ ୪୫ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ୩୦ଲକ୍ଷ ୮୪ହଜାର ୮୧୪ ଆକ୍ଟିଭ ମାମଲା ରହିଛି । ଦୈନିକ ସଂକ୍ରମଣ ଓ ମୃତ୍ୟୁ ଏବେ ନୂଆ ନୂଆ ରେକର୍ଡ କରୁଛି । ଦେଶରେ ଦ୍ରୁତ ସଂକ୍ରମଣ ଚାଲିଥିବାContinue reading “ଦେଶରେ କରୋନା ସଂକ୍ରମଣର ସୁନାମି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ମୁହାଁ । ଏପଟେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ବଢିଲା ସନ୍ଦେହ ।”

ପୁଡୁଚେରିରେ ଫୁଟିପାରେ ପଦ୍ମ । ପଢନ୍ତୁ କଣ କହୁଛି ସି ଭୋଟର ସର୍ଭେ?

କନକ ବ୍ୟୁରୋ: ଆସିଲା ଏଗଜିଟ ରିପୋର୍ଟ । ରିପୋର୍ଟ ଅନୁସାରେ ପୁଡୁଚେରୀରେ ସରକାର ଗଢିପାରେ ବିଜେପି । ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ପୁଡୁଚେରୀରେ ବିଜେପିକୁ ମିଳିପାରେ ବହୁମତ ।  ମିଳିପାରେ ୧୯ରୁ ୨୩ ଆସନ, କଂଗ୍ରେସ ହାତେଇପାରେ ୬ରୁ ୧୦ ଆସନ । ସେହପରି ରିପବ୍ଲିକ ସିଏନଏକ୍ସ ଅନୁସାରେ ବି ପୁଡୁଚେରୀରେ ବିଜେପିକୁ ବହୁମତ ମିଳିପାରେ । ରିପବ୍ଲିକ ସିଏନଏକ୍ସ ସର୍ଭେରେ ବିଜେପିକୁ ୧୬ରୁ ୨୦ ଓ କଂଗ୍ରେସକୁ ୧୧ରୁ ୧୩ ସିଟContinue reading “ପୁଡୁଚେରିରେ ଫୁଟିପାରେ ପଦ୍ମ । ପଢନ୍ତୁ କଣ କହୁଛି ସି ଭୋଟର ସର୍ଭେ?”

କୋଭିଡ ରୋଗୀଙ୍କ ସଂଜିବନୀ ଅକ୍ସିଜେନ ବଂଟନ ବିବାଦ  । ଭେଦଭାବ ପ୍ରଶ୍ନ ଉଠାଇ କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋଟ ।

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଯେତିକି ଅକ୍ସିଜେନ ମାଗୁଛନ୍ତି, ତାଠୁ ଅଧିକ ଅକ୍ସିଜେନ ଯୋଗା ଯାଉଛି । ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅକ୍ସିଜେନ ପାଇଁ ବାରମ୍ବାର ନିବେଦନ କରିବା ସତ୍ତ୍ବେ କାହିଁକି ଯୋଗା ଯାଉ ନାହିଁ । ତେଣୁ କେନ୍ଦ୍ର ସରକାର ଅଧିକ ଅକ୍ସିଜେନ ଦାବି କରିଥିବା ରାଜ୍ୟକୁ କମ ଅକ୍ସିଜେନ ଯୋଗାଣର କେତେ ଯୁକ୍ତି ସଙ୍ଗତ ତାହା ଦର୍ଶାନ୍ତୁ କିମ୍ବା ଅକ୍ସିଜେନ ବଂଟନ ପାଇଁ ଆଇନ ଆଣନ୍ତୁ ବୋଲିContinue reading “କୋଭିଡ ରୋଗୀଙ୍କ ସଂଜିବନୀ ଅକ୍ସିଜେନ ବଂଟନ ବିବାଦ  । ଭେଦଭାବ ପ୍ରଶ୍ନ ଉଠାଇ କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋଟ ।”

କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉର୍ଦ୍ଦ୍ୱ ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର ।

କନକ ବ୍ୟୁରୋ: କୋଭିସିଲ୍ଡ ଟିକାର ଘୋର ଅଭାବ ଯୋଗୁଁ ରାଜ୍ୟରେ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର । ଏହି ବର୍ଗର ବ୍ୟକ୍ତିଙ୍କୁ ରାଜ୍ୟରେ ଦ୍ୱିତୀୟ ଡୋଜ୍ ଦେବା ପାଇଁ ୬ଲକ୍ଷ ୩୦ ହଜାର ଡୋଜ୍ ଆବଶ୍ୟକ ହେଉଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପାଖରେ ରହିଛି ମାତ୍ର ୧ ଲକ୍ଷ ୧୦ ହଜାର ଡୋଜ୍ ।Continue reading “କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ପ୍ରଭାବିତ ହେବାକୁ ଯାଉଛି ଟିକାକରଣ । ୪୫ ବର୍ଷରୁ ଉର୍ଦ୍ଦ୍ୱ ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦେବା ସମ୍ଭବ ହୋଇପାରୁନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର ।”

ତାମିଲନାଡୁରେ ଚାଲିପାରେ ଷ୍ଟାଲିନଙ୍କ ଯାଦୁ, ବଦଳିପାରେ ସରକାର । ସି ଭୋଟର ସର୍ଭେରେ ଡିଏମକେକୁ ୧୭୫ରୁ ୧୯୫ ଆସନ 

କନକ ବ୍ୟୁରୋ: ଆସିଲା ଏଗଜିଟ ପୋଲ । ସି ଭୋଟର ସର୍ଭେ ଅନୁସାରେ ତାମିଲନାଡୁରେ ବଦଳିପାରେ ସରକାର । ତାମିଲନାଡୁରେ ଏଥର ଚାଲିପାରେ ଷ୍ଟାଲିନଙ୍କ ଯାଦୁ । ଇଣ୍ଡିଆ ଟୁଡେ- ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ଅନୁଯାୟୀ ତାମିଲନାଡୁରେ ଡିଏମକେକୁ ମିଳିପାରେ ମ୍ୟାଜିକ ନମ୍ବର । ୧୭୫ରୁ ୧୯୫ ଆସନ ସରକାର ଗଢିପାରେ ଡିଏମକେ, ଏଆଇଏଡିଏମକେକୁ ଲାଗିପାରେ ଝଟକା । ମାତ୍ର ୩୮ରୁ ୫୪ ଆସନ ସହ ସରକାରରୁ ବିଦା ହୋଇପାରେ ଦଳ । ସେହିପରି ଏବିପିContinue reading “ତାମିଲନାଡୁରେ ଚାଲିପାରେ ଷ୍ଟାଲିନଙ୍କ ଯାଦୁ, ବଦଳିପାରେ ସରକାର । ସି ଭୋଟର ସର୍ଭେରେ ଡିଏମକେକୁ ୧୭୫ରୁ ୧୯୫ ଆସନ “

ସବୁ ଆକଳନକୁ ଭୁଲ କଲା ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ଫେଲ ମାରିଲା ବୈଜ୍ଞାନକିଙ୍କ ମୋଡେଲ । ସାଢେ ୩ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ଦେଶରେ ଦ୍ଵିତୀୟ ଲହରର ଦ୍ରୁତ ସଂକ୍ରମଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଥମ ଲହର ତୁଳନାରେ ଦ୍ଵିତୀୟ ଲହରର ସଂକ୍ରମଣ ଭୟାବହ ସ୍ଥିତି ସୃଷ୍ଟି କରିଛି। ଏପରିକି କରୋନା ସଂକ୍ରମଣର ଏହି ପରିସ୍ଥିତି ଉପୁଜିବ ବୋଲି କେହି ଆକଳନ କରିପାରିନଥିଲେ। ଦ୍ଵିତୀୟ ଲହର, ପ୍ରଥମ ଲହର ପରି କିମ୍ବା ତାଠାରୁ କମ ବ୍ୟାପିବ ବୋଲି ଦେଶ ଭିତରେ ଓ ଅନ୍ୟ ଦେଶର ବୈଜ୍ଞାନିକ ଆକଳନ କରିଥିଲେ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାContinue reading “ସବୁ ଆକଳନକୁ ଭୁଲ କଲା ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ । ଫେଲ ମାରିଲା ବୈଜ୍ଞାନକିଙ୍କ ମୋଡେଲ । ସାଢେ ୩ଲକ୍ଷ ଉପରେ ଦୈନିକ ଆକ୍ରାନ୍ତ ଚିହ୍ନଟ”

କରୋନା ସଂକଟ ଭିତରେ ଭାରତକୁ ସହାୟତାର ହାତ । ବିମାନରେ ରୁଷ ଓ ଆମେରିକାରୁ ଆସିଲା ଅକ୍ସିଜେନ, ଔଷଧ ଓ ଚିକିତ୍ସା ଉପକରଣ ।

କନକ ବ୍ୟୁରୋ: ଭାରତରେ କରୋନା ସଂକଟକୁ ଦେଖି ବିଦେଶୀ ରାଷ୍ଟ୍ର ସହାୟତା କରିବା ପାଇଁ ଆଗେଇ ଆସିଛନ୍ତି । ସଂକ୍ରମଣର ସଙ୍କଟ ଭିତରେ ଭାରତକୁ ସହାୟତାର ହାତ ବଢାଇଛି ରୁଷିଆ । ଦୁଇଟି ବିମାନରେ କରୋନା ବିରୋଧୀ ଲଢେଇରେ ସହାୟତା କରିବାକୁ ରୁଷିଆ ପଠାଇଛି ଅକ୍ସିଜେନ, ଭେଂଟିଲେଟର ଓ ଅନ୍ୟ ସ୍ୱାସ୍ଥ୍ୟ ସେବା ଉପକରଣ । ରୁଷରୁ ଆସିଥିବା ଦୁଇଟି ବିମାନ ନୂଆ ଦିଲ୍ଲୀରେ ପହଂଚି ସାରିଛି । ସୂଚନା ଅନୁସାରେ ଦୁଇଟି ବିମାନରେ ରହିଛି ..Continue reading “କରୋନା ସଂକଟ ଭିତରେ ଭାରତକୁ ସହାୟତାର ହାତ । ବିମାନରେ ରୁଷ ଓ ଆମେରିକାରୁ ଆସିଲା ଅକ୍ସିଜେନ, ଔଷଧ ଓ ଚିକିତ୍ସା ଉପକରଣ ।”

Design a site like this with WordPress.com
Get started