ଦୁନିଆ ଦେଖିଲା ଦେବେନ୍ଦ୍ର-ରାଜନଙ୍କ ଦୋସ୍ତି । ଜୀବନ-ମରଣ ସହ ଲଢୁଥିଲା ପିଲା ଦିନର ସାଙ୍ଗ, ଦିନକରେ ୧୩୦୦ କିଲୋମିଟର କାର୍ ଚଲାଇ ଅକ୍ସିଜେନ୍ ପହଁଚାଇଦେଲା ସାଙ୍ଗ ।

କନକ ବ୍ୟୁରୋ: ହ୍ୟାଲୋ… ଦେବେନ୍ଦ୍ର ମୁଁ ରାଜନର ସାଙ୍ଗ ସଞ୍ଜୟ କହୁଥିଲି…ରାଜନକୁ କରୋନା ହୋଇଯାଇଛି ଆଉ ଅକ୍ସିଜେନ୍ ଅଭାବରୁ ସେ ଏବେ ଜୀବନ ମରଣ ସହ ଲଢ଼େଇ କରୁଛି… ହାତରେ ମାତ୍ର ଆଉ ଗୋଟିଏ ଦିନ ଅଛି ଯଦି ଅକ୍ସିଜେନ୍ ନମିଳେ ଆମେ ରାଜନକୁ ସବୁଦିନ ପାଇଁ ହରେଇଦେବା… ଦେବେନ୍ଦ୍ର ତୁମେ କିଛି କର ପ୍ଲିଜ୍… ବାସ୍ କରୋନା କାଳରେ ଏହି ଗୋଟିଏ ଫୋନ୍ କଲ ସଂକ୍ରମିତ ଥିବା ସାଙ୍ଗର ସଞ୍ଜୀବନି ପାଇଁ ବାଟ ଫିଟାଇଦେଲା ।Continue reading “ଦୁନିଆ ଦେଖିଲା ଦେବେନ୍ଦ୍ର-ରାଜନଙ୍କ ଦୋସ୍ତି । ଜୀବନ-ମରଣ ସହ ଲଢୁଥିଲା ପିଲା ଦିନର ସାଙ୍ଗ, ଦିନକରେ ୧୩୦୦ କିଲୋମିଟର କାର୍ ଚଲାଇ ଅକ୍ସିଜେନ୍ ପହଁଚାଇଦେଲା ସାଙ୍ଗ ।”

କିଏ ଜିତିବ ଆସାମ? ମ୍ୟାଜିକ ନମ୍ବର ପାଇଁ ହୋଇପାରେ ମହାଲଢେଇ । ପଢନ୍ତୁ ସି ଭୋଟର ସର୍ଭେରେ କିଏ ପାଇବ କେତେ ସିଟ?

କନକ ବ୍ୟୁରୋ: ଆସିଲା ବୁଥ୍ ବାହୁଡା ମତ । ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ଆସାମରେ ହୋଇପାରେ କଡା ଟକ୍କର । ମ୍ୟାଜିକ ନମ୍ବର ପାଇଁ ହୋଇପାରେ ମହାଲଢେଇ, ବିଜେପିକୁ ମିଳିପାରେ ୫୮ରୁ ୭୧ ଆସନ ଓ କଂଗ୍ରେସ ଖାତାକୁ ଯାଇପାରେ ୫୩ରୁ ୬୬ ଆସନ । ତେଣୁ ଏହି ଆସନରେ କଡା ଟକ୍କର ଦେଖିବାକୁ ମିଳିବ । କିଏ ଜିତିବ ଆସାମ କେବଳ ଫଳାଫଳକୁ ଅପେକ୍ଷା ରହିଛି । ସେପଟେ ବୁଥ୍ ବାହୁଡାContinue reading “କିଏ ଜିତିବ ଆସାମ? ମ୍ୟାଜିକ ନମ୍ବର ପାଇଁ ହୋଇପାରେ ମହାଲଢେଇ । ପଢନ୍ତୁ ସି ଭୋଟର ସର୍ଭେରେ କିଏ ପାଇବ କେତେ ସିଟ?”

ମୋ ସମୟ ସରିଲାଣି, ତାଙ୍କୁ ମୋ ବେଡ୍ ଦେଇଦିଅ… ତାଙ୍କୁ ଜିଇଁବାର ଅଛି ଅନେକ ଦିନ । ହସ୍ପିଟାଲରେ ଯୁବକ ପାଇଁ ବେଡ୍ ଛାଡି ଦେଇ ନିଜେ ଆଖିବୁଜିଲେ ନାରାୟଣ ।

କନକ ବ୍ୟୁରୋ: ମୁଁ ୮୫ ବର୍ଷର ହୋଇଗଲିଣି, ଅଧାରୁ ଅଧିକ ଜୀବନ ଜିଁ ସାରିଲିଣି । ମୋ ଜୀବନ ଅପେକ୍ଷା ଏ ଯୁବକର ଜୀବନ ଅଧିକ ମୂଲ୍ୟବାନ । କାରଣ ଏ ଲୋକଟିର ଛୋଟ ଛୋଟ ପିଲା ଦୁଇଟା ଅଛନ୍ତି, ମୁଁ ସ୍ୱଇଚ୍ଛାରେ କହୁଛି…ମୋତେ ବେଡ୍ ଦିଅନ୍ତୁନି ବରଂ ଦୟାକରି ମୋ ବେଡ୍ ଏ ଲୋକଙ୍କୁ ଦେଇ ଦିଅନ୍ତୁ । ମହାମାରୀ ଯୋଗୁଁ ଆଖିରୁ ଝରୁଥିବା ଅକ୍ସିଜେନର ଅକୁହା ଲୁହକୁ ହୁଏତ ଏଇ କେଇ ପଦ ମର୍ମସ୍ପର୍ଶୀContinue reading “ମୋ ସମୟ ସରିଲାଣି, ତାଙ୍କୁ ମୋ ବେଡ୍ ଦେଇଦିଅ… ତାଙ୍କୁ ଜିଇଁବାର ଅଛି ଅନେକ ଦିନ । ହସ୍ପିଟାଲରେ ଯୁବକ ପାଇଁ ବେଡ୍ ଛାଡି ଦେଇ ନିଜେ ଆଖିବୁଜିଲେ ନାରାୟଣ ।”

ବଲାଙ୍ଗୀରରୁ ଆସିଲା ଅଭାବନୀୟ ଚିତ୍ର । କରୋନାରେ ମୃତ୍ୟୁ ହେଲା ବୋଲି ପାଖ ମାଡିଲେନି ସମ୍ପର୍କୀୟ, ପଡୋଶୀ । ଗାଁ ସରପଂଚ କଲେ ଶବସତ୍କାର ।

କନକ ବ୍ୟୁରୋ: ଭୂତାଣୁର ଭୟ ମଣିଷକୁ କେତେ ନିର୍ଦ୍ଦୟୀ କରି ଦେଉଛି, ତାର ଆଉ ଏକ ଚିତ୍ର ଆସିଛି ବଲାଙ୍ଗୀର ଜିଲ୍ଲାରୁ । ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ବେକାବୁ ହେଉଥିବା ବେଳେ ମୃତ୍ୟୁର ସାଂଘାତିକ ଚିତ୍ର ସବୁ ସାମ୍ନାକୁ ଆସିବାରେ ଲାଗିଛି । କେତେବେଳେ ଲକ୍ଷଣ ଥିବା ରୋଗୀ, ପରୀକ୍ଷା କରିନଥିବାରୁ ସାମାଜିକ ଅବହେଳାର ଶିକାର ହେଉଛନ୍ତି, ତ ଆଉ କେତେବେଳେ କରୋନା ପଜିଟିଭ୍ ଆସିବା ପରେ ଚିକିତ୍ସାଧିନ ଅବସ୍ଥାରେ ରୋଗୀଙ୍କ ଜୀବନ ଯାଉଛି ।Continue reading “ବଲାଙ୍ଗୀରରୁ ଆସିଲା ଅଭାବନୀୟ ଚିତ୍ର । କରୋନାରେ ମୃତ୍ୟୁ ହେଲା ବୋଲି ପାଖ ମାଡିଲେନି ସମ୍ପର୍କୀୟ, ପଡୋଶୀ । ଗାଁ ସରପଂଚ କଲେ ଶବସତ୍କାର ।”

ଖାକିରେ ଲାଗିଲା କଳଙ୍କ । ହାୱାଲା ମାମଲାରେ ସଂପୃକ୍ତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାର୍ଡର ସବ୍ଇନସ୍ପେକ୍ଟର ବିଜୟ କୁମାର ଦାଶଙ୍କୁ ଜେରା । ସ୍ପେଶାଲ ସ୍କ୍ୱାର୍ଡରୁ ହଟିଲେ ବିଜୟ ।

କନକ ବ୍ୟୁରୋ: ପୋଲିସ ସ୍କାନରରେ ପୋଲିସ ଏବଂ ସନ୍ଦେହ ଘେରରେ ସ୍ପେଶାଲ ସ୍ୱାର୍ଡ ଅଫିସର ସବଇନସ୍ପେକ୍ଟର ବିଜୟ କୁମାର ଦାସ । ଅପରାଧ ରୋକିବା ପାଇଁ ତିଆରି ହୋଇଛି ସ୍ପେଶାଲ ସ୍କ୍ୱାର୍ଡ ଆଉ ନିଯୁକ୍ତ ହୋଇଥାନ୍ତି ଏହିପରି ଅଫିସର । କିନ୍ତୁ ଏବେ ସେହି ଅଫିସରଙ୍କୁ ନେଇ ବଢୁଛି ସନ୍ଦେହ । ସବଇନସ୍ପେକ୍ଟର ତଦନ୍ତ ଘେରରୁ ଆସିବା ପରେ ସ୍ପେଶାଲ ସ୍ୱାର୍ଡର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜୟଙ୍କ ମାମଲା ତଦନ୍ତ କରିବା ପାଇଁContinue reading “ଖାକିରେ ଲାଗିଲା କଳଙ୍କ । ହାୱାଲା ମାମଲାରେ ସଂପୃକ୍ତି ଅଭିଯୋଗରେ ସ୍ପେଶାଲ ସ୍କ୍ୱାର୍ଡର ସବ୍ଇନସ୍ପେକ୍ଟର ବିଜୟ କୁମାର ଦାଶଙ୍କୁ ଜେରା । ସ୍ପେଶାଲ ସ୍କ୍ୱାର୍ଡରୁ ହଟିଲେ ବିଜୟ ।”

ଆସିଲା ଏଗଜିଟ୍ ପୋଲ: ପଶ୍ଚିମବଙ୍ଗରେ ମମତା ମାରିବେ କି ହ୍ୟାଟ୍ରିକ? ପଢନ୍ତୁ କାହା ସପକ୍ଷରେ ସି ଭୋଟର ସର୍ଭେ?

କନକ ବ୍ୟୁରୋ: ଆସିଲା ବୁଥ୍ ବାହୁଡା ମତ । ଏବିପି ଓ ସି-ଭୋଟର ସର୍ଭେରେ ପଶ୍ଚିମବଙ୍ଗରେ ଟିଏମସି ପୁଣି ଗଢିପାରେ ସରକାର । ୧୫୨ରୁ ୧୬୪ ସିଟ୍ ହାତେଇପାରେ ଟିଏମସି, ସେପଟେ ବିଜେପି ଖାତାକୁ ଆସିପାରେ ୧୦୯ରୁ ୧୨୧ ଆସନ । କଂଗ୍ରେସକୁ ୧୪ରୁ ୨୫ଟି ସିଟ୍ ମିଳିବାର ସମ୍ଭାବନା ରହିଛି ବୋଲି ସର୍ଭେରେ କୁହାଯାଇଛି । ସେହିପରି ରିପବ୍ଲିକ ସିଏନଏକ୍ସରେ କିନ୍ତୁ କୁହାଯାଇଛି ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେବ । କାରଣContinue reading “ଆସିଲା ଏଗଜିଟ୍ ପୋଲ: ପଶ୍ଚିମବଙ୍ଗରେ ମମତା ମାରିବେ କି ହ୍ୟାଟ୍ରିକ? ପଢନ୍ତୁ କାହା ସପକ୍ଷରେ ସି ଭୋଟର ସର୍ଭେ?”

ରାଜ୍ୟରେ ଢ଼େଉ ଭଳି ଉପର ତଳ ହେଉଛି କରୋନା । ୨୪ ଘଂଟାରେ ୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ।

କନକ ବ୍ୟୁରୋ: ରାଜ୍ୟର କରୋନା ଗ୍ରାଫ୍ ଉପରକୁ ଉଠିବାରେ ଲାଗିଛି । ଗତ ୮ ଦିନ ଧରି ରାଜ୍ୟରେ ୬ ହଜାର ଉପରେ ରହିଛି ସଂକ୍ରମଣ । ଏପ୍ରିଲ ୨୧ରୁ ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରୁ ୬ ହଜାରରୁ ସାଢ଼େ ୬ ହଜାର ପର୍ଯ୍ୟନ୍ତ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ହେଲେ ୨୭ ତାରିଖରେ ରାଜ୍ୟରୁ ୮୩୮୬ ନୂଆ ମାମଲା ସାମନାକୁ ଆସିଥିଲା । ଯାହାର ଟେଷ୍ଟ-ପଜିଟିଭିଟି ହାର ରହିଥିଲା ପାଖାପାଖି ୨୦ ପ୍ରତିଶତContinue reading “ରାଜ୍ୟରେ ଢ଼େଉ ଭଳି ଉପର ତଳ ହେଉଛି କରୋନା । ୨୪ ଘଂଟାରେ ୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ।”

ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କଟକଣା କଡାକଡିର ଚିତ୍ର । ସିଲ୍ ହେଲା ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ । ହୀରାକୁଦରେ ଘୋଷଣା ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ।

କନକ ବ୍ୟୁରୋ: କରୋନା ଯେତେବେଳେ ବଢ଼ୁଛି, କଟକଣାକୁ କଡ଼ାକଡ଼ି କରିବା ପ୍ରଶାସନ ପାଇଁ ବାଧ୍ୟବାଧକତା ପାଲଟି ଯାଇଛି।ରାଜ୍ୟର ବିଭିନ୍ନି ସ୍ଥାନରୁ ଆଜି କଟକଣା କଡାକଡି ହେବା ନେଇ ଅନେକ ଚିତ୍ର ଆସିଛି । ପ୍ରଥମତଃ ଭୁବନେଶ୍ୱରରେ କୋର୍ଟ କମ୍ପେ୍ଲକ୍ସ୍କୁ ସିଲ କରାଯାଇଥିବା ବେଳେ ହୀରାକୁଦରେ ମାଇକ୍ରୋକଂଟେନମେଂଟ ଜୋନ ଘୋଷଣା ହୋଇଛି । ସେହିପରି ବାହାଘର ପ୍ରୋସେସନ ବେଳେ ନିୟମ ଉଲଂଘନ ଯୋଗୁଁ ଜୟପୁରରେ ପୁଲିସ୍ ରେଡ୍ କରିଛି ଏବଂ ପୁରୀରେ ପରିବା ମାର୍କେଟ ଉପରେ ରହିଛି ପ୍ରଶାସନରContinue reading “ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା କଟକଣା କଡାକଡିର ଚିତ୍ର । ସିଲ୍ ହେଲା ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ । ହୀରାକୁଦରେ ଘୋଷଣା ହେଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ।”

ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ । ୭ ୱିକେଟରେ ରୟାଲ୍ସକୁ ହରାଇଲା ରୋହିତବାହିନୀ ।

କନକ ବ୍ୟୁରୋ: ଆଜି ଏକ ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ମାତ୍ ଦେଇଛି ମୁମ୍ବାଇ । ରୋହିତବାହିନୀ ୭ ୱିକେଟରେ ସାମସନ ବାହିନୀକୁ ପରାଜୟ ଭେଟିଦେଇଛି । ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ ଡି କକ୍ ଆଜି ମ୍ୟାଚ୍ ବିଜୟୀ ଇଂନିସ ଖେଳିବା ସହିତ ଧୂଆଁଧାର ୭୦ ରନ୍ କରିଛନ୍ତି । ଆଜି ଟସ୍ ଜିତି ମୁମ୍ବାଇ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହାପରେ ଦଳର ଦୁଇ ଓପନର ବଟଲର ଓ ଜୟସୱାଲ ଦମଦାର ଆରମ୍ଭContinue reading “ରାଜସ୍ଥାନକୁ ମାତ୍ ଦେଲା ମୁମ୍ବାଇ । ୭ ୱିକେଟରେ ରୟାଲ୍ସକୁ ହରାଇଲା ରୋହିତବାହିନୀ ।”

ଆଇପିଏଲ ଟକ୍କର: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା 

କନକ ବ୍ୟୁରୋ: ଆଜିର ଆଇପିଏଲ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଦିଲ୍ଲୀ । ତେଣୁ ପ୍ରଥମେ ବ୍ୟାଟିଂ ପାଇଁ ମୈଦାନକୁ ଆସିବ କୋଲକାତା ନାଇଟ ରାଇଡର । ଏହି ମ୍ୟାଚ ଉଭ୍ୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଉଭୟ ଦଳ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବେ । ଉଭୟ ଦଳ ୬ଟିContinue reading “ଆଇପିଏଲ ଟକ୍କର: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ କୋଲକାତା “

Design a site like this with WordPress.com
Get started