ରାଜଧାନୀର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖାଁ ଖାଁ : ଦେକାନ ବଜାର ବନ୍ଦ

କନକ ବ୍ୟୁରୋ : ରାଜଧାନୀର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂକୁ ସିଲ୍ କରିଛି ବିଏମସି । ଗତକାଲି କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ମାର୍କେଟ ବିଲ୍ଡିଂକୁ ୪୮ ଘଂଟା ପାଇଁ ସିଲ କରାଯାଇଛି । ଭୁବନେଶ୍ୱରରେ ସଂକ୍ରମଣ ବଢିବା ପରେ ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଥିଲା । କମିଶନରେଟ୍ ପୁଲିସ ଓ ବିଏମସିର ସ୍ପେଶାଲ ଟିମ୍ ଏହି ଚଢାଉ କରି ପ୍ରଶାସନ ବାର୍ତା ଦେଇଛି, ଯେ କରୋନା କଟକଣା ନମାନିଲେ କଡା ପଦକ୍ଷେପ ନିଆଯିବContinue reading “ରାଜଧାନୀର ପ୍ରମୁଖ ବଜାର ମାର୍କେଟ ବିଲ୍ଡିଂ ଖାଁ ଖାଁ : ଦେକାନ ବଜାର ବନ୍ଦ”

ସୁରଟରେ ମେ ୫ ତାରିଖ ଯାଏଁ କପଡା ମାର୍କେଟ ଓ ହୀରା ବଜାର ବନ୍ଦ : ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବ୍ୟବସାୟୀ ସଂଘ; ଜାରି ରହିବ ଅତ୍ୟାବଶ୍ୟକ ସେବା

କନକ ବ୍ୟୁରୋ : ସୁରଟ କପଡ଼ା ମାର୍କେଟ ଓ ହୀରା ବଜାର ଆଗାମୀ ମେ’ ୫ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ବନ୍ଦ ରହିବ । ଏନେଇ ପ୍ରେସମିଟରେ ସୂଚନା ଦେଲେ ସୁରଟ ପୋଲିସ କମିଶନର ଅଜୟ ସିଂ ତୋମର । ବ୍ୟବସାୟୀକ କମ୍ପେ୍ଲକ୍ସ ଏବଂ ଦୋକାନ ବଜାର ବନ୍ଦ ରହିବ । ପରିବା ବଜାର ଖୋଲା ରହିବ । ଅନ୍ୟାନ୍ୟ ଆବଶ୍ୟକୀୟ ସେବା ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ପୋଲିସ କମିଶନର । ଏହି ବନ୍ଦକୁ ସମର୍ଥନContinue reading “ସୁରଟରେ ମେ ୫ ତାରିଖ ଯାଏଁ କପଡା ମାର୍କେଟ ଓ ହୀରା ବଜାର ବନ୍ଦ : ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବ୍ୟବସାୟୀ ସଂଘ; ଜାରି ରହିବ ଅତ୍ୟାବଶ୍ୟକ ସେବା”

ଋଷ ବଢାଇଲା ସହାୟତାର ହାତ । ଦୁଇଟି ବିମାନରେ ଆସିଲା ଅକ୍ସିଜେନ ଓ ଔଷଧ

କନକ ବ୍ୟୁରୋ : ଭାରତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଋଷ ପ୍ରଥମ ପର୍ଯ୍ୟାୟରେ କିଛି ମେଡିକାଲ ସାମଗ୍ରୀ ଭାରତ ପଠାଇଛି । ଆଜି ୨ ଟି ବିମାନରେ ୨୦ ଟି ଅକ୍ସିଜେନ କଂସେଟେଟର, ୭୫ ଟି ଭେଣ୍ଟିଲେଟର, ୧୫୦ ବେଡସାଇଡ ମନିଟର ଓ କିଛି ଔଷଧ ଧରି ଦୁଇଟି ବିମାନ ଆଜି ଭାରତରେ ପହଂଚିଛି । ଏନେଇ ସେଣ୍ଟ୍ରାଲ ବୋର୍ଡ ଅଫ୍ ଇନଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମ୍ସ (ସିବିଆଇସି) କହିଛନ୍ତି କି ଏୟାର କାର୍ଗୋContinue reading “ଋଷ ବଢାଇଲା ସହାୟତାର ହାତ । ଦୁଇଟି ବିମାନରେ ଆସିଲା ଅକ୍ସିଜେନ ଓ ଔଷଧ”

ସମ୍ବଲପୁର ମହାନଗର ନିଗମର ୩ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା : ୧୦ନଂ ୱାର୍ଡ, ହୀରାକୁଦର ଇ-୨ ବ୍ଲକ, ହିଣ୍ଡାଲକୋ କଲୋନି

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକର କିଛି ଗାଁ ଓ ମହାନଗର ନିଗମର ହୀରାକୁଦ ସହରର କିଛି ଅଂଚଳ ମାଇକ୍ରୋ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ଏହି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ । ଯୁଯୁମୁରା ପଂଚାୟତ ଯୁଯୁମୁରା ଗାଁ ମାଇକ୍ରୋକଂଟେନମେଂଟ ଘୋଷଣା କରାଯାଇଥିଲା ବେଳେ ଭିଏସଏସ କଲୋନୀ, ମିର୍ଦ୍ଧାପଡ଼ା, ଚମାରପଡ଼ା, ହରିଜନପଡ଼ା ଓ ଦୁର୍ଗାମଣ୍ଡପ ଅଂଚଳ ବୋଫର ଜୋନରେ ରହିଛି । ସେହିପରି ଡଙ୍ଗାପାଳ ପଂଚାୟତର ଡ଼ଙ୍ଗାପାଳ ଗାଁ ମାଇକ୍ରୋ କଂଟେନମେଂଟ ଜୋନContinue reading “ସମ୍ବଲପୁର ମହାନଗର ନିଗମର ୩ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା : ୧୦ନଂ ୱାର୍ଡ, ହୀରାକୁଦର ଇ-୨ ବ୍ଲକ, ହିଣ୍ଡାଲକୋ କଲୋନି”

ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : କାଲି ଟିକା ନ ଆସିଲେ ବିଳମ୍ବ ହେବ ଟିକାକରଣ

କନକ ବ୍ୟୁରୋ : ରାଜ୍ୟରେ ୩୦୨ କେନ୍ଦ୍ରରେ ଚାଲିଛି ଟିକାକରଣ । ହେଲେ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ଅଛି । ଗତକାଲି ୯୦ ହଜାର କୋଭିସିଲ୍ଡ ମିଳିଛି । ଆଜି ସବୁ ଜିଲ୍ଲାରେ ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଗତକାଲି ୪୬୯ କେନ୍ଦ୍ରରେ ୪୩ ହଜାର ୮୫୩ଜଣ ଟିକା ନେଇଛନ୍ତି । ଆଜି ଯାଏ ସମୁଦାୟ ୫୭ଲକ୍ଷ ୪୮ ହଜାର ୭୬୯ ଟିକାକରଣ ହୋଇଛି । ବର୍ତମାନ ରାଜ୍ୟରେContinue reading “ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା : କାଲି ଟିକା ନ ଆସିଲେ ବିଳମ୍ବ ହେବ ଟିକାକରଣ”

ରାଜ୍ୟରେ ବନ୍ଦ ରହିଲା ପଛୁଆ ବର୍ଗ ସର୍ଭେ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

କନକ ବ୍ୟୁରୋ : ରାଜ୍ୟରେ ସ୍ଥଗିତ ରହିଲା ପଛୁଆ ବର୍ଗ ସର୍ଭେ କାମ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ପଛୁଆ ବର୍ଗ କମିଶନଙ୍କ ନିଷ୍ପତି । ମେ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ସର୍ଭେକ୍ଷଣ କାମ ପରବର୍ତ୍ତୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ସ୍ଥଗିତ ରହିବ । ସର୍ଭେକ୍ଷଣ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ୍ ଜାରି କରିଥିଲେ ଏସଆରସି । ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହେବାରେ ଲାଗିଛି । ଆଜି ୬ହଜାର ୯୯୮ ଜଣ ନୂଆContinue reading “ରାଜ୍ୟରେ ବନ୍ଦ ରହିଲା ପଛୁଆ ବର୍ଗ ସର୍ଭେ : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି”

ରାଜ୍ୟରେ ସମାନ୍ତରାଳ ସ୍ଥିତିରେ କରୋନା ସଂକ୍ରମଣ : ଡିଏମଇଟି କହିଲେ, ଭୟଭୀତ ହେବାର ଆବଶ୍ୟକ ନାହିଁ; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ

କନକ ବ୍ୟୁରୋ : ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତି ରହୁଛି ସଂକ୍ରମଣ । ଅର୍ଥାତ୍ ସମାନ୍ତରାଳ ଭଳି ସ୍ଥିତି ରହିଛି । କେତେବେଳେ ଅପ୍ କେତେବେଳେ ଡ଼ାଉନ୍ ସ୍ଥିତିରେ ମଧ୍ୟ ରହୁଛି । ଗତକାଲି ୮ହଜାର ହୋଇଥିଲା । ଆଜି ଏହା ୭ହଜାର ପାଖାପାଖି ରହିଛି । ସେଥିପାଇଁ କୌଣସି ଭୟଭୀତ ହେବାର ନାହିଁ । ଅନ୍ୟପଟେ ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହୁଛି । କରୋନା ହୋଇ ଅନ୍ୟ ରୋଗ ଯୋଗୁଁ ଲୋକଙ୍କର ମୃତ୍ୟୁContinue reading “ରାଜ୍ୟରେ ସମାନ୍ତରାଳ ସ୍ଥିତିରେ କରୋନା ସଂକ୍ରମଣ : ଡିଏମଇଟି କହିଲେ, ଭୟଭୀତ ହେବାର ଆବଶ୍ୟକ ନାହିଁ; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ”

ଆଇପିଏଲ ମହାମୁକାବିଲା : ଆଜି ମୁମ୍ବାଇ-ରାଜସ୍ଥାନ, ଦିଲ୍ଲୀ-କୋଲକାତା ଲଢେଇ । ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉଠିବା ଲକ୍ଷ୍ୟରେ ସବୁ ଦଳ ।

କନକ ବ୍ୟୁରୋ : ଆଇପିଏଲ୍ ମହାସମରର ଆଜି ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ-ରାଜସ୍ଥାନ ରୟାଲ୍ସ ମ୍ୟାଚ୍ ଅପରାହ୍‌ଣ ୩ଟା ୩୦ରୁ ଏବଂ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ-କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ରାତି ୭.୩୦ରୁ ଖେଳାଯିବ। ଉଭୟ ମ୍ୟାଚ୍ ବେଶ୍ ରୋଚକ ହେବ ବୋଲି ଆଶା କରାଯାଉଛି। ତେବେ ଗୁରୁବାର ପଡ଼ିଆକୁContinue reading “ଆଇପିଏଲ ମହାମୁକାବିଲା : ଆଜି ମୁମ୍ବାଇ-ରାଜସ୍ଥାନ, ଦିଲ୍ଲୀ-କୋଲକାତା ଲଢେଇ । ବିଜୟ ସହ ପଏଣ୍ଟ ଟେବୁଲର ଉପରକୁ ଉଠିବା ଲକ୍ଷ୍ୟରେ ସବୁ ଦଳ ।”

ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ଅଶୋକ ଗେହଲଟ୍ କରୋନା ପଜିଟିଭ୍ । ଟ୍ୱିଟ ଯୋଗେ ଦେଲେ ସୂଚନା

କନକ ବ୍ୟୁରୋ : କରୋନା ସଂକ୍ରମଣରେ ଶିକାର ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ଏନେଇ ଆଜି ଟ୍ୱିଟ୍ କରି ସୂଚନା ଦେଇଛନ୍ତ ଅଶୋକ ଗେହଲଟ୍ । ଗୋଟିଏ ଦିନ ପୂର୍ବର ଅଶୋକ ଗେହଲଟଙ୍କ ପତ୍ନୀ ସୁନୀତା ଗେହଲଟ୍ ଙ୍କ କୋଭିଡ ଟେଷ୍ଟ ପଜିଟିଭ୍ ଆସିଥିଲା । ଆଜି ଅଶୋକ ଗେହଲଟ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି ତାଙ୍କ ଶରୀରରେ କୋଭିଡର କୌଣସି ଲକ୍ଷଣ ନଥିଲା । ମାତ୍ରContinue reading “ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରୋନା ଅଶୋକ ଗେହଲଟ୍ କରୋନା ପଜିଟିଭ୍ । ଟ୍ୱିଟ ଯୋଗେ ଦେଲେ ସୂଚନା”

ଦେଶରେ ୪ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ । ୩,୬୪୫ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ଦେଶରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୭୯ ହଜାର ୨୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୮୩ ଲକ୍ଷ ୭୬ ହଜାର ୫୨୪ ରେ ପହଂଚିଛି । ଅନ୍ୟପଟେ ଗତ ୨୪ ଘଂଟାରେ କରୋନା ଜନିତ ସଂକ୍ରମଣରେ ୩,୬୪୫ ଜଣଙ୍କର ମୃତ୍ୟୁ ହୋଇଛି ।Continue reading “ଦେଶରେ ୪ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୩ ଲକ୍ଷ ୭୯ ହଜାର ୨୫୭ ସଂକ୍ରମିତ ଚିହ୍ନଟ । ୩,୬୪୫ ଜଣଙ୍କର ମୃତ୍ୟୁ”

Design a site like this with WordPress.com
Get started