କନକ ବ୍ୟୁରୋ : ହୁ ହୁ ହୋଇ ବଢୁଛି ସଂକ୍ରମଣ, ହେଲେ କମୁଛି ଟିକାକରଣ । ଆଜି ୧୨ଟି ଜିଲ୍ଲାରେ ଟିକା ଦିଆଯିବ ନାହିଁ । ମାତ୍ର ୩୦୨ କେନ୍ଦ୍ରରେ ଆସନ୍ତାକାଲି ଟିକାକରଣ କରାଯିବ । ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଂଜ ଓ ପୁରୀ, ଏହି ୧୨ଟି ଜିଲ୍ଲାରେ ଟିକା ଦିଆଯିବ ନାହିଁ । ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତି ନେଇଛନ୍ତି ସରକାର ।Continue reading “ସଂକ୍ରମଣ ବଢୁଥିବାବେଳେ କମୁଛି ଟିକାକରଣ : ଆଜି ୧୨ଟି ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ”
Author Archives: Raghaba
କୋଭିଡ ମହାମାରୀକୁ ନେଇ ଆସିଲା ଭଲ ଖବର : ମେ ପହିଲାରୁ ଲୋକଙ୍କୁ ମିଳିପାରେ ରୁଷିଆ ଟିକା ‘ସ୍ପୁଟିନିକ ଭି’
କନକ ବ୍ୟୁରୋ : କରୋନା କାଳ ମଧ୍ୟରେ ଆସୁଛି ଭଲ ଖବର । ଆସନ୍ତା ମେ ପହିଲାରୁ ଦେଶବାସୀ ଆଉ ଏକ ଟିକା ପାଇବେ । ଋଷ ଟିକା ସ୍ପୁଟନିକ ଭି ମେ ପହିଲାକୁ ଦେଶବାସୀଙ୍କୁ ଉପଲବ୍ଧ ହେବ । ଖବର ଅନୁସାରେ, ଏ ନେଇ ଋଷ ରାଷ୍ଟ୍ରପତି ପୁଟିନ ଓ ପ୍ରଧାନମନ୍ତ୍ରୀ ନର୍ନେ୍ଦ୍ର ମୋଦି କଥା ହୋଇଛନ୍ତି । କୋଭିଡ କ୍ଷେତ୍ରରେ ସହାୟତା ଲାଗି ଋଷଙ୍କୁ ଧନ୍ୟବାଦ ଦେଇଥିଲେ ମୋଦି । ମେ ପହିଲାରୁ ଦେଶରେContinue reading “କୋଭିଡ ମହାମାରୀକୁ ନେଇ ଆସିଲା ଭଲ ଖବର : ମେ ପହିଲାରୁ ଲୋକଙ୍କୁ ମିଳିପାରେ ରୁଷିଆ ଟିକା ‘ସ୍ପୁଟିନିକ ଭି’”
ହାଇଦ୍ରାବାଦକୁ ଚିତ୍ କଲା ଚେନ୍ନାଇ । ୭ ଓ୍ୱିକେଟରେ ବିଜୟୀ ହେଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ଆଇପିଏଲର ୟେଲୋ ଆର୍ମି ।
କନକ ବ୍ୟୁରୋ: ଆଜି ଆଇପିଏଲରେ ଅତି ସହଜରେ ହାଇଦ୍ରାବାଦକୁ ମାତ୍ ଦେଇଛି ଚେନ୍ନାଇ । ହାଇଦ୍ରାବାଦର ୧୭୨ ରନର ବିଜୟ ଲକ୍ଷ୍ୟକୁ ଧୋନୀବାହିନୀ ହାତରେ ୯ ବଲ୍ ଓ ୭ ୱିକେଟ୍ ବାକି ଥାଇ ଜିତି ନେଇଛି । ଏଥିସହ ସିଏସକେ ଟେବୁଲ ଟପ୍ପର ସ୍ଥାନକୁ ମଧ୍ୟ ଫେରିଛି । ହାଇଦ୍ରାବାଦକୁ ଚିତ୍ କଲା ଚେନ୍ନାଇ । ୭ ଓ୍ୱିକେଟରେ ବିଜୟୀ ହେଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ଆଇପିଏଲର ୟେଲୋ ଆର୍ମି । #IPLContinue reading “ହାଇଦ୍ରାବାଦକୁ ଚିତ୍ କଲା ଚେନ୍ନାଇ । ୭ ଓ୍ୱିକେଟରେ ବିଜୟୀ ହେଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ଆଇପିଏଲର ୟେଲୋ ଆର୍ମି ।”
ଆସାମ, ସମେତ ପୂର୍ବୋତ୍ତର ରାଜ୍ୟରେ ଭୂକମ୍ପର ଝଟକା । ଦୋହଲିଲା ଆସାମରୁ ଅରୁଣାଚଳ, ଥରିଲା ବିହାରରୁ ବଙ୍ଗ
କନକ ବ୍ୟୁରୋ: କୋଭିଡ୍ ଭଳି ସ୍ଥିତିରେ ସଙ୍କଟ ସମୟ ଦେଇ ଗତି କରୁଛି ଦେଶ । ଏହା ଭିତରେ ଭୂକମ୍ପର ଶକ୍ତ ଝଟକାରେ ଥରିଛି ଆସାମ । ଆଜି ସକାଳୁ ଆସାମରେ ୩ଥର ଶକ୍ତିଶାଳୀ ଭୁକମ୍ପ ଅନୁଭୂତ ହୋଇଥିଲା । ଭୁକମ୍ପର ଝଟକା ଏତେ ଶକ୍ତିଶାଳୀ ଥିଲା ଯେ ପୂର୍ବୋତ୍ତର ଭାରତର ୪ଟି ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ୬.୪ ତୀବ୍ରତାର ଭୁକମ୍ପ ଝଟକାରେ ଥରିଲା ପୂର୍ବୋତର ରାଜ୍ୟ ଆଉ କମ୍ପିଲା ୪ଟି ରାଜ୍ୟContinue reading “ଆସାମ, ସମେତ ପୂର୍ବୋତ୍ତର ରାଜ୍ୟରେ ଭୂକମ୍ପର ଝଟକା । ଦୋହଲିଲା ଆସାମରୁ ଅରୁଣାଚଳ, ଥରିଲା ବିହାରରୁ ବଙ୍ଗ”
ସବୁ ସୀମା ଲଂଘିଗଲେ ଅଗରତାଲା ଜିଲ୍ଲାପାଳ । ବିବାହ ଭୋଜି ବନ୍ଦ କରିବାକୁ ଯାଇ ଫିଲ୍ମ ଷ୍ଟାଇଲେ ଦେଖାଇଥିଲେ ଦବଙ୍ଗଗିରି ।
କନକ ବ୍ୟୁରୋ: ଆସାମର ଅଗରତାଲାରେ ସୋମବାର ରାତିରେ ଏକ ବିବାହ ମଣ୍ଡପରେ ନାଇଟ୍ କର୍ଫ୍ୟୁ ଲାଗୁ ହେବା ପରେ ବିବାହ ଭୋଜି ସରିନଥିଲା । ଏହି ସମୟରେ ସେହି ବାଟ ଦେଇ ଯାଉଥିବା ଜିଲ୍ଲାପାଳ ଶୈଳେଶ କୁମାର ଯାଦବ ମଣ୍ଡପକୁ ଯାଇଥିଲେ । ଆଉ ତାପରେ ଘଟିଥିଲା କିଛି ଅଭାବନୀୟ ଘଟଣା । କୌଣସି ଫିଲ୍ମର ଖଳନାୟକ ଭଳି ଅଚାନକ ପଶି ଆସି ସମସ୍ତଙ୍କୁ ଭୟଭୀତ କରିବା ସହିତ ବଡ ପାଟି କରି ସମସ୍ତଙ୍କୁ ଡରାଇଥିଲେ ଜିଲ୍ଲାପାଳContinue reading “ସବୁ ସୀମା ଲଂଘିଗଲେ ଅଗରତାଲା ଜିଲ୍ଲାପାଳ । ବିବାହ ଭୋଜି ବନ୍ଦ କରିବାକୁ ଯାଇ ଫିଲ୍ମ ଷ୍ଟାଇଲେ ଦେଖାଇଥିଲେ ଦବଙ୍ଗଗିରି ।”
ଚିନ୍ତା ବଢ଼ାଉଛି ଦେଶର ୧୫୦ ଜିଲ୍ଲା, ୧୫ ପ୍ରତିଶତ ରହିଛି ସଂକ୍ରମଣ ହାର । ସେହି ଜିଲ୍ଲାରେ ଲକଡାଉନ ଲାଗୁ କରିବାକୁ କେନ୍ଦ୍ରକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ।
କନକ ବ୍ୟୁରୋ: ଗୋଟିଏ ସପ୍ତାହ ହେଲା ଲଗାତାର ଭାବେ ଦେଶରୁ ଦୈନିକ ୩ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ୨୨ ତାରିଖରେ ଅର୍ଥାତ ଗତ ଗୁରୁବାର ପ୍ରଥମ ଥର ପାଇଁ ଦିନକରେ ସାରାଦେଶରୁ ୩ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାପରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢି ବୁଧବାର ସର୍ବାଧିକ ୩ଲକ୍ଷ ୬୦ ହଜାର ୯୬୦ରେ ପହଁଚିଛି । ମହାରାଷ୍ଟ୍ରରୁ ସର୍ବାଧିକ ୬୬ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଉତରପ୍ରଦେଶରୁ ପ୍ରାୟContinue reading “ଚିନ୍ତା ବଢ଼ାଉଛି ଦେଶର ୧୫୦ ଜିଲ୍ଲା, ୧୫ ପ୍ରତିଶତ ରହିଛି ସଂକ୍ରମଣ ହାର । ସେହି ଜିଲ୍ଲାରେ ଲକଡାଉନ ଲାଗୁ କରିବାକୁ କେନ୍ଦ୍ରକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରସ୍ତାବ ।”
ସଂକ୍ରମଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି । ପ୍ରାୟ ସମସ୍ତ ହସ୍ପିଟାଲରେ ଶେଷ ହୋଇଗଲାଣି ଆଇସିୟୁ । ସେପଟେ ଶ୍ମଶାନରେ ଲିଭୁନି ଚିତା ।
କନକ ବ୍ୟୁରୋ: ଦିଲ୍ଲୀ ସମେତ କେତେକ ରାଜ୍ୟରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଚିନ୍ତାରେ ପକାଇଛି । କେଉଁଠି ହସ୍ପିଟାଲରେ ବେଡ ମିଳୁନି ତ ଆଉ କେଉଁଠି ଅକ୍ସିଜେନ । ପରିସ୍ଥିତି ଏପରି ହୋଇଛି ମେଡିକାଲ ବାହାରେ ଧାଡି ଲଗାଉଛନ୍ତି ବହୁ ସଂଖ୍ୟାରେ ରୋଗୀ । କେହି ଗୁରୁତର ରୋଗୀଙ୍କୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ଟିକିଏ ଚିକିତ୍ସା ପାଇଁ ଘୁରି ବୁଲୁଛନ୍ତି । ହେଲେ, ତାହା ସମସ୍ତ ଭାଗ୍ୟରେ ଜୁଟୁନିContinue reading “ସଂକ୍ରମଣ ବୃଦ୍ଧି ଯୋଗୁଁ ଦିଲ୍ଲୀରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି । ପ୍ରାୟ ସମସ୍ତ ହସ୍ପିଟାଲରେ ଶେଷ ହୋଇଗଲାଣି ଆଇସିୟୁ । ସେପଟେ ଶ୍ମଶାନରେ ଲିଭୁନି ଚିତା ।”
ସଂକ୍ରମଣ ବଢୁଥିବାବେଳେ କମୁଛି ଟିକାକରଣ । ଆସନ୍ତାକାଲି ୧୨ଟି ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ।
କନକ ବ୍ୟୁରୋ: ହୁ ହୁ ହୋଇ ବଢୁଛି ସଂକ୍ରମଣ, ହେଲେ କମୁଛି ଟିକାକରଣ । ଆସନ୍ତକାଲି ୧୨ଟି ଜିଲ୍ଲାରେ ଟିକା ଦିଆଯିବ ନାହିଁ । ମାତ୍ର ୩୦୨ କେନ୍ଦ୍ରରେ ଆସନ୍ତାକାଲି ଟିକାକରଣ କରାଯିବ । ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଂଜ ଓ ପୁରୀ ଜିଲ୍ଲାରେ ଟିକା ଦିଆଯିବ ନାହିଁ । ରାଜ୍ୟରେ ଆବଶ୍ୟକ ଟିକା ନଥିବାରୁ ଏପରି ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ୧୪୭୬ ଟିକାକେନ୍ଦ୍ରରେContinue reading “ସଂକ୍ରମଣ ବଢୁଥିବାବେଳେ କମୁଛି ଟିକାକରଣ । ଆସନ୍ତାକାଲି ୧୨ଟି ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ।”
ମହାରାଷ୍ଟ୍ରରେ ବଢ଼ିଲା ଲକଡାଉନ ଅବଧି । ମେ ୧୫ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ସେପଟେ ଗୋଆରେ ବି ଲାଗୁ ହେଲା ୪ଦିନିଆ ଲକଡାଉନ ।
କନକ ବ୍ୟୁରୋ: ମହାରାଷ୍ଟ୍ରରେ ଆଉ ୧୫ ଦିନ ବଢ଼ିଲା ଲକଡାଉନ ଅବଧି । ଅର୍ଥାତ ମେ ୧୫ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଜାରି ରହିବ ଲକଡାଉନ କଟକଣା । କ୍ୟାବିନେଟ୍ ମିଟିଂ ପରେ ଏହି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ । ଏହି ସମୟରେ ପୂର୍ବଭଳି କେବଳ କେତେକ ଜରୁରୀକାଳୀନ ସେବାକୁ ଲକଡାଉନ କଟକଣାରୁ ବାଦ ଦିଆଯାଇଛି । ପୂର୍ବ ଭଳି ଅନ୍ୟ ସମସ୍ତ କଟକଣା ବଳବତର ରହିବ । ଗଣମାଧ୍ୟମକୁ ସମ୍ବୋଧନ କରି ରାଜେଶContinue reading “ମହାରାଷ୍ଟ୍ରରେ ବଢ଼ିଲା ଲକଡାଉନ ଅବଧି । ମେ ୧୫ ପର୍ଯ୍ୟନ୍ତ ଲାଗୁ ହେବ କଟକଣା । ସେପଟେ ଗୋଆରେ ବି ଲାଗୁ ହେଲା ୪ଦିନିଆ ଲକଡାଉନ ।”
ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଲେ ୩ ପୁଲିସ୍ କର୍ମଚାରୀ । କୋଟିଏ ଦେଲେ ଦେଢ଼ କୋଟି ମିଳିବ କହି କରଞ୍ଜିଆର ବ୍ୟବସାୟୀଙ୍କୁ ଡାକିଲେ ଭୁବନେଶ୍ୱର । ବେଟିଂ ନାଁରେ ଚଢ଼ାଉ କରି ଟଙ୍କା ଲୁଟ
କନକ ବ୍ୟୁରୋ: ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖି ଫସିଛନ୍ତି କମିଶନରେଟ ପୁଲିସର ୩ କର୍ମଚାରୀ । କୋଟିଏକୁ ଦେଢକୋଟି ଟଙ୍କା କରିଦେବାର ଲୋଭ ଦେଖାଇ କରଞ୍ଜିଆର ଜଣେ ବ୍ୟବସାୟୀଙ୍କୁ ଡକାଇଥିଲେ ୩ କର୍ମଚାରୀ ଆଉ ତାଙ୍କ ସାମିଲ ହୋଇଥିଲେ ୬ ଜଣ । କିନ୍ତୁ ସବୁ ଫସର ଫାଟିଯାଇଛି , ପୁଲିସ ରେଡ କରି ଟଙ୍କା ଜବତ କରିଛି । ସବୁଠାରୁ ବଡ କଥା ହେଲା, ୪୦ଟି ପ୍ୟାକେଟରେ କୋଟିଏ ଟଙ୍କା ଆସିଥିଲା । ପୁଲିସContinue reading “ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଲେ ୩ ପୁଲିସ୍ କର୍ମଚାରୀ । କୋଟିଏ ଦେଲେ ଦେଢ଼ କୋଟି ମିଳିବ କହି କରଞ୍ଜିଆର ବ୍ୟବସାୟୀଙ୍କୁ ଡାକିଲେ ଭୁବନେଶ୍ୱର । ବେଟିଂ ନାଁରେ ଚଢ଼ାଉ କରି ଟଙ୍କା ଲୁଟ “