କରୋନା ବେଳେ ସଚେତନ କଲେ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ସଙ୍ଗରୋଧ, ଟେଷ୍ଟିଂ ଏବଂ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । କୋଭିଡ୍ ସଂପର୍କୀତ ପ୍ରେସମିଟ କରି ସେ ଦ୍ୱିତୀୟ ଲହର ଏବଂ ଲୋକମାନେ କିପରି ଏଥିରୁ ସୁରକ୍ଷିତ ରହିବେ ସେ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ରଖିଛନ୍ତି । ତେବେ ନଜର ପକାନ୍ତୁ, କୋଭିଡକୁ ନେଇ ଲୋକଙ୍କ ପ୍ରଶ୍ନ ଓ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ଉତ୍ତର… ସଂଘମିତ୍ରାଙ୍କ କହିବା ଅନୁସାରେ, ଦ୍ୱିତୀୟ ଲହରContinue reading “କରୋନା ବେଳେ ସଚେତନ କଲେ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ସଙ୍ଗରୋଧ, ଟେଷ୍ଟିଂ ଏବଂ ସତର୍କତା ଅବଲମ୍ବନ ଉପରେ ଗୁରୁତ୍ୱ ।”

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ଅସହ୍ୟ ଗରମ ଲାଗି ରହିଥିବା ବେଳେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ମୁତାବକ  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର, ଗଜପତି, ‌କନ୍ଧମାଳ ଓ ରାୟଗଡ଼ା ଆଦିContinue reading “ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ”

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ମାଗଣା ଟିକା ଦେବେ ସରକାର

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ୧୮ ରୁ ୪୪ ବର୍ଷର ସମସ୍ତ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଘୋଷଣା କରିଛନ୍ତି । ଏନେଇ ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି  ନିଆଯାଇଛି । ବୈଠକରେ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁ କି ମେ ପହିଲାରୁ ଦେଶରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ସମସ୍ତ ନାଗରିକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ Continue reading “ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ରାଜ୍ୟରେ ୧୮ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ମାଗଣା ଟିକା ଦେବେ ସରକାର”

କୋଭିଡ ହସ୍ପିଟାଲରେ କର୍ମଚାରୀ ଅଭାବ ଅଭିଯୋଗ । ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଯତ୍ନ ନେଉଛନ୍ତି ଅଣଆକ୍ରାନ୍ତ ସଂପର୍କୀୟ । 

କନକ ବ୍ୟୁରୋ: ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଚରମ ଅବହେଳା ନେଇ ଅଭିଯୋଗ ହୋଇଛି । ଜଣେ ଆକ୍ରାନ୍ତଙ୍କ ସଂପର୍କୀୟ ସ୍ୱାସ୍ଥ୍ୟସେବାରେ ଅବହେଳା ନେଇ ଅଭିଯୋଗ କରିଛନ୍ତି । କରୋନା ଏକ ସଂକ୍ରାମକ ରୋଗ ହୋଇଥିବାବେଳେ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ଅଣ କୋଭିଡ ସଂପର୍କୀୟଙ୍କୁ ଯିବାକୁ ପଡୁଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରହ୍ଲବ କୁମାର ହୋତା କହିଛନ୍ତି ତାଙ୍କ ବାପା କରୋନା ଆକ୍ରାନ୍ତ ହେବାପରେ ସେ ହସ୍ପିଟାଲକୁ ଆଣିଥିଲେ । ହେଲେ କେହି ହସ୍ପିଟାଲ କର୍ମଚାରୀContinue reading “କୋଭିଡ ହସ୍ପିଟାଲରେ କର୍ମଚାରୀ ଅଭାବ ଅଭିଯୋଗ । ବଲାଙ୍ଗୀର କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କ ଯତ୍ନ ନେଉଛନ୍ତି ଅଣଆକ୍ରାନ୍ତ ସଂପର୍କୀୟ । “

ଗୋଆରେ ୩ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ସରକାର । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ ?

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲଗା ଅଲଗା ରାଜ୍ୟ ଭିନ୍ନ ଭିନ୍ନ ତରିକାରେ ଲକଡାଉନ୍ ଘୋଷଣା କରୁଛନ୍ତି । କେଉଁଠି ସପ୍ତାହନ୍ତ ଲକଡାଉନ୍ ତ କେଉଁଠି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୭ ଟାରୁ ମେ ୩ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଆବଶ୍ୟକ ସେବା ଓContinue reading “ଗୋଆରେ ୩ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ସରକାର । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ ?”

ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି । ପ୍ରବାସୀ ଅଧିକ ଥିବାରୁ ସଂକ୍ରମଣ ବଢୁଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ଓ କଟକବାସୀଙ୍କ ପାଇଁ ବଡ଼ ଖବର । ଏବେ ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ ପରି ସ୍ଥିତି । କାରଣ ଏଠି ପ୍ରବାସୀ ଅଧିକ ଥିବାରୁ ସଂକ୍ରମଣ ବଢୁଛି, ତେଣୁ ଗୋଷ୍ଠୀ ସଂକ୍ରମଣ ଭଳି ସ୍ଥିତି ଉପୁଜିଲାଣି । ତେବେ ଜଣେ ଲୋକ ବା କରୋନା ଆକ୍ରାନ୍ତ ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକContinue reading “ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଲାଣି । ପ୍ରବାସୀ ଅଧିକ ଥିବାରୁ ସଂକ୍ରମଣ ବଢୁଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।”

ଭାଇକୁ ଅମ୍ଲଜାନ ମିଳୁନଥିବା ନେଇ ଅଭିଯୋଗ କରି ଫେସବୁକ ଲାଇଭ କରିଥିଲେ ଭଉଣୀ, ଟ୍ୱିଟରରେ ଉତ୍ତରରେ ରଖିଲେ ଗଞ୍ଜାମ ଜିଲ୍ଲାପାଳ । କହିଲେ, ରୋଗୀଙ୍କ ଶରୀରରେ ଅମ୍ଲଜାନ ସ୍ତର ଭଲ ଅଛି ।

କନକ ବ୍ୟୁରୋ : ଫେସବୁକ ଲାଇଭରେ ଅଭିଯୋଗ, ଟ୍ୱିଟରରେ ଉତ୍ତର । ହସ୍ପିଟାଲରେ ରୋଗୀଙ୍କୁ ଅକ୍ସିଜେନ ମିଳୁନଥିବା ନେଇ ସୋସିଆଲ ମିିଡିଆରେ ରୋଗୀଙ୍କ ସଂପର୍କୀୟଙ୍କ ଅଭିଯୋଗ ପରେ ଟ୍ୱିଟ୍ କରି ଉତର ରଖିଛନ୍ତି ଜିଲ୍ଲାପାଳ । ଆଜି ସକାଳୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର କାଜୁଆଲଟିରେ ରୋଗୀଙ୍କୁ ଅକ୍ସିଜେନ ମିଳୁନଥିବା ନେଇ ରୋଗୀଙ୍କ ସଂପର୍କୀୟ ଫେସବୁକ୍ ଲାଇଭ କରି ଅଭିଯୋଗ କରିଥିଲେ । ଯୁବତୀ ଜଣଙ୍କ କହିଛନ୍ତି, ତାଙ୍କ ଭାଇଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଅମ୍ଳଜାନରContinue reading “ଭାଇକୁ ଅମ୍ଲଜାନ ମିଳୁନଥିବା ନେଇ ଅଭିଯୋଗ କରି ଫେସବୁକ ଲାଇଭ କରିଥିଲେ ଭଉଣୀ, ଟ୍ୱିଟରରେ ଉତ୍ତରରେ ରଖିଲେ ଗଞ୍ଜାମ ଜିଲ୍ଲାପାଳ । କହିଲେ, ରୋଗୀଙ୍କ ଶରୀରରେ ଅମ୍ଲଜାନ ସ୍ତର ଭଲ ଅଛି ।”

ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ ୩ ପୁଲିସ କର୍ମଚାରୀ : ମିଛ ରେଡ୍ କରି ଟଙ୍କା ଗାଏବ କରିବାକୁ ଦୁଇ କନେଷ୍ଟବଳ ଓ ଜଣେ ହାବିଳଦାର କରିଥିଲେ ଷଡଯନ୍ତ୍ର

କନକ ବ୍ୟୁରୋ : କେବେ ଦେଖିଛନ୍ତି ନଗଦ କୋଟିଏ ଟଙ୍କା । ଏକାଠି ନଗଦ କୋଟିଏ ଟଙ୍କାର ବିଡା ବିଡା ନୋଟ ଆପଣ ଓ ଆମ ପରି ସାଧାରଣ ଲୋକ ଯେଉଁଠି ଦେଖିବା ସ୍ୱପ୍ନ, ସେଠି ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖିଥିଲେ ୩ ପୁଲିସ କର୍ମଚାରୀ । ଆଉ ସେଥିପାଇଁ ରଚିଥିଲେ ମିଛ ରେଡର ଷଡଯନ୍ତ୍ର । ଜଣେ ବ୍ୟବସାୟୀଙ୍କୁ ଲୁଟ୍ କରିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ ୨ କନଷ୍ଟେବଳ ଓ ଜଣେContinue reading “ରାତାରାତି କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ ୩ ପୁଲିସ କର୍ମଚାରୀ : ମିଛ ରେଡ୍ କରି ଟଙ୍କା ଗାଏବ କରିବାକୁ ଦୁଇ କନେଷ୍ଟବଳ ଓ ଜଣେ ହାବିଳଦାର କରିଥିଲେ ଷଡଯନ୍ତ୍ର”

‘ଫାଇଜର’ ର ସିଇଓ ଆଲବର୍ଟ ବୋର୍ଲାଙ୍କ ଆଶ୍ୱସ୍ଥି ବାଣୀ । ଆସନ୍ତାବର୍ଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ କୋଭିଡ-୧୯ ବଟିକା

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଦୃତଗତିରେ ବୃଦ୍ଧି ପାଉଥିବା ବେଳେ କୋଭିଡ-୧୯ ଟିକା ପ୍ରସ୍ତୁତକାରୀ କମ୍ପାନୀ ‘ଫାଇଜର’ର ସିଇଓ ଆଲବର୍ଟ ବୋର୍ଲା ଦେଶବାସୀଙ୍କୁ ଏକ ଆଶ୍ୱସ୍ଥି ବାଣୀ ଦେଇଛନ୍ତି । ସେ କହିଛନ୍ତି କି ଆସନ୍ତାବର୍ଷ ସୁଦ୍ଧା କମ୍ପାନୀ ପକ୍ଷରୁ କୋଭିଡ-୧୯ ବଟିକା ବଜାରରେ ଉପଲବ୍ଧ କରାଯିବ । ସେ କହିଛନ୍ତି କି ଦୁଇଟି ଔଷଧ ପାଇଁ କମ୍ପାନୀ କାମ ଚଳାଇଛି । ସେଥିରୁ ଗୋଟିଏ ଖାଇବା ଔଷଧ ଓ ଅନ୍ୟଟି ଇଞ୍ଜେକ୍ସନ ।Continue reading “‘ଫାଇଜର’ ର ସିଇଓ ଆଲବର୍ଟ ବୋର୍ଲାଙ୍କ ଆଶ୍ୱସ୍ଥି ବାଣୀ । ଆସନ୍ତାବର୍ଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ କୋଭିଡ-୧୯ ବଟିକା”

ଆଇସିଏମଆରର ବଡ ପଦକ୍ଷେପ । ଏବେ ଆହୁରି ୬ ଟି କିଟ୍ ମାଧ୍ୟମରେ ହେବ କରୋନା ଟେଷ୍ଟ ।

କନକ ବ୍ୟୁରୋ : ଭାରତରେ କରୋନା ଭୂତାଣୁର ଯାଂଚ ପାଇଁ ଇଣ୍ଡିଆନ କାଉଁସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଆଉ ୬ ଟି କିଟ୍ କୁ ଅନୁମୋଦନ କରିଛି । ଏବେ ଦେଶରେ ଆରଟି-ପିସିଆର ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ କିଟ୍ ମାଧ୍ୟମରେ ପରୀକ୍ଷା କରାଯାଉଛି । ହେଲେ ଆଇସିଏମଆରର ଅନୁମୋଦନ ପରେ ଏବେ ଆଉ ୬ ଟି ଅନ୍ୟ କିଟ୍ ମାଧ୍ୟମରେ ବି କରୋନା ଭୂତାଣୁର ପରୀକ୍ଷଣ କରାଯାଇପାରିବ   । ଅଲଗା ଅଲଗା ଦେଶରେ କରୋନାContinue reading “ଆଇସିଏମଆରର ବଡ ପଦକ୍ଷେପ । ଏବେ ଆହୁରି ୬ ଟି କିଟ୍ ମାଧ୍ୟମରେ ହେବ କରୋନା ଟେଷ୍ଟ ।”

Design a site like this with WordPress.com
Get started