ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଲେ, ଟେଷ୍ଟ ବଢୁଥିବାରୁ ବଢୁଛି ସଂକ୍ରମଣ : ଦୈନିକ ୧୦ ହଜାର ସଂକ୍ରମଣକୁ ଆଖିରେ ରଖି ପ୍ରସ୍ତୁତି କରୁଛି ସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ : ରାଜ୍ୟରେ ଟେଷ୍ଟ ବଢୁଛି ତେଣୁ ସଂକ୍ରମଣ ବଢୁଛି । ଗତ ୨୪ ଘଂଟାରେ ୮ ହଜାର ଉପରେ ସଂକ୍ରମଣ ଚହ୍ନଟ ହେବା ପରେ ରାଜ୍ୟବାସୀଙ୍କ ଚିନ୍ତା ବଢି ଯାଇଛି । ଆଉ ଏତିକି ବେଳେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଟେଷ୍ଟ ପରିଣାମ ବଢିବାରୁ ସଂକ୍ରମଣ ବଢୁଛି । ଦୈନିକ ୧୦ ହଜାର ସଂକ୍ରମଣକୁ ଆଖିରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତି କରୁଛି । ଆଗକୁ ଆବଶ୍ୟକତାକୁ ଦେଖି ଡାକ୍ତରଖାନା ଗୁଡିକରେContinue reading “ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଲେ, ଟେଷ୍ଟ ବଢୁଥିବାରୁ ବଢୁଛି ସଂକ୍ରମଣ : ଦୈନିକ ୧୦ ହଜାର ସଂକ୍ରମଣକୁ ଆଖିରେ ରଖି ପ୍ରସ୍ତୁତି କରୁଛି ସ୍ୱାସ୍ଥ୍ୟ ବିଭାଗ”

ଉପରାଜ୍ୟପାଳଙ୍କ ହାତକୁ ଗଲା ଦିଲ୍ଲୀ ସରକାରଙ୍କ ସର୍ବୋଚ୍ଚ କ୍ଷମତା । କେନ୍ଦ୍ର ସରକାର ଜାରୀକଲେ ନୋଟିସ

କନକ ବ୍ୟୁରୋ : ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବା ବେଳେ କେନ୍ଦ୍ର ସରକାର ଏଭଳି ଏକ ଆଇନ ଲାଗୁ କରିଛନ୍ତି ଯେ, ନିର୍ବାଚିତ ସରକାରଙ୍କ ତୁଳନାରେ ଉପରାଜ୍ୟପାଳଙ୍କୁ ଅଧିକ କ୍ଷମତା ମିଳିଛି । ନୂଆ ଆଇନ ଅନୁସାରେ ଦିଲ୍ଲୀ ସରକାର କହିଲେ ଉପରାଜ୍ୟପାଳଙ୍କୁ ବୁଝାଇବ । ଏବେ ଦିଲ୍ଲୀ ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଉପରାଜ୍ୟପାଳଙ୍କ ଅନୁମତି ଆବଶ୍ୟକ ପଡିବ । ଦିଲ୍ଲୀ ପାଇଁ କେନ୍ଦ୍ରସରକାର ଜିଏନସିଟିଡି (Government of NationalContinue reading “ଉପରାଜ୍ୟପାଳଙ୍କ ହାତକୁ ଗଲା ଦିଲ୍ଲୀ ସରକାରଙ୍କ ସର୍ବୋଚ୍ଚ କ୍ଷମତା । କେନ୍ଦ୍ର ସରକାର ଜାରୀକଲେ ନୋଟିସ”

ପାଣି ପାଇଁ ରାସ୍ତାରୋକ : ଗରା, ବାଲଟି ଧରି ରାସ୍ତାରେ ବସିଲେ ମହିଳା; କହିଲେ ପାଣି ସୁବିଧା ନହେଲେ ହେବ ବଡ ଆନ୍ଦୋଳନ

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ମହୁଳପାଳ ହରିଜନ ସାହିର ଲୋକେ ପାଣି ପାଇଁ ରାସ୍ତାରୋକ କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପାଇପରେ ପାଣି ନଆସିବାରୁ ମହିଳାମାନେ ଗରା, ବାଲଟି ଧରି ମହୁଳପାଳ ଗାଁ ମଝିରେ ରାସ୍ତା ଅବରୋଧ କରିଛନ୍ତି । ଗାଁକୁ ପିଇବା ପାଣିର ସୁବିଧା ନ କରିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ରାସ୍ତା ଅବରୋଧ ହୋଇଥିବାContinue reading “ପାଣି ପାଇଁ ରାସ୍ତାରୋକ : ଗରା, ବାଲଟି ଧରି ରାସ୍ତାରେ ବସିଲେ ମହିଳା; କହିଲେ ପାଣି ସୁବିଧା ନହେଲେ ହେବ ବଡ ଆନ୍ଦୋଳନ”

ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ ପାଇଁ ସାଇବର ଠକଙ୍କ ନୂଆ ପନ୍ଥା : ଅକ୍ସିମିଟର ଆପ୍ ଓ ହ୍ବାଟ୍ସଆପ୍ ପିଙ୍କ୍

କନକ ବ୍ୟୁରୋ : ସାଇବର ଠକ ଲୋକଙ୍କୁ ଆକାଉଣ୍ଟ୍‌ରୁ ଟଙ୍କା ଗାଏବ୍ କରିବା ପାଇଁ ଏବେ ନୂଆ ପନ୍ଥା ଆପଣାଇଛନ୍ତି । ଲୋକଙ୍କ ଆବଶ୍ୟକତା ଓ ଆକୃଷ୍ଟ କରି ଠକିବା ପାଇଁ ଦୁଇଟି ନୂଆ ତରିକା ଆପଣାଇଛନ୍ତି । ବର୍ତ୍ତମାନ ସାରା ଦେଶରେ କରୋନାର ପ୍ରକୋପ ଚାଲିଥିବାରୁ ଦେହରେ ଅମ୍ଳଜାନର ସ୍ତର ମାପିବା ଓ ରକ୍ତଚାପର ଯାଞ୍ଚ୍ କରିବାକୁ ନେଇ ସାଇବର ଠକ ଏକ ନକଲି ଅକ୍ସିମିଟର ଆପ୍ ବ୍ୟବହାର କରୁଛନ୍ତି। ଏହି ଆପ୍ ମୋବାଇଲ୍‌ରେ ଥରେContinue reading “ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ୍ ପାଇଁ ସାଇବର ଠକଙ୍କ ନୂଆ ପନ୍ଥା : ଅକ୍ସିମିଟର ଆପ୍ ଓ ହ୍ବାଟ୍ସଆପ୍ ପିଙ୍କ୍”

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଅନଲାଇନ୍ ପଞ୍ଜିକରଣ : ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପଞ୍ଜିକରଣ

କନକ ବ୍ୟୁରୋ : ମେ’ ତାରିଖରୁ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ । କେନ୍ଦ୍ର ସରକାରଙ୍କ କୋ-ୱିନ ଆପ ଓ ଆରୋଗ୍ୟ ସେତୁ ଆପ ଜରିଆରେ ଟିକା ନେବା ପାଇଁ ପଞ୍ଜିକରଣ କରିପାରିବେ ୧୮ରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସ୍କ । ଦେଶରେ ଜାନୁଆରୀ ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ଟିକାକରଣ କରାଯାଇଥିଲାContinue reading “ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଅନଲାଇନ୍ ପଞ୍ଜିକରଣ : ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପଞ୍ଜିକରଣ”

ଓଡିଶା ଆସୁଛି ୯୦ ହଜାର କୋଭିସିଲ୍ଡ ଟିକା । ଅପରାହ୍ନରେ ପହଂଚିବା ନେଇ ସୂଚନା । ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ : କରୋନା ଟିକା ସଂକଟ ଭିତରେ ଖୁସି ଖବର । ଆଜି ଓଡିଶାରେ ପହଂଚିବ ୯୦ ହଜାର ଡୋଜ୍ କୋଭିସିଲ୍ଡ ଟିକା । ଏନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଭୁବନେଶ୍ୱର ଜାତୀୟ ବିମାନବନ୍ଦରରେ ଏହି ଟିକା ପହଂଚିବ । ଏହି ଟିକା ୪୫ ବର୍ଷରୁ ଉର୍ଦ୍ଧ ଲୋକଙ୍କୁ ଦିଆଯିବ । କହିରଖୁ କି କରୋନା ମହାମାରୀ ବିରୋଧ ଲଢେଇରେContinue reading “ଓଡିଶା ଆସୁଛି ୯୦ ହଜାର କୋଭିସିଲ୍ଡ ଟିକା । ଅପରାହ୍ନରେ ପହଂଚିବା ନେଇ ସୂଚନା । ୪୫ ବର୍ଷରୁ ଉଦ୍ଧ୍ୱର୍ଙ୍କୁ ଦିଆଯିବ ଟିକା”

ଥମୁନାହିଁ କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଂଟାରେ ୩,୬୦,୯୬୦ ନୂଆ ସଂକ୍ରମିତ ଚିହ୍ନଟ । ୩,୨୯୩ ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ଯେତେବେଳେ ସାରା ଦୁନିଆରେ କରୋନା ସଂକ୍ରମଣର ହାର ହ୍ରାସ ପାଉଛି ସେତେବେଳେ ଭାରତରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୩,୬୦,୯୬୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ସଂକ୍ରମଣରେ ୩,୨୯୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ ୨୪ ଘଂଟାରେ ୨,୬୧,୧୬୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସୂଚନାContinue reading “ଥମୁନାହିଁ କରୋନା ସଂକ୍ରମଣ । ଦେଶରେ ଗତ ୨୪ ଘଂଟାରେ ୩,୬୦,୯୬୦ ନୂଆ ସଂକ୍ରମିତ ଚିହ୍ନଟ । ୩,୨୯୩ ଜଣଙ୍କ ମୃତ୍ୟୁ”

ରାଜ୍ୟ ସରକାରଙ୍କ ଆକଳନ : ମେ ୧୫ ସୁଦ୍ଧା ୧୩ ହଜାର ଛୁଇଁବ କରୋନାର ଦୈନିକ ସଂକ୍ରମଣ

କନକ ବ୍ୟୁରୋ : ଗତ ୨୪ ଘଂଟାରେ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ଟେଷ୍ଟ ପଜିଟିଭିଟି ରେଟ୍ ୨୦ ପ୍ରତିଶତ ପାଖାପାଖି ପହଂଚି ସାରିଛି । ଗତ ୨୪ ଘଂଟାରେ ୪୨ ହଜାର ୪୦୧ ନମୂନା ପରୀକ୍ଷା ହୋଇଥିବାବେଳେ ସଂକ୍ରମଣର ହାର ରହିଛି ୧୯ ଦଶମିକ ୭୩ ପ୍ରତିଶତ । ଅର୍ଥାତ ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦେଖି ସରକାର ଯେଉଁ ସତର୍କବାଣୀ କରିଛନ୍ତି ତାହାContinue reading “ରାଜ୍ୟ ସରକାରଙ୍କ ଆକଳନ : ମେ ୧୫ ସୁଦ୍ଧା ୧୩ ହଜାର ଛୁଇଁବ କରୋନାର ଦୈନିକ ସଂକ୍ରମଣ”

ଆଇପିଏଲ ଫାଇଟ  । ମହାମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ହାଇଦ୍ରାବାଦ । ମ୍ୟାଚ୍ ଜିତି ଟେବୁଲ ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଚେନ୍ନାଇ ।

କନକ ବ୍ୟୁରୋ : ତିନି ଥର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ବୁଧବାରଠାରୁ ଚଳିତ ଆଇପିଏଲ୍‌ ଅଭିଯାନର ଦିଲ୍ଲୀ ପର୍ଯ୍ୟାୟ ଆରମ୍ଭ କରିବ। ଆଉ ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଅନ୍ୟତମ ପୂର୍ବ ବିଜେତା ସନରାଇଜର୍ସ ହାଇଦ୍ରାବାଦର ମୁକାବିଲା କରିବ । ଉଭୟ ଦଳକୁ ଆଇପିଏଲ୍ ଆରମ୍ଭ ପୂର୍ବରୁ ଟାଇଟଲ ଦାବିଦାର ମାନ୍ୟତା ମିଳିଥିଲା। ଚେନ୍ନାଇ ୫ମ୍ୟାଚରୁ ଲଗାତାର ୪ ବିଜୟ ସହ ୮ ପଏଣ୍ଟ ଅର୍ଜନ କରି ଦୃଢ଼ ସ୍ଥିତିରେ ରହିଛି।Continue reading “ଆଇପିଏଲ ଫାଇଟ  । ମହାମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ-ହାଇଦ୍ରାବାଦ । ମ୍ୟାଚ୍ ଜିତି ଟେବୁଲ ଶୀର୍ଷକୁ ଉଠିବା ଲକ୍ଷ୍ୟରେ ଚେନ୍ନାଇ ।”

କରୋନା ମୃତ୍ୟୁର ଦୁଇଟି ହୃଦୟ ବିଦାରକ ଚିତ୍ର : ସଂକ୍ରମଣ ଭୟରେ ଆସିଲେନି ସାହିପଡିଶା; ଶଗଡ ଓ ସାଇକେଲ ବୁହାହେଲା ଶବ

କନକ ବ୍ୟୁରୋ : କୋକେଇକୁ ମିଳିନି କାନ୍ଧ । ଶଗଡରେ ବୁହା ହେଲା ଶବ । ଦେବଗଡ ଜିଲ୍ଲାରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ କରୋନା ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ ପରେ ସଂକ୍ରମଣ ଭୟରେ ପାଖ ମାଡିନଥିଲେ ସାହି ପଡିଶା । ଫଳରେ ସଫେଇ କର୍ମଚାରୀମାନେ ତାଙ୍କୁ ଏକ ଶଗଡରେ ଶ୍ମଶାନକୁ ନେଇଥିଲେ । ତିଲେଇବଣି ବ୍ଲକ ସୁଗୁଡା ଗାଁର ଚନ୍ଦ୍ର ଶେଖବର ସାହୁ, କରୋନା ଆକ୍ରାନ୍ତ ହେବାପରେ ଡାକ୍ତରଙ୍କ ପରାମର୍ଶରେ କିଛିଦିନContinue reading “କରୋନା ମୃତ୍ୟୁର ଦୁଇଟି ହୃଦୟ ବିଦାରକ ଚିତ୍ର : ସଂକ୍ରମଣ ଭୟରେ ଆସିଲେନି ସାହିପଡିଶା; ଶଗଡ ଓ ସାଇକେଲ ବୁହାହେଲା ଶବ”

Design a site like this with WordPress.com
Get started