କନକ ବ୍ୟୁରୋ : ଉତ୍ତରପୂର୍ବ ଭାରତରେ ଶକ୍ତିଶାଳୀ ଭୂମିକମ୍ପ ସଂଘଠିତ ହୋଇଛି । ରିକ୍ଟର୍ ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା ଥିଲା ୬.୪। ଆସମରେ ଉତ୍ପତ୍ତି ହୋଇଥିବା ଏହି ଭୂମିକମ୍ପର କମ୍ପନ ସମଗ୍ର ଆସାମ ସମେତ ଉତ୍ତର ବଙ୍ଗ ଏବଂ ଉତ୍ତରପୂର୍ବାଞ୍ଚଳର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି । ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିବା ଅନୁସାରେ, ରିକ୍ଟର୍ ସ୍କେଲ୍ରେ ୬.୪ ତୀବ୍ରତାସମ୍ପନ୍ନ ବୋଲି ଜଣାପଡ଼ିଥିବା ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ହେଉଛି ଆସମର ତେଜପୁର। ‘ସିସ୍ମୋଲୋଜିContinue reading “ଆସାମର ସୋନିତପୁରରେ ବଡଧରଣର ଭୂମିକମ୍ପ : ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୪”
Author Archives: Raghaba
ଆମେରିକାରେ କୋହଳ ହେଲା ମାସ୍କ କଟକଣା : ପ୍ରାୟ ୧୪ କୋଟି ଟିକାକରଣ ପରେ କଟକଣା କୋହଳ କଲେ ବାଇଡେନ ସରକାର
କନକ ବ୍ୟୁରୋ : ଆମ ଦେଶରେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଛନ୍ତି କେନ୍ଦ୍ର ସରକାର । କରୋନା ସଂକ୍ରମଣ ଏଡାଇବାକୁ ବିଶେଷଜ୍ଞ ଏଭଳି ସତର୍କତା ଗ୍ରହଣ କରିବାକୁ କହୁଛନ୍ତି । ହେଲେ ଆମେରିକା, ମାସ୍କ ପିନ୍ଧିବାକୁ ନେଇ ନିୟମରେ ପରିବର୍ତନ କରିଛି । ଏଣିକି ଟିକା ନେଇସାରିଥିବା ବ୍ୟକ୍ତି ଆମେରିକାରେ ବିନା ମାସ୍କରେ ବାହାରକୁ ଯାଇପାରିବେ । ହେଲେ ଭିଡ ଯାଗାକୁ ଗଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । କୁହାଯାଉଛି, ଆମେରିକାରେ ପ୍ରାୟContinue reading “ଆମେରିକାରେ କୋହଳ ହେଲା ମାସ୍କ କଟକଣା : ପ୍ରାୟ ୧୪ କୋଟି ଟିକାକରଣ ପରେ କଟକଣା କୋହଳ କଲେ ବାଇଡେନ ସରକାର”
ମହାମାରୀ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । ମୋଦିଙ୍କ ସହ କଥା ହେଲେ ବାଇଡେନ, କହିଲେ ଭାରତ ଆବଶ୍ୟକ କରୁଥିବା ସବୁ ସାମଗ୍ରୀ ଯୋଗାଇବୁ ।
କନକ ବ୍ୟୁରୋ : କୋଭିଡ୍-୧୯ ବିପକ୍ଷ ସଂଗ୍ରାମରେ ଭାରତର ଆବଶ୍ୟକ କରୁଥିବା ସାମଗ୍ରୀ ସବୁ ଯୁକ୍ତରାଷ୍ଟ୍ର ଆମେରିକା ବିପୁଳ ପରିମାଣରେ ପଠାଇବ ବୋଲି ମଙ୍ଗଳବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଗତବର୍ଷ ତାଙ୍କ ଦେଶ ସହାୟତା ଆବଶ୍ୟକ କରୁଥିବା ବେଳେ ନୂଆଦିଲ୍ଲୀ ସହାୟତା ଯୋଗାଇ ଦେଇଥିବା କଥା ସେ ପୁଣି ଥରେ କହିଛନ୍ତି। ସୋମବାର ଦିନ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍ ଯୋଗେ ବହୁ ସମୟ କଥାବାର୍ତ୍ତା କରିବା ସହ ଭୂତାଣୁବାହିତContinue reading “ମହାମାରୀ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । ମୋଦିଙ୍କ ସହ କଥା ହେଲେ ବାଇଡେନ, କହିଲେ ଭାରତ ଆବଶ୍ୟକ କରୁଥିବା ସବୁ ସାମଗ୍ରୀ ଯୋଗାଇବୁ ।”
ବରଗଡର ୪ଟି ବ୍ଲକରେ ଆଜିଠୁ ୭ଦିନିଆ ସଟଡାଉନ ଘୋଷଣା : ବନ୍ଦ ରହିବ ସମସ୍ତ ଦୋକାନ ବଜାର
କନକ ବ୍ୟୁରୋ : ବରଗଡର ୪ଟି ବ୍ଲକରେ ଆଜିଠୁ ୭ଦିନିଆ ସଟଡାଉନ ଘୋଷଣା । ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ବଢିଚାଲିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ୪ଟି ବ୍ଲକକୁ ୭ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହି ୪ଟି ବ୍ଲକ ହେଲା ପଦ୍ମପୁର ବ୍ଲକ, ପାଇକମାଲା ବ୍ଲକ, ଝାରବନ୍ଧ ବ୍ଲକ, ଓ ରାଜବୋଡାସମ୍ବର ବ୍ଲକ । ବିଭିନ୍ନ ଅନୁଷ୍ଠାନ ଓ ଉପଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସଟଡାଉନContinue reading “ବରଗଡର ୪ଟି ବ୍ଲକରେ ଆଜିଠୁ ୭ଦିନିଆ ସଟଡାଉନ ଘୋଷଣା : ବନ୍ଦ ରହିବ ସମସ୍ତ ଦୋକାନ ବଜାର”
ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳି ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ସହରାଂଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ
କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୦ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଆଗାମୀ ୧୦ ଦିନ ଯାଏଁ ଜିଲ୍ଲାର ସହରାଂଚଳରେ ଅପରାହ୍ମ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । We welcomeContinue reading “ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳି ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ସହରାଂଚଳରେ ଦିନ ୨ଟାରୁ ସକାଳ ୫ଟା ଯାଏଁ ଦୋକାନ ବଜାର ବନ୍ଦ”
ସବୁ ରେକର୍ଡକୁ ଭାଙ୍ଗିଦେଲା ଦୈନିକ ସଂକ୍ରମଣ : ୨୪ ଘଂଟାରେ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ;ଖୋର୍ଦ୍ଧାରୁ ସବାଧିକ ୧୮୪୦, ସୁନ୍ଦରଗଡରୁ ୯୩୩
କନକ ବ୍ୟୁରୋ : ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ । ଲଗାତାର ୬ ଦିନ ସଂକ୍ରମଣ ୬ହଜାର ଟପିଥିବା ବେଳେ ଆଜି ସଂଖ୍ୟା ୮ ହଜାର ପାର୍ କରିଛି । ଗତ ୨୪ ଘଂଟାରେ ରାଜ୍ୟରେ ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ପଛକୁ ସୁନ୍ଦରଗଡରରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮,ସମ୍ବଲପୁରରୁContinue reading “ସବୁ ରେକର୍ଡକୁ ଭାଙ୍ଗିଦେଲା ଦୈନିକ ସଂକ୍ରମଣ : ୨୪ ଘଂଟାରେ ୮୩୮୬ କରୋନା ଆକ୍ରାନ୍ତ ଚିହ୍ନଟ;ଖୋର୍ଦ୍ଧାରୁ ସବାଧିକ ୧୮୪୦, ସୁନ୍ଦରଗଡରୁ ୯୩୩”
ଟିକାକରଣର ସୁବ୍ୟବସ୍ଥା ନେଇ ସବୁ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଚିଠି : ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଭିତିରେ କେନ୍ଦ୍ର ସରକାର ଦେଉଥିବା ଟିକା ଦେବାକୁ ନିର୍ଦ୍ଦେଶ
କନକ ବ୍ୟୁରୋ : ଟିକାକରଣର ସୁବ୍ୟବସ୍ଥା ନେଇ ସବୁ ଜିଲ୍ଲାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ମୁନିପାଲ କମିଶନରଙ୍କୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ.ମହାପାତ୍ର ଟିକାକରଣ ନେଇ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି, ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଭିତିରେ କେନ୍ଦ୍ର ସରକାର ଦେଉଥିବା ଟିକା ଦିଆଯାଉ । ସେହିଭଳି ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ରାଜ୍ୟ ସରକାର ଯୋଗାଉଥିବାContinue reading “ଟିକାକରଣର ସୁବ୍ୟବସ୍ଥା ନେଇ ସବୁ ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଚିଠି : ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ପ୍ରାଥମିକତା ଭିତିରେ କେନ୍ଦ୍ର ସରକାର ଦେଉଥିବା ଟିକା ଦେବାକୁ ନିର୍ଦ୍ଦେଶ”
ଦିଲ୍ଲୀର ଶ୍ମଶାନରୁ ଆସୁଛି ଛାତିଥରା ଚିତ୍ର : ଶବଦାହ ପାଇଁ ଲାଗୁଛି ଲମ୍ବା ଲାଇନ; ପରିବାରଙ୍କୁ ଅପେକ୍ଷା କରିବାକୁ ପଡୁଛି ଘଂଟା ଘଂଟା ସମୟ
କନକ ବ୍ୟୁରୋ : ଏମିତି ଏକ ଦୃଶ୍ୟ ଦେଖାଇବୁ ଯାହା ଦେଖିଲେ ଆପଣଙ୍କ ଛାତି ଥରିଉଠିବ । ଏକ ଏମିତି ହୃଦୟ ବିଦାରକ ଦୃଶ୍ୟ ଯାହା ହୁଏତ ଆପଣମାନେ କେବେ ଦେଖିବା ପାଇଁ ଚିନ୍ତା କରିନଥିବେ । ଏଭଳି ଦୃଶ୍ୟ ଦିଲ୍ଲୀରେ ଥିବା ଶ୍ମଶାନରେ ଦେଖିବାକୁ ମିଳିଛି । ଗାଜିପୁର ଏବଂ ସରାଇକାଲେ ଖାନ ସ୍ମଶାନରେ ହୁତ ହୁତ ହୋଇ ଜଳୁଛି ଜୁଇ । ଏତେ ସଂଖ୍ୟାରେ ଜୁଇ ଜଳୁଛି ଯାହା ଗଣିବା ସମ୍ଭବ ନୁହେଁ ।Continue reading “ଦିଲ୍ଲୀର ଶ୍ମଶାନରୁ ଆସୁଛି ଛାତିଥରା ଚିତ୍ର : ଶବଦାହ ପାଇଁ ଲାଗୁଛି ଲମ୍ବା ଲାଇନ; ପରିବାରଙ୍କୁ ଅପେକ୍ଷା କରିବାକୁ ପଡୁଛି ଘଂଟା ଘଂଟା ସମୟ”
ଅକ୍ସିଜେନ ପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର : ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଦିଆଯିବ ଅକ୍ସିଜେନ
କନକ ବ୍ୟୁରୋ : ଅକ୍ସିଜେନ ପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର । ଅକ୍ସିଜେନ ସ୍ତର ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଅକ୍ସିଜେନ ଲାଗୁ ହେବ । ଏ ନେଇ ସମସ୍ତ ଜିଲ୍ଲାପାଳ, କମିଶନର, ସିଡିଏମଓ ଓ ମେଡିକାଲ କଲେଜକୁ ଚିଠି ଲେଖାଯାଇଛି । ଏସଓପିରେ କୁହାଯାଇଛି, ଯଦି ସଠିକ ଢଙ୍ଗରେ ଅକ୍ସିଜେନ ଯୋଗାଣ ନହୁଏ ତାହାହେଲେ ସମସ୍ୟା ଉପୁଜିପାରେ । ଅକ୍ସିଜେନ ସଠିକ ସମୟରେ ବ୍ୟବହାର କଲେ ମୃତ୍ୟୁହାର କମିବ । ରାଜ୍ୟରେ ପ୍ରତିContinue reading “ଅକ୍ସିଜେନ ପାଇଁ ଏସଓପି ଜାରି କଲେ ରାଜ୍ୟ ସରକାର : ୯୨ରୁ ୯୪% ରହିଲେ ଆକ୍ରାନ୍ତଙ୍କୁ ଦିଆଯିବ ଅକ୍ସିଜେନ”
ପରଲୋକରେ ଓଡିଆ ସାହିତ୍ୟର ମଉଡମଣି ପଦ୍ମଭୂଷଣ ମନୋଜ ଦାସ : ଦୀର୍ଘଦିନ ଧରି ଥିଲେ ଅସୁସ୍ଥ; ପୁଡୁଚେରୀର ଶ୍ରୀଅରବିନ୍ଦ ଆଶ୍ରମ ଥିଲା ସାଧନାସ୍ଥଳ
କନକ ବ୍ୟୁରୋ : ଭାରତୀୟ କଥା ସାହିତ୍ୟର ଶିଖର ପୁରୁଷ, ଆଧୁନିକ ବିଷ୍ଣୁଶର୍ମା, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ, ଶ୍ରୀଅରବିନ୍ଦ ଦର୍ଶନର ବିଦ୍ବାନ ଭାଷ୍ୟକାର ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗ ସାଂଗକୁ କର୍କଟରେ ପୀଡ଼ିତ ହେବା ପରେ ଗତକାଲି ରାତି ପ୍ରାୟ ୮ଟାବେଳେ ସେ ପଣ୍ଡିଚେରୀସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୭ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ କଥା ସାହିତ୍ୟ ଜଗତରେ ଏକ ଯୁଗରContinue reading “ପରଲୋକରେ ଓଡିଆ ସାହିତ୍ୟର ମଉଡମଣି ପଦ୍ମଭୂଷଣ ମନୋଜ ଦାସ : ଦୀର୍ଘଦିନ ଧରି ଥିଲେ ଅସୁସ୍ଥ; ପୁଡୁଚେରୀର ଶ୍ରୀଅରବିନ୍ଦ ଆଶ୍ରମ ଥିଲା ସାଧନାସ୍ଥଳ”