ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ : ଓଡ଼ିଶାରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଥିବା ବେଳେ ଦେଶରେ ଏହି ବର୍ଗରେ ଅଛନ୍ତି ପ୍ରାୟ ୬୫ କୋଟି ଲୋକ । ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେContinue reading “ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଆରମ୍ଭ ହେବ ଅନଲାଇନ୍ ପଞ୍ଜିକରଣ : ଓଡ଼ିଶାରେ ପ୍ରାୟ ୨ କୋଟି ଯୁବବର୍ଗଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ”

ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀ ସମୟରେ ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହୋଇଛି । କୋର୍ଟ କହିଲେ, ରାଷ୍ଟ୍ରୀୟ ବିପତ୍ତି ସମୟରେ ମୁକ ଦର୍ଶକ ବନି ରହିପାରିବେନି ସୁପ୍ରିମକୋର୍ଟ । ମଙ୍ଗଳବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଅମ୍ଲଜାନ, ଔଷଧ ଓ ଟିକାର ଅଭାବକୁ ନେଇ ବିଭିନ୍ନ ହାଇକୋର୍ଟରେ ଶୁଣାଣି ହେଉଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ରୋକିବାକୁ ଚାହୁଁନାହାନ୍ତି । ହାଇକୋର୍ଟରେ କରୋନା ସମ୍ପର୍କିତ ମାମଲାର ଶୁଣାଣୀContinue reading “ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ”

କରୋନା ବିରୋଧୀ ଭାରତର ଲଢେଇରେ ମିଳିଲା ଅନ୍ୟ ଦେଶର ସହଯୋଗ । ୧୫ଟି ଦେଶ ବଢାଇଲେ ସହାୟତାର ହାତ ।

କନକ ବ୍ୟୁରୋ: କରୋନା ମୁକାବିଲା କ୍ଷେତ୍ରରେ ଭାରତକୁ ସହଯୋଗର ହାତ ବଢାଇଛି ବ୍ରିଟେନ । ଦେଶରେ ପହଂଚିଛି ବ୍ରିଟେନରୁ ଆସିଥିବା ପ୍ରଥମ ବ୍ୟାଚ୍ ଅକ୍ସିଜେନ କନସେନଟ୍ରେଟର ଓ ଚିକିତ୍ସା ଉପକରଣ । ଭାରତର ବୈଦେଶିକ ବ୍ୟାପର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଲୁଫ୍ଥହାନ୍ସା ବିମାନରେ ଏହି ସବୁ ସାମଗ୍ରୀ ଦିଲ୍ଲୀ ବିମାନବନ୍ଦରରେ ପହଁଚିଛି । ପ୍ରଥମ ପର୍ଯ୍ୟାୟରେ ବ୍ରିଟେନରୁ ୧୦୦ଟି ଭେଟିଂଲେଟର ଓ ୯୫ଟି ଅକ୍ସିଜେନ କନସେନଟ୍ରେଟର ଆସିଛିContinue reading “କରୋନା ବିରୋଧୀ ଭାରତର ଲଢେଇରେ ମିଳିଲା ଅନ୍ୟ ଦେଶର ସହଯୋଗ । ୧୫ଟି ଦେଶ ବଢାଇଲେ ସହାୟତାର ହାତ ।”

ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ

କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଯଦି କେଜ୍ରିୱାଲ ସରକାର ଦିଲ୍ଲୀ କୋଭିଡ ମହାମାରୀ ପରିଚାଳନାରେ ବିଫଳ ତାହେଲେ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହାର ଦାୟିତ୍ୱ ନେବା ପାଇଁ କହିବେ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ । କେବଳ ହସ୍ପିଟାଲ ଗୁଡିକ ପାଇଁ ଅନୁଚିତ ଆଦେଶ ଜାରି କରାଯାଇ କୋଭିଡ ବିରୋଧୀ ଲଢେଇ ଲଢାଯାଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ । ଦିଲ୍ଲୀContinue reading “ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ”

କରୋନା ମୁକାବିଲା ପାଇଁ ନିୟନ୍ତ୍ରଣରେ ରଖନ୍ତୁ ଡାଇବେଟିସ୍ । ବିଶିଷ୍ଟ ଡାକ୍ତର ତଥା ଗବେଷଣ ଫହିମ୍ ୟୁନୁସ୍ କହିଲେ, ସୁଗାର ଥିଲେ ୧୦ ଗୁଣା ବଢି ଯାଇପାରେ ବିପଦ ।

କନକ ବ୍ୟୁରୋ: କରୋନା ଭୂତାଣୁର ଭୟାବହତା ଭିତରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ । ଆଉ ଏହାରି ଭିତରେ ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଡାକ୍ତର ତଥା ଗବେଷକ ଫହିମ୍ ୟୁନୁସ୍ କରୋନକୁ ନେଇ ଯେଉଁ ସୂଚନା ଦେଇଛନ୍ତି ତାହା ସମସ୍ତଙ୍କ ପାଇଁ ବେଶ ଗୁରୁତ୍ୱ ରଖୁଛି । ସେ କହିଛନ୍ତି- କରୋନା ରୋଗୀଙ୍କ ପାଇଁ ସବୁଠାରୁ ଅଧିକ ବିପଦ ଡାଇବେଟିସ୍ । କରେନା ଟିକାର ଦ୍ୱିତୀୟ ଡୋଜ୍ ନେଉଥିବା ବ୍ୟକ୍ତିଙ୍କ ଭିତରେ ଭୂତାଣୁ ପ୍ରଭାବContinue reading “କରୋନା ମୁକାବିଲା ପାଇଁ ନିୟନ୍ତ୍ରଣରେ ରଖନ୍ତୁ ଡାଇବେଟିସ୍ । ବିଶିଷ୍ଟ ଡାକ୍ତର ତଥା ଗବେଷଣ ଫହିମ୍ ୟୁନୁସ୍ କହିଲେ, ସୁଗାର ଥିଲେ ୧୦ ଗୁଣା ବଢି ଯାଇପାରେ ବିପଦ ।”

ରାଜଧାନୀରେ ଅକ୍ସିମିଟରର ଅଭାବ । ଦୋକାନୀ କହିଲେ, ୨-୩ ଟି ବଦଳରେ ବିକ୍ରିହେଉଛି ୨ ଶହ ଅକ୍ସିମିଟର । ସେପଟେ ରେମଡେଜିଭିର ଔଷଧର ବି ଅଭାବ ।

କନକ ବ୍ୟୁରୋ: ହଠାତ ବଜାରରେ ବଢିଯାଇଛି ଅକ୍ସିମିଟରର ଚାହିଦା । କରୋନା କାଳରେ ଏହାକୁ କିଣିବାକୁ ଲୋକେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ ବି ବଜାରରେ କିନ୍ତୁ ଷ୍ଟକ ନାହିଁ । ଜଣେ ଦୋକାନୀ କହିଛନ୍ତି, ପୂର୍ବରୁ ଦିନକୁ କାଁ ଭାଁ ୨-୩ଟି ଅକ୍ସିମିଟର ବ୍ରିକି ହେଉଥିଲା ଏବେ ଦିନକୁ ଶହେରୁ ୨ ଶହ ଲୋକେ ଅକ୍ସିମିଟର କିଣିବାକୁ ଔଷଧ ଦୋକାନକୁ ଆସୁଛନ୍ତି । ଫଳରେ ଦର ବଢିଯାଇଛି । ମୁଖ୍ୟତଃ ଦିଲ୍ଲୀ ଓ ମହାରାଷ୍ଟ୍ରରୁ ରାଜ୍ୟକୁContinue reading “ରାଜଧାନୀରେ ଅକ୍ସିମିଟରର ଅଭାବ । ଦୋକାନୀ କହିଲେ, ୨-୩ ଟି ବଦଳରେ ବିକ୍ରିହେଉଛି ୨ ଶହ ଅକ୍ସିମିଟର । ସେପଟେ ରେମଡେଜିଭିର ଔଷଧର ବି ଅଭାବ ।”

ବ୍ରହ୍ମପୁର ବଡ଼ ମେଡ଼ିକାଲରେ କରୁଣ ଦୃଶ୍ୟ । ଆଇସୋଲେସନ ୱାର୍ଡ ଆଗରେ ବାରଣ୍ଡାରେ ଶୋଇ ଅକ୍ସିଜେନ ନେଉଛନ୍ତି ରୋଗୀ ।

କନକ ବ୍ୟୁରୋ: ବ୍ରହ୍ମପୁର ବଡ ମେଡିକାଲରେ ଆଇସୋଲେସନ ୱାର୍ଡରେ ଅସହାୟ ଅବସ୍ଥାରେ ବାରଣ୍ଡାରେ ପଡ଼ିଛନ୍ତି ରୋଗୀ । ଗୁରୁତର ବୋଲି ଅକ୍ସିଜେନ ବି ଦିଆଯାଉଛି, ତେଣୁ ଜୀବନ ବିକଳରେ ମେଡିକାଲ ବାରଣ୍ଡାରେ ପଡିଛି । ଅକ୍ସିଜେନ୍ ସିଲିଣ୍ଡର ସହ ମେଡ଼ିକାଲ ବାରଣ୍ଡାରେ ପଡ଼ିଥିବା ଏହି ଦୃଶ୍ୟ ବୟାନ କରୁଛି ରୋଗୀ କେତେ ଅସହାୟ ହୋଇପଡିଛି । ସୂଚନା ଅନୁସାରେ ରୋଗୀଙ୍କ କରୋନା ରିପୋର୍ଟ ଆସି ନଥିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇ ନାହିଁ । ସେହିପରିContinue reading “ବ୍ରହ୍ମପୁର ବଡ଼ ମେଡ଼ିକାଲରେ କରୁଣ ଦୃଶ୍ୟ । ଆଇସୋଲେସନ ୱାର୍ଡ ଆଗରେ ବାରଣ୍ଡାରେ ଶୋଇ ଅକ୍ସିଜେନ ନେଉଛନ୍ତି ରୋଗୀ ।”

ଓଡିଶାରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା । ପ୍ରାୟ ଅଧା ଆଇସିୟୁ ବେଡ ଫୁଲ । ସରକାର କହିଲେ, ଆବଶ୍ୟକ ଥିଲେ ଆସନ୍ତୁ ହସପିଟାଲ 

କନକ ବ୍ୟୁରୋ: ଚିନ୍ତା ବଢାଉଛି ରାଜ୍ୟରେ ସଂକ୍ରମଣ ସ୍ଥିତି । ଲଗାତାର ୬ ଦିନ କରୋନା ସଂକ୍ରମଣ ୬ ହଜାର ଉପରେ ରହିଛି । ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬ହଜାର ୭୩ ପଜିଟିଭ । ସର୍ବାଧିକ କରୋନା ପଜିଟିଭ, ୧୦୯୨ଜଣ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରୁ । ୨୪ ଘଂଟାରେ ୩୬ ହଜାର ୮୪୫ ନମୁନା ପରୀକ୍ଷାରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ରାଜ୍ୟରେ କମ୍ ନମୁନା ପରୀକ୍ଷାContinue reading “ଓଡିଶାରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା । ପ୍ରାୟ ଅଧା ଆଇସିୟୁ ବେଡ ଫୁଲ । ସରକାର କହିଲେ, ଆବଶ୍ୟକ ଥିଲେ ଆସନ୍ତୁ ହସପିଟାଲ “

ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୧୭୧ ରନ କଲା ବାଙ୍ଗାଲୋର । ଦିଲ୍ଲୀ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ । 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି । ଫଳରେ ବାଙ୍ଗାଲୋର ୧୭୧ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ଦିଲ୍ଲୀ ଆଗରେ ୧୭୨ ରନର ବଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ବାଙ୍ଗାଲୋର ବୋଲର ମାନଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ହେଲେ ଡିଭିଲିୟର୍ସକୁ ଅଟକାଇContinue reading “ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ । ୧୭୧ ରନ କଲା ବାଙ୍ଗାଲୋର । ଦିଲ୍ଲୀ ଆଗରେ ୧୭୨ ରନର ବିଜୟ ଲକ୍ଷ୍ୟ । “

ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । 

କନକ ବ୍ୟୁରୋ: ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ଆଖିବୁଜିଦେଲେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ୮୭ ବର୍ଷ ବୟସରେ ମନୋଜ ଦାସଙ୍କର ପରଲୋକ ଘଟିଛି । ଦୀର୍ଘଦିନ ଧରି ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନୀତ ହୋଇଥିଲେ ମନୋଜ ଦାସ । ତାଙ୍କ ଦେହାନ୍ତରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ୧୯୩୪ ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣContinue reading “ଆଉ ନାହାନ୍ତି ଓଡିଆ ସାହିତ୍ୟର ମଉଡମଣୀ । ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । “

Design a site like this with WordPress.com
Get started