କନକ ବ୍ୟୁରୋ : ମହାମାରୀ ମୁକାବିଲାକୁ ନେଇ ମୁଖ୍ୟମନ୍ତ୍ରୀ ଆଜି ସମୀକ୍ଷା କରିଥିବା ବେଳେ ଅକ୍ସିଜେନ ଓ ଔଷଧ ଠିକ୍ ସମୟରେ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ସମସ୍ତ କାର୍ଯ୍ୟର ତଦାରଖ କରି ପରବର୍ତ୍ତୀ ବୈଠକରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡContinue reading “ଅନଲାଇନରେ ମିଳିବ କୋଭିଡ ବେଡ ତଥ୍ୟ । କାର୍ଯ୍ୟକାରୀ ହେବ ଅନଲାଇନ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ।”
Author Archives: Raghaba
ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ମେ ମାସରେ କୋଭିସିଲ୍ଡ ଟିକା ପଂହଚିବା ସମ୍ଭାବନା କ୍ଷୀଣ ।
କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଅନ୍ଲାଇନ୍ ପଞ୍ଜିକରଣ । ଏହି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାୟ ୨ କୋଟି ଯୁବକଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଥିବା ବେଳେ ଦେଶରେ ଏହିବର୍ଗରେ ଅଛନ୍ତି ପ୍ରାୟ ୬୫ କୋଟି ଲୋକ । ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଥିବା ବେଳେ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କContinue reading “ତୃତୀୟ ପର୍ଯ୍ୟାୟ ଟିକାକରଣକୁ ନେଇ ଦ୍ୱନ୍ଦ୍ୱ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ମେ ମାସରେ କୋଭିସିଲ୍ଡ ଟିକା ପଂହଚିବା ସମ୍ଭାବନା କ୍ଷୀଣ ।”
ମହାମାରୀ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇବା ସହ ଯୋଜନାବଦ୍ଧ ଭାବେ କାମ କରିବାକୁ ନିର୍ଦ୍ଦେଶ ।
କନକ ବ୍ୟୁରୋ : ଗୋଟିଏ ପଟେ କରୋନା ତାର କାୟା ମେଲାଉଥିବା ବେଳେ ସଂକ୍ରମଣରେ ବ୍ରେକ ଲାଗୁନି । ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଜ୍ୟ ସରକାର ମହାମାରୀର ମୁକାବିଲା ଉପରେ ଜୋର ଦେଉଛନ୍ତି । ଏଭଳିସ୍ଥଳେ କୋଭିଡ ସ୍ଥିତିର ସମୀକ୍ଷା କରି ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ଯ୍ୟାପ୍ତ ଔଷଧ, ଅମ୍ଳଜାନ ଠିକ ସମୟରେ ଯୋଗାଇଦେବା ସହ ଏହାର ସୁବନ୍ଦୋବସ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। କରୋନାର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବାକୁContinue reading “ମହାମାରୀ ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇବା ସହ ଯୋଜନାବଦ୍ଧ ଭାବେ କାମ କରିବାକୁ ନିର୍ଦ୍ଦେଶ ।”
କରୋନା ମୁକାବିଲା ପାଇଁ ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ ଅଧିକାରୀ । ୫ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କଲେ ରାଜ୍ୟ ସରକାର
କନକ ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ଥିବାରୁ ରାଜ୍ୟ ସରକାର ଆଜି ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି । ଏହି ଅଧିକାରୀମାନେ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ । ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସଙ୍କୁ ପଠାଯାଇଛି । ବଲାଙ୍ଗିର ଜିଲ୍ଲାକୁ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ପଠାଯାଇଛି । ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ ଦୁର୍ଗା ପ୍ରସାଦContinue reading “କରୋନା ମୁକାବିଲା ପାଇଁ ପଶ୍ଚିମ ଓଡିଶା ଗଲେ ୧୨ ଓଏଏସ ଅଧିକାରୀ । ୫ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କଲେ ରାଜ୍ୟ ସରକାର”
୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ମିଳୁ ୧୨ ରନ୍ । ଆଇସିସିକୁ ଏଭଳି ଏକ ପ୍ରସ୍ତାବ ଦେଲେ ପୂର୍ବତନ ଷ୍ଟାର କ୍ରିକେଟର ।
କନକ ବ୍ୟୁରୋ : ୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ୧୨ ରନ୍ ଦିଆଯାଉ । ଫଟାଫଟ କ୍ରିକେଟର ରୋମାଞ୍ଚ ବଢାଇବାକୁ ଏଭଳି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଖେଳାଳୀ କେଭିନ ପିଟରସନ । ଇଂଲଣ୍ଡର ଏହି ଷ୍ଟାର ବ୍ୟାଟସମ୍ୟାନ୍ ଟ୍ୱିଟ୍ କରି ଲେଖିଛନ୍ତି, ଯଦି କୌଣସି ବ୍ୟାଟସମ୍ୟାନ୍ ୧୦୦ ମିଟରରୁ ଅଧିକ ଲମ୍ବର ଛକା ମାରନ୍ତି ତେବେ ତାଙ୍କୁ ୧୨ ରନ୍ ମିଳିବା ଦରକାର । ଏଭଳି ନିୟମ ଟି-୨୦ କ୍ରିକେଟରେ ଆଣିବା ଦରକାରContinue reading “୧୦୦ ମିଟରରୁ ଅଧିକ ଲମ୍ବା ଛକା ମାରିଲେ ମିଳୁ ୧୨ ରନ୍ । ଆଇସିସିକୁ ଏଭଳି ଏକ ପ୍ରସ୍ତାବ ଦେଲେ ପୂର୍ବତନ ଷ୍ଟାର କ୍ରିକେଟର ।”
ଭୁବନେଶ୍ୱରକୁ ଭୂତାଣୁ ଭୟ: ଆଜି ରାଜଧାନୀରୁ ଚିହ୍ନଟ ହେଲେ ୭୭୩ ପଜିଟିଭ । ସୁସ୍ଥ ହେଲେ ୩୪୩
କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡି ଚାଲିଛି କରୋନା ଭୂତାଣୁ । ଆଜି ରାଜଧାନୀରୁ ୭୭୩ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୦ ଓ ଲୋକାଲ କେସ ୬୩୨ ଜଣ ଚିହ୍ନଟ ହୋଇଛନ୍ତି । ସେପଟେ ଆଜି ଭୁବନେଶ୍ୱରରେ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଶ୍ଚାର୍ଯ୍ୟ ବିହାର, ଆଇଗିଣିଆ, ଅଶୋକ ନଗର, ବାପୁଜି ନଗର, ଭୀମଟାଙ୍ଗି, ଚକେଇସିଆଣି, ବମିଖାଲ, ଚିନ୍ତାମଣିଶ୍ୱର, ଡମଣା, ଡୁମଡୁମା, ଗୌତମ ନଗର, ହଂସପାଳ,Continue reading “ଭୁବନେଶ୍ୱରକୁ ଭୂତାଣୁ ଭୟ: ଆଜି ରାଜଧାନୀରୁ ଚିହ୍ନଟ ହେଲେ ୭୭୩ ପଜିଟିଭ । ସୁସ୍ଥ ହେଲେ ୩୪୩”
ଆଇପିଏଲ ଲଢେଇ: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ।
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ । ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ଏବେ ବ୍ୟାଟିଂ କରିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଦୁଇ ଦଳ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବେ । ଉଭୟ ଦଳContinue reading “ଆଇପିଏଲ ଲଢେଇ: ଟସ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ବାଙ୍ଗାଲୋର ।”
କରୋନା ମୁକାବିଲା : ପଶ୍ଚିମ ଓଡ଼ିଶାକୁ ଗଲେ ୧୨ ଓଏଏସ ଅଧିକାରୀ ।
କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଚିନ୍ତାଜନକ ଥିବାରୁ ରାଜ୍ୟ ସରକାର ଆଜି ୧୨ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ପଠାଇଛନ୍ତି । ଏହି ଅଧିକାରୀମାନେ କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବେ । ନୂଆପଡ଼ା ଜିଲ୍ଲାକୁ ବିବେକାନନ୍ଦ ସାହୁ, ହେମନ୍ତ ସିଂହ ଓ ଶ୍ୱେତ କୁମାର ଦାସଙ୍କୁ ପଠାଯାଇଛି । ବଲାଙ୍ଗିର ଜିଲ୍ଲାକୁ ଅଯୋଧ୍ୟାକାନ୍ତ ଶତପଥୀ ଓ ଦିଲ୍ଲୀପ ମହାପାତ୍ରଙ୍କୁ ପଠାଯାଇଛି । ଅନ୍ୟପକ୍ଷରେ ବରଗଡ଼ ଜିଲ୍ଲାକୁ ଦୁର୍ଗା ପ୍ରସାଦContinue reading “କରୋନା ମୁକାବିଲା : ପଶ୍ଚିମ ଓଡ଼ିଶାକୁ ଗଲେ ୧୨ ଓଏଏସ ଅଧିକାରୀ ।”
ଜଗତସିଂହପୁରରେ ଉତ୍କଟ ପାନୀୟ ଜଳ ସମସ୍ୟା । ବାଲିକୁଦା-ଏରସମାର ବିଭିନ୍ନ ଗାଁରେ ନଳକୂଅରୁ ବାହାରୁଛି ଆଇରନ୍ ମିଶା ଗୋଳିଆ ପାଣି ।
କନକ ବ୍ୟୁରୋ: ଗ୍ରୀଷ୍ମ ପ୍ରବାହ ବଢ଼ିବା ସାଙ୍ଗକୁ ପିଇବା ପାଣିର ସମସ୍ୟା ବଢ଼ିବା ଲାଗିଛି । ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ରୂପ ନେଉଛି । ଭୂତଳ ଜଳସ୍ତର କମୁଛି । ପିଇବା ପାଣି ପାଇଁ ମାଇଲ୍ ମାଇଲ୍ ବାଟ ଯିବାକୁ ପଡ଼ୁଛି । ସ୍ୱାଧୀନତା ସାତ ଦଶନ୍ଧି ପରେ ସର୍ବନିମ୍ନ ସୁବିଧାରୁ ବଂଚିତ ହୋଇଥିବା ବାଲିକୁଦା-ଏରସମାବାସୀ ଆଉ କେତେ ଦିନ ଯନ୍ତ୍ରାଣା ସହିବେ ବୋଲି ପ୍ରଶ୍ନ କରୁଛନ୍ତିContinue reading “ଜଗତସିଂହପୁରରେ ଉତ୍କଟ ପାନୀୟ ଜଳ ସମସ୍ୟା । ବାଲିକୁଦା-ଏରସମାର ବିଭିନ୍ନ ଗାଁରେ ନଳକୂଅରୁ ବାହାରୁଛି ଆଇରନ୍ ମିଶା ଗୋଳିଆ ପାଣି ।”
କରୋନା ମୁକାବିଲା ପାଇଁ ନିୟନ୍ତ୍ରଣରେ ରଖନ୍ତୁ ଡାଇବେଟିସ୍ । ବିଶିଷ୍ଟ ଡାକ୍ତର ଫାହିମ୍ ୟୁନୁସ୍ କହିଲେ, ସୁଗାର ଥିଲେ ୧୦ ଗୁଣା ବଢି ଯାଇପାରେ ବିପଦ
କନକ ବ୍ୟୁରୋ: କରୋନା ରୋଗୀଙ୍କ ପାଇଁ ସବୁଠାରୁ ଅଧିକ ବିପଦ ଡାଇବେଟିସ୍ । ତେବେ କରୋନା ମୁକାବିଲା ପାଇଁ ଡାଇବେଟିସ୍ ନିୟନ୍ତ୍ରଣରେ ରଖନ୍ତୁ । ସାରା ବିଶ୍ୱରେ ମହାମାରୀ ମାଡି ଚାଲିଥିବା ବେଳେ ଏମିତି କିଛି କହିଛନ୍ତି ୟୁନିଭରସିଟି ଅଫ ମେରିଲାଣ୍ଡର ବିଶିଷ୍ଟ ଡାକ୍ତର ତଥା ଗବେଷକ ଫାହିମ୍ ୟୁନୁସ୍ । ସେ କହିଛନ୍ତି, ସୁଗାର ଥିଲେ କରୋନା ବିପଦ ୧୦ ଗୁଣା ବଢି ଯାଇପାରେ । ତେଣୁ ସବୁ ବେଳେ ଶରୀର ସୁଗାର ସ୍ତରରୁ ନିୟନ୍ତ୍ରଣରେContinue reading “କରୋନା ମୁକାବିଲା ପାଇଁ ନିୟନ୍ତ୍ରଣରେ ରଖନ୍ତୁ ଡାଇବେଟିସ୍ । ବିଶିଷ୍ଟ ଡାକ୍ତର ଫାହିମ୍ ୟୁନୁସ୍ କହିଲେ, ସୁଗାର ଥିଲେ ୧୦ ଗୁଣା ବଢି ଯାଇପାରେ ବିପଦ”