କରୋନା ପାଇଁ ଡାକ୍ତରଙ୍କ ଟିପ୍ସ । ନୂଆ ଷ୍ଟ୍ରେନର ଲକ୍ଷଣ ବଦଳିଛି, ଯୁବଗୋଷ୍ଠୀ ଅଧିକ ଆକ୍ରାନ୍ତ ହେଉଛନ୍ତି । ପ୍ରଥମ ଷ୍ଟ୍ରେନ ଅପେକ୍ଷା ଦ୍ୱିତୀୟ ଷ୍ଟ୍ରେନ ଅଧିକ ଘାତକ ।

କନକ ବ୍ୟୁରୋ : ରାଜ୍ୟରେ କରୋନା କାୟା ମେଲାଉଥିବା ବେଳେ ଦୁଇ ବିଶେଷଜ୍ଞ ଡାକ୍ତର କରୋନାକୁ ନେଇ ଲୋକଙ୍କ ମନରେ ଥିବା ଦ୍ୱନ୍ଦକୁ ଦୂର କରିଛନ୍ତି । ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ପ୍ରଥମ ଷ୍ଟ୍ରେନ ଅପେକ୍ଷା ଦ୍ୱିତୀୟ ଷ୍ଟ୍ରେନ ଅଧିକ ଘାତକ । ବୟସ୍କଙ୍କ ଅପେକ୍ଷା ଶିଶୁ ଓ ଯୁବକ ମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଟିକା ନ ନେଇଥିବାରୁ ଯୁବବର୍ଗ ଅଧିକ ସଂକ୍ରମିତ ହେଉଛନ୍ତି । ତେବେ ଆଶ୍ୱସ୍ତିର କଥା ହେଲା,Continue reading “କରୋନା ପାଇଁ ଡାକ୍ତରଙ୍କ ଟିପ୍ସ । ନୂଆ ଷ୍ଟ୍ରେନର ଲକ୍ଷଣ ବଦଳିଛି, ଯୁବଗୋଷ୍ଠୀ ଅଧିକ ଆକ୍ରାନ୍ତ ହେଉଛନ୍ତି । ପ୍ରଥମ ଷ୍ଟ୍ରେନ ଅପେକ୍ଷା ଦ୍ୱିତୀୟ ଷ୍ଟ୍ରେନ ଅଧିକ ଘାତକ ।”

କରୋନାର ଦ୍ୱିତୀୟ ଲହରକୁ ନେଇ ବିଷେଶଜ୍ଞଙ୍କ ପରାମର୍ଶ । କହିଲେ, ଠିକରେ ସମସ୍ତେ ମାସ୍କ ପିନ୍ଧନ୍ତୁ, ମେ ୧ରୁ ଟିକା ନିଅନ୍ତୁ

କନକ ବ୍ୟୁରୋ: କରୋନା ସ୍ଥିତିକୁ ନେଇ ସୂଚନା ଦେଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହରକୁ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ବିଷେଶଜ୍ଞ । ପୂର୍ବରୁ କୋଭିଡ ସହ ଲଢି ଆମେ ସଫଳତା ପାଇଛନ୍ତି । ଦ୍ୱିତୀୟ ଲହରକୁ ନେଇ ଜନସାଧାରଣ ଆତଙ୍କିତ ଅଛନ୍ତି । କୋଭିଡ ଦ୍ୱିତୀୟ ଲହରକୁ ମୁକିବିଲା କରିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ବିଶେଷଜ୍ଞ କହିଛନ୍ତି । ଏନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, ଦ୍ୱିତୀୟ ଲହରରେ କରୋନା ସଂକ୍ରମଣContinue reading “କରୋନାର ଦ୍ୱିତୀୟ ଲହରକୁ ନେଇ ବିଷେଶଜ୍ଞଙ୍କ ପରାମର୍ଶ । କହିଲେ, ଠିକରେ ସମସ୍ତେ ମାସ୍କ ପିନ୍ଧନ୍ତୁ, ମେ ୧ରୁ ଟିକା ନିଅନ୍ତୁ”

ଜୟପୁର ରେଳ ଇତିହାସରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ଏଣିକି ଆଉ ଅପେକ୍ଷା କରିବନି ଟ୍ରେନ୍ । ଅତ୍ୟାଧୁନିକ ଶୈଳିରେ ତିଆରି ହେଲା ରେଲୱେ ଓଭର ବ୍ରିଜ

କନକ ବ୍ୟୁରୋ: ଷ୍ଟେସନରେ ଆଉ ଘଂଟା ଘଂଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ ଟ୍ରେନକୁ । ମାଲ ଗାଡ଼ି ସହ ଯାତ୍ରୀବାହି ଟ୍ରେନ ମଧ୍ୟ ଏକା ସାଥିରେ କରିପାରିବ ଚଳାଚଳ । ଜୟପୁର ରେଳ ଲାଇନର ଦୋହରି କରଣ ସାଙ୍ଗକୁ ଉନ୍ନତ ଗ୍ୟାନ କୌଶଳରେ ନିର୍ମାଣ ହେଉଛ ରେଲୱେ ବ୍ରିଜ । ବସ ଚଳାଚଳ ସାଙ୍ଗକୁ ଟ୍ରେନ ଯାତାୟାତ କରିବ । ଏହା ମାଲକାନଗିରି ଓ ନବରଗଂପୁର ପାଇଁ ରେଳଲାଇନ ନିର୍ମାଣରେ ସହଜ ହେବା ସହ ଦୀର୍ଘContinue reading “ଜୟପୁର ରେଳ ଇତିହାସରେ ଯୋଡି ହେଲା ଆଉ ଏକ ଫର୍ଦ୍ଦ । ଏଣିକି ଆଉ ଅପେକ୍ଷା କରିବନି ଟ୍ରେନ୍ । ଅତ୍ୟାଧୁନିକ ଶୈଳିରେ ତିଆରି ହେଲା ରେଲୱେ ଓଭର ବ୍ରିଜ”

କରୋନା କଟକଣା ଭିତରେ ଶେଷ ହେଲା ମାଆ ମଙ୍ଗଳାଙ୍କ ଚଇତି ଝାମୁଯାତ୍ରା । ବିନା ଭକ୍ତରେ କାକଟପୁରରେ ସଂପନ୍ନ ହେଲା ନୀତିକାନ୍ତି 

କନକ ବ୍ୟୁରୋ: କରୋନା କଟକଣା ଭିତରେ ଶେଷ ହେଲା ମାଆ ମଙ୍ଗଳାଙ୍କ ଚଇତି ଝାମୁଯାତ୍ରା । ବିନା ଭକ୍ତରେ ସଂପନ୍ନ ହେଲା ମାଆଙ୍କ ନୀତିକାନ୍ତି । ପରମ୍ପରା ଆଧାରରେ ନିଆଁରେ ଚାଲି ଅଗ୍ନୀ ପରୀକ୍ଷା ଦେଲେ ପାଟୁଆ । କାକଟପୁର ମା’ ମଙ୍ଗଳା ମନ୍ଦିରରେ କୋଭିଡ କଟକଣା ଭିତରେ ଝାମୁଯାତ୍ରା ସଂପୂର୍ଣ୍ଣ ହୋଇଛି । ମାନସିକଧାରୀ ପାଟୁଆ ସେବକ ଅଗ୍ନି ଗାଡରେ ଚାଲି ଅଗ୍ନି ପରୀକ୍ଷା ଦେଇଛନ୍ତି । ଆଜି ମାଆ ମଙ୍ଗଳାଙ୍କ ପଂଚମ ପାଳି ଝାମୁଯାତ୍ରାContinue reading “କରୋନା କଟକଣା ଭିତରେ ଶେଷ ହେଲା ମାଆ ମଙ୍ଗଳାଙ୍କ ଚଇତି ଝାମୁଯାତ୍ରା । ବିନା ଭକ୍ତରେ କାକଟପୁରରେ ସଂପନ୍ନ ହେଲା ନୀତିକାନ୍ତି “

କମୁଥିଲା ଅମ୍ଳଜାନ, ସରୁଥିଲା ଆୟୁଷ… ହସ୍ପିଟାଲ ହାତ ଟେକି ଦେବା ପରେ ସ୍ୱାମୀ ମୁହଁରେ ଜୀବନ ଫୁଙ୍କୁଥିଲା ସ୍ତ୍ରୀ । ଅଟୋ ଭିତରେ ଚାଲିଥିଲା ନିଶ୍ୱାସ-ବିଶ୍ୱାସର ଖେଳ…

କନକ ବ୍ୟୁରୋ: ତମେ ବଞ୍ଚିବ ନିଶ୍ଚୟ ବଞ୍ଚିବ… ମୋ ନିଶ୍ୱାସ ନେଇ ତମେ ବଞ୍ଚିବ, ମୋ ଜୀବନ ନେଇ ତମେ ଜିଇଁବ… ମୁଁ ଥାଉ ଥାଉ ତମେ ମରି ପାରିବନି, ମତେ ଛାଡି କୁଆଡେ ଯାଇପାରିବନି… ? ହାରିଯିବ ଯମ, ହାରିଯିବ କରୋନା… ତମେ ବଞ୍ଚିବ, ନିଶ୍ଚୟ ବଞ୍ଚିବ… ସରି ଆସୁଥିଲା ସ୍ୱାମୀଙ୍କ ଆୟୁଷ, କମି ଆସୁଥିଲା ଅକ୍ସିଜେନ । ମୃତ୍ୟୁ ମୁହାଁ ହେଉଥିବା ନିଜର ମଣିଷ, ନିଶ୍ୱାସ ବିନା ଅଟୋରେ ଛଟପଟ ହେଉଥିଲେ । ଆଉContinue reading “କମୁଥିଲା ଅମ୍ଳଜାନ, ସରୁଥିଲା ଆୟୁଷ… ହସ୍ପିଟାଲ ହାତ ଟେକି ଦେବା ପରେ ସ୍ୱାମୀ ମୁହଁରେ ଜୀବନ ଫୁଙ୍କୁଥିଲା ସ୍ତ୍ରୀ । ଅଟୋ ଭିତରେ ଚାଲିଥିଲା ନିଶ୍ୱାସ-ବିଶ୍ୱାସର ଖେଳ…”

କରୋନା ଭୟ: ଦେଶ ଛାଡି ବିଦେଶ ଅଭିମୁଖେ ଧନୀ ବ୍ୟକ୍ତି, କିଏ ପ୍ରାଇଭେଟ ଜେଟ୍ ବୁକ୍ କରୁଛି, କିଏ ଲକ୍ଷ ଲକ୍ଷ ଟଙ୍କା ଟିକେଟ କରି ବିଦେଶ ଯାଉଛି ।

କନକ ବ୍ୟୁରୋ : କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଅକ୍ସିଜେନ ଓ ବେଡର ଘୋର ଅଭାବ ଦେଖିବାକୁ ମିଳୁଛି । ଏଭଳି ସ୍ଥଳେ ଦେଶ ଛାଡି ବିଦେଶ ଅଭିମୁଖେ ଭାରତର ଧନୀ ଶ୍ରେଣୀର ବ୍ୟକ୍ତି । କିଛି ଦେଶ ଭାରତୀୟ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିବା ବେଳେ ଅନ୍ୟ କିଛି ଦେଶରେ ଏବେ ବି ଭାରତୀୟ ନାଗରିକଙ୍କୁ ପ୍ରବେଶ ଅନୁମତି ରହିଛି । ଯାହାର ସୁଯୋଗ ନେଇ ନିଜ ପରିବାର ସହContinue reading “କରୋନା ଭୟ: ଦେଶ ଛାଡି ବିଦେଶ ଅଭିମୁଖେ ଧନୀ ବ୍ୟକ୍ତି, କିଏ ପ୍ରାଇଭେଟ ଜେଟ୍ ବୁକ୍ କରୁଛି, କିଏ ଲକ୍ଷ ଲକ୍ଷ ଟଙ୍କା ଟିକେଟ କରି ବିଦେଶ ଯାଉଛି ।”

ଶାଢୀ ବଦଳରେ ପିପିଇ କିଟ୍, ମେକଅପ ବଦଳରେ ମାସ୍କ… କରୋନା ଆକ୍ରାନ୍ତଙ୍କ କନିଆଁ ସାଜିଲେ ଯୁବତୀ । କୋଭିଡ ହସ୍ପିଟାଲ ସାଜିଲା ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ ।

କନକ ବ୍ୟୁରୋ: ନା ଥିଲା ହୋମନିଆଁ, ନା ଥିଲା ବାହାବେଦୀ । ନଥିଲା ବି ବ୍ରାହ୍ମଣର ମନ୍ତ୍ରପାଠ । ବିନା ବେଦୀରେ ହେଲା ବାହାଘର, ବିନା ହୋମନିଆଁରେ ପଡିଲା ହାତଗଣ୍ଠି । ବର କନିଆଁ ବେକରେ ଫୁଲମାଳ ଦେଇ ଦୁହେଁ ସାଜିଲେ ସାତ ଜନମର ସାଥୀ । ଆଉ କୋଭିଡ ହସ୍ପିଟାଲ ରହିଲା ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ । ହଁ କୋଭିଡ ହସ୍ପିଟାଲରେ ଥିଲେ ବର, ପିପିଇ କିଟ୍ ପିନ୍ଧି ଆସିଲେ କନିଆଁ । ଆଉContinue reading “ଶାଢୀ ବଦଳରେ ପିପିଇ କିଟ୍, ମେକଅପ ବଦଳରେ ମାସ୍କ… କରୋନା ଆକ୍ରାନ୍ତଙ୍କ କନିଆଁ ସାଜିଲେ ଯୁବତୀ । କୋଭିଡ ହସ୍ପିଟାଲ ସାଜିଲା ନୂଆ ସମ୍ପର୍କର ଅଭୁଲା ମୁକସାକ୍ଷୀ ।”

ହାରିଗଲେ ହସର ମଣିଷ । ମଞ୍ଚରେ ହସାଉଥିଲେ ମହାମାରୀରେ ଚାଲିଗଲେ । କରୋନାରେ ଯାତ୍ରା ଅଭିନେତା ଜଗା ରାଉତଙ୍କ ପରଲୋକ ।

କନକ ବ୍ୟୁରୋ: କରୋନାରେ ଆଖିବୁଜିଲେ ଯାତ୍ରା ଜଗତର ଆଗଧାଡିର ହାସ୍ୟ ଅଭିନେତା ଜଗା ରାଉତ । ପେଣ୍ଡାଲରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିବା ଏହି ହାସ୍ୟ ଅଭିନେତାଙ୍କ ଦେହାନ୍ତ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ୮୪ ବର୍ଷ ବୟସରେ ଆଜି ସକାଳ ୯ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଛି । ସେ ତାଙ୍କ ପୈତୃକ ଗାଁ ପୁରୀ ଜିଲ୍ଲା ବଳଙ୍ଗା ଅଂଚଳର କାଳିଆପଦାର ଉତରାୟଣୀ ଅପେରାରୁ ନିଜରContinue reading “ହାରିଗଲେ ହସର ମଣିଷ । ମଞ୍ଚରେ ହସାଉଥିଲେ ମହାମାରୀରେ ଚାଲିଗଲେ । କରୋନାରେ ଯାତ୍ରା ଅଭିନେତା ଜଗା ରାଉତଙ୍କ ପରଲୋକ ।”

ସାମାଜିକ ଦୂରତା ନ ରଖିଲେ ସୃଷ୍ଟି ହେବ ସାଂଘାତିକ ସ୍ଥିତି । ଜଣେ ଆକ୍ରାନ୍ତ ମାସକରେ ୪୦୬ ଜଣଙ୍କୁ କରିପାରେ ସଂକ୍ରମିତ, ସତର୍କ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

କନକ ବ୍ୟୁରୋ: ଦେଶରେ କରୋନା ଭୂତାଣୁର ପ୍ରଭାବ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏବେ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ସାମାଜିକ ଦୂରତା ରକ୍ଷା ନକଲେ ଜଣେ କରୋନା ଆକ୍ରାନ୍ତ ୩୦ଦିନରେ ୪୦୬ଜଣଙ୍କୁ ସଂକ୍ରମିତ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର। ଏହା ସହ କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାମାଜିକ ଦୂରତା ଆବଶ୍ୟକୀୟ ପଦକ୍ଷେପ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ‌ସ୍ୱାସ୍ଥ୍ୟ ଏବଂ ପରିବାରContinue reading “ସାମାଜିକ ଦୂରତା ନ ରଖିଲେ ସୃଷ୍ଟି ହେବ ସାଂଘାତିକ ସ୍ଥିତି । ଜଣେ ଆକ୍ରାନ୍ତ ମାସକରେ ୪୦୬ ଜଣଙ୍କୁ କରିପାରେ ସଂକ୍ରମିତ, ସତର୍କ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।”

ପ୍ଲାଜମା ଦାନ ପାଇଁ ସରକାରଙ୍କ ପରାମର୍ଶବଳୀ । ଜାଣନ୍ତୁ କେଉଁମାନେ ଦେଇପାରିବେ ପ୍ଲାଜମା?

କନକ ବ୍ୟୁରୋ : ମହାମାରୀ କୋଭିଡ୍‌-୧୯ରୁ ଆରୋଗ୍ୟଲାଭ ପାଇଁ ଅଦ୍ୟାବଧି ସେଭଳି କିଛି ବିଜ୍ଞାନସମ୍ମତ ତଥା ପ୍ରମାଣସିଦ୍ଧ ଉପଚାର ବାହାରି ନଥିବା ବେଳେ ସଂକ୍ରମିତଙ୍କ ପାଇଁ ପ୍ଲାଜମା ଚିକିତ୍ସା ହିଁ ଅନ୍ୟତମ ଅବ୍ୟର୍ଥ ଉପଶମ ଭାବେ ବିଚାର କରାଯାଉଛି। ଅପରପକ୍ଷେ, ଦେଶରେ ସୋମବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ସାଢ଼େ ତିନି ଲକ୍ଷରୁ ଅଧିକ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ୨,୮୦୦ରୁ ଅଧିକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ଦୃଷ୍ଟିରେ ରଖିContinue reading “ପ୍ଲାଜମା ଦାନ ପାଇଁ ସରକାରଙ୍କ ପରାମର୍ଶବଳୀ । ଜାଣନ୍ତୁ କେଉଁମାନେ ଦେଇପାରିବେ ପ୍ଲାଜମା?”

Design a site like this with WordPress.com
Get started