କନକ ବ୍ୟୁରୋ : ସର୍ବ ସମ୍ମୁଖରେ ମହିଳା ସରପଂଚଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ । ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ସୂଚନା ମୁତାବକ ମହିଳା ସରପଂଚ ରେଣୁବାଳା ପଲେଇଙ୍କୁ କଙ୍କିଳି ଗାଁର ଗୋଟିଲ ପରିବାରର ୫ଝଣ ସଦସ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, କଙ୍କିଳି ଗାଁର ଲତାଙ୍ଗୀନ ସାହୁ ତାଙ୍କ ସ୍ୱାମୀ ରଂଜନ କୁମାର ସାହୁ ଏବଂ ଦୁଇ ପୁଅContinue reading “ମହିଳା ସରପଂଚଙ୍କୁ ସଂଘବଦ୍ଧ ଆକ୍ରମଣ : ସମସ୍ତଙ୍କ ସମୁଖରେ ୫ଜଣ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ସଂରପଂଚ ରେଣୁବାଳା ପଲେଇ”
Author Archives: Raghaba
ବିଜୟ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଲେ ନିର୍ବାଚନ କମିଶନ : ଗଣତି ଦିନ କିମ୍ବା ପରେ କୌଣସି ଶୋଭାଯାତ୍ରା କରିପାରିବେନି ବିଜୟୀ ପ୍ରାର୍ଥୀ
କନକ ବ୍ୟୁରୋ : ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଲେ ନିର୍ବାଚନ କମିଶନ । ମେ ୨ ଗଣତି ଦିନ କିମ୍ବା ପରେ କୌଣସି ବିଜୟ ଶୋଭାଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏନେଇ ଖୁବ ଶୀଘ୍ର ନିର୍ଦ୍ଦେଶନାମା ଜାରି କରାଯିବ ବୋଲି ଜଣାପଡିଛି । ମେ’ ୨ରେ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀର ନିର୍ବାଚନ ଗଣତି ହେବ । ଫଳାଫଳ ଆସିବା ପରେ ବିଜୟୀ ପ୍ରାର୍ଥୀ ଓ ଦଳମାନେ ବିଜୟ ଶୋଭାଯାତ୍ରାContinue reading “ବିଜୟ ଶୋଭାଯାତ୍ରା ଉପରେ ରୋକ୍ ଲଗାଇଲେ ନିର୍ବାଚନ କମିଶନ : ଗଣତି ଦିନ କିମ୍ବା ପରେ କୌଣସି ଶୋଭାଯାତ୍ରା କରିପାରିବେନି ବିଜୟୀ ପ୍ରାର୍ଥୀ”
ଦେଶର କରୋନା ମିଟର : ଦିନକରେ ୩,୨୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୭୧ ମୃତ
କନକ ବ୍ୟୁରୋ : ଦେଶର କରୋନା ସଂକ୍ରମଣ । ଦିନକରେ ୩ଲକ୍ଷ ୨୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଁଚିଛି । ସେହିପରି ଦିନକରେ ୨ ହଜାର ୭୭୧ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୯୭ହଜାର ୮୯୪ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ଗତ ୨୪Continue reading “ଦେଶର କରୋନା ମିଟର : ଦିନକରେ ୩,୨୩,୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୭୭୧ ମୃତ”
ଆଇପିଏଲ ଟକ୍କର: ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ-ଆରସିବି, କିଏ କାହା ଉପରେ ପଡ଼ିବ ଭାରି?
କନକ ବ୍ୟୁରୋ: ଆଜି ଦିଲ୍ଲୀ କ୍ୟାପିଟାଲ୍ସ ସହିତ ମୁକାବିଲା କରିବ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର । ଚଳିତ ଆଇପିଏଲ୍ରେ ପ୍ରଥମ ଥର ପାଇଁ ଉଭୟ ଦଳ ଅହମଦାବାଦ ମୋଟେରାସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଖେଳିବେ । ସମାନ ସ୍ଥିତିରେ ଥିବା ଏହି ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଶ୍ବାସ କରାଯାଉଛି । ଉଭୟ ଦଳ ଅଦ୍ୟାବଧି ୫ ଲେଖାଏଁ ମ୍ୟାଚ୍ ଖେଳି ୪ ଲେଖାଏଁ ଜିତି ସମାନ ୮ ପଏଣ୍ଟ୍ ଲେଖାଏଁ ପାଇଛନ୍ତି।Continue reading “ଆଇପିଏଲ ଟକ୍କର: ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦିଲ୍ଲୀ-ଆରସିବି, କିଏ କାହା ଉପରେ ପଡ଼ିବ ଭାରି?”
ଖବର ପ୍ରସାରଣ ପରେ ଉଦ୍ଧାର ହେଲେ ଶ୍ରମିକ : ଘରକୁ ଫେରିଲେ ହାଇଦ୍ରାବାଦରେ ଫସିଥିବା ସମ୍ବଲପୁର ଧାମର ଶ୍ରମିକ
କନକ ବ୍ୟୁରୋ : ଖବର ବାଜିବା ପରେ ପହଂଚିଲା ସହାୟତା । ସମ୍ବଲପୁରର ଶ୍ରମିକ ହାଇଦ୍ରାବାଦର ଫସିଥିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏହାପରେ ତତ୍ପରତା ପ୍ରକାଶ କରିଥିଲା ପ୍ରଶାସନ । ଖବର ପ୍ରସାରଣ ପରେ ରେଢାଖୋଲ ବିଧାୟକ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏବଂ ଜିଲ୍ଲା ପ୍ରଶାସନ ହାଇଦ୍ରାବାଦରେ ଫସିଥିବା ସମ୍ବଲପୁର ଧାମ ଅଂଚଳର ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ସେହିପରି ବରିଷ୍ଠContinue reading “ଖବର ପ୍ରସାରଣ ପରେ ଉଦ୍ଧାର ହେଲେ ଶ୍ରମିକ : ଘରକୁ ଫେରିଲେ ହାଇଦ୍ରାବାଦରେ ଫସିଥିବା ସମ୍ବଲପୁର ଧାମର ଶ୍ରମିକ”
ମେ’ ପହିଲାରେ ପହଂଚିବ ଋଷିଆ ଟିକା : ସ୍ପୁଟନିକ୍ –ଭିର ପ୍ରଥମ ବ୍ୟାଚ ପହଂଚିବା ନେଇ ସୂଚନା
କନକ ବ୍ୟୁରୋ : ମେ’ ପହିଲାରେ ଭାରତରେ ପହଂଚିବ ରୁଷିଆ ଟିକା । ରୁଷିଆ ନିର୍ମିତ ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଂଚିବ ବୋଲି ଜଣାପଡିଛି । ବଡକଥା ହେଉଛି ଆଗାମୀ ମେ’ ୧ ତାରିଖରୁ ଭାରତରେ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ସମୁହ ଟିକାକରଣକୁ ଆହୁରି ବ୍ୟାପକ କରାଯିବ । ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ କରୋନା ଟିକା । ପୂର୍ବରୁContinue reading “ମେ’ ପହିଲାରେ ପହଂଚିବ ଋଷିଆ ଟିକା : ସ୍ପୁଟନିକ୍ –ଭିର ପ୍ରଥମ ବ୍ୟାଚ ପହଂଚିବା ନେଇ ସୂଚନା”
ଘର ପାଖକୁ ଆସିବ ଏଟିଏମ୍… ଲକଡାଉନ୍ ସମୟରେ ଟଙ୍କା ଉଠାଣ ପାଇଁ ଯିବାକୁ ପଡିବନି ବାହାରକୁ, ଗ୍ରାହକଙ୍କୁ ଏହି ବ୍ୟାଙ୍କ ଦେଉଛି ସୁବିଧା
ଭାରତରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଲକଡାଉନ୍, ସାପ୍ତାହିକ ଲକଡାଉନ୍ କିମ୍ବା କର୍ଫ୍ୟୁ ଘୋଷଣା କରିଛନ୍ତି। ତେବେ କଟକଣା ଲାଗୁ ଦ୍ୱାରା ଲୋକଙ୍କୁ ନଗଦ ଟଙ୍କା ଉଠାଇବାକୁ ଅସୁବିଧାର ସାମ୍ନା କରିବାକୁ ପଡୁଛି | ଏହାକୁ ଦୃଷ୍ଟିରେ ରଖି ଦେଶର ବୃହତ୍ତମ ଘରୋଇ ବ୍ୟାଙ୍କ ଏଚଡ଼ିଏଫସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କରୋନା ସଙ୍କଟ ମଧ୍ୟରେ ଗ୍ରାହକଙ୍କ ନଗଦ ଟଙ୍କା ସମସ୍ୟାର ମୁକାବିଲା କରିବାକୁ ଏଚଡ଼ିଏଫସି ବ୍ୟାଙ୍କContinue reading “ଘର ପାଖକୁ ଆସିବ ଏଟିଏମ୍… ଲକଡାଉନ୍ ସମୟରେ ଟଙ୍କା ଉଠାଣ ପାଇଁ ଯିବାକୁ ପଡିବନି ବାହାରକୁ, ଗ୍ରାହକଙ୍କୁ ଏହି ବ୍ୟାଙ୍କ ଦେଉଛି ସୁବିଧା”
୨୪ ଘଂଟାରେ ୩୬,୮୪୫ ନମୂନା ପରୀକ୍ଷା : ୬ ହଜାର ଆକ୍ରାନ୍ତ ଚିହ୍ନଟ, ୧୦ ମୃତ; କରୋନା ପଜିଟିଭିଟି ରେଟ ୧୬.୪୮ %
କନକ ବ୍ୟୁରୋ : ରାଜ୍ୟରେ ୬ ଦିନ ହେଲା ୬ହଜାର ଉପରେ ଦୈନିକ ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ୬୦୭୩ ସଂକ୍ରମିତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୯୨ , ବଲାଙ୍ଗୀରରୁ ୪୫୭, ନୂଆପଡାରୁ ୪୦୦, ସୁନ୍ଦରଗଡରୁ ୩୭୧, ଝାରସୁଗୁଡାରୁ ୩୫୯, ବରଗଡରୁ ୨୮୬, କଳାହାଣ୍ଡିରୁ ୨୭୭, କେନ୍ଦୁଝର ୨୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ ୨୬୬, ଗଞ୍ଜାମରୁ ୨୦୯, ନବରଙ୍ଗପୁରରୁ ୨୦୬, କଟକରୁ ୧୯୮, ସମ୍ବଲପୁରରୁ ୧୫୮, ମୟୂରଭଞ୍ଜରୁContinue reading “୨୪ ଘଂଟାରେ ୩୬,୮୪୫ ନମୂନା ପରୀକ୍ଷା : ୬ ହଜାର ଆକ୍ରାନ୍ତ ଚିହ୍ନଟ, ୧୦ ମୃତ; କରୋନା ପଜିଟିଭିଟି ରେଟ ୧୬.୪୮ %”
କରୋନା କବଳରୁ ମୁକ୍ତ ହେଲେ ୧୦୫ ବର୍ଷୀୟା ବୃଦ୍ଧା । ମହାମାରୀଠୁ ବିଜୟ ହାସଲ କରି ଅନ୍ୟଙ୍କୁ ଦେଲେ ସାହସ
ଦେଶରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଭୟ ଖେଳାଇ ଦେଇଛି। କିନ୍ତୁ ସୁରତର ଜଣେ ୧୦୫ ବର୍ଷୀୟା ବୃଦ୍ଧା କରୋନାକୁ ଯେଭଳି ହରାଇଛନ୍ତି ତାହା ନିଶ୍ଚିତ ଭାବେ ଏହି ମହାମାରୀ ସହ ଲଢ଼ିବା ପାଇଁ ଅନ୍ୟମାନଙ୍କୁ ସାହସ ଯୋଗାଇଛି। ପ୍ରଚଣ୍ଡ ଖରା ହେଉ କିମ୍ବା ଲଗାଣ ବର୍ଷା, ଉଜୀବା ଅନେକ ବର୍ଷ ଧରି ଏକା ଚାଷ କରି ଆସୁଛନ୍ତି ଏବଂ ନିଜେ ଫସଲ ଅମଳ କରୁଛନ୍ତି। ସେ ନିଜେ ମଧ୍ୟ ଶଗଡ଼ ଚଳାନ୍ତି। ୧୦୫ ବର୍ଷୀୟା ଏହିContinue reading “କରୋନା କବଳରୁ ମୁକ୍ତ ହେଲେ ୧୦୫ ବର୍ଷୀୟା ବୃଦ୍ଧା । ମହାମାରୀଠୁ ବିଜୟ ହାସଲ କରି ଅନ୍ୟଙ୍କୁ ଦେଲେ ସାହସ”
ଆଜିଠୁ ସ୍କୁଲରେ ନାମଲେଖା : ଏପ୍ରିଲ ୨୭ରୁ ମେ’ ୩୧ ପର୍ଯ୍ୟନ୍ତ ହେବ ନାମଲେଖା; ଏକାସଙ୍ଗେ ୫ଜଣ ଅଭିଭାବକଙ୍କୁ ଅନୁମତି
କନକ ବ୍ୟୁରୋ : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ମେ’ ୩୧ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ପ୍ରତି କାର୍ଯ୍ୟ ଦିବସର ସକାଳ ୭ଟାରୁ ପୂର୍ବାହ୍ନ ୯ଟା ୩୦ ମଧ୍ୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ । ଏକସଙ୍ଗେ ୫ଜଣରୁ ଅଧିକ ଅଭିଭାବକ ନାମଲେଖା ଲାଗି ସ୍କୁଲ ଭିତରକୁ ପ୍ରବେଶ କରିପାରିବେ ନାହିଁ । ନାମଲେଖା ସମୟରେ ଯେପରିContinue reading “ଆଜିଠୁ ସ୍କୁଲରେ ନାମଲେଖା : ଏପ୍ରିଲ ୨୭ରୁ ମେ’ ୩୧ ପର୍ଯ୍ୟନ୍ତ ହେବ ନାମଲେଖା; ଏକାସଙ୍ଗେ ୫ଜଣ ଅଭିଭାବକଙ୍କୁ ଅନୁମତି”