କନକ ବ୍ୟୁରୋ : କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନଙ୍କ ମଧ୍ୟରେ ଫୋନରେ କଥାବାର୍ତା ହୋଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଆଲୋଚନା ସକାରାତ୍ମକ ହୋଇଛି । ଟିକାର କଂଚାମାଲ ଓ ଯୋଗାଣ ନେଇ ଦୁଇ ନେତା ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । ଏହି ସଙ୍କଟ ସମୟରେ ଆମେରିକା ଭାରତର ସାଥ ଦେଇଥିବାରୁ ମୋଦି, ବାଇଡେନଙ୍କୁ ଧନ୍ୟବାଦContinue reading “ଆମେରିକା ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା : କରୋନା ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା”
Author Archives: Raghaba
ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ! ଘରୋଇ ହସ୍ପିଟାଲରେ ଟିକାନେଇଥିବା ବ୍ୟକ୍ତି ସରକାରୀ ହସ୍ପିଟାଲରେ ନେଇପାରିବେ ଦ୍ୱିତୀୟ ଡୋଜ୍
ଆଜି ରାଜ୍ୟରେ ୬୦୨ଟି ଅଧିବେଶନରେ ଟିକାକରଣ କରାଯିବ। ରାଜ୍ୟରେ ମହଜୁଦ ରହିଥିବା ଟିକାକୁ ନେଇ ଏଭଳି ଅଧିବେଶନ ପାଇଁ ନିଷ୍ପତ୍ତି ନିଆଯାଇଛି। ଟିକା ଯୋଗାଣରେ ଅନିୟମିତତା ଯୋଗୁଁ ରାଜ୍ୟରେ ବେଶ୍ କିଛିଦିନ ହେବ ଦୈନିକ ୨ଲକ୍ଷ ଟିକାକରଣ ବନ୍ଦ ରହିଛି। ଅପରପକ୍ଷରେ ଆସନ୍ତା ୨୮ତାରିଖରୁ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ। ତେବେ ରାଜ୍ୟରେ ଯେଉଁମାନେ ଘରୋଇ ହସ୍ପିଟାଲରେ ଟିକା ନେଇଛନ୍ତି ସେମାନେ ଚାହିଁଲେ ସରକାରୀ ହସ୍ପିଟାଲରେ ଟିକା ନେଇପାରିବେ ବୋଲି ସ୍ବାସ୍ଥ୍ୟContinue reading “ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହେବ ଟିକାକରଣ! ଘରୋଇ ହସ୍ପିଟାଲରେ ଟିକାନେଇଥିବା ବ୍ୟକ୍ତି ସରକାରୀ ହସ୍ପିଟାଲରେ ନେଇପାରିବେ ଦ୍ୱିତୀୟ ଡୋଜ୍”
କେବେ ଶୀର୍ଷରେ ପଂହଚିବ ଦ୍ୱିତୀୟ ଲହରର ସଂକ୍ରମଣ : ପୁଣି କାନପୁର ଆଇଆଇଟିର ନୂଆ ମଡେଲ, ମେ ୧୪ରୁ ୧୮ ମଧ୍ୟରେ ଶୀର୍ଷରେ ପଂହଚିପାରେ ସକ୍ରିୟ କରୋନା ମାମଲା
କନକ ବ୍ୟୁରୋ : ଭାରତରେ ଚାଲିଥିବା କରୋନାର ଦ୍ୱିତୀୟ ଲହରର ଶୀର୍ଷ ସଂକ୍ରମଣ ନେଇ କାନପୁର ଆଇଆଇଟିର ବୈଜ୍ଞାନିକମାନେ ଆଉ ଏକ ମଡେଲ ଦେଇଛନ୍ତି । ଏହି ଗାଣିତିକ ମଡେଲ ଅନୁସାରେ ମେ’ ୧୪ରୁ ୧୮ ମଧ୍ୟରେ ଦେଶର ସକ୍ରିୟ ମାମଲା ଶୀର୍ଷରେ ପହଁଚିବ । ଏହି ସମୟରେ ୩୮ରୁ ୪୮ ଲକ୍ଷ ସକ୍ରିୟ ସଂକ୍ରମଣ ରହିଥିବ ବୋଲି ଆକଳନ କରାଯାଇଛି । ପୂର୍ବରୁ ମେ’ ୧୧ରୁ ୧୫ ମଧ୍ୟରେ ଦେଶରେ କରୋନା ଶୀର୍ଷ ଛୁଇଁବ ବୋଲିContinue reading “କେବେ ଶୀର୍ଷରେ ପଂହଚିବ ଦ୍ୱିତୀୟ ଲହରର ସଂକ୍ରମଣ : ପୁଣି କାନପୁର ଆଇଆଇଟିର ନୂଆ ମଡେଲ, ମେ ୧୪ରୁ ୧୮ ମଧ୍ୟରେ ଶୀର୍ଷରେ ପଂହଚିପାରେ ସକ୍ରିୟ କରୋନା ମାମଲା”
ସୁରଟ ବିମାନ ବନ୍ଦରରେ ଫେରିବାକୁ ଅପେକ୍ଷା କରିଥିବା ୧୫୦ ଓଡ଼ିଆ ଯାତ୍ରୀ ହେଲେ ହଟହଟା : ଆରଟିପିସିଆର ଟେଷ୍ଟ ରିପୋର୍ଟ ନଥିବାରୁ ଭୁବନେଶ୍ୱର ଆସିବାକୁ ମିଳିଲାନି ଅନୁମତି
କନକ ବ୍ୟୁରୋ : କରୋନା ସମୟରେ ଗୁଜରାଟ ସୁରଟରେ ରହୁଥିବା ପ୍ରବାସୀ ଓଡିଆ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଜରୁରୀକାଳୀନ କାମରେ ଏୟାର-ଇଣ୍ଡିଆ ବିମାନରେ ଭୁବନେଶ୍ୱର ଆସିବାକୁ ସୁରଟ ବିମାନବନ୍ଦର ଆସିଥିବା ୧୫୦ ଓଡିଆଙ୍କୁ ଆଜି ହଇରାଣ ହେବାକୁ ପଡିଛି । ପ୍ରବାସୀଙ୍କ ପାଖରେ ଆରଟି-ପିସିଆର ନେଗେଟିଭ ଟେଷ୍ଟ ରିପୋର୍ଟ ନଥିବାରୁ କର୍ତୃପକ୍ଷ ଯାତ୍ରା ପାଇଁ ଅନୁମତି ଦେଇନଥିଲେ । କେବଳ ୧୦ ଜଣଙ୍କ ପାଖରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଥିବାରୁ ଭୁବନେଶ୍ୱର ଆସିବାକୁ ଏୟାର-ଇଣ୍ଡିଆ କର୍ତୃପକ୍ଷଙ୍କContinue reading “ସୁରଟ ବିମାନ ବନ୍ଦରରେ ଫେରିବାକୁ ଅପେକ୍ଷା କରିଥିବା ୧୫୦ ଓଡ଼ିଆ ଯାତ୍ରୀ ହେଲେ ହଟହଟା : ଆରଟିପିସିଆର ଟେଷ୍ଟ ରିପୋର୍ଟ ନଥିବାରୁ ଭୁବନେଶ୍ୱର ଆସିବାକୁ ମିଳିଲାନି ଅନୁମତି”
ବଡ ହୃଦୟ ଦେଖାଇଲେ ବିଦେଶୀ କ୍ରିକେଟର । ଅକ୍ସିଜେନ ପାଇଁ ଭାରତକୁ ଦାନ କଲେ ୩୮ ଲକ୍ଷ ଟଙ୍କା ।
କନକ ବ୍ୟୁରୋ: ଯେତେବେଳେ କରୋନାର ଭୟବହତା ସାରା ଦେଶକୁ ଗ୍ରାସିଛି । ଚାରିଆଡେ ଖାଲି ଚିତ୍କାର ଶୁଭୁଛି । କେଉଁଠି ଅକ୍ସିଜେନର ଅଭାବ, ତ କେଉଁଠି ହସ୍ପିଟାଲ ବେଡ ପାଇଁ ହାହାକାର । କିଏ ନିଜ ବାପାକୁ ହରାଇଲାଣି ତ କିଏ ମାଆକୁ ଆଉ କିଏ ନିଜ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡିଲାଣି । ଅକ୍ସିଜେନ ଅଭାବକୁ କରୋନା କରାଳ ରୂପ ସାରା ଦେଶକୁ ଏକ ପ୍ରକାର ଶ୍ମଶାନ ସଜେଇ ଦେବାକୁ ବସିଥିବାବେଳେ ଭାରତକୁ ସାହାଯ୍ୟର କରିବାକୁContinue reading “ବଡ ହୃଦୟ ଦେଖାଇଲେ ବିଦେଶୀ କ୍ରିକେଟର । ଅକ୍ସିଜେନ ପାଇଁ ଭାରତକୁ ଦାନ କଲେ ୩୮ ଲକ୍ଷ ଟଙ୍କା ।”
କମିବ କି କରୋନା ଟିକାର ଦର? ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଦର କମାଇବାକୁ କେନ୍ଦ୍ର ସରକାର କହିଥିବା ସୂଚନା ।
କନକ ବ୍ୟୁରୋ: ପୁଣି କମିପାରେ କରୋନା ଟିକାର ଦାମ । କୋଭିଡ ଟିକାର ଦାମ କମାଇବା ପାଇଁ ଟିକା ନିର୍ମାତାଙ୍କୁ କେନ୍ଦ୍ର ସରକାର କହିଥିବା ସୂଚନା ମିଳିଛି । ଦେଶରେ ଏବେ ବ୍ୟବହାର ହେଉଥିବା କୋଭିସିଲଡ ଓ କୋଭାକ୍ସିନ ଟିକାର ଦାମ କମିବା ସମ୍ଭାବନା ରହିଛି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ଭାରତ ବାୟୋଟେକକୁ ଦର କମାଇବାକୁ କେନ୍ଦ୍ର ସରକାର କହିଥିବା ସୂଚନା ମିଳିଛି । ଆଜି କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୋବାଙ୍କContinue reading “କମିବ କି କରୋନା ଟିକାର ଦର? ସେରମ ଇନଷ୍ଟିଚ୍ୟୁଟ ଓ ଭାରତ ବାୟୋଟେକକୁ ଦର କମାଇବାକୁ କେନ୍ଦ୍ର ସରକାର କହିଥିବା ସୂଚନା ।”
ସାରା ବିଶ୍ୱରୁ ସମାଲୋଚନା ପରେ ଭାରତକୁ ଟିକା କଞ୍ଚାମାଲ ଯୋଗାଇବାକୁ ରାଜି ହେଲା ଆମେରିକା । ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ପାଇଁ ବାଇଡେନ ସରକାରଙ୍କ ପ୍ରତିଶ୍ରୁତି
କନକ ବ୍ୟୁରୋ: ଯେତେବେଳେ କୋଭିଡକୁ ନେଇ ଭାରତ ସଂକଟଜନକ ସ୍ଥିତି ଦେଇ ଗତି କରୁଛି, ଯେତେବେଳେ ଭାରତରେ ଦୈନିକ ସଂକ୍ରମଣ ବଢି ବଢି ଚାଲିଛି, ଠିକ ସେତିକି ବେଳେ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟକୁ ନେଇ ବିଶ୍ୱ ସମୁଦାୟ ପକ୍ଷରୁ ଆରମ୍ଭ ହୋଇଯାଇଛି ସମାଲୋଚନା । ଆଉ ଏହି ସମାଲୋଚନା ଭିତରେ ଦୀର୍ଘଦିନ ଧରି ନିରବ ରହିଥିବା ଆମେରିକା ଶେଷରେ ମୁହଁ ଖୋଲିଛି । ଭାରତରେ ଟିକା ନିର୍ମାଣ ପାଇଁ ଆବଶ୍ୟକ ର-ମ୍ୟାଟେରିଆଲ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବାContinue reading “ସାରା ବିଶ୍ୱରୁ ସମାଲୋଚନା ପରେ ଭାରତକୁ ଟିକା କଞ୍ଚାମାଲ ଯୋଗାଇବାକୁ ରାଜି ହେଲା ଆମେରିକା । ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକତା ପୂରଣ ପାଇଁ ବାଇଡେନ ସରକାରଙ୍କ ପ୍ରତିଶ୍ରୁତି”
କୋଲକାତାର କମାଲ ବୋଲିଂ । ୧୨୩ ରନ କଲା ପଞ୍ଜାବ । କୋଲକାତା ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚମତ୍କାର ବୋଲିଂ କରିଛି କୋଲକାତା ନାଇଟ ରାଇଡର । ଫଳରେ ପଞ୍ଜାବ ମାତ୍ର ୧୨୩ ରନ କରିବାରେ ସଫଳ ହୋଇଛି । ତେଣୁ ଏବି କୋଲକାତା ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଜିତିବାକୁ ହେଲେ ଏବେ ପଞ୍ଜାବ ବୋଲରଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ଫଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂContinue reading “କୋଲକାତାର କମାଲ ବୋଲିଂ । ୧୨୩ ରନ କଲା ପଞ୍ଜାବ । କୋଲକାତା ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ”
ଅଣନିଶ୍ୱାସୀ ହେଉଛି ରାଜଧାନୀ ଦିଲ୍ଲୀ । ଅମ୍ଲଜାନ ଅଭାବକୁ ନେଇ ମୁହାଁମୁହିଁ କେନ୍ଦ୍ର ଓ ଦିଲ୍ଲୀ ସରକାର
କନକ ବ୍ୟୁରୋ: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭିତରେ ଅଣନିଶ୍ୱାସୀ ହୋଇପଡିଛି ରାଜଧାନୀ ଦିଲ୍ଲୀ । କରୋନା ଆକ୍ରାନ୍ତଙ୍କ ପାଇଁ ସଂଜୀବନୀ ପାଲଟିଛି ଅମ୍ଲଜାନ । ଏହାରି ଭିତରେ ଦିଲ୍ଲୀର ଅନେକ ହସ୍ପିଟାଲରେ ଅମ୍ଲଜାନ ଅଭାବ ରହିଛି । ଅମ୍ଲଜାନ ଅଭାବକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ଦିଲ୍ଲୀକୁ ଚାହିଦା ମୁତାବକ ଅମ୍ଲଜାନ ଯୋଗାଇ ଦିଆଯାଉନଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଅଭିଯୋଗ କରୁଛନ୍ତି ।Continue reading “ଅଣନିଶ୍ୱାସୀ ହେଉଛି ରାଜଧାନୀ ଦିଲ୍ଲୀ । ଅମ୍ଲଜାନ ଅଭାବକୁ ନେଇ ମୁହାଁମୁହିଁ କେନ୍ଦ୍ର ଓ ଦିଲ୍ଲୀ ସରକାର”
କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି ଆଡମିସନ, ନା ମିଳୁଛି ଅକ୍ସିଜେନ ।
କନକ ବ୍ୟୁରୋ: ୩ଦିନ ଧରି ହସ୍ପିଟାଲରେ ଭର୍ତି ହୋଇଛନ୍ତି କୋଭିଡ ଆକ୍ରାନ୍ତ ମା । ଆଉ ହସ୍ପିଟାଲ ବାହାରେ ଜଗିରହିଛି ପୁଅ । କିନ୍ତୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ବି ସେଠାରେ ତାଙ୍କର ଯତ୍ନ ନିଆଯାଉନଥିବା ଅଭିଯୋଗ ବାଢିଛନ୍ତି ଅସହାୟ ପୁଅ । ଦିଲ୍ଲୀର ଦୁଇ ପ୍ରମୁଖ କୋଭିଡ ହସ୍ପିଟାଲ ଏଲଏନଜେପି ଓ ଜିଟିବି ହସ୍ିପଟାଲର । କେଉଁଠି ବେଡ ମିଳୁନି ତ ପୁଣି କେଉଁଠି ଅକ୍ସିଜେନ ନଥିବା ଦର୍ଶାଇ ଆକ୍ରାନ୍ତଙ୍କୁ ଫେରାଇ ଦିଆଯାଉଛି । କୋଭିଡContinue reading “କରୋନା ମହାମାରୀ ଭିତରେ ରାଜଧାନୀ ଦିଲ୍ଲୀର ସ୍ଥିତି ସଙ୍ଗୀନ । ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ । ନା ମିଳୁଛି ଆଡମିସନ, ନା ମିଳୁଛି ଅକ୍ସିଜେନ ।”