ଆଇପିଏଲକୁ ଡରାଉଛି କରୋନା । ବଢୁଥିବା ସଂକ୍ରମଣ ଯୋଗୁଁ ଅଧାରୁ ସିରିଜ ଛାଡୁଛନ୍ତି ଖେଳାଳି ।

କନକ ବ୍ୟୁରୋ: କରୋନା କବଜାରେ ସାରା ବିଶ୍ୱ । ଦେଶରେ ଦୈନିକ ସଂକ୍ରମଣ ସାଢେ ୩ ଲକ୍ଷ ଅତିକ୍ରମ କରିଛି ଓ ବଢିଛି ଭୟର ବାତାବରଣ । ଏଥିରୁ ବାଦ ପଡିନି କ୍ରିକେଟ । ଆଇପିଏଲ ମହାସମର ଖେଳିବା ପାଇଁ ଭାରତରେ ଥିବା ବିଦେଶୀ ଖେଳାଳି ଏଠାକାର ସ୍ଥିତି ଦେଖି ଛାନିଆ ହୋଇପଡିଲେଣି । ତେଣୁ ଅଧାରୁ ସିରିଜ ଛାଡିବା ପାଇଁ ନିଷ୍ପତି ନେଉଛନ୍ତି । ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଆଣ୍ଡ୍ର୍ୟିୁ ଟାଇ ସିରିଜ ଅଧାରୁContinue reading “ଆଇପିଏଲକୁ ଡରାଉଛି କରୋନା । ବଢୁଥିବା ସଂକ୍ରମଣ ଯୋଗୁଁ ଅଧାରୁ ସିରିଜ ଛାଡୁଛନ୍ତି ଖେଳାଳି ।”

ବିଜେପିକୁ ପୁଣି ଟାର୍ଗେଟ କଲା ବିଜେଡି । କହିଲା, ଓଡିଶାର ପ୍ରଶଂସା ସହିପାରୁନି ବିଜେପି

କନକ ବ୍ୟୁରୋ: ସାରା ଭାରତବର୍ଷକୁ ତରଳ ମେଡିକାଲ ଅକ୍ସିଜେନ ଯୋଗାଇ ଲୋକଙ୍କ ଜୀବନ ରକ୍ଷା କରୁଥିବା ଓଡିଶାକୁ ପ୍ରଶଂସାର ସୁଅ ଛୁଟୁଥିବାବେଳେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ତାହାକୁ ସହ୍ୟ କରିପାରୁ ନାହାନ୍ତି । ଓଡିଶାର ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ବଦଳରେ ସେ ଅଭ୍ୟାସଗତ ଭାବେ ବିଭ୍ରାନ୍ତିକର ଓ ନିମ୍ନମାନର ମନ୍ତବ୍ୟ ଦେବା ସହିତ ଅସହିଷ୍ଣୁ ମନୋଭାବ ଦେଖାଉଥିବା କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ । ବିଜେପି ନେତ୍ରୀଙ୍କୁ ଜବାବ ଦେଇContinue reading “ବିଜେପିକୁ ପୁଣି ଟାର୍ଗେଟ କଲା ବିଜେଡି । କହିଲା, ଓଡିଶାର ପ୍ରଶଂସା ସହିପାରୁନି ବିଜେପି”

ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କଲେ ନ୍ୟୁୟର୍କ ଟାଇମସ୍ ଓ ଦୈନିକ ଭାସ୍କର । ସରକାରୀ ତଥ୍ୟରୁ ୫ ଗୁଣା ଅଧିକ ହେଉଛି କୋଭିଡ ମୃତ୍ୟୁ ।

କନକ ବ୍ୟୁରୋ: ଶ୍ମଶାନରେ ଜଳୁଥିବା ଶହ ଶହ ଶବ ଏବଂ କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ତଥ୍ୟ ଭିତରେ ଏକ ବଡ଼ ପ୍ରଭେଦ ରହୁଥିବା ନେଇ ସବୁବେଳେ ଅଭିଯୋଗ ହୁଏ । ଆଉ ଠିକ୍ ଏହି ଅଭିଯୋଗକୁ ନେଇ ହିନ୍ଦୀ ଖବରକାଗଜ ଦୈନିକ ଭାସ୍କର ଏବଂ ଇଂରାଜୀ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ମିଳିତ ଭାବେ ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ତାହା ଏକ ଚାଂଚଲ୍ୟକର ସୂଚନା ସାମ୍ନାକୁ ଆଣିଛି । ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୫ଗୁଣContinue reading “ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କଲେ ନ୍ୟୁୟର୍କ ଟାଇମସ୍ ଓ ଦୈନିକ ଭାସ୍କର । ସରକାରୀ ତଥ୍ୟରୁ ୫ ଗୁଣା ଅଧିକ ହେଉଛି କୋଭିଡ ମୃତ୍ୟୁ ।”

ଭୂତାଣୁ ମାଡରେ ଜୀବନ ଯାଉଛି ଉଜୁଡି ଯାଉଛି ଜୀବିକା । ଓଡିଶାରେ ରେଷ୍ଟୁରାଂଟ ଶିଳ୍ପ ଉପରେ ମାଡିଆସୁଛି ବିପଦ ।

କନକ ବ୍ୟୁରୋ: କରୋନା ମାଡରେ ହୋଟେଲ ରେଷ୍ଟୁରାଂଟ ବେପାର ପ୍ରଭାବିତ ହୋଇଛି । ରାଜଧାନୀ ଭୁବନେଶ୍ୱର ଓ କଟକର ବହୁ ହୋଟେଲ ଗ୍ରାହକ ଆସୁନଥିବାରୁ ବନ୍ଦ କରିଦେଇଛନ୍ତି । ସେପଟେ ରେଷ୍ଟୁରାଂଟରୁ କେବଳ ପାର୍ସଲ ନେବା ପାଇଁ ଅନୁମତି ଥିବାରୁ ବ୍ୟବସାୟ ମାନ୍ଦା ପଡିଯାଇଛି । ଗତବର୍ଷ ଲକଡାଉନରେ ଯେମିତି କ୍ଷତି ସହିଥିଲେ ହୋଟେଲ ରେଷ୍ଟୁରାଂଟ ବ୍ୟବସାୟୀ, ଏବେ ମଧ୍ୟ ସେଭଳି କ୍ଷତି ସହିବାର ଆଶଙ୍କା ଦେଖା ଦେଇଛି । କଟକଣା ପରେ ଖାଁ ଖାଁ ପଡିଛି,Continue reading “ଭୂତାଣୁ ମାଡରେ ଜୀବନ ଯାଉଛି ଉଜୁଡି ଯାଉଛି ଜୀବିକା । ଓଡିଶାରେ ରେଷ୍ଟୁରାଂଟ ଶିଳ୍ପ ଉପରେ ମାଡିଆସୁଛି ବିପଦ ।”

ଦୁଇ କୋଟି ଲୋକଙ୍କୁ କେମିତି ଦିଆଯିବ ଟିକା? ସାରା ରାଜ୍ୟରେ ଟିକା ପାଇଁ ଆରମ୍ଭ ହୋଇ ପାରେ ପ୍ରବଳ ଭିଡ । ୧୫ଶହରୁ ମାତ୍ର ୬ଶହ କେନ୍ଦ୍ରରେ ଚାଲିଛି ଟିକାଦାନ ।

କନକ ବ୍ୟୁରୋ: ମେ’ ୧ ତାରିଖରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗକୁ ଏହି ପର୍ଯ୍ୟାୟ ଟିକାକରଣରେ ସାମିଲ କରାଯାଇଛି । ରାଜ୍ୟର ପ୍ରାୟ ୨ କୋଟି ଲୋକ ତୃତୀୟ ପର୍ଯ୍ୟାୟରେ ଟିକା ନେବେ । ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଏହି ବର୍ଗର ଟିକାକରଣ ପାଇଁ କୋ-ଇନ୍ ପୋର୍ଟାଲରେ ପଂଜିକରଣକୁ ବାଧ୍ୟତାମୂଳକ କରାଯାଇଛିContinue reading “ଦୁଇ କୋଟି ଲୋକଙ୍କୁ କେମିତି ଦିଆଯିବ ଟିକା? ସାରା ରାଜ୍ୟରେ ଟିକା ପାଇଁ ଆରମ୍ଭ ହୋଇ ପାରେ ପ୍ରବଳ ଭିଡ । ୧୫ଶହରୁ ମାତ୍ର ୬ଶହ କେନ୍ଦ୍ରରେ ଚାଲିଛି ଟିକାଦାନ ।”

ଭାରତୀୟ ନିର୍ବାଚନ କମିସନଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ । କହିଲେ, ସମ୍ଭବତଃ କମିସନଙ୍କ ବିରୋଧରେ ହତ୍ୟା ମାମଲା କରାଯିବା ଉଚିତ ।

କନକ ବ୍ୟୁରୋ: କରୋନା ପାଇଁ ଦେଶରେ ଏବେ ଭୟଙ୍କର ପରିସ୍ଥିତି ଦେଖାଦେଇଛି । ଏ ନେଇ ଏକ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଆଜି ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି । କରୋନାର ଦ୍ୱିତୀୟ ଲହର ପାଇଁ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ଦାୟୀ କହିଛନ୍ତି । କୋର୍ଟ କହିଛନ୍ତି, ନିର୍ବାଚନ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ବି ରୁଜୁ କରାଯିବା ଉଚିତ । କାରଣ ସଙ୍କଟ ପରେ ବି ରାଜନୈତିକ ଦଳଗୁଡିକର ରାଲିକୁ ରୋକିନଥିଲେ କମିସନContinue reading “ଭାରତୀୟ ନିର୍ବାଚନ କମିସନଙ୍କ ଉପରେ ବର୍ଷିଲେ ମାଡ୍ରାସ ହାଇକୋର୍ଟ । କହିଲେ, ସମ୍ଭବତଃ କମିସନଙ୍କ ବିରୋଧରେ ହତ୍ୟା ମାମଲା କରାଯିବା ଉଚିତ ।”

ଘରେ ଥିଲେ ବି ପିନ୍ଧିବାକୁ ପଡିବ ମାସ୍କ । ଦ୍ୱିତୀୟ ଲହରୀ ବ୍ୟାପକ ରୂପ ନେବା ପରେ ଡକ୍ଟର ଭି.କେ ପଲଙ୍କ ସୂଚନା ।

କନକ ବ୍ୟୁରୋ: ଏଣିକି ଘରେ ଥିଲେ ବି ପିନ୍ଧିବାକୁ ପଡ଼ିବ ମାସ୍କ । ଦିନକୁ ଦିନ ଦେଶରେ କରୋନର ଦ୍ୱିତୀୟ ଲହରୀ ବ୍ୟାପକ ରୂପ ନେଉଥିବା ବେଳେ ଆଜି ନୀତି ଆୟୋଗର ସଦସ୍ୟ ଡକ୍ଟର ଭି.କେ ପଲ କହିଛନ୍ତି- ଘରେ ବି ମାସ୍କ ପିନ୍ଧିବା ଦରକାର । ଯଦି ଘରେ କେହି କରୋନା ରୋଗୀ ଅଛନ୍ତି, ତେବେ ତାଙ୍କଠାରୁ ସଙ୍ଗରୋଧରେ ରଖିବା ସହ ସେ ମାସ୍କ ପିନ୍ଧିବା ଜରୁରୀ । କେବଳ ସେତିକି ନୁହେଁ ସୁରକ୍ଷା ଦୃଷ୍ଟିରୁContinue reading “ଘରେ ଥିଲେ ବି ପିନ୍ଧିବାକୁ ପଡିବ ମାସ୍କ । ଦ୍ୱିତୀୟ ଲହରୀ ବ୍ୟାପକ ରୂପ ନେବା ପରେ ଡକ୍ଟର ଭି.କେ ପଲଙ୍କ ସୂଚନା ।”

ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୭୦୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୫୧, ସ୍ଥାନୀୟ ସଂକ୍ରମିତ ୫୫୭ । ରାଜଧାନୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ।

କନକ ବ୍ୟୁରୋ: ରାଜଧାନୀରୁ ଗତ ୨୪ ଘଂଟା ଭିତରେ ଚିହ୍ନଟ ହେଲେ ୭୦୮ କରୋନା ପଜିଟିଭ୍ । ଯେଉଁ ଭିତରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୫୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୭୦୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୫୧, ସ୍ଥାନୀୟ ସଂକ୍ରମିତ ୫୫୭ । ରାଜଧାନୀରେ ସକ୍ରିୟContinue reading “ଭୁବନେଶ୍ୱରରୁ ଆଜି ଚିହ୍ନଟ ହେଲେ ୭୦୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୧୫୧, ସ୍ଥାନୀୟ ସଂକ୍ରମିତ ୫୫୭ । ରାଜଧାନୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ।”

କେତେ ସୁରକ୍ଷିତ ସାମୁଦ୍ରିକ ଉପକୂଳ? ଅଲିଭରିଡଲେ କଇଁଛଙ୍କ ଅଣ୍ଡା ଖାଉଛନ୍ତି କାଉ ।

କନକ ବ୍ୟୁରୋ: ସମୁଦ୍ର ମୁହାଁ ହେଉଛନ୍ତି ଅଲିଭରିଡଲେ ଶାବକ । କଇଁଛ ଶାବକ ସମୁଦ୍ରକୁ ଯିବାର ଦୃଶ୍ୟ ଯେତିକି ମନୋରମ ତାଠାରୁ ଅଧିକ ଚିନ୍ତାଜନକ ବେଳାଭୂମିରେ କାଉ, କଇଁଛ ଅଣ୍ଡା ଖାଇବାର ଦୃଶ୍ୟ । ନଭେମ୍ବର ମାସ ଠାରୁ ମେ’ ମାସ ପର୍ଯ୍ୟନ୍ତ କଇଁଛଙ୍କ ପ୍ରଜନନ ଋତୁ ରହିଥାଏ । ଏହି ସମୟରେ କଇଁଛମାନେ ଗଭୀର ସମୁଦ୍ରରୁ ଉପକୂଳକୁ ଆସି ଅଣ୍ଡାଦାନ କରି ଚାଲି ଯାଉଛନ୍ତି । ହେଲେ ସେମାନେ ଚାଲିଯିବା ପରେ କାଉଗୁଡିକ ଅଣ୍ଡାକୁ ଖାଇContinue reading “କେତେ ସୁରକ୍ଷିତ ସାମୁଦ୍ରିକ ଉପକୂଳ? ଅଲିଭରିଡଲେ କଇଁଛଙ୍କ ଅଣ୍ଡା ଖାଉଛନ୍ତି କାଉ ।”

ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ

କନକ ବ୍ୟୁରୋ :  ଦେଶରେ କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦେଶର ସ୍ଥିତି ବିଷୟରେ ଜଣାଇଛି। ଏହା ସହ ଟିକାକରଣକୁ ନେଇ ହେଉଥିବା ଗୁଜବକୁ ବିଷୟରେ ମଧ୍ୟ ସ୍ପଷ୍ଟୀକରଣ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଗତ କିଛି ଦିନ ହେଲାଣି ଏକ ଖବର ଭାଇରାଲ ହେଉଛି ଯେ, ମାସିକଧର୍ମ ସମୟ‌ରେ ମହିଳାମାନେ କରୋନା ଟିକା ନେବା ଉଚିତ ନୁହେଁ। କିନ୍ତୁ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ଗୁଜବ ବୋଲିContinue reading “ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ”

Design a site like this with WordPress.com
Get started