କନକ ବ୍ୟୁରୋ: ସାବଧାନ ! ଠକ ମାତିଛନ୍ତି କଟକ ନିଆଳିରେ । ବ୍ୟାଙ୍କରେ ଲୋନ କରାଇ ଦେବାକୁ କହି ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି । ଆଉ ନିରୀହ ଲୋକଙ୍କ ଠାରୁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ହେଲେ ଚୋର ଘର ସବୁ ବେଳେ ଅନ୍ଧାର ନଥିବା ଭଳି ଠକକୁ ଧରି ପାନେ ଦେଇଛନ୍ତି ଗାଁ ଲୋକେ । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ନରହଣପୁର ଗାଁର ସୁରେଶ ରାଉତ, କଟର ନିଆଳିContinue reading “ସାବଧାନ ! ଠକ ମାତିଛନ୍ତି କଟକ ନିଆଳିରେ । ବ୍ୟାଙ୍କରେ ଲୋନ୍ କରାଇ ଦେବାକୁ କହି ଲୁଟୁଛନ୍ତି ହଜାର ହଜାର ଟଙ୍କା । ଏଭଳି ଜଣେ ଠକକୁ ଛେଚିଲେ ଗ୍ରାମବାସୀ ।”
Author Archives: Raghaba
କର୍ଣ୍ଣାଟକ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା କୋଭିଡ ଟିକା
କନକ ବ୍ୟୁରୋ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ରାଜ୍ୟର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ମାଗଣାରେ କୋଭିଡ ଟିକା ଦେବା ନେଇ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ପ୍ରଥମେ କେରେଳ , ହରିଆଣା, ଓଡିଶା, ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ନିଜ ନିଜ ରାଜ୍ୟରେ ନାଗରିକଙ୍କୁ ମାଗଣାରେ କୋଭିଡ ଟିକା ଦେବେ ବୋଲି ଘୋଷଣାContinue reading “କର୍ଣ୍ଣାଟକ ସରକାରଙ୍କ ବଡ ଘୋଷଣା । ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା କୋଭିଡ ଟିକା”
କରୋନା କାଳରେ ଗରିବଙ୍କ ଅନ୍ନଦାତା ସାଜିଛନ୍ତି ମହମ୍ମଦ କାସିମ । ଚିକେନ୍ ବ୍ୟବସାୟ କରି ମାଗଣାରେ ଦେଉଛନ୍ତି ଖାଇବା ।
କନକ ବ୍ୟୁରୋ: କରୋନା ବିଗାଡି ଦେଇଛି ସବୁ କିଛି । ଗରିବ ଲୋକଙ୍କ ଅବସ୍ଥା ସଙ୍ଗୀନ ହୋଇପଡିଛି । କାମ ଧନ୍ଦା ମିଳୁନି, ଅସହାୟ ହୋଇପଡିଛନ୍ତି ତଳ ଶ୍ରେଣୀର ଲୋକ । ଏପରି ସମୟରେ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଖୁଆଉଛନ୍ତି କଲ୍ୟାଣସିଂପୁରର ମହମ୍ମଦ କାସିମ । ଜଣେ ଗରିବ ହିଁ ବୁଝିପାରେ ଭୋକର ଜ୍ୱଳା କ’ଣ । କଲ୍ୟାଣସିଂପୁରର ମହମ୍ମ କାସିମ ନିଜେ ଗରିବ ଆଉ ଚିକେନ ବେପାର କରି ପରିବାର ଚଳାନ୍ତି । ଆଉContinue reading “କରୋନା କାଳରେ ଗରିବଙ୍କ ଅନ୍ନଦାତା ସାଜିଛନ୍ତି ମହମ୍ମଦ କାସିମ । ଚିକେନ୍ ବ୍ୟବସାୟ କରି ମାଗଣାରେ ଦେଉଛନ୍ତି ଖାଇବା ।”
ବୁର୍ଲାରେ ବିଗୁଡୁଛି କରୋନା ସ୍ଥିତି । ଶ୍ମଶାନ ପ୍ରସ୍ତୁତ କରୁଛି ସମ୍ବଲପୁର ପ୍ରଶାସନ । ଲୋକେ ଦେଖି ଛାନିଆ
କନକ ବ୍ୟୁରୋ : କୁଢ କୁଢ ଶବ । ମେଡିକାଲରୁ ଶ୍ମଶାନ ପର୍ଯ୍ୟନ୍ତ ଲମ୍ବା ଲାଇନ । କେଉଁଠି ଶବଦାହ ଚୁଲା ଜଳି ଜଳି ତରଳି ଯାଉଛି । ଏଭଳି ସ୍ଥିତି ଉପୁଜାଇଛି କିଲର କରୋନା ଭୂତାଣୁ । ଦିଲ୍ଲୀ, ଗୁଜୁରାଟ ଓ ବାରଣାସୀର ଏଭଳି ଚିତ୍ର ଦେଖି ଓଡିଶାରେ ବି ଚାଲିଲାଣି ଶ୍ମଶାନ ପ୍ରସ୍ତୁତି । ବିଶେଷ କରି କରୋନା ମହାମାରୀର ଦ୍ୱିତୀୟ ଲହରରେ ବିଶେଷ ପ୍ରଭାବିତ ହୋଇଛି ପଶ୍ଚିମ ଓଡିଶା । ଆଗକୁ ଯେଭଳିContinue reading “ବୁର୍ଲାରେ ବିଗୁଡୁଛି କରୋନା ସ୍ଥିତି । ଶ୍ମଶାନ ପ୍ରସ୍ତୁତ କରୁଛି ସମ୍ବଲପୁର ପ୍ରଶାସନ । ଲୋକେ ଦେଖି ଛାନିଆ”
ମହାବିପତ୍ତି ସାମ୍ନାରେ ଝାନସୀ ଭଳି ଛିଡା ହୋଇଛନ୍ତି ମାଆ ହେବାକୁ ଯାଉଥିବା ନାନସୀ । ୪ ମାସର ଗର୍ଭବତୀ ଥାଇ ରମଜାନ ଭିତରେ ବି କରୁଛନ୍ତି ରୋଗୀସେବା…
କନକ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା । ମହାମାରୀ ବେଳେ ଏ କଥାକୁ ସତ ପ୍ରମାଣିତ କରିଛନ୍ତି ଏ ନର୍ସ । ଏ ଫଟୋକୁ ଦେଖିଲେ ଆପଣ ପ୍ରଶ୍ନ ଉଠାଇପାରନ୍ତି, ସେବା କରିବା ତ ନର୍ସର କାମ, ଏଥିରେ ବଡ କଥା କଣ ? ଆଜ୍ଞା ହଁ, ଫଟୋରେ ସିନା ସେବା କରିବାର ଚିତ୍ର ସମସ୍ତେ ଦେଖୁଛନ୍ତି ହେଲେ ଫଟୋ ପଛରେ ଅଛି ମହିଳାଙ୍କ ବିରାଟ ଅବଦାନ ଯାହା ଶୁଣିଲେ ଆପଣ ବି ତାଙ୍କୁContinue reading “ମହାବିପତ୍ତି ସାମ୍ନାରେ ଝାନସୀ ଭଳି ଛିଡା ହୋଇଛନ୍ତି ମାଆ ହେବାକୁ ଯାଉଥିବା ନାନସୀ । ୪ ମାସର ଗର୍ଭବତୀ ଥାଇ ରମଜାନ ଭିତରେ ବି କରୁଛନ୍ତି ରୋଗୀସେବା…”
ଫୋନ କଲେ ଫ୍ରିରେ ମିଳୁଛି ଅକ୍ସିଜେନ । ହୋମକ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ ପହଞ୍ଚାଉଛି ଶିକ୍ ଏଡ୍ ।
କନକ ବ୍ୟୁରୋ: ଅକ୍ସିଜେନ ପହଞ୍ଚିବ, ଜୀବନ ବଞ୍ଚିବ । ମୃତ୍ୟୁ ମୁହଁରୁ ବଞ୍ଚିଯିବ ମଣିଷ । ଏମାନେ ଥାଉ ଥାଉ ଅକ୍ସିଜେନ ଅଭାବରେ କେହି ବୁଜିବେନି ଆଖି । ଅମ୍ଳଜାନ ପାଇଁ କେହି ହେବେନି ହଇରାଣ । ଫୋନ କରିବେ, ଅକ୍ସିଜେନ ପାଇବେ । ୧୫ ମିନିଟ୍ ଭିତରେ ଘରେ ପହଞ୍ଚିବ ଅକ୍ସିଜେନ ସିଲିଣ୍ଡର… ଅକ୍ସିଜେନ ଅଭାବରେ ସାରା ଦେଶର ରୋଗୀ ତ୍ରାହି ତ୍ରାହି ଡାକୁଥିବା ବେଳେ ଅସହାୟ ରୋଗୀଙ୍କଶ ମିଳୁନି ଅମ୍ଳଜାନ । ଆଉ ଏତିକିContinue reading “ଫୋନ କଲେ ଫ୍ରିରେ ମିଳୁଛି ଅକ୍ସିଜେନ । ହୋମକ୍ୱାରେଣ୍ଟାଇନ ଆକ୍ରାନ୍ତଙ୍କ ଘରେ ଅକ୍ସିଜେନ ପହଞ୍ଚାଉଛି ଶିକ୍ ଏଡ୍ ।”
କରୋନା ବିରୋଧରେ ଦ୍ୱିତୀୟ ଯୋଜନା ପାଇଁ ପ୍ରସ୍ତୁତ ରୁହ । ଦୈନିକ ୬ ଲକ୍ଷ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ମହଜୁଦ ରଖ
କନକ ବ୍ୟୁରୋ : ଏବେ ତ କରୋନା ସଂକ୍ରମଣର ଟ୍ରେଲର, ଆଗକୁ ପୁରା ସିନେମା ଆସୁଛି । ଆଗାମୀ ଦିନରେ ଦୈନିକ ସଂକ୍ରମଣ ୬ ଲକ୍ଷ ପାର କରିବ । ଏହାକୁ ସାମ୍ନା କରିବାକୁ ଦ୍ୱିତୀୟ ଯୋଜନା କର । ଦୈନିକ ସଂକ୍ରମଣ ୬ ଲକ୍ଷ ପାଇଁ ଅକ୍ସିଜେନ ମହଜୁଦ କର । ଏଭଳି କିଛି ସଂକେତ ଦେଇଛନ୍ତି ନୀତି ଆୟୋଗର ସଦସ୍ୟ ଡ. ବିକେ ପଲ । କହିରଖୁ କି ଠିକ୍ ୧୦ ମାସ ପୂର୍ବରୁContinue reading “କରୋନା ବିରୋଧରେ ଦ୍ୱିତୀୟ ଯୋଜନା ପାଇଁ ପ୍ରସ୍ତୁତ ରୁହ । ଦୈନିକ ୬ ଲକ୍ଷ ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ମହଜୁଦ ରଖ”
ସଂକ୍ରମିତଙ୍କ ମୃତ୍ୟୁ ପରେ କୋଭିଡ୍ ହସ୍ପିଟାଲରେ ମାରପିଟ୍ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ ।
କନକ ବ୍ୟୁରୋ: କୋଭିଡ ହସ୍ପିଟାଲରେ ମାରପିଟ । ଜଣେ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂପର୍କୀୟ କୋଭିଡ ହସ୍ପିଟାଲରେ ଜୋର ଜବରଦସ୍ତ ପଶି ଗଣ୍ଡଗୋଳ କରିଛନ୍ତି । ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ କାମଠନାରେ ଥିବା କୋଭିଡ ହସ୍ପିଟଲାରେ ଗତ ୨୩ ତାରିଖରେ ଏହି ଘଟଣା ଘଟିଥିବା ଜଣାପଡିଛି । ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟ କୋଭିଡ ହସ୍ପିଟାଲରେ ପଶି ହଙ୍ଗାମାContinue reading “ସଂକ୍ରମିତଙ୍କ ମୃତ୍ୟୁ ପରେ କୋଭିଡ୍ ହସ୍ପିଟାଲରେ ମାରପିଟ୍ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ ।”
ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଭରିଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ । ମେ ୧୬ ତାରିଖରେ ହେବ ମତଦାନ ।
କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ନେଇ ନୂଆ ପ୍ରାର୍ଥୀ ଚୟନ ପରେ ଆଜି କଂଗ୍ରେସର ନୂଆ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରକାଶଥାଉକି, ପିପିଲି ଉପନିର୍ବାଚନ ପାଇଁ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଥିବା ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିଲେ। କିନ୍ତୁ କୋଭିଡ ରୋଗ ପୀଡ଼ିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ସେବେଠାରୁ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ପରେ ନିର୍ବାଚନ କମିସନ ମେ ୧୩Continue reading “ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଭରିଲେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ । ମେ ୧୬ ତାରିଖରେ ହେବ ମତଦାନ ।”
ସଂକ୍ରମଣ ବଢିବାରୁ କର୍ଣ୍ଣାଟକରେ ଜାରି ହେଲା ଲକଡାଉନ୍ । ୧୪ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ।
କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ କର୍ଣ୍ଣାଟକରୁ ଆସିଛି ବଡ ଖବର । ସଂକ୍ରମଣକୁ ଆଖି ଆଗରେ ରଖି କର୍ଣ୍ଣାଟକ ମୁଖମନ୍ତ୍ରୀ ବିଏସ୍ ୟେଦୁରପ୍ପା କର୍ଣ୍ଣାଟକରେ ୧୪ ଦିନିଆ ସଂପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତାକାଲି ରାତିରୁ ପୂରା କର୍ଣ୍ଣାଟକରେ ଏହି ଲକଡାଉନ୍ ଆରମ୍ଭ ହୋଇ ଆଗାମୀ ୧୪ ଦିନ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ଲକଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିଛି । ଜରୁରୀକାଳୀନ ଜିନିଷପତ୍ରContinue reading “ସଂକ୍ରମଣ ବଢିବାରୁ କର୍ଣ୍ଣାଟକରେ ଜାରି ହେଲା ଲକଡାଉନ୍ । ୧୪ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ।”