ଭୀଷଣ ଝାଞ୍ଜି ପ୍ରବାହ ଆଶଙ୍କା : ୩ ଜିଲ୍ଲା ପାଇଁ ୟେଲୋ-ୱାର୍ଣ୍ଣିଂ ଜାରି; ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା

କନକ ବ୍ୟୁରୋ : ଭୀଷଣ ଝାଞ୍ଜି ପ୍ରବାହ ଆଶଙ୍କାରେ ଆଜି ରାଜ୍ୟର ୩ ଜିଲ୍ଲା ପାଇଁ ୟେଲୋ-ୱାର୍ଣ୍ଣିଂ ଜାରି କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା । ଜିଲ୍ଲାଗୁଡ଼ିକ ହେଲା, କଟକ, ଖୋର୍ଦ୍ଧା ଓ ନୟାଗଡ଼ । ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ମଧ୍ୟରେ ବିଶେଷକରି ଶିଶୁ, ବୟସ୍କ ଓ ରୋଗୀମାନଙ୍କୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅତ୍ୟାବଶ୍ୟକ କାମ ଥିଲେ ଖରାରୁ ରକ୍ଷା ପାଇବା ପାଇଁ ସମସ୍ତContinue reading “ଭୀଷଣ ଝାଞ୍ଜି ପ୍ରବାହ ଆଶଙ୍କା : ୩ ଜିଲ୍ଲା ପାଇଁ ୟେଲୋ-ୱାର୍ଣ୍ଣିଂ ଜାରି; ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା”

ସୁପରଓଭରରେ ବାଜି ମାରିଲା ଦିଲ୍ଲୀ । ୱାର୍ଣ୍ଣରବାହିନୀକୁ ପରାସ୍ତ କଲା ପନ୍ତବାହିନୀ ।

କନକ ବ୍ୟୁରୋ: ଆଜି ଏକ ରୋମାଂଚକର ମ୍ୟାଚର ସୁପରଓଭରରେ ହାଇଦ୍ରାବାଦକୁ ହରେଇଛି ଦିଲ୍ଲୀ । ଦୁଇ ଦଳ ଆଜି ସମାନ ସଂଖ୍ୟକ ୧୫୯ ରନ୍ କରିବା ପରେ ସୁପର ଓଭରରେ ଏହାର ଫଇସଲା ହୋଇଥିଲା । ଯେଉଁଥିରେ ଦିଲ୍ଲୀ ବିଜୟୀ ହୋଇଛି । ସୁପରଓଭରରେ ବାଜି ମାରିଲା ଦିଲ୍ଲୀ । ୱାର୍ଣ୍ଣରବାହିନୀକୁ ପରାସ୍ତ କଲା ପନ୍ତବାହିନୀ । #IPL2021 #SRHvDC pic.twitter.com/hTBbAVqTnX — Kanak News (@kanak_news) April 25, 2021 https://platform.twitter.com/widgets.js ଆଜି ଟସ୍ ଜିତିContinue reading “ସୁପରଓଭରରେ ବାଜି ମାରିଲା ଦିଲ୍ଲୀ । ୱାର୍ଣ୍ଣରବାହିନୀକୁ ପରାସ୍ତ କଲା ପନ୍ତବାହିନୀ ।”

ରାସ୍ତା କଡରେ ମନ ମୋହୁଛି ବେତ ତିଆରି ସାମଗ୍ରୀ । ଚେୟାରଠୁ ଆରମ୍ଭ କରି ବିଭିନ୍ନ କିସମର ସାମଗ୍ରୀ କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ ।

କନକ ବ୍ୟୁରୋ: ଅର୍ଥ ରୋଜଗାର ପାଇଁ ରହିଛି ଅନେକ ବାଟ । ଦେଶର ଯେକୌଣସି ସ୍ଥାନ ହେଉନା କାହିଁକି ନିଜ ଭିତରେ ଯଦି କଳା ଓ ଜ୍ଞାନ ରହିଛି ତାହା ହେଲେ ରୋଜଗାରର ବାଟ ମିଳିପାରିବ । ଏହାର ଉଦାହରଣ ହେଉଛି ଜୟପୁର ରାସ୍ତାକଡରେ ମେଲିଥିବା ବେତ ତିଆରି ସାମଗ୍ରୀର ପସରା । ଆନ୍ଧ୍ର ପ୍ରଦେଶର ନେଲୁର ଅଚଂଳରୁ ଆସି ଜୟପୁର ସହରର ରାସ୍ତା କଡରେ ବ୍ୟବସାୟ କରି ଭଲ ରୋଜଗାର କରୁଛନ୍ତି ରବି ନେଲୁର ।Continue reading “ରାସ୍ତା କଡରେ ମନ ମୋହୁଛି ବେତ ତିଆରି ସାମଗ୍ରୀ । ଚେୟାରଠୁ ଆରମ୍ଭ କରି ବିଭିନ୍ନ କିସମର ସାମଗ୍ରୀ କିଣିବାକୁ ଜମୁଛି ଗ୍ରାହକଙ୍କ ଭିଡ ।”

ଏଣିକି ମଧୁମେହ ରୋଗୀ ବି ଖାଇପାରିବେ ଭାତ । ଓଡିଶାରେ ସୁଗର ଫ୍ରି ଧାନ ଚାଷ କରୁଛନ୍ତି ଜଗତସିଂହପୁରର ଶରତଚନ୍ଦ୍ର ।

କନକ ବ୍ୟୁରୋ: ଏଣିକି ମଧୁମେହ ରୋଗୀ ହୁଅନ୍ତୁ ଅବା ଅନ୍ୟ ରୋଗରେ ପୀଡିତ ବ୍ୟକ୍ତି ଯେଉଁମାନଙ୍କୁ ଭାତ ଖାଇବା ନେଇ ବାରଣ ରହିଛି ସେମାନେ ବି ଭାତ ଖାଇପାରିବେ । କାରଣ ଓଡିଶାରେ ଏବେ ଚାଷ ହେଉଛି ସୁଗର ଫ୍ରି ଧାନ । ଆନ୍ଧ୍ରପ୍ରଦେଶରୁ ବିହନ ଆଣି ଏହି ଚାଷ କରଛନ୍ତି ଜଗତସିଂହପୁରର ଶରତଚନ୍ଦ୍ର ମହାପାତ୍ର । ଏହି ଧାନ ଚାଷକୁ ଏକ କମ୍ପାନୀ କିଣିବା ନେଇ ତାଙ୍କ ସହ କଥା ହୋଇଥିବା ବେଳେ ସହଯୋଗ ମିଳିଲେContinue reading “ଏଣିକି ମଧୁମେହ ରୋଗୀ ବି ଖାଇପାରିବେ ଭାତ । ଓଡିଶାରେ ସୁଗର ଫ୍ରି ଧାନ ଚାଷ କରୁଛନ୍ତି ଜଗତସିଂହପୁରର ଶରତଚନ୍ଦ୍ର ।”

ସାମନାକୁ ଆସୁଛି କରୋନାର କରୁଣ ଚିତ୍ର । ମହାମାରୀ ଉଜାଡି ଦେଉଛି ପରିବାର । ରାୟଗଡା ଗୁଣପୁରରେ ୨୪ ଘଂଟା ଭିତରେ ଭୂତାଣୁ ନେଲା ବାପା-ପୁଅଙ୍କ ଜୀବନ ।

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ଉଜାଡି ଦେଉଛି ପରିବାର । ରାୟଗଡା ଜିଲ୍ଲା ଗୁଣପୁର ସହରର କରୋନା ଆକ୍ରାନ୍ତ ବାପ-ପୁଅ ଡକାଡକି ହୋଇ ଚାଲିଗଲେ ଆରପାରିକୁ । ଜେକେ କୋଭିଡ କେୟାରରେ ଚିକିତ୍ସାଧିନ ଅବସ୍ଥାରେ ୨୪ ଘଂଟା ଭିତରେ ବାପା ଚନ୍ଦ୍ରଶେଖର ଓ ବାପୁ ସାହୁଙ୍କ ମୃତ୍ୟୁ ହୋଇଯାଇଛି । ଗୁରୁବାର ରାତିରେ ବାପା ଓ ଶକ୍ରବାର ରାତିରେ ପୁଅ ଆଖି ବୁଜିଛି । କୋଭିଡ ଗାଇଡଲାଇନ ଅନୁସାରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି ।Continue reading “ସାମନାକୁ ଆସୁଛି କରୋନାର କରୁଣ ଚିତ୍ର । ମହାମାରୀ ଉଜାଡି ଦେଉଛି ପରିବାର । ରାୟଗଡା ଗୁଣପୁରରେ ୨୪ ଘଂଟା ଭିତରେ ଭୂତାଣୁ ନେଲା ବାପା-ପୁଅଙ୍କ ଜୀବନ ।”

କରୋନା ଆକ୍ରାନ୍ତଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ । ରେନକୋର୍ଟ ପିନ୍ଧି ବାଇକରେ ବସି ହସ୍ପିଟାଲରେ ପହଞ୍ଚିଲେ ରୋଗୀ ।

କନକ ବ୍ୟୁରୋ: ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ରେନକୋର୍ଟ ପିନ୍ଧି ବାଇକ୍ରେ ବସି ମେଡିକାଲ ଗଲେ କରୋନା ଆକ୍ରାନ୍ତ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଂଚାୟତ ଇଛାପାଲି ଗାଁରେ ଦେଖିବାକୁ ମିଲିଛି ଏହି ଦୃଶ୍ୟ । ଇଛାପାଲି ଗାଁର ୨୭ବର୍ଷ ବୟସ୍କ ଦୁଷ୍ମନ୍ତ ପ୍ରଧାନ ଆଠ ଦିନ ପୂର୍ବେ କରୋନା ଆକ୍ରାନ୍ତ ହୋଇ ଘରେ ସଂଗରୋଧରେ ଥିଲେ । ହଠାତ୍ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସକୁContinue reading “କରୋନା ଆକ୍ରାନ୍ତଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ । ରେନକୋର୍ଟ ପିନ୍ଧି ବାଇକରେ ବସି ହସ୍ପିଟାଲରେ ପହଞ୍ଚିଲେ ରୋଗୀ ।”

ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଅଣମେଡିକାଲ କାମରେ ବ୍ୟବହାର ହୋଇପାରିବ ନାହିଁ ଅକ୍ସିଜେନ୍ ।

କନକ ବ୍ୟୁରୋ: ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଏଣିକି ଅକ୍ସିଜେନ କୌଣସି ଅଣମେଡିକାଲ କାମରେ ବ୍ୟବହାର ହୋଇପାରିବ ନାହିଁ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଚିଠି ଲେଖି ଜଣାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । କେନ୍ଦ୍ର ଗୃହମନ୍ତ୍ରାଳୟର ଏହି ନିଷ୍ପତି ତୁରନ୍ତ ଲାଗୁ ହେବ । ଲିକ୍ୟୁଇଡ ଅକ୍ସିଜେନ ଏବଂ ମହଜୁଦ ଥିବା ସମସ୍ତ ଅକ୍ସିଜେନ କେବଳ ଚିକିତ୍ସା ସେବାରେ ବ୍ୟବହାର ହେବ । କରୋନା ସଂକ୍ରମଣContinue reading “ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଅଣମେଡିକାଲ କାମରେ ବ୍ୟବହାର ହୋଇପାରିବ ନାହିଁ ଅକ୍ସିଜେନ୍ ।”

କୋଭିଡ୍ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ଚିଠି ଲେଖିଲେ ରାଜ୍ୟ ସରକାର । ୩ କୋଟି ୭୭ ଲକ୍ଷ ଡୋଜ୍ ଦେବା ପାଇଁ ଚିଠି ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ପରେ କୋଭିସିଲଡ ଟିକା ଯୋଗାଇ ଦେବାନେଇ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ ସର୍ତ୍ତ ନିୟମ ରହିଛି ସେନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୩କୋଟି ୭୭ଲକ୍ଷ ଡୋଜ ଟିକାContinue reading “କୋଭିଡ୍ ଟିକା ପାଇଁ ସେରମ ଇନଷ୍ଟିଚ୍ୟୁଟକୁ ଚିଠି ଲେଖିଲେ ରାଜ୍ୟ ସରକାର । ୩ କୋଟି ୭୭ ଲକ୍ଷ ଡୋଜ୍ ଦେବା ପାଇଁ ଚିଠି ।”

ସ୍ଥିର ରହିପାରେ କି ଓଡ଼ିଶା ସଂକ୍ରମଣ । ୪ ଦିନ ଧରି ୬ରୁ ସାଢ଼େ ୬ ହଜାର ଭିତରେ ରହୁଛି ପଜିଟିଭ୍ ମାମଲା ।

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମେ ୩ ହଜାର , ପରେ ୪ ହଜାର ଏବଂ ହଠାତ ୬ ହଜାର ଉପରକୁ ଡେଇଁଛି ସଂକ୍ରମଣ । କ୍ରମାଗତ ଭାବେ ୪ ଦିନ ଧରି ୬ ହଜାର ଉପରେ ରହିଛି ସଂକ୍ରମଣ । ଯଦି ଏପରି ସଂକ୍ରମଣ ହାର ଲାଗିରହେ , ତେବେ ଆଗାମୀ କିଛି ଦିନ ମଧ୍ୟରେ ସଂକ୍ରମଣ ସ୍ଥିର ହେଲା ବୋଲି କୁହାଯାଇପାରିବ । ଏହାରି ଭିତରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ଆଇସିୟୁ ବେଡContinue reading “ସ୍ଥିର ରହିପାରେ କି ଓଡ଼ିଶା ସଂକ୍ରମଣ । ୪ ଦିନ ଧରି ୬ରୁ ସାଢ଼େ ୬ ହଜାର ଭିତରେ ରହୁଛି ପଜିଟିଭ୍ ମାମଲା ।”

‘ହାତଯୋଡି କହୁଛି କରୋନା ନିୟମ ମାନନ୍ତୁ’ । ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ମାନିବାକୁ ହାତଯୋଡିଲେ ମୁଖ୍ୟମନ୍ତ୍ରୀ । କହିଲେ, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ।

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ମେ ପହିଲାରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପୂର୍ବରୁ ବଡ ଘୋଷଣା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ମେ ପହିଲାରୁ ରାଜ୍ୟରେ ଆରମ୍ଭ ହେଉଥିବା ସାବାଳକ ଟିକାକରଣକୁ ମୁଖ୍ୟମନ୍ତ୍ରୀ ମାଗଣା ବୋଲି ଘୋଷଣା କରିଛନ୍ତି । ଅର୍ଥାତ, ୧୮ ବର୍ଷରୁ ଅଧିକ ଯେକୌଣସି ବ୍ୟକ୍ତି ରାଜ୍ୟରେ ମାଗଣାରେ କୋଭିଡ୍ ଟିକା ନେଇପାରିବେ । ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସାରାContinue reading “‘ହାତଯୋଡି କହୁଛି କରୋନା ନିୟମ ମାନନ୍ତୁ’ । ରାଜ୍ୟବାସୀଙ୍କୁ କୋଭିଡ୍ ନିୟମ ମାନିବାକୁ ହାତଯୋଡିଲେ ମୁଖ୍ୟମନ୍ତ୍ରୀ । କହିଲେ, ପ୍ରତିଟି ଜୀବନ ମୋ ପାଇଁ ମୂଲ୍ୟବାନ ।”

Design a site like this with WordPress.com
Get started