କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣ ଭିତରେ ପୁରୀରୁ ଆସିଲା ବଡ ଖବର । କରୋନା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହକୁ ନେଇ ପ୍ରଶାସନର ନେଲା ବଡ ନିଷ୍ପତି । କୋଭିଡ୍ କାଳରେ ସ୍ୱର୍ଗଦ୍ୱାରରେ ଶବ ଦାହ ଉପରେ ଲଗାଯାଇଛି କଟକଣା । ବିଶେଷ କରି ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ ପଡିବ କରୋନାର ନେଗେଟିଭ୍ ସାର୍ଟିଫିକେଟ । ଏହା ସହିତ ଜିଲ୍ଲା ବାହାର ବ୍ୟକ୍ତିଙ୍କୁ ସ୍ୱର୍ଗଦ୍ୱାର ମନା କରାଯାଇଛି । ବର୍ତମାନContinue reading “କରୋନା କାଳରେ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ କଟକଣା । ପୁରୀ ଜିଲ୍ଲା ବାହାରୁ ଶବ ଆସିଲେ ଦେବାକୁ ପଡିବ କରୋନାର ନେଗେଟିଭ୍ ସାର୍ଟିଫିକେଟ ।”
Author Archives: Raghaba
ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର ।
କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି । ଲଢେଇରେ ମୁଖ୍ୟ ଅସ୍ତ୍ର ସାଜିଛି କରୋନା ଟିକା । ଏହି ଟିକାର ଦାମକୁ ନେଇ ଦେଶରେ ରାଜନୀତି ଚାଲିଥିବା ବେଳେ ଦେଶରେ ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ରରେ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କ ମାଗଣାରେ ଟିକା ଦିଆଯିବ ବୋଲି ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି କି ଏହାଦ୍ୱାରା ରାଜ୍ୟରେ ଦୃତଗତିରେ ଟିକାକରଣContinue reading “ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର ।”
ଇଂଜେକ୍ସନ ଅଭାବରୁ ବିଶାଖାପାଟଣାରେ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢେଇ କରୁଛନ୍ତି ବ୍ରହ୍ମପୁରର ପରିବାର । ଦୁଇ ଦିନ ଧରି ସିଡିଏମଓଙ୍କୁ ଅନୁରୋଧ ପରେ ବି ମିଳୁନି ଟୋସିଲିଜୁମାବ ଇଂଜେକ୍ସନ ।
କନକ ବ୍ୟୁରୋ: ଅକ୍ସିଜେନ ପରେ ଏବେ ଔଷଧ ଅଭାବ । ଇଂଜେକସନ ପାଇଁ ଅଟକିଛି ଜୀବନ । ଇଂଜେକସନ ଅଭାବରୁ ବିଶାଖାପାଟଣା ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ବ୍ରହ୍ମପୁରର ଗୋଟିଏ ପରିବାରର ୪ ଜଣ ସଦସ୍ୟ । ବ୍ରହ୍ମପୁର ଗାନ୍ଧିନଗର ନିବାସୀ ଉତ୍ତମ ନାୟକ, ତାଙ୍କର ୬୦ ବର୍ଷୀୟ ବାପା ଭଗବାନ ନାୟକ, ମା ସାବିତ୍ରୀ ନାୟକ ଓ ଭଉଣୀ ପ୍ରତିଭା କୋଭିଡ ଆକ୍ରାନ୍ତ ହୋଇ ବିଶାଖାପଟଣା ଇଣ୍ଡସ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତିContinue reading “ଇଂଜେକ୍ସନ ଅଭାବରୁ ବିଶାଖାପାଟଣାରେ ଘରୋଇ ହସ୍ପିଟାଲରେ ଜୀବନ ମରଣ ସହ ଲଢେଇ କରୁଛନ୍ତି ବ୍ରହ୍ମପୁରର ପରିବାର । ଦୁଇ ଦିନ ଧରି ସିଡିଏମଓଙ୍କୁ ଅନୁରୋଧ ପରେ ବି ମିଳୁନି ଟୋସିଲିଜୁମାବ ଇଂଜେକ୍ସନ ।”
ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ୨ ଲକ୍ଷ ଟଙ୍କାର ମୌଳିବ ବୀମା ସୁରକ୍ଷା ଦେବ ଶ୍ରୀମନ୍ଦିର ପ୍ରଶାସନ
କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ସେବାୟତ ମାନଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଘୋଷଣା କରିଛନ୍ତି । ପ୍ରଶାସନର ସୂଚନା ମୁତାବକ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା କରୁଥିବା ସମସ୍ତ ସେବାୟତଙ୍କୁ ୨ ଲକ୍ଷ ଟଙ୍କାର ମୌଳିକ ବୀମା ସୁବିଧା ଯୋଗାଇ ଦିଆଯିବ । ଏନେଇ ବୀମା କମ୍ପାନୀ ସହ ଆଲୋଚନା ହୋଇଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟ ବୀମା । ୨ ଲକ୍ଷ ଟଙ୍କାର ମୌଳିକ ବୀମାContinue reading “ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା । ୨ ଲକ୍ଷ ଟଙ୍କାର ମୌଳିବ ବୀମା ସୁରକ୍ଷା ଦେବ ଶ୍ରୀମନ୍ଦିର ପ୍ରଶାସନ”
କୋଲକାତାରେ କରୋନା ଟ୍ରିପିଲ ମ୍ୟୁଟାଂଟର ସାଂଘାତିକ ପ୍ରଭାବ । ପ୍ରତି ଦୁଇ ଜଣଙ୍କ ନମୁନା ପରୀକ୍ଷାରୁ ଜଣେ ଚିହ୍ନଟ ହେଉଛନ୍ତି ପଜିଟିଭ୍ ।
କନକ ବ୍ୟୁରୋ: କୋଲାକାତାରେ କରୋନା ଟ୍ରିପୁଲ ମ୍ୟୁଟାଂଟ୍ର ସାଂଘାତିକ ପ୍ରଭାବ । ଆରଟିପିସିଆର ଟେଷ୍ଟ ହେଉଥିବା ପ୍ରତି ଦୁଇ ଜଣରେ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ । ଏପ୍ରିଲ ଆରମ୍ଭରୁ ପ୍ରତି ୨୦ ଜଣରେ ଜଣେ ପଜିଟିଭ ଚିହ୍ନଟ ହେଉଥିଲେ । ଏବେ ଏହା ୧୦ ଗୁଣା ବୃଦ୍ଧି ପାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କେବଳ କୋଲକାତାରେ ପଜିଟିଭିଟି ରେଟ୍ ୪୫ରୁ ୫୫ ପ୍ରତିଶତ ରହିଛି । ସେହିପରି ସାରା ପଶ୍ଚିମବଙ୍ଗରେ ପଜିଟିଭିଟିContinue reading “କୋଲକାତାରେ କରୋନା ଟ୍ରିପିଲ ମ୍ୟୁଟାଂଟର ସାଂଘାତିକ ପ୍ରଭାବ । ପ୍ରତି ଦୁଇ ଜଣଙ୍କ ନମୁନା ପରୀକ୍ଷାରୁ ଜଣେ ଚିହ୍ନଟ ହେଉଛନ୍ତି ପଜିଟିଭ୍ ।”
ଅକ୍ସିଜେନ ଯୋଗାଣକୁ ନେଇ ଆକ୍ଟିଭ୍ ମୋଡରେ ଭାରତୀୟ ବାୟୁସେନା । ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ପହଂଚାଇବ ଅକ୍ସିଜେନ
କନକ ବ୍ୟୁରୋ : ଦିଲ୍ଲୀ ପରେ ଭାରତୀୟ ବାୟୁସେନା ମହାରାଷ୍ଟ୍ର, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ଅକ୍ସିଜେନ୍ ନେଇଯିବ ବୋଲି ବାୟୁସେନାର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି। ଏହାପୂର୍ବରୁ ପଶ୍ଚିମବଙ୍ଗର ପାନଗଡ଼ରୁ ଗୁଜରାଟର ଜାମନଗର ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ‘ଫିଲିଙ୍ଗ୍ ଷ୍ଟେସନ୍’କୁ ଭାରତୀୟ ବାୟୁସେନାର ପରିବହନ ବିମାନ ବୃହଦ୍କାୟ ‘ଅକ୍ସିଜେନ୍ କଣ୍ଟେନର୍’ ନେଇ ଯାଇଥିଲା। ଏ ସଂକ୍ରାନ୍ତରେ ଅବଗତ ଥିବା ଜଣେ ବରିଷ୍ଠ ସେନା ଅଧିକାରୀଙ୍କ କହିବା ଅନୁସାରେ, ପରିବହନ ବିମାନ ‘ଏସି-୧୭ ଗ୍ଲୋବ୍ମାଷ୍ଟର୍-୩’ ଚାରିଟିContinue reading “ଅକ୍ସିଜେନ ଯୋଗାଣକୁ ନେଇ ଆକ୍ଟିଭ୍ ମୋଡରେ ଭାରତୀୟ ବାୟୁସେନା । ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ ପହଂଚାଇବ ଅକ୍ସିଜେନ”
ଆଇପିଏଲ ଲଢେଇ: ଟସ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ତେଣୁ ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର । ଏହି ମ୍ୟାଚ ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ । କାରଣ ଦୁଇ ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଏହି ମ୍ୟାଚରେ ଲଢିବେ । ଉଭୟ ଦଳ ଚଳିତ ଆଇପିଏଲରେContinue reading “ଆଇପିଏଲ ଲଢେଇ: ଟସ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ବାଙ୍ଗାଲୋର “
ସୁନ୍ଦରଗଡରେ ପୁଅକୁ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ପାଇଁ ବାପାର ଆକୁଳ ନିବେଦନ । ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ପାଇଁ ନୟାନ୍ତ ହେଲେ ବାପା ।
କନକ ବ୍ୟୁରୋ: କଥା କହୁ କହୁ ଆଖିରୁ ଝରି ପଡ଼ୁଛି ଲୁହ । କୋହ ସମ୍ଭାଳି ପାରୁନାହାନ୍ତି । ବାପ ମନ ବା ସମ୍ଭାଳିବ କେମିତି । ପୁଅ କରୋନା ଆକ୍ରାନ୍ତ ହୋଇ ଗୁରୁତର ଥିବା ବେଳେ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ ଡାକ୍ତର । ହେଲେ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ଖୋଜି ଖୋଜି ନୟାନ୍ତ ହେଲେଣି ବାପା । ପୁଅକୁ ନେବାକୁ ମିଳିନୁ ଆମ୍ବୁଲାନ୍ସ । ସହଯୋଗ ପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଥିଲେ ମଧ୍ୟContinue reading “ସୁନ୍ଦରଗଡରେ ପୁଅକୁ ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସ ପାଇଁ ବାପାର ଆକୁଳ ନିବେଦନ । ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ପାଇଁ ନୟାନ୍ତ ହେଲେ ବାପା ।”
ଦୂରହେବ ଅକ୍ସିଜେନ ଅଭାବ । ଦେଶର ନିର୍ମାଣ ହେବ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ । ବିନିଯୋଗ ହେବ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ
କନକ ବ୍ୟୁରୋ : ଦେଶରେ ଦୃତ ଗତିରେ ବଢୁଥିବା କରୋନା ସଂକ୍ରମଣ ଭିତରେ ଅକ୍ସିଜେନର ଅଭାବକୁ ନେଇ ଏବେ ଚାରିଆଡେ ହାହାକାର । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କେୟାର ଫଣ୍ଡରୁ ସାରା ଦେଶର ୫୫୧ ଟି ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବାକୁ ନିଷ୍ପତ୍ତି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ଖୁବଶୀଘ୍ର ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାମ ଆରମ୍ଭ କରାଯାଉ । ଫଳରେ ଜିଲ୍ଲାସ୍ତରରେ ଅକ୍ସିଜେନର ଆବଶ୍ୟକତା ପୁରଣ କରାଯାଇପାରିବContinue reading “ଦୂରହେବ ଅକ୍ସିଜେନ ଅଭାବ । ଦେଶର ନିର୍ମାଣ ହେବ ୫୫୧ଟି ଅକ୍ସିଜେନ ପ୍ଲାଣ୍ଟ । ବିନିଯୋଗ ହେବ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ”
ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ଧାନ କିଆରିରେ ପସି ନଷ୍ଟ କରିଦେଲେ ଏକର ଏକର ଫସଲ, ମୟୂରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳରେ ଲୋକେ ଆତଙ୍କିତ ।
କନକ ବ୍ୟୁରୋ: ଧାନ କିଆରିରେ ପସିଲେ ହାତୀପଲ । ଏକର ଏକର ପାଚିଲା ଧାନ କିଆରୀ ଭିତାର ହାତୀ ପଲ ପଶି ଧାନ ଚାଷ ନଷ୍ଟ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଆଉ ହାତୀପଲଙ୍କୁ ଘଉଡ଼େଇବାକୁ ଚେଷ୍ଟା କରୁଥିବା ଗାଁ ଲୋକଙ୍କୁ ମାରିବାକୁ ଗୋଡ଼ାଉଛନ୍ତି ହାତୀ ପଲ । ହାତୀ ଭୟରେ ଲୋକେ ଜୀବନ ବିକଳରେ ଚାଷ ଜମିରେ ଦୌଡ଼ୁଥିବାର ଦେଖିବାକୁ ମିଳିଛି । ମୟୂରଭଂଜ ରାସଗୋବିନ୍ଦପୁର ବ୍ଲକ ଆମରଦା ଅଂଚଳରୁ ଆସିଛି ହାତୀ ଉପଦ୍ରବରContinue reading “ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ଧାନ କିଆରିରେ ପସି ନଷ୍ଟ କରିଦେଲେ ଏକର ଏକର ଫସଲ, ମୟୂରଭଞ୍ଜ ରାସଗୋବିନ୍ଦପୁର ଅଞ୍ଚଳରେ ଲୋକେ ଆତଙ୍କିତ ।”