କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ ବର୍ଷରୁ ୪୫ ବର୍ଷର ଲୋକ ମାଗଣାରେ ନେବେ କୋଭିଡ୍ ଟିକା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଘୋଷଣା କରିଛନ୍ତି । ଏଥିସହିତ ଏହି ଟିକାକରଣ ପାଇଁ ରାଜ୍ୟ ସରକାର ମୋଟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସୂଚନା ଦେଇଛନ୍ତି । #ମାଗଣାରେ_ମିଳିବ_କରୋନା_ଟିକା ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ କରୋନା ଟିକା । ୧୮ରୁ ୪୫ ବର୍ଷରContinue reading “ରାଜ୍ୟବାସୀଙ୍କ ପାଇଁ ବଡ ଖବର । ୧୮ରୁ ୪୫ ବର୍ଷର ଲୋକଙ୍କ ପାଇଁ କୋଭିଡ୍ ଟିକା ମାଗଣା କଲେ ମୁଖ୍ୟମନ୍ତ୍ରୀ । ମେ ୧ ତାରିଖରୁ ଆରମ୍ଭ ହେଉଛି ସାବାଳକ ଟିକାକରଣ ।”
Author Archives: Raghaba
କରୋନା ଟିକାର ଦାମକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ରାଜ୍ୟରେ ମାଗଣା ଟିକା ଦେବା ଦାବି ଭିତରେ ଆରମ୍ଭ ହେଲା ବିତର୍କ ।
କନକ ବ୍ୟୁରୋ: ମହାମାରୀ କାଳରେ ଜୀବନ ରକ୍ଷା ପାଇଁ ଲୋକଙ୍କୁ ଟିକା ଦେବା ରାଷ୍ଟ୍ରର ଯେତେ ବଡ଼ ଦାୟିତ୍ୱ, ନିଜ ଖର୍ଚ୍ଚରେ ଟିକା କିଣି ନେଇପାରୁଥିବା ବ୍ୟକ୍ତି ଟିକା ନେଇ ରାଷ୍ଟ୍ରର ବୋଝକୁ କମାଇବା ମଧ୍ୟ ସେତେ ବଡ଼ କର୍ତବ୍ୟ । ଯେତେବେଳେ ଦେଶର ୧୦ରୁ ଅଧିକ ରାଜ୍ୟ ମାଗଣା ଟିକା ଦେବା ପାଇଁ ଘୋଷଣା କରିସାରିଛନ୍ତି, ଠିକ୍ ସେତେବେଳେ ଓଡ଼ିଶାରେ ଲୋକଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ନେଇ ଆରମ୍ଭ ହୋଇଛି ରାଜନୀତି । ଟିକାରContinue reading “କରୋନା ଟିକାର ଦାମକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ରାଜ୍ୟରେ ମାଗଣା ଟିକା ଦେବା ଦାବି ଭିତରେ ଆରମ୍ଭ ହେଲା ବିତର୍କ ।”
କରୋନା ନେଇ ଦେଶର ବଡ଼ ଡାକ୍ତରଙ୍କ ବଡ଼ ପରାମର୍ଶ । ମେଦାନ୍ତ ମୁଖ୍ୟ ନରେଶ ତ୍ରେହାନ କହିଲେ, ବାହାରକୁ ଗଲେ ପିନ୍ଧନ୍ତୁ ଡବଲ୍ ମାସ୍କ । ଘରକୁ ଫେରିଲେ ବଦଳାନ୍ତୁ ପୋଷାକ ।
କନକ ବ୍ୟୁରୋ: କରୋନା ଭୂତାଣୁକୁ ନେଇ ସାଧାରଣ ଲୋକଙ୍କ ସନ୍ଦେହ ଦୂର ପାଇଁ ବିଭିନ୍ନ ପ୍ରଶ୍ନ ଉପରେ ଆଲୋଚନା କରିଛନ୍ତି ଦେଶର ବରିଷ୍ଠ ଚିକିତ୍ସକ । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡକ୍ଟର ନରେଶ ତ୍ରେହାନ, ଏମ୍ସର ଔଷଧ ବିଭାଗ ମୁଖ୍ୟ ଡକ୍ଟର ନବନୀତ ୱିଗ ଓ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶ ଡାକ୍ତର ସୁନୀଲ କୁମାର । ଏହି ଅବସରରେ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ନରେଶ କେତୋଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।Continue reading “କରୋନା ନେଇ ଦେଶର ବଡ଼ ଡାକ୍ତରଙ୍କ ବଡ଼ ପରାମର୍ଶ । ମେଦାନ୍ତ ମୁଖ୍ୟ ନରେଶ ତ୍ରେହାନ କହିଲେ, ବାହାରକୁ ଗଲେ ପିନ୍ଧନ୍ତୁ ଡବଲ୍ ମାସ୍କ । ଘରକୁ ଫେରିଲେ ବଦଳାନ୍ତୁ ପୋଷାକ ।”
ଚିନ୍ତା ବଢ଼ାଉଛି ପଡୋଶୀ ପଶ୍ଚିମବଙ୍ଗ । ବିଶେଷଜ୍ଞ କହିଲେ ଟ୍ରିପଲ ମ୍ୟୁଟାଂଟ ଯୋଗୁଁ ହେଉଛି ଦ୍ରୁତ ସଂକ୍ରମଣ ।
କନକ ବ୍ୟୁରୋ: ପଶ୍ଚିମବଙ୍ଗ ନିର୍ବାଚନ ରାଲିରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖି ଯେଉଁ ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ଏବେ ସତ ହେଲା ଭଳି ଲାଗୁଛି । ନିଆଁ ଭଳି ମାଡୁଛି କରୋନା । ଏପ୍ରିଲ ପହିଲାରେ ଯେଉଁ ସ୍ଥିତି ଥିଲା, ୨୪ ଦିନ ଭିତରେ ପୂରା ସ୍ଥିତି ବଦଳି ଯାଇଛି । ଟେଷ୍ଟ-ପଜିଟିଭ୍ ହାର ଯେଉଁ ବେଗରେ ବଢ଼ୁଛି, ତାହା ସମସ୍ତଙ୍କ ନିଦ ହଜାଇ ଦେଇଛି । ଚିନ୍ତା ବଢ଼ାଉଛି ପଡ଼ୋଶୀ ପଶ୍ଚିମବଙ୍ଗ କୋଲକାତାରେContinue reading “ଚିନ୍ତା ବଢ଼ାଉଛି ପଡୋଶୀ ପଶ୍ଚିମବଙ୍ଗ । ବିଶେଷଜ୍ଞ କହିଲେ ଟ୍ରିପଲ ମ୍ୟୁଟାଂଟ ଯୋଗୁଁ ହେଉଛି ଦ୍ରୁତ ସଂକ୍ରମଣ ।”
ବାଙ୍ଗାଲୋର ବିଜୟ ଧାରାରେ ବ୍ରେକ୍ ଦେଲା ଚେନ୍ନାଇ । ୬୯ ରନରେ ମ୍ୟାଚ୍ ଜିତିଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ସିଏସକେ ।
କନକ ବ୍ୟୁରୋ: ଆଜି ଆଇପିଏଲରେ ବାଙ୍ଗାଲୋରକୁ ହରାଇ ଚମକପ୍ରଦ ବିଜୟ ହାସଲ କରିଛି ଚେନ୍ନାଇ । ଧୋନୀବାହିନୀ ବାଙ୍ଗାଲୋରକୁ ୧୨୨ ରନରେ ଅଟକାଇବା ସହିତ ୬୯ ରନରେ ମ୍ୟାଚକୁ ଜିିତି ନେଇଛି । ଏଥିସହ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ମଧ୍ୟ ଫେରିଛି । ଆଜି ଟସ୍ ଜିତି ଚେନ୍ନାଇ ଅଧିନାୟକ ଧୋନୀ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହାକୁ ସଠିକ୍ ସାବ୍ୟସ୍ତ କରିଥିଲେ ଦଳର ବ୍ୟାଟ୍ସମ୍ୟାନମାନେ । ଦୁଇ ଓପନର ଗାଏକ୍ୱାଡ୍Continue reading “ବାଙ୍ଗାଲୋର ବିଜୟ ଧାରାରେ ବ୍ରେକ୍ ଦେଲା ଚେନ୍ନାଇ । ୬୯ ରନରେ ମ୍ୟାଚ୍ ଜିତିଲା ଧୋନୀବାହିନୀ । ପଏଣ୍ଟ ଟେବୁଲ ଶୀର୍ଷରେ ସିଏସକେ ।”
ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା ।
କନକ ବ୍ୟୁରୋ: ବଢୁଥିବା ସଂକ୍ରମଣ ଭିତରେ ଆଜି ରାଜ୍ୟବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାତି ୮ଟାରେ ନବୀନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ଏହି ସମୟରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତି । ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସମ୍ପର୍କରେ କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା । @Naveen_Odisha #Odisha pic.twitter.com/c4ktjOAblP — Kanak News (@kanak_news) AprilContinue reading “ଆଜି ରାତି ୮ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋଭିଡ୍ ସ୍ଥିତି ନେଇ କରିପାରନ୍ତି ଗୁରୁତ୍ୱପୂର୍ଣ୍ଣ ଘୋଷଣା ।”
ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୮୩ ପଜିଟିଭ୍ । କ୍ୱାରେଣ୍ଟାଇନରୁ ଚିହ୍ନଟ ହେଲେ ୧୦୭, ଲୋକାଲ୍ କେସ୍ ୫୭୬ ।
କନକ ବ୍ୟୁରୋ: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୮୩ କୋଭିଡ୍ ପଜିଟିଭ୍ । ଯେଉଁଥିରୁ ୧୦୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୫୭୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ତେବେ ଗୋଟିଏ ଦିନରେ ରାଜଧାନୀରୁ ଏତେ ସଂଖ୍ୟାରେ ଲୋକାଲ୍ କେସ୍ ଚିହ୍ନଟ ହେବା ବିଏମସି ପାଇଁ ଚିନ୍ତା ବଢାଇଛି । Update on newly detected #COVID19 cases in the last 24 hrs underContinue reading “ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୮୩ ପଜିଟିଭ୍ । କ୍ୱାରେଣ୍ଟାଇନରୁ ଚିହ୍ନଟ ହେଲେ ୧୦୭, ଲୋକାଲ୍ କେସ୍ ୫୭୬ । “
ରାଜ୍ୟରେ ମାତିଛନ୍ତି ବାଘ ଛାଲ ଓ ହାତୀ ଦାନ୍ତ ବେପାରୀ । ନୟାଗଡ ଜିଲ୍ଲା ମହାନଦୀ ଅଂଚଳରେ ଏସଟିଏଫ୍ ଚଢାଉରେ ଦୁଇ ତସ୍କର ଗିରଫ ।
କନକ ବ୍ୟୁରୋ: ରାଜ୍ୟରେ ମାତିଛନ୍ତି ବାଘ ଛାଲ ଓ ହାତୀ ଦାନ୍ତ ବ୍ୟବସାୟୀ । ଏପରି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଏସଟିଏଫ୍ । ନୟାଗଡ ଜିଲ୍ଲା ମହାନଦୀ ତଟ ଅଂଚଳରୁ ଗୋଟିଏ ଚିତାବାଘ ଛାଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ତସ୍କରଙ୍କୁ ଗିରଫ କରାଯାଇଛି । ଏହି ଜବତ ଛାଲ ଓ ହାତୀ ଦାନ୍ତକୁ ଅଧିକ ପରୀକ୍ଷା ପାଇଁ ଡେରାଡୁନ୍ ପଠାଯାଇଛି ।Continue reading “ରାଜ୍ୟରେ ମାତିଛନ୍ତି ବାଘ ଛାଲ ଓ ହାତୀ ଦାନ୍ତ ବେପାରୀ । ନୟାଗଡ ଜିଲ୍ଲା ମହାନଦୀ ଅଂଚଳରେ ଏସଟିଏଫ୍ ଚଢାଉରେ ଦୁଇ ତସ୍କର ଗିରଫ ।”
ଦିଲ୍ଲୀରେ ଶବ ଦାହ ପାଇଁ ମଶାଣୀରେ ମିଳୁନି ଜାଗା । ପାର୍କରେ ମଶାଣୀ ତିଆରି କରୁଛନ୍ତି ଦିଲ୍ଲୀ ସରକାର ।
କନକ ବ୍ୟୁରୋ : ଦିଲ୍ଲୀରେ ରେର୍କଡ ସ୍ତରରେ ପହଁଚିଲାଣି ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହାରି ଭିତରେ ଏକ ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି । ବର୍ତମାନ ଅନ୍ତିମ ସଂସ୍କାର ପାଇଁ ମଶାଣିରେ ଶବ ଦାହ ପାଇଁ ମିଳୁନି ଜାଗା । ଯଦି କେଉଁଠି ଜାଗା ଖଣ୍ଡେ ଅଛି ତେବେ ଏହା ପାଇଁ ମୃତକଙ୍କ ସମ୍ପକୀୟଙ୍କୁ ଦୀର୍ଘ ଘଂଟା ଧରି ଶ୍ମଶାନ ବାହାରେ ଅପେକ୍ଷା କରିବାକୁ ପଡୁଛି । କହିବାକୁ ଗଲେ ଶ୍ମଶାନରେ ଶବକୁContinue reading “ଦିଲ୍ଲୀରେ ଶବ ଦାହ ପାଇଁ ମଶାଣୀରେ ମିଳୁନି ଜାଗା । ପାର୍କରେ ମଶାଣୀ ତିଆରି କରୁଛନ୍ତି ଦିଲ୍ଲୀ ସରକାର ।”
ପ୍ରଥମ ଇଂନିସରେ ଚେନ୍ନାଇର ସ୍କୋର ୧୯୧ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୯୨ । ରବୀନ୍ଦ୍ର ଜାଡେଜାଙ୍କ ଦମଦାର ୬୨ ରନ୍ ।
କନକ ବ୍ୟୁରୋ: ଆଜି ଏକ ରୋମାଂଚକର ମ୍ୟାଚରେ ଆରସିବି ବୋଲିଂକୁ ଟକ୍କର ଦେଇଛି ଚେନ୍ନାଇ ବ୍ୟାଟିଂ । ଧୋନୀବାହିନୀ ଆଜିର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିବା ସହିତ କୋହଲିବାହିନୀକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମ୍ୟାଚରେ ଜାଡେଜା ଧୂଆଁଧାର ୬୨ ରନର ଇଂନିସ ଖେଳିଛନ୍ତି । ପ୍ରଥମ ଇଂନିସରେ ଚେନ୍ନାଇର ସ୍କୋର ୧୯୧ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୯୨ ।Continue reading “ପ୍ରଥମ ଇଂନିସରେ ଚେନ୍ନାଇର ସ୍କୋର ୧୯୧ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୯୨ । ରବୀନ୍ଦ୍ର ଜାଡେଜାଙ୍କ ଦମଦାର ୬୨ ରନ୍ । “