କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ କିପରି ଏହାକୁ ନିୟନ୍ତ୍ରଣକୁ କରାଯିବ, ଏ ନେଇ ପରାମର୍ଶ ଦେଇଛନ୍ତି ଖ୍ୟାତନାମା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ନୂଆ ପ୍ରଜାତିର ଭୂତାଣୁ ଅଧିଳ ସଂକ୍ରମକ, ହେଲେ ସମସ୍ତଙ୍କୁ ଡାକ୍ତରଖାନା ଯିବା ଆବଶ୍ୟକ ନାହିଁ । ଭୟଭୀତ ହୋଇ ଲୋକ ହସପିଟାଲ୍କୁ ଆସୁଥିବାରୁ ହସପିଟାଲ ଉପରେ ଚାପ ବଢୁଛି ଏବଂ ଏହା ବିଭ୍ରାଟ ସୃଷ୍ଟି କରୁଛି । ଏଥିପାଇଁ କର୍ପୋରେଟ୍Continue reading “ପ୍ରଭାବଶାଳୀ ଲୋକଙ୍କ କବଜାରେ ରହି ଯାଉଛି କି ହସ୍ପିଟାଲ ବେଡ୍ । ବିଶେଷଜ୍ଞ ଡାକ୍ତର କହିଲେ, ହସ୍ପିଟାଲରେ ପକାନଯାଉ ଅଯଥା ଚାପ, ଗୁରୁତର ରୋଗୀଙ୍କର ହେଉ ହସ୍ପିଟାଲରେ ଚିକିତ୍ସା ।”
Author Archives: Raghaba
ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟିନ କଟକଣାରେ ସାମାନ୍ୟ ପରିବର୍ତ୍ତନ । ଟିକା ପ୍ରମାଣପତ୍ର ଥିଲେ ୭ ଦିନ ପାଇଁ ସଙ୍ଗରୋଧ । ପୂର୍ବରୁ ୧୪ ଦିନ ସଙ୍ଗରୋଧ ପାଇଁ ଥିଲା ନିର୍ଦ୍ଦେଶ ।
କନକ ବ୍ୟୁରୋ: ବେଙ୍ଗଲ ଫେରନ୍ତା ପାଇଁ ଜାରି କରାଯାଇଥିବା କ୍ୱାରେଣ୍ଟିନ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । କୌଣସି ବ୍ୟକ୍ତି ପଶ୍ଚିମବଙ୍ଗରୁ ଓଡିଶା ଫେରୁଥିଲେ ଯଦି ତାଙ୍କ ପାଖରେ କରୋନା ଟିକା ନେଇଥିବାର ପ୍ରମାଣପତ୍ର ଥିବ ତେବେ ତାଙ୍କୁ ୧୪ ଦିନ ନୁହେଁ ବରଂ ୭ ଦିନ ପାଇଁ ସଙ୍ଗରୋଧରେ ରହିବାକୁ ପଡିବ । ଏନେଇ ଆଜି ଏକ ନୂଆ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବିଜ୍ଞପ୍ତିରେ ଥିବାContinue reading “ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କ୍ବାରେଣ୍ଟିନ କଟକଣାରେ ସାମାନ୍ୟ ପରିବର୍ତ୍ତନ । ଟିକା ପ୍ରମାଣପତ୍ର ଥିଲେ ୭ ଦିନ ପାଇଁ ସଙ୍ଗରୋଧ । ପୂର୍ବରୁ ୧୪ ଦିନ ସଙ୍ଗରୋଧ ପାଇଁ ଥିଲା ନିର୍ଦ୍ଦେଶ ।”
ଆଜିଠାରୁ ବନ୍ଦ ରହିଲା ଜଗା ଦର୍ଶନ । ମେ ୧୫ ତାରିଖ ଯାଏଁ ସାଧାରଣ ଦର୍ଶନ ଉପରେ କଟକଣା ।
କନକ ବ୍ୟୁରୋ: ବନ୍ଦ ହେଲା ଜଗା ଦର୍ଶନ । ଆଜିଠାରୁ ମେ’ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନକୁ ବନ୍ଦ ରଖାଯାଇଛି । ବଢୁଥିବା ସଂକ୍ରମଣ ଭିତରେ ଅକ୍ଷୟ ତୃତୀୟା, ଚନ୍ଦନଯାତ୍ରା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । କରୋନାର ଦ୍ୱିତୀୟ ଲହରି ଏବଂ ବଢ଼ୁଥିବା ସଂଖ୍ୟାକୁ ନଜରରେ ରଖି ଜଗା ଦର୍ଶନ ପାଇଁ ଜାରି ହୋଇଥିବା ଏସଓପିରେ ପରିବର୍ତନ କରାଯାଇଛି । ଅନ୍ୟପଟେ ରଥଯାତ୍ରା ଭଳି ମହାନ ପରମ୍ପରାକୁ ଦୃ୍ଷ୍ଟିରେContinue reading “ଆଜିଠାରୁ ବନ୍ଦ ରହିଲା ଜଗା ଦର୍ଶନ । ମେ ୧୫ ତାରିଖ ଯାଏଁ ସାଧାରଣ ଦର୍ଶନ ଉପରେ କଟକଣା ।”
ଚିନ୍ତା ବଢାଇଲାଣି ଭୁବନେଶ୍ୱର । ଆଜି ଚିହ୍ନଟ ହେଲେ ୭୪୫ ପଜିଟିଭ୍ । ୧୪୭ ଜଣ କ୍ୱାରେଣ୍ଟିନରୁ, ୫୯୮ ଲୋକାଲ୍ କେସ୍ ।
କନକ ବ୍ୟୁରୋ: ରାଜଧାନୀର କରୋନା ରିପୋର୍ଟ ଏବେ ବିଏମସି ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ଟପିଥିବାବେଳେ ରାଜଧାନୀ ଭୁବନେଶ୍ୱରର ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢିବାକୁ ଲାଗିଛି । ଆଜି ଭୁବନେଶ୍ୱରରୁ ମୋଟ ୭୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେ ଭିତରୁ ୫୯୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମସି ରିପୋର୍ଟ ଦେଇଛି । ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୭୪୫ ପଜିଟିଭ୍ । ୧୪୭ ଜଣContinue reading “ଚିନ୍ତା ବଢାଇଲାଣି ଭୁବନେଶ୍ୱର । ଆଜି ଚିହ୍ନଟ ହେଲେ ୭୪୫ ପଜିଟିଭ୍ । ୧୪୭ ଜଣ କ୍ୱାରେଣ୍ଟିନରୁ, ୫୯୮ ଲୋକାଲ୍ କେସ୍ ।”
ଆଜି ଆଇପିଏଲରେ ରୟାଲ୍ସ-ନାଇଟ୍ ରାଇଡର୍ସ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିିବ କେକେଆର୍ ।
କନକ ବ୍ୟୁରୋ: ଆଜି ଆଇପିଏଲରେ ଖେଳାଯିବ ଏକ ରୋମାଂଚକର ମ୍ୟାଚ୍ । ଯେଉଁଥିରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ତେବେ ଟସ୍ ଜିତି ଏବେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ପ୍ରଥମେ ବ୍ୟାଟିଂ କରିବ କେକେଆର୍ । ଆଜି ଆଇପିଏଲରେ ରୟାଲ୍ସ-ନାଇଟ୍ ରାଇଡର୍ସ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିିବ କେକେଆର୍ ।Continue reading “ଆଜି ଆଇପିଏଲରେ ରୟାଲ୍ସ-ନାଇଟ୍ ରାଇଡର୍ସ ଭେଟାଭେଟି । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ । ପ୍ରଥମେ ବ୍ୟାଟିଂ କରିିବ କେକେଆର୍ ।”
ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’ । ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଆସନ୍ତାକାଲି ‘ମଞ୍ଜରୀ’ରେ
କନକ ବ୍ୟୁରୋ: ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଓଡ଼ିଆ ସିନେମା ‘ଚରିତ୍ର’ର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି ‘ମଞ୍ଜରୀ’ରେ । ଯେଉଁଥିରେ ଦର୍ଶକମାନେ ଏକ ଭିନ୍ନ ଧରଣର କାହାଣୀକୁ ଦେଖିବାକୁ ପାଇବେ । କୋରାପୁଟ ସହରକୁ ବଦଳି ହୋଇ ଆସନ୍ତି ସରକାରୀ ଅଫିସର ଅଭିଷେକ ପଟ୍ଟନାୟକ, ସାଥିରେ ନବବିବାହିତା ପତ୍ନୀ ମଧୁ । ନୂଆ କ୍ୱାର୍ଟରରେ ନିଜର ଜିନିଷ ପତ୍ର ସଜାଉ ସଜାଉ ମଧୁ ହାତରେ ପଡେ ଏକ ଡାଏରୀ । ସେଇ ଡାଏରୀର ପୃଷ୍ଠାରେ ଲେଖାContinue reading “ଓଡ଼ିଆ ସିନେମାରେ ଏକ ନୂଆ ସମ୍ଭାବନା ‘ଚରିତ୍ର’ । ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର ଆସନ୍ତାକାଲି ‘ମଞ୍ଜରୀ’ରେ”
କୋଭିଡ ଟିକାର ଦାମକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂରକଲା ସେରମ ଇନଷ୍ଟିଚ୍ୟୁଟ୍ । କହିଲା ବିଶ୍ୱ ଓ ଭାରତରେ ଟିକା ଦରକୁ ନେଇ ଭୁଲ ତୁଳନା କରାଯାଉଛି
କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଅଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । କରୋନା ବିରୋଧ ଲଢେଇରେ ମୁଖ୍ୟ ଅସ୍ତ୍ର କୁହାଯାଉଥିବା ଟିକାର ଦାମକୁ ନେଇ ଏପଟେ ଲାଗିରହିଛି ଦ୍ୱନ୍ଦ୍ୱ । ଏହି ଦ୍ୱନ୍ଦ୍ୱକୁ ଦୂର କରିବାକୁ ଆଜି ଟିକା ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ଏକ ସାମ୍ବାଦିକ ସମ୍ମିଳନୀ କରି ଟିକାର ଦାମକୁ ନଇ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ପ୍ରଥମେ କୋଭିସିଲ୍ଡର ଦାମ ବହୁତ କମContinue reading “କୋଭିଡ ଟିକାର ଦାମକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂରକଲା ସେରମ ଇନଷ୍ଟିଚ୍ୟୁଟ୍ । କହିଲା ବିଶ୍ୱ ଓ ଭାରତରେ ଟିକା ଦରକୁ ନେଇ ଭୁଲ ତୁଳନା କରାଯାଉଛି”
କୋଭିଡ୍ ହସ୍ପିଟାଲ ବୁଲିଲେ ଗଞ୍ଜାମ ଜିଲ୍ଲାପାଳ । ପ୍ରଥମ ଥର ପାଇଁ କୋଭିଡ୍ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଜୟ ଅମୃତ କୁଲାଙ୍ଗେ ।
କନକ ବ୍ୟୁରୋ: ଜିଲ୍ଲାପାଳ ବୁଲିଲେ କୋଭିଡ ହସ୍ପିଟାଲ । ପ୍ରଥମ ଥର ପାଇଁ କୋଭିଡ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଂଜାମ ଜିଲ୍ଲାପାଳ । ପିପିଇ କିଟ୍ ପିନ୍ଧି ଏମକେସିଜି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଗଂଜାମ ଜିଲ୍ଲା ପ୍ରଶାସନ । Collector Ganjam visited COVID hospital MKCG. Interacted with patients. Patients expressed satisfactionContinue reading “କୋଭିଡ୍ ହସ୍ପିଟାଲ ବୁଲିଲେ ଗଞ୍ଜାମ ଜିଲ୍ଲାପାଳ । ପ୍ରଥମ ଥର ପାଇଁ କୋଭିଡ୍ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଜୟ ଅମୃତ କୁଲାଙ୍ଗେ ।”
କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର ।
କନକ ବ୍ୟୁରୋ : ଦେଶରେ କରୋନା ଭ୍ୟାକ୍ସିନ,ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ସମସ୍ତ ଉପକରଣ ଉପରେ ୩ ମାସ ପାଇଁ ସୀମାଶୁଳ୍କ ଛାଡ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦେଶରେ ଦେଖାଦେଇଥିବା ଅକ୍ସିଜେନର ଅଭାବ ଓ ମେ ୧ ତାରିଖରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦେବାକୁ ଥିବା ଟିକାକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି । At the high-level meeting, keyContinue reading “କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର ।”
କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ ।
କନକ ବ୍ୟୁରୋ: ଦିଲ୍ଲୀରେ କରୋନା ରୋଗୀଙ୍କ ମୃତ୍ୟୁ ଓ ଅକ୍ସିଜେନ୍ ଅଭାବକୁ ନେଇ ଉଦବେଗ ପ୍ରକାଶ କଲେ ଦିଲ୍ଲୀ ହାଇକୋର୍ଟ । କୋର୍ଟ କହିଛନ୍ତି, ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କଲେ କ୍ଷମା ଦିଆଯିବ ନାହିଁ । କୌଣସି ଡାକ୍ତରଖାନାକୁ ଅକ୍ସିଜେନ୍ ଯୋଗାଣରେ ଯଦି କିଏ ବାଧା ସୃଷ୍ଟି କରେ ତେବେ ତାକୁ ଫାଶି ଦଣ୍ଡ ଦିଆଯାଇପାରେ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ବେଳକୁ ବେଳ ବିଗିଡି ଯାଉଛି ।Continue reading “କରୋନାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ ଦ୍ୱିତୀୟ ଲହର ନୁହେଁ ଏହା ସୁନାମୀ ।”