କରୋନା ଟିକା ଉପରୁ ହଟିଲା କଷ୍ଟମ ଡ୍ୟୁଟି । ୩ ମାସ ଯାଏଁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ କେନ୍ଦ୍ରର ନିଷ୍ପତ୍ତି । 

କନକ ବ୍ୟୁରୋ: କରୋନା ଟିକା ଉପରୁ ହଟିଲା କଷ୍ଟମ ଡ୍ୟୁଟି । ଏହାସହ ଅମ୍ଳଜାନ ଓ ଅମ୍ଳଜାନ ଉପକରଣ ଉପରୁ ମଧ୍ୟ କଷ୍ଟମ ଡ୍ୟୁଟି ହଟାଯାଇଛି । ଆସନ୍ତା ୩ ମାସ ଯାଏଁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ବର୍ତମାନ ସ୍ଥିତିରେ ଟିକା ଓ ଅକ୍ସିଜେନ୍ର ବହୁ ମାତ୍ରାରେ ଆବଶ୍ୟକତା ରହିଛି । ତେଣୁ ଲୋକଙ୍କ ପାଖରେ ଏହା କିଭଳି ସହଜରେ ପହଂଚି ପାରିବ ତାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତିContinue reading “କରୋନା ଟିକା ଉପରୁ ହଟିଲା କଷ୍ଟମ ଡ୍ୟୁଟି । ୩ ମାସ ଯାଏଁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ କେନ୍ଦ୍ରର ନିଷ୍ପତ୍ତି । “

କରୋନା ପାଇଁ ସାରା ଦେଶରେ ହାହାକାର । କରୋନା ରୋଗୀଙ୍କ ପାଇଁ ଅଭାବ ହେଉଛି ଅକ୍ସିଜେନ । ଜାଣନ୍ତୁ ରୋଗୀ କେତେ ଗୁରୁତର ହେଲେ ଦରକାର ହୋଇଥାଏ ଅକ୍ସିଜେନ?

କନକ ବ୍ୟୁରୋ: ଅକ୍ସିଜେନ ପାଇଁ ସାରା ଦେଶରେ ଏବେ ହାହାକାର । ଯେଉଁ ଭଳି ଭାବରେ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ତା ତୁଳନାରେ ଅକ୍ସିଜେନର ସଂଖ୍ୟା ଢେର କମ ରହିଛି । କହିବାକୁ ଗଲେ ହସ୍ପିଟାଲରେ ଏବେ ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ହେଲେ କାହିଁକି କରୋନା ରୋଗୀଙ୍କୁ ଏତେ ମାତ୍ରାରେ ଅକ୍ସିଜେନର ଆବଶ୍ୟକତା ରହିଛି । ଆଉ ରୋଗୀ କେତେ ଗୁରୁତର ହେଲେ ତାଙ୍କୁ ଅକ୍ସିଜେନ ଦରକାର ପଡିଥାଏ । ତେବେContinue reading “କରୋନା ପାଇଁ ସାରା ଦେଶରେ ହାହାକାର । କରୋନା ରୋଗୀଙ୍କ ପାଇଁ ଅଭାବ ହେଉଛି ଅକ୍ସିଜେନ । ଜାଣନ୍ତୁ ରୋଗୀ କେତେ ଗୁରୁତର ହେଲେ ଦରକାର ହୋଇଥାଏ ଅକ୍ସିଜେନ?”

କ୍ୟାନସର ପୀଡିତା ମହିଳାଙ୍କ ମୁହଁରେ ହସ ଟିକେ ପାଇଁ କେଶଦାନ କଲେ କଲେଜ ଛାତ୍ରୀ । ଚର୍ଚ୍ଚାରେ ଅନୁଗୁଳର ପୂଜାଲିନ…

କନକ ବ୍ୟୁରୋ: ସେ ଜାଣିଛନ୍ତି କର୍କଟରୋଗୀଙ୍କ କଷ୍ଟ କଣ ? ସେ ବୁଝିଛନ୍ତି ତାଙ୍କ ପରି ନାରୀଟିଏ କର୍କଟରେ କବଳିତ ହେଲା ପରେ କଣ ହରାଏ, କଣ ପାଏ ? କେଶ ହରାଇ କେମିତି ଲାଜର ଲୁହ ପିଇ ନାରୀଟିଏ ବଞ୍ଚେ ? ସେ ପରିସ୍ଥିତିକୁ ଆଖିବୁଜି ବୁଝିବା ପରେ ନିଜ ଅମୂଲ୍ୟ ସମ୍ପତିକୁ ଦାନ କରିଛନ୍ତି ପୂଜାଲିନ । କର୍କଟରୋଗୀଙ୍କ ପାଇଁ ନିଜ କେଶ କାଟି ଦାନ କରି ଦେଇଛନ୍ତି ଜଣେ କଲେଜ ଛାତ୍ରୀ ।Continue reading “କ୍ୟାନସର ପୀଡିତା ମହିଳାଙ୍କ ମୁହଁରେ ହସ ଟିକେ ପାଇଁ କେଶଦାନ କଲେ କଲେଜ ଛାତ୍ରୀ । ଚର୍ଚ୍ଚାରେ ଅନୁଗୁଳର ପୂଜାଲିନ…”

ଦିଲ୍ଲୀ ହାଇକୋର୍ଟଙ୍କ କଡା ଟିପ୍ପଣୀ, “ଏହା କୋଭିଡର ଲହର ନୁହେଁ ସୁନାମୀ, ଅକ୍ସିଜେନ ଯୋଗାଣ ଉପରେ ବାଧା ପହଂଚାଉଥିବା ଲୋକଙ୍କୁ ଆମେ ଫାଶୀରେ ଝୁଲାଇ ଦେବୁ” 

କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟ ଆଜି କହିଛନ୍ତି କି ଯଦି କେନ୍ଦ୍ର, ରାଜ୍ୟ କିମ୍ବା ସ୍ଥାନୀୟ ପ୍ରଶାସନର କୌଣସି ଅଧିକାରୀ ଅକ୍ସିଜେନ ଯୋଗାଣରେ ପ୍ରତିବନ୍ଧକ ସାଜନ୍ତି ତାହେଲେ କୋଟ ତାଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବେ । ଏନେଇ ଗଠିତ ଖଣ୍ଡପୀଠରେ ଜଷ୍ଟିସ ବିପିନ ସାଂଘୀ , ଜଷ୍ଟିସ ରେଖା ପଲ୍ଲୀ ମହାରାଜା ଉଗ୍ରେସନ ହସ୍ପିଟାଲର ଯାଚିକା ଉପରେ ଶୁଣାଣି କରି ମେଡିକାଲରେ ଅକ୍ସିଜେନର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । କୋର୍ଟ ଦିଲ୍ଲୀContinue reading “ଦିଲ୍ଲୀ ହାଇକୋର୍ଟଙ୍କ କଡା ଟିପ୍ପଣୀ, “ଏହା କୋଭିଡର ଲହର ନୁହେଁ ସୁନାମୀ, ଅକ୍ସିଜେନ ଯୋଗାଣ ଉପରେ ବାଧା ପହଂଚାଉଥିବା ଲୋକଙ୍କୁ ଆମେ ଫାଶୀରେ ଝୁଲାଇ ଦେବୁ” “

କରୋନା ମହାମାରୀ ମଧ୍ୟରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା ସହାୟତା । ୨ ଲକ୍ଷ ଲୋକ ହେବେ ଉପକୃତ

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର । ପଞ୍ଜିକୃତ ହୋଇଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେଜ୍ରିୱାଲ । ଦିଲ୍ଲୀରେ ମୋଟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ୨,୧୦,୬୮୪ । ସେମାନଙ୍କ ମଧ୍ୟରୁ ୧,୦୫,୭୫୦ ଜଣ ଶ୍ରମିକଙ୍କ ଖାତାକୁ ୫୨.୮୮ କୋଟି ଟଙ୍କା ପଠାଇ ଦିଆଯାଇଥିବା କଥା କୁହାଯାଇଛି । ବାକିଥିବା ଅନ୍ୟContinue reading “କରୋନା ମହାମାରୀ ମଧ୍ୟରେ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ପ୍ରତ୍ୟେକ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କା ସହାୟତା । ୨ ଲକ୍ଷ ଲୋକ ହେବେ ଉପକୃତ”

ଆଜି ବି ପିଚ୍, ପଡିଆ ଆଉ ଫ୍ୟାନ୍ସ ଖୋଜୁଛନ୍ତି ସଚିନ । ୪୮ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ।

କନକ ବ୍ୟୁରୋ: ସଚିନ,ମାଷ୍ଟର ବ୍ଲାଷ୍ଟର,ଗଡ ଅଫ୍ କ୍ରିକେଟ୍ – ବୋଧହୁଏ ଏହି ନାଁ ହିଁ କାଫି ତାଙ୍କୁ ଚିହ୍ନିବା ପାଇଁ ଓ ତାଙ୍କୁ ଜାଣିବା ପାଇଁ । ବିଶ୍ୱ କ୍ରିକେଟରେ ଯେତେବେଳେ ବି ସଚିନଙ୍କ ନାଁ ଉଠେ, ଆଖି ଆଗକୁ ଚାଲିଆସେ ସେହି ୫ ଫୁଟ୍ ୫ ଇଂଚର ମଣିଷ ଟିଏ, ଯେ ଦୀର୍ଘ ୨୩ ବର୍ଷ ୧୧ ମାସ ଧରି କ୍ରିକେଟ ଜଗତରେ ରାଜୁତି କରିବା ସହ  କରିଥିଲେ ୩୦ ହଜାରରୁ ଅଧିକ ଅନ୍ତର୍ଜାତୀୟ ରନ୍Continue reading “ଆଜି ବି ପିଚ୍, ପଡିଆ ଆଉ ଫ୍ୟାନ୍ସ ଖୋଜୁଛନ୍ତି ସଚିନ । ୪୮ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ।”

ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ : ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ

କନକ ବ୍ୟୁରୋ : ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଛି । ସେହିପରି ବତ୍ରା ହସ୍ପିଟାଲରେ ଏବେ ବି ଅକ୍ସିଜେନର ଘୋର ଅଭାବ ରହିଛି । ଅକ୍ସିଜେନ ଅଭାବକୁ ନେଇ ଦିଲ୍ଲୀ ହାଇକୋର୍ଟରେ ପହଂଚିଛି ଗୋଲ୍ଡେନ ହସ୍ପିଟାଲ । ଗଙ୍ଗାରାମ ହସ୍ପିଟାଲରେ ମାତ୍ର ୧ ଘଂଟା ପାଇଁ ଅକ୍ସିଜେନ ଉପଲବ୍ଧ ଥିବା କୁହାଯାଇଛି । କରୋନା ଆକ୍ରାନ୍ତଙ୍କୁ ସଂଜୀବନୀContinue reading “ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ : ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ”

ରାଜ୍ୟରେ ମହଜୁଦ ଅଛି କେତେ ଅକ୍ସିଜେନ ? ଦୈନିକ ଆବଶ୍ୟକ ୨୩. ୭୮ ମେଟ୍ରିକ ଟନ୍

କନକ ବ୍ୟୁରୋ : ଓଡିଶାରୁ ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଭିତରେ, ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ଆମ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମହଜୁଦ ଅଛି ତ ? ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କରୋନା ସ୍ଥିତି ଭଲ ଅଛି । ହେଲେ ପ୍ରତିଦିନ ଯେଭଳି ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଆଗକୁ ପରିସ୍ଥିତି ବିଗିଡିଲେ ଆମେ କେତେଦୂର ପ୍ରସ୍ତୁତ ? ଏଭଳି ସ୍ଥିତିରେ ଜାଣନ୍ତୁ ରାଜ୍ୟରେ କେତେ ପରିମାଣରେ ଅକ୍ସିଜେନ୍Continue reading “ରାଜ୍ୟରେ ମହଜୁଦ ଅଛି କେତେ ଅକ୍ସିଜେନ ? ଦୈନିକ ଆବଶ୍ୟକ ୨୩. ୭୮ ମେଟ୍ରିକ ଟନ୍”

ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଜଗା ଦର୍ଶନ : କରୋନା ସଂକ୍ରମଣକୁ ଆଖିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି

କନକ ବ୍ୟୁରୋ : କରୋନା ସଂକ୍ରମଣ ଦେଖି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମେ ୧୫ ଯାଏଁ ବନ୍ଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ଭକ୍ତଙ୍କ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି । ଟୁଇଟ କରି ଏହି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ । It was decided to review the evolving situation again on 06/ 05/ 2021. — Shree JagannathaContinue reading “ଆସନ୍ତା ମେ ୧୫ ତାରିଖ ଯାଏଁ ବନ୍ଦ ରହିବ ଜଗା ଦର୍ଶନ : କରୋନା ସଂକ୍ରମଣକୁ ଆଖିରେ ରଖି ଶ୍ରୀମନ୍ଦିର ପ୍ରଶାସନର ବଡ ନିଷ୍ପତ୍ତି”

ଦିଲ୍ଲୀ ପରେ ପଞ୍ଜାବରୁ ଆସିଲା କରୁଣ ଚିତ୍ର, ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରରୁ ୬ କରୋନା ରୋଗୀ ମୃତ , ସଂପର୍କୀୟଙ୍କ ହଙ୍ଗାମା

କନକ ବ୍ୟୁରୋ : ରୋଗ ଉପରେ ଭାରି ପଡୁଛି ଚିକିତ୍ସା । କରୋନା ସଂକ୍ରମିତଙ୍କ ଚିକିତ୍ସାରେ ମୁଖ୍ୟ ଅକ୍ସିଜେନର ଅଭାବ ଏବେ ରାଜ୍ୟ ପରେ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଦିଲ୍ଲୀର ଗୋଲଡେନ୍ ହସ୍ପିଟାଲ ପରେ ଏବେ ପଞ୍ଜାବର ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୬ ଜଣ କରୋନା ସଂକ୍ରମିତ ଜୀବନ ହରାଇଥିବା ଜଣାପଡିଛି । ମୃତ୍ୟୁର ସୂଚନା ପାଇବାରେ ମୃତକଙ୍କର ପରିବାର ଲୋକମାନେ ମେଡିକାଲ ବାହାରେ ହୋ ହାଲ୍ଲା କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତିContinue reading “ଦିଲ୍ଲୀ ପରେ ପଞ୍ଜାବରୁ ଆସିଲା କରୁଣ ଚିତ୍ର, ନୀଳକଣ୍ଠ ହସ୍ପିଟାଲରେ ଅକ୍ସିଜେନ ଅଭାବରରୁ ୬ କରୋନା ରୋଗୀ ମୃତ , ସଂପର୍କୀୟଙ୍କ ହଙ୍ଗାମା”

Design a site like this with WordPress.com
Get started