କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ ଘୋଷଣା । ରାଜ୍ୟ ମାନଙ୍କୁ ମାଗଣାରେ ଯୋଗାଇଦିଆଯିବ ଭ୍ୟାକ୍ସିନ୍

କନକ ବ୍ୟୁରୋ : ଶୁକ୍ରବାରଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି କି କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଦିଆଯାଉଥିବା ଭ୍ୟାକ୍ସିନ କିଣିବାକୁ ଭାରତ ସରକାରଙ୍କୁ ପ୍ରତି ଡୋଜକୁ ୧୫୦ ଟଙ୍କା ଦେବାକୁ ହେଉଛି । ଭାରତ ସରକାରଙ୍କ ଦ୍ୱାରା କିଣାଯାଉଥିବା ଟିକା ରାଜ୍ୟମାନଙ୍କୁ ପୂର୍ବଭଳି ମାଗଣାରେ ଯୋଗାଇ ଦିଆଯିବ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏବେ ଦେଶରେ କୋଭିସିଲ୍ଡ ଓ କରୋନା ଟିକାର ଡୋଜ ଦିଆଯାଉଛି । ଖୁବଶୀଘ୍ର ବିଦେଶୀ ଭ୍ୟାକ୍ସିନ ସ୍ପୁଟନିକ୍ ଭି ଭାରତକୁ ଆସିଯିବContinue reading “କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବଡ ଘୋଷଣା । ରାଜ୍ୟ ମାନଙ୍କୁ ମାଗଣାରେ ଯୋଗାଇଦିଆଯିବ ଭ୍ୟାକ୍ସିନ୍”

ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ବିଭିନ୍ନ ଜିଲ୍ଲାରେ ଚେକିଂ କଡାକଡି

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ । ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ ରହିବ । କଟକଣାକୁ ଜୋରଦାର କରିବା ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରୁଛି । ଆଜି ଓ ଆସନ୍ତାକାଲି ରାଜ୍ୟର ସବୁ ସହରାଂଚଳରେ ସଟଡାଉନ ନିୟମ ଲାଗୁ ରହିବ । ସୁନ୍ଦରଗଡ଼ ସଟ ଡାଉନ –  ସୁନ୍ଦରଗଡରେ ମଧ୍ୟ କାୟା ବିସ୍ତାର କରୁଛି କରୋନା । ଆଜି ସୁନ୍ଦରଗଡରୁ ୭୮୮ ଜଣ ଆକ୍ରାନ୍ତ ଚିହ୍ନଟContinue reading “ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ବିଭିନ୍ନ ଜିଲ୍ଲାରେ ଚେକିଂ କଡାକଡି”

ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ରାଜଧାନୀରେ ଲୋକଙ୍କୁ ନିୟମ ମାନି ଚଳିବାକୁ ସିପିଙ୍କ ଅପିଲ; କଟକରେ ପୋଲିସର ଫ୍ଲାଗମାର୍ଚ୍ଚ

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ । ସୋମବାର ସକାଳ ଯାଏଁ ଦୋକାନ ବଜାର ବନ୍ଦ ରହିବ । କଟକଣାକୁ ଜୋରଦାର କରିବା ପାଇଁ ପୋଲିସ କଡ଼ାକଡ଼ି ଚେକିଂ କରୁଛି । ଆଜି ଓ ଆସନ୍ତାକାଲି ରାଜ୍ୟର ସବୁ ସହରାଂଚଳରେ ସଟଡାଉନ ନିୟମ ଲାଗୁ ରହିବ । ଯାଜପୁର, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର, ଫୁଲବାଣୀ, ସୁନ୍ଦରଗଡରେ ସଡଡାଉନ୍ ନିୟମକୁ କଡାକଡି ପାଳନ କରାଯାଇଛି । ବାଲେଶ୍ୱରରେ ମଧ୍ୟ ପୋଲିସ କଡା ଚେକିଂContinue reading “ଆଜିଠାରୁ ରାଜ୍ୟର ସବୁ ସହରରେ ସପ୍ତାହାନ୍ତ ସଟଡାଉନ : ରାଜଧାନୀରେ ଲୋକଙ୍କୁ ନିୟମ ମାନି ଚଳିବାକୁ ସିପିଙ୍କ ଅପିଲ; କଟକରେ ପୋଲିସର ଫ୍ଲାଗମାର୍ଚ୍ଚ”

ଚମୋଲି ହିମସ୍କଳନ : ୮ ମୃତ, ୩୮୪ ଲୋକଙ୍କୁ ଉଦ୍ଧାର କଲା ସେନା । ଉଦ୍ଧାର କାର୍ଯ୍ୟ ଜାରୀ

କନକ ବ୍ୟୁରୋ : କରୋନା କାଳରେ ଉତ୍ତରାଖଣ୍ଡରେ ପୁଣି ଏକ ବିପଦ ଲୋକମାନଙ୍କୁ ଅସୁବିଧାରେ ପକାଇଛି । ଶୁକ୍ରବାର ଦିନ ଚମୋଲି ଜିଲ୍ଲାର ସୁମନା ଅଞ୍ଚଳରେ ହୋଇଥିବା ହିମସ୍କଳନରେ ଅନେକ ଲୋକ ଫସି ଯାଇଛନ୍ତି । ସେନା ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେନାର ସୂଚନା ମୁତାବକ ବର୍ତମାନ ପର୍ଯ୍ୟନ୍ତ ୩୮୪ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି ।Continue reading “ଚମୋଲି ହିମସ୍କଳନ : ୮ ମୃତ, ୩୮୪ ଲୋକଙ୍କୁ ଉଦ୍ଧାର କଲା ସେନା । ଉଦ୍ଧାର କାର୍ଯ୍ୟ ଜାରୀ”

କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ : ଜାଣନ୍ତୁ କାହିଁକି ଯୁବ ଓ ମଧ୍ୟ ବୟସ୍କ ହେଉଛନ୍ତି ଅଧିକ ଆକ୍ରାନ୍ତ ?

କନକ ବ୍ୟୁରୋ : କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଆକ୍ରାନ୍ତଙ୍କୁ ଅକ୍ସିଜେନର ଆବଶ୍ୟକତା ପଡୁଛି । ଆମ ରାଜ୍ୟରେ ମଧ୍ୟ ଗତ କିଛି ଦିନ ହେଲା ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ, ପ୍ରତିଦିନ କିଛି କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ତେବେ ଜାଣନ୍ତୁ କରୋନା ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜଟିଳ ରୋଗ ନଥାଇ କରୋନା ମୃତ୍ୟୁ ? ଲଗାତର ୩ ଦିନ ୬ ହଜାରରୁ ଅଧିକ ଆକ୍ରାନ୍ତ Continue reading “କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ : ଜାଣନ୍ତୁ କାହିଁକି ଯୁବ ଓ ମଧ୍ୟ ବୟସ୍କ ହେଉଛନ୍ତି ଅଧିକ ଆକ୍ରାନ୍ତ ?”

ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନ ପରେ ହାଇ ଆଲର୍ଟ ଜାରି : ଭାରତ ଚୀନ୍ ସୀମା ଚମୋଲି ନିକଟରେ ହୋଇଛି ହିମସ୍ଖଳନ; ୨ ମୃତ, ୮ ନିଖୋଜ, ୨୫୧ ଶ୍ରମିକ ଉଦ୍ଧାର

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଚମୋଲି ଗର୍‌ୱାଲ୍‌ ଜିଲ୍ଲା ଅନ୍ତର୍ଗତ ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳ ସୁମନା ଗାଁ ନିକଟରେ ‘ଗ୍ଲେସିଅର୍‌’ ଫାଟିବା ଘଟଣା । ଭାରତ ଚୀନ୍ ସୀମା ଚମୋଲି ନିକଟରେ ହୋଇଛି ହିମସ୍ଖଳନ; ୨ ମୃତ, ୮ ନିଖୋଜ, ୨୫୧ ଶ୍ରମିକ ଉଦ୍ଧାର । ତୁଷାର କ୍ଷେତ୍ର ବିସ୍ଫୋଟ ହେବାରୁ ସୁମ୍‌ନା ସେପାଖରେ ସୁମନା-ରିମଖିମ୍‌ ରାସ୍ତା ନିର୍ମାଣରେ ଲାଗିଥିବା ଶ୍ରମିକଙ୍କ ଉପରେ ଉପରେ ତୁଷାର ସ୍ରୋତ ଅଜାଡ଼ି ହୋଇ ପଡ଼ିଥିଲା । ଉତ୍ତରାଖଣ୍ଡ ସରକାର ଏContinue reading “ଉତ୍ତରାଖଣ୍ଡ ଭୟଙ୍କର ହିମସ୍ଖଳନ ପରେ ହାଇ ଆଲର୍ଟ ଜାରି : ଭାରତ ଚୀନ୍ ସୀମା ଚମୋଲି ନିକଟରେ ହୋଇଛି ହିମସ୍ଖଳନ; ୨ ମୃତ, ୮ ନିଖୋଜ, ୨୫୧ ଶ୍ରମିକ ଉଦ୍ଧାର”

ଆଜି ଓଡିଶା ଆସୁଛି ୧ ଲକ୍ଷ କରୋନା ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

କନକ ବ୍ୟୁରୋ : ରାଜ୍ୟକୁ ଆଜି ଆସିବ କୋଭିସିଲ୍ଡର ୧ଲକ୍ଷ ଡୋଜ । ଟିକା ଅଭାବ ଯୋଗୁଁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ କରାଯାଇଥିଲା । ଟିକା ଆସିଲେ ସ୍ୱାଭାବିକ ହେବ ଟିକାକରଣ । ରାଜ୍ୟରେ କୋଭିଡ ଟିକାକରଣ ଜାରି ରହିଛି । ବର୍ତମାନ ରାଜ୍ୟରେ ୧ ଲକ୍ଷ କୋଭିସିଲ୍ଡ ଟିକା ଥିବା ବେଳେ ଆଜି ୧ଲକ୍ଷ ଡୋଜ ଆସିବ ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୭୬୯ କେନ୍ଦ୍ରରେ ୧ଲକ୍ଷContinue reading “ଆଜି ଓଡିଶା ଆସୁଛି ୧ ଲକ୍ଷ କରୋନା ଟିକା : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା”

କରୋନା ସଂକ୍ରମଣକୁ ଦେଖି ଶ୍ରୀମନ୍ଦିର ପ୍ରବେଶ ନେଇ ଏସଓପିରେ ହୋଇପାରେ ପରିବର୍ତ୍ତନ : ଆଜି ବସିବ ଭର୍ଚୁଆଲ୍ ବୈଠକ

କନକ ବ୍ୟୁରୋ : କରୋନା କାଳରେ ଶ୍ରୀମନ୍ଦିରକୁ ନେଇ ଆଜି ଆସିପାରେ ବଡ ନିଷ୍ପତ୍ତି । କରୋନା ସଂକ୍ରମଣକୁ ଦେଖି ଶ୍ରୀମନ୍ଦିର ପ୍ରବେଶ ନେଇ ଏସଓପିରେ ହୋଇପାରେ ପରିବର୍ତ୍ତନ । ଏହି ସମ୍ପର୍କରେ ଆଜି ଭର୍ଚୁଆଲ୍ ବୈଠକରେ ନିଷ୍ପତ୍ତି ନିଆଯିବ । ବର୍ତ୍ତମାନ ଶ୍ରୀମନ୍ଦିରରେ ବାହାର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ୍ ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ଏଡାଇବାକୁ ସପ୍ତାହର ଶେଷ ଦୁଇ ଦିନ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି । ଆଗକୁ ସମସ୍ତ ଭକ୍ତଙ୍କContinue reading “କରୋନା ସଂକ୍ରମଣକୁ ଦେଖି ଶ୍ରୀମନ୍ଦିର ପ୍ରବେଶ ନେଇ ଏସଓପିରେ ହୋଇପାରେ ପରିବର୍ତ୍ତନ : ଆଜି ବସିବ ଭର୍ଚୁଆଲ୍ ବୈଠକ”

ରାଜ୍ୟରେ ମେ’ ଦ୍ୱିତୀୟ ସପ୍ତାହରେ ହ୍ରାସ ପାଇବ ସଂକ୍ରମଣ : ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା; ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ସ୍ଥିତି ଭଲ

କନକ ବ୍ୟୁରୋ : ରାଜ୍ୟକୁ ଆସୁଛି ୧ ଲକ୍ଷ କୋଭିସିଲଡ଼ ଟିକା । କୋଭିଡ ଟିକାକରଣ ଜାରୀରହିଛି । ୭୬୯ କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଦିଆଯାଇଛି । ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଟୀକାକରଣ ବନ୍ଦ ରହିଛି । ଟିକାକରଣ କେନ୍ଦ୍ରକୁ ଏହି ସମୟରେ ସାନିଟାଇଜ କରାଯିବ । ସୋମବାରରୁ ଶୁକ୍ରବାର ଅନବରତ ଭାବେContinue reading “ରାଜ୍ୟରେ ମେ’ ଦ୍ୱିତୀୟ ସପ୍ତାହରେ ହ୍ରାସ ପାଇବ ସଂକ୍ରମଣ : ଡିଏମଇଟି ସିବିକେ ମହାନ୍ତିଙ୍କ ସୂଚନା; ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ସ୍ଥିତି ଭଲ”

ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ୍ ଭି ରମନା । ଶପଥପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କନକ ବ୍ୟୁରୋ : ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି    । କହିରଖୁ କି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ ଏ ବୋବଡେ ଗତକାଲି ଅବସର ଗ୍ରହଣ କରିବା ପରେ ଆଜି ମୁଖ୍ୟ ବିଚାରପତି ଭାବେ ନବContinue reading “ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ୍ ଭି ରମନା । ଶପଥପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ”

Design a site like this with WordPress.com
Get started