କନକ ବ୍ୟୁରୋ : କରୋନା ତାର କରାଳ ରୂପ ଦେଖାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାରେ ଗତ ୪ ଦିନରେ କରୋନାରେ ଆଖି ବୁଜିଲେଣି ୩ ଜଣ ସାମ୍ବାଦିକ । ଏମାନେ ହେଲେ ଯୁବ ସାମ୍ବାଦିକ ଗୋବିନ୍ଦ ବେହେରା, ମନୋଜ ସାହୁ ଓ କରୁଣାକର ସାହୁ । ନ୍ୟୁଜ-୬ ଏବଂ ଓଡିଶା ଏକ୍ସପ୍ରେସ ଭଳି ୱେବ ପୋର୍ଟାଲରେ କାମ କରୁଥିବା କୁକୁଡାଖଣ୍ଡିର ଯୁବ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ କରୋନାରେ ମୃତ୍ୟୁ ହୋଇଛି । ଦୁଇଦିନ ହେଲା ସେContinue reading “କରାଳ ରୂପ ଦେଖାଉଛି କରୋନା : ଗଂଜାମରେ ୪ଦିନରେ ୩ ସାମ୍ବାଦିକଙ୍କ ମୃତ୍ୟୁ”
Author Archives: Raghaba
କରୋନାକୁ ଫୁ କରି ଉଡ଼ାଇଦେଉଥିବା କଂଗ୍ରେସ ବିଧାୟକଙ୍କ ଭିତରେ ପଶିଲା ଛନକା : ଶେଷରେ ଜଟଣୀ ବିଧାୟକ ସୁର ରାଉତରାୟ ପିନ୍ଧିଲେ ମାସ୍କ
କନକ ବ୍ୟୁରୋ : କରୋନାକୁ ଫୁ କରି ଉଡାଇ ଦେଉଥିବା କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାଙ୍କ ଭିତରେ ପଶିଛି ଛନକା । ଶେଷରେ ମୁହଁରେ ମାସ୍କ ବାନ୍ଧିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । କରୋନାର ଦ୍ୱିତୀୟ ଲହର ଯେଭଳି ଦ୍ରୁତ ବେଗରେ ସଂକ୍ରମିତ ହେଉଛି, ତାକୁ ଦେଖି ସୁର ସତର୍କ ହୋଇପଡିଥିବା ଅନୁମାନ କରାଯାଉଛି । କାରଣ ଅନେକ ସମୟରେ ସେ ମାସ୍କ ପିନ୍ଧୁନଥିବା ଦେଖିବାକୁ ମିଳୁଥିଲା । ଏପରିକି ସାମ୍ବାଦିକମାନେ ପଚାରିଲେ, ମାସ୍କContinue reading “କରୋନାକୁ ଫୁ କରି ଉଡ଼ାଇଦେଉଥିବା କଂଗ୍ରେସ ବିଧାୟକଙ୍କ ଭିତରେ ପଶିଲା ଛନକା : ଶେଷରେ ଜଟଣୀ ବିଧାୟକ ସୁର ରାଉତରାୟ ପିନ୍ଧିଲେ ମାସ୍କ”
କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ : ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି;ବାହାର ରାଜ୍ୟର ବୋଟ ଉପରେ ଲାଗିବ କଟକଣା
କନକ ବ୍ୟୁରୋ : କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ । ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ । ବାହାର ରାଜ୍ୟର ବୋଟ ଉପରେ କଟକଣା ଲଗାଯିବା ସହ ବାହାର ରାଜ୍ୟର ବୋଟକୁ ଦେଖିଲେ ତୁରନ୍ତ ଜବତ କରାଯିବ ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୩ଟି ମେରାଇନ୍ ଥାନାକୁ ଏନେଇ ଅବଗତ କରାଯାଇଛି । ବୋଟ ଏବଂ ମୋଟର ସାଇକେଲ ଦ୍ୱାରା ପାଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁContinue reading “କରୋନା ସଂକଟ ସମୟରେ ଜଳପଥରେ କେମିତି ହେବ ପାଟ୍ରୋଲିଂ : ପ୍ରତିକ୍ରିୟା ରଖିଲେ କୋଷ୍ଟାଲ ଏଡ଼ିଜି;ବାହାର ରାଜ୍ୟର ବୋଟ ଉପରେ ଲାଗିବ କଟକଣା”
ବିହାର ପାଟନା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ବାଡାକୁ ପିଟି ଗଙ୍ଗାନଦୀକୁ ଖସିପଡିଲା ଜିପ୍ । ୮ ଶବ ଉଦ୍ଧାର, ୧୦ ନିଖୋଜ
କନକ ବ୍ୟୁରୋ : ବିହାର ରାଜଧାନୀ ପାଟନାର ଦୀନାପୁର ଅଞ୍ଚଳରେ ଏକ ବଡ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହି ଜିପ୍ ପିପି ପୋଲ ରେଲିଂରେ ପିଟିହୋଇ ଗଙ୍ଗାନଦୀକୁ ଖସିପଡିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ବି ୧୦ ଜଣ ନିଖୋଜ ଅଛନ୍ତି । କୁହାଯାଉଛି କି ଏହି ଜିପ୍ ରେ ୨୦ ଜଣ ଯାତ୍ରୀ ଥିଲେ । ସୂଚନା ମୁତାବକ ଯେଉଁ ସ୍ଥାନରେ ଦୁର୍ଘଟଣା ଘଟିଛି ତାହା ଏକ ଉଠାଣିଆ ରାସ୍ତା ଓContinue reading “ବିହାର ପାଟନା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ବାଡାକୁ ପିଟି ଗଙ୍ଗାନଦୀକୁ ଖସିପଡିଲା ଜିପ୍ । ୮ ଶବ ଉଦ୍ଧାର, ୧୦ ନିଖୋଜ”
ପତଂଜଳୀ ପୀଠରେ ପଶିଲା କରୋନା : ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ
କନକ ବ୍ୟୁରୋ : ବାବା ରାମଦେବଙ୍କ ପତଂଜଳି ଯୋଗପୀଠରୁ କରୋନା ସଂକ୍ରମିତ ଚିହ୍ନଟ । ପତଂଜଳି ଯୋଗପୀଠର ଭିନ୍ନ ଭିନ୍ନ ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି । ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏଥିରୁ ବର୍ତ୍ତିନାହିଁ ଉତ୍ତରାଖଣ୍ଡରେ ଥିବା ଯୋଗଗୁୁରୁ ବାବା ରାମଦେବଙ୍କ ପତଂଜଳି ପୀଠ । ସିଏମଓ ଡ.ଏସକେ ଝା ପତଂଜଳି ପୀଠରୁ ୮୩ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେContinue reading “ପତଂଜଳୀ ପୀଠରେ ପଶିଲା କରୋନା : ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ”
ନବୀନଙ୍କ ସହ ଫୋନରେ କଥା ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ : ଅକ୍ସିଜେନ୍ ଯୋଗାଣ ପାଇଁ ଜଣାଇଲେ ଧନ୍ୟବାଦ
କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉଦ୍ଧବ ଠାକରେଙ୍କ ପ୍ରଶଂସା । ନବୀନଙ୍କୁ ପ୍ରଶଂସା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ବିପଦ ସମୟରେ ସହାୟତ କରିଥିବାରୁ ଜଣାଇଲେ ଧନ୍ୟବାଦ୍ । ଅକ୍ସିଜେନ୍ ଯୋଗାଇଦେଇଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଟୁଇଟ କରି ଲେଖିଛନ୍ତି ଯେ, ସେ ଫୋନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ସଂକଟ ସମୟରେ ଗୋଟିଏ ଦେଶ ଭାବରେ ମହାରାଷ୍ଟ୍ର ସହ ଓଡ଼ିଶା ଛିଡ଼ାContinue reading “ନବୀନଙ୍କ ସହ ଫୋନରେ କଥା ହେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ : ଅକ୍ସିଜେନ୍ ଯୋଗାଣ ପାଇଁ ଜଣାଇଲେ ଧନ୍ୟବାଦ”
ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
କନକ ବ୍ୟୁରୋ : ଆମ ରାଜ୍ୟରେ ବର୍ତମାନ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ । ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ହୋଇଛି । ଏହି ନୂଆ ଭୁତାଣୁ ଶିଘ୍ର ବ୍ୟାପୁଛି । ଏହି ନୂଆ ଭୁତାଣୁକୁ କୋଭିଡ଼ ଟିକା ରୋକିବ କି ନାହିଁ ତାର ଅନୁଧ୍ୟାନ ଚାଲିଛି । ଦିତୀୟ ଡ଼ୋଜ ନେବା ପରେ ସଂକ୍ରମଣ କମ୍ ହେବା ଆଶଙ୍କା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଟିକାContinue reading “ରାଜ୍ୟରେ ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା”
ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ବୟାନ । କହିଲେ ଅକ୍ସିଜେନ ଯୋଗାଣ ପାଇଁ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ
କନକ ବ୍ୟୁରୋ : କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ ମେଡିକାଲରେ ଅକ୍ସିଜେନର ଅଭାବ ମଧ୍ୟରେ ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି କି ଅକ୍ସିଜେନ ଯୋଗାଣ ପାଇଁ ଆବଶ୍ୟକ ପଡିଲେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ ଅଛନ୍ତି । ଗଣମାଧ୍ୟମକୁ ରାଜେଶ କହିଛନ୍ତି କି ରାଜ୍ୟରେ ଲୋକମାନଙ୍କ ଜୀବନ ବଂଚାଇବାକୁ ରାଜ୍ୟ ସରକାର କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଅନ୍ୟପଟେ ଅକ୍ସିଜେନ ବିତରଣ କ୍ଷମତା କେନ୍ଦ୍ର ସରକାର ହାତରେContinue reading “ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ବୟାନ । କହିଲେ ଅକ୍ସିଜେନ ଯୋଗାଣ ପାଇଁ ଆବଶ୍ୟକ ପଡିଲେ କେନ୍ଦ୍ର ସରକାରଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ”
କରୋନା ନିୟନ୍ତ୍ରଣ ନେଇ ପରାମର୍ଶ ଦେଲେ ବିଜୟ ମହାପାତ୍ର : ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ଘଟଣାରେ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା
କନକ ବ୍ୟୁରୋ : କରୋନାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ । କରୋନାକୁ ନିୟନ୍ତ୍ରଣକୁ ନେଇ ସରକାରଙ୍କୁ ଗୁରୁତ୍ୱପୁର୍ଣ୍ଣ ପରାମର୍ଶ ଦେଲେ ବିଜୟ ମହାପାତ୍ର । କରୋନାର ଏଭଳି ସଂକଟ ସ୍ଥିତିରେ ଟେଷ୍ଟିଂ ବଢାଯିବା ଦରକାର । ଟେଷ୍ଟିଂ କିଟର ଉତ୍କଟ ଅଭାବ ଯୋଗୁଁ ଟେଷ୍ଟିଂ ଆଗକୁ ଯଇପାରୁନାହିଁ । ଟେଷ୍ଟିଂ କିଟ ଓ ପିପିଇ କିଟର ପରିମାଣ ବଢାନ୍ତୁ ଓ ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ । ପଶ୍ଚିମବଙ୍ଗ ଓContinue reading “କରୋନା ନିୟନ୍ତ୍ରଣ ନେଇ ପରାମର୍ଶ ଦେଲେ ବିଜୟ ମହାପାତ୍ର : ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ଘଟଣାରେ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା”
ଯାଜପୁର କଳିଙ୍ଗନଗରରୁ ଆନ୍ଧ୍ର, ମହାରାଷ୍ଟ୍ରକୁ ଗଲା ଅକ୍ସିଜେନ : ଟାଟା ଷ୍ଟିଲ କାରଖାନାରୁ ଯାଜପୁର ପୋଲିସ ଏସ୍କର୍ଟରେ ପଠାଗଲା ଅକ୍ସିଜେନ୍ ଭ୍ୟାନ୍
କନକ ବ୍ୟୁରୋ : ଯାଜପୁର କଳିଙ୍ଗନଗର ଟାଟାଷ୍ଟିଲ କାରଖାନାରୁ ଗଡ଼ିଲା ଅକ୍ସିଜେନ୍ ଗାଡି । ଯାଜପୁର ପୋଲିସର ଏସ୍କର୍ଟରେ ତିନୋଟି ଅକ୍ସିଜେନ ଟ୍ୟାଙ୍କର ମହାରାଷ୍ଟ୍ରର ପୁନେ ଓ ଆନ୍ଧ୍ରପଦେଶର ବିଶାଖପାଟଣା ଗସ୍ତ କରିଛି । ସାରା ଦେଶରେ ଅକ୍ସିଜେନର ଅଭାବ ଯୋଗୁଁ କରୋନା ରୋଗୀଙ୍କ ମୃତ୍ରୁ ଘଟଣା ସାମ୍ନାକୁ ଆସିଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗନଗର ଟାଟା ଷ୍ଟିଲ ଅକ୍ସିଜେନ ଯୋଗାଇବ ବୋଲି ଘୋଷଣା କରିଥିଲେ । ଯାଜପୁର ପୋଲିସର ସୁରକ୍ଷା ମଧ୍ୟରେ ଏହିContinue reading “ଯାଜପୁର କଳିଙ୍ଗନଗରରୁ ଆନ୍ଧ୍ର, ମହାରାଷ୍ଟ୍ରକୁ ଗଲା ଅକ୍ସିଜେନ : ଟାଟା ଷ୍ଟିଲ କାରଖାନାରୁ ଯାଜପୁର ପୋଲିସ ଏସ୍କର୍ଟରେ ପଠାଗଲା ଅକ୍ସିଜେନ୍ ଭ୍ୟାନ୍”