ସାରା ଦେଶରେ ଭୟ ବଢାଉଛି କରୋନାର ଦ୍ରୁତ ସଂକ୍ରମଣ : ମହାମାରୀ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା

କନକ ବ୍ୟୁରୋ : ଦେଶରେ କରୋନା ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ହସ୍ପିଟାଲ ବେଡ୍ ଅଭାବ, ଆକ୍ରାନ୍ତଙ୍କୁ ଚିକିତ୍ସାରେ ଅବହେଳା ଓ ଅକ୍ସିଜେନର ଅଭାବ ଭଳି ଖବର ସବୁ ସାମ୍ନାକୁ ଆସିବାରେ ଲାଗିଛି । ତେଣୁ ଦେଶରେ କରୋନା ସ୍ଥିତି ଓ ଏହାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତିଭୂମିର ସମୀକ୍ଷା କରିବାକୁ ଜରୁରୀ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୁଛନ୍ତି ୩ଟି ଜରୁରୀ ବୈଠକ – ପ୍ରଥମେContinue reading “ସାରା ଦେଶରେ ଭୟ ବଢାଉଛି କରୋନାର ଦ୍ରୁତ ସଂକ୍ରମଣ : ମହାମାରୀ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା”

ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ୱିଟ୍ : ଅଫଲାଇନ୍ ବା ଅନଲାଇନ ହେଉ ଜ୍ଞାନ ହାସଲ କରନ୍ତୁ

କନକ ବ୍ୟୁରୋ : ଯୁକ୍ତ୨ ପରୀକ୍ଷା ବାତିଲ୍‌ ହେବ କି ନାହିଁ । ଏ ନେଇ ଛାତ୍ରଛାତ୍ରୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ, ଏହି ପରୀକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ନିର୍ଭର ‌କରେ। ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ଗ୍ରହଣ ଲାଗି ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାରେ ବି ଯୁକ୍ତ୨ ମାର୍କର ଆବଶ୍ୟକତା ବେଶି ରହୁଛି। ତେଣୁ କମ୍‌ ମାର୍କ ହେଲେ ମଧ୍ୟContinue reading “ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଟ୍ୱିଟ୍ : ଅଫଲାଇନ୍ ବା ଅନଲାଇନ ହେଉ ଜ୍ଞାନ ହାସଲ କରନ୍ତୁ”

ଭାରତ ଓ ପାକିସ୍ତାନରୁ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା । ୩୦ ଦିନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନରୁ କୌଣସି ବିମାନ କାନାଡା ଯାଇପାରିବ ନାହିଁ

କନକ ବ୍ୟୁରୋ :  ଭାରତ ଓ ପାକିସ୍ତାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାନାଡା ବେସାମରିକ ବିମାନ ଚଳାଚଳ ବିଭାଗ ଏକ ବଡ ଘୋଷଣା କରିଛନ୍ତି । ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନରୁ କୌଣସି ବିମାନ କାନାଡା ଯିବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଛି । କାନାଡା ପରିବହନମନ୍ତ୍ରୀ ଓମର ଲଲ୍ଗବରା କହିଛନ୍ତି କି ଭାରତ ଓ ପାକିସ୍ତାନର ଆସୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ସଂକ୍ରମିତ ବୋଲି ଚିହ୍ନଟContinue reading “ଭାରତ ଓ ପାକିସ୍ତାନରୁ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଲା କାନାଡା । ୩୦ ଦିନ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନରୁ କୌଣସି ବିମାନ କାନାଡା ଯାଇପାରିବ ନାହିଁ”

ଭୟ ବଢାଉଛି ପଶ୍ଚିମବଙ୍ଗର ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁ : ସରକାରଙ୍କ ନିର୍ଦ୍ଦେଶ ପରେ ସିଲ ହେଲା ପଶ୍ଚିମବଙ୍ଗ ସୀମା

କନକ ବ୍ୟୁରୋ : ଭୟ ବଢାଇଛି ପଶ୍ଚିମବଙ୍ଗର ଟ୍ରିପଲ ମ୍ୟୁଟାଂଟ । ଏହାକୁ ବେଙ୍ଗଲ ଷ୍ଟ୍ରେନ ମଧ୍ୟ କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ବାଲେଶ୍ୱରକୁ ଲାଗିଥିବା ସୀମାରେ କଡା କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ପଶ୍ଚିମବଙ୍ଗରୁ ଫେରିଲେ ୧୪ଦିନିଆ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ଓଡିଶା ସହ ଲାଗିଥିବା ପଶ୍ଚିମବଙ୍ଗରେ ସୀମାରେ ଚେକିଂ କଡାକଡି କରାଯାଇଛି । ଏଥିପାଇଁ ମୟୁରଭଞ୍ଜ ଓ  ବାଲେଶ୍ୱର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲାContinue reading “ଭୟ ବଢାଉଛି ପଶ୍ଚିମବଙ୍ଗର ଟ୍ରିପଲ ମ୍ୟୁଟାଂଟ କରୋନା ଭୂତାଣୁ : ସରକାରଙ୍କ ନିର୍ଦ୍ଦେଶ ପରେ ସିଲ ହେଲା ପଶ୍ଚିମବଙ୍ଗ ସୀମା”

କରୋନାର କରୁଣ କାହାଣୀ : ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ସଂକ୍ରମଣ ଭୟରେ ଶବକୁ ଛୁଇଁଲେନି କେହି; ଟ୍ରଲିରେ ମା’ଙ୍କୁ ନେଇ ମଶାଣୀରେ ପହଂଚିଲେ ପୁଅ

କନକ ବ୍ୟୁରୋ : ସାମ୍ନାକୁ ଆସିଲା କରୋନା ସମୟର କରୁଣ କାହାଣୀ । ସମ୍ବଲପୁରରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ମିଳିଲାନି ୪କାନ୍ଧ । ମହିଳାଙ୍କର କିଛି ଦିନ ତଳେ ଜ୍ବର ହୋଇଥିଲା । କୌଣସି କରଣରୁ ତାଙ୍କର ମୃତ୍ୟୁ ହୋଇଛି । ମହିଳାଙ୍କ ପୁଅ ତାଙ୍କ ମା’ଙ୍କ ମୃତ୍ୟୁ ପରେ କାନ୍ଧ ଦେବା ପାଇଁ ସାହିପଡ଼ିଶାଙ୍କୁ ଡ଼ାକିଲେ ମଧ୍ୟ କେହି କାନ୍ଧ ଦେବାକୁ ଆସିନଥିଲେ । ଫଳରେ ମହିଳାଙ୍କ ପୁଅ ଏକContinue reading “କରୋନାର କରୁଣ କାହାଣୀ : ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲେ ବି ସଂକ୍ରମଣ ଭୟରେ ଶବକୁ ଛୁଇଁଲେନି କେହି; ଟ୍ରଲିରେ ମା’ଙ୍କୁ ନେଇ ମଶାଣୀରେ ପହଂଚିଲେ ପୁଅ”

ଅକ୍ସିଜେନ ଅଭାବରୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଂଟାରେ ୨୫ ମୃତ । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ୬୦ ରୋଗୀ

କନକ ବ୍ୟୁରୋ : ସାରା ଦେଶରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ଏହା ଭିତରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ଅକ୍ସିଜେନର ଅଭାବ ଏବେ ପୁରା ଚିକିତ୍ସା ବ୍ୟବସ୍ଥାକୁ ବେହାଲ କରି ରଖିଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଂଟା ଭିତରେ ଅକ୍ସିଜେନ ଅଭାବରୁ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆହୁରି ୬୦ ଜଣ ରୋଗୀ ମୃତ୍ୟୁContinue reading “ଅକ୍ସିଜେନ ଅଭାବରୁ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୨୪ ଘଂଟାରେ ୨୫ ମୃତ । ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅନ୍ୟ ୬୦ ରୋଗୀ”

ରାଜଧାନୀ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଅଭାବନୀୟ ଦୃଶ୍ୟ : ହସ୍ପିଟାଲରେ ବେଡଟିଏ ପାଇବାକୁ ଅନାଇ ବସିଛନ୍ତି ବୟସ୍କ ରୋଗୀ

କନକ ବ୍ୟୁରୋ : କରୋନାର ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର କିଭଳି ସାଂଘାତିକ ସ୍ଥିତି ସୃଷ୍ଟି କରୁଛି, ତାର କରୁଣ ଚିତ୍ରସବୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ଆସିବାରେ ଲାଗିଛି । ହସ୍ପିଟାଲ ବେଡ୍, ଅକ୍ସିଜେନ୍ ଓ କରୋନା ଟିକା ଉପଲବ୍ଧ ଥିବା ନେଇ ସରକାରଙ୍କ ବାରମ୍ବାର ଆଶ୍ୱାସନା ସତ୍ୱେ ପ୍ରକୃତ ସ୍ଥିତି କଭିଳି ରହିଛି, ତାର ପ୍ରମାଣ ଦେଉଛି ଦିଲ୍ଲୀରେ ଥିବା ଲୋକନାୟକ ଜୟପ୍ରକାଶ ହସ୍ପିଟାଲରୁ ପ୍ରତିଦିନ ଆସୁଥିବା ଉଦବେଗଜନକ ଚିତ୍ର । ହସ୍ପିଟାଲ ବାହାରେContinue reading “ରାଜଧାନୀ ଦିଲ୍ଲୀ ଏଲଏନଜେପି ହସ୍ପିଟାଲର ଅଭାବନୀୟ ଦୃଶ୍ୟ : ହସ୍ପିଟାଲରେ ବେଡଟିଏ ପାଇବାକୁ ଅନାଇ ବସିଛନ୍ତି ବୟସ୍କ ରୋଗୀ”

କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ଲକ୍ଷରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ରାଜ୍ୟରେ ୨୪ଘଂଟାରେ  ୬ହଜାରରୁ ଅଧିକା ସଂକ୍ରମିତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ 

କନକ ବ୍ୟୁରୋ:  କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ୩ ଲକ୍ଷ ୧୪ ହଜାର ୮୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ସଂଖ୍ୟା ବଢିଛି । ୨୪ ଘଂଟା ଭିତରେ ସାରାଦେଶରୁ ୩ ଲକ୍ଷ ୩୨ ହଜାର ୭୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୨ ହଜାର ୨୬୩ ଜଣଙ୍କ ମୃତ୍ୟୁ ହୋଇଛି ।Continue reading “କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ୩ଲକ୍ଷରୁ ଅଧିକା କରୋନା ଆକ୍ରାନ୍ତ ଚିହ୍ନଟ । ସେପଟେ ରାଜ୍ୟରେ ୨୪ଘଂଟାରେ  ୬ହଜାରରୁ ଅଧିକା ସଂକ୍ରମିତ, ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ “

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି : ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବାକୁ ଅନୁରୋଧ

କନକ ବ୍ୟୁରୋ : କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ଲେଖିଛନ୍ତି ।  ଉଲ୍ଲେଖ କରିଛନ୍ତି ଯେ, ବର୍ତମାନ ଭାରତ କୋଭିଡ-୧୯ର ଦ୍ୱିତୀୟ ଲହରୀ ସହ ଲଢ଼େଇ କରୁଛି । ଭାରତର ଟିକାକରଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପକୁ ସମର୍ଥନ କରିବା ପାଇଁ ତଥା ଦେଶରେ ଦ୍ରୁତ ଗତିରେ ବଢୁଥିବା କୋଭିଡ -୧୯ ର ମାମଲା ଗୁଡ଼ିକର ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ୱାସ୍ଥ୍ୟ ଭିତିଭୂମିକୁ ବୃଦ୍ଧିContinue reading “କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି : ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରିବାକୁ ଅନୁରୋଧ”

ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଶବଦାହର ଡ୍ରାଏ ରନ : ଶବଦାହର ବ୍ୟବସ୍ଥା ପରଖିଲେ ଜିଲ୍ଲପାଳ ଓ ଅନ୍ୟ ଅଧିକାରୀ; ଖାଲି କାଠକୁ ଜଳାଇ କରାଗଲା ଡ୍ରାଏ ରନ୍

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଶବଦାହର ଡ୍ରାଏ ରନ । ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଡ୍ରାଏ ରନ କରାଯାଇଛି । ଗତବର୍ଷ ରାଜ୍ୟ ସରକାର ସ୍ୱର୍ଗଦ୍ୱାରର ଉନ୍ନତିକରଣ କାମ ହାତକୁ ନେଇଥିଲେ । ଏହାପରେ ଶବଦାହ ସ୍ଥାନରେ କିଭଳି ଶବଦାହ ହେଉଛି ଓ କଣ ଅସୁବିଧା ହେଉଛି ସେ ନେଇ ଏହି ଡ୍ରାଏ ରନ କରାଯାଇଛି । ଖାଲି କାଠକୁ ଜଳାଯାଇ ଦେଖାଯାଉଛି । fromContinue reading “ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଶବଦାହର ଡ୍ରାଏ ରନ : ଶବଦାହର ବ୍ୟବସ୍ଥା ପରଖିଲେ ଜିଲ୍ଲପାଳ ଓ ଅନ୍ୟ ଅଧିକାରୀ; ଖାଲି କାଠକୁ ଜଳାଇ କରାଗଲା ଡ୍ରାଏ ରନ୍”

Design a site like this with WordPress.com
Get started