କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଆଜି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେଇଥି ପାଇଁ ଆଜି ପଶ୍ଚିମବଙ୍ଗରେ ନିଜର ସମସ୍ତ ପ୍ରଚାର ରାଲି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ନରେନ୍ଦ୍ର ମୋଦି । ଟୁଇଟ କରି ଏହି ସୂଚନା ନିଜେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜି ସକାଳ ୯ଟାରେ କରୋନା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ । ପରେ ଦିନ ୧୦ଟାରେ ଅଧିକ ସଂକ୍ରମିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହContinue reading “କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ : ଅଧିକ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅକ୍ସିଜେନ ନିର୍ମାତାଙ୍କ ସହ ବି କରିବେ ଆଲୋଚନା”
Author Archives: Raghaba
ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ ।
କନକ ବ୍ୟୁରୋ: ଦେବଦତ୍ତଙ୍କ ଧୂଆଁଧାର ଇଂନିସରେ ବିଜୟୀ ହେଲା ବାଙ୍ଗାଲୋର । ଆଜି ରାଜସ୍ଥାନ ରୟାଲ୍ସକୁ ୧୦ ୱିକେଟରେ ମାତ୍ ଦେଇଛି ବିରାଟ ବାହିନୀ । ଦଳ ତରଫରୁ ଯୁବ ଓପନର ଦେବଦତ୍ତ ପାଡିକଲ ଶତକ ହାସଲ କରିଥିବାବେଳେ ନିଜେ ଅଧିନାୟକ କୋହଲି ୭୨ ରନ୍ କରି ଅପରାଜିତ ରହିଥିଲେ । ଦେବଦତ୍ତଙ୍କ ଧୂଆଁଧାର ଇଂନିସ । ଆଇପିଏଲରେ ଶତକ ହାସଲ କଲେ ପାଡିକଲ । ୫୧ ବଲରୁ ହାସଲ କଲେ ୧୦୧ ରନ୍ ।#DevduttPadikkal #IPLContinue reading “ଦେବଦତ୍ତଙ୍କ ଧୂଆଁଧାର ଶତକ । ୧୦ ୱିକେଟରେ ବିଜୟୀ ହେଲା ବାଙ୍ଗାଲୋର । ପଏଣ୍ଟ ଟେବୁଲ ଟପରେ ରୟାଲ ଚାଲେଞ୍ଜର୍ସ ।”
କୋଭିଡ ମହାମାରୀ ଭିତରେ ଏବେ ଦେଶରେ ଅକ୍ସିଜେନକୁ ନେଇ ଅନେକ ପ୍ରଶ୍ନ ଉଠିଛି । କ’ଣ ଦେଶରେ ଅକ୍ସିଜେନର ଅଭାବ ରହିଛି?
କନକ ବ୍ୟୁରୋ: କୋଭିଡ ମହାମାରୀ ବେଳେ ଦେଶରେ ଅମ୍ଲଜାନ ଅଭାବକୁ ନେଇ ସମସ୍ୟା ବଢିବାରେ ଲାଗିଛି । ଏବେ ନଜର ପକାନ୍ତୁ ଦେଶରେ ଅମ୍ଲଜାନ ଉତ୍ପାଦନ, ବ୍ୟବହାର ଓ ଯୋଗାଣକୁ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ .. ଦେଶରେ କେତେ ଅକ୍ସିଜେନ୍ ଉତ୍ପାଦନ ହେଉଛି? ଅଲ ଇଣ୍ଡିଆ ଇଣ୍ଡଷ୍ଟ୍ରିୟାଲ ଗ୍ୟାସେଜ ମ୍ୟାନୁଫ୍ୟାକ୍ଚର୍ସ ଆସୋସିଏସନର ସୂଚନା ଷ୍ଟିଲ ପ୍ଲାଂଟ ସମେତ ଦେଶରେ ପ୍ରତ୍ୟେକଦିନ ୭,୩୦୦ ମାଟ୍ରିକ ଟନ୍ ଗ୍ୟାସ ଉତ୍ପାଦନ ହେଉଛି ବଡ ଉତ୍ପାଦକ ହେଲେ ଆଇନକ୍ସ ଏୟାରContinue reading “କୋଭିଡ ମହାମାରୀ ଭିତରେ ଏବେ ଦେଶରେ ଅକ୍ସିଜେନକୁ ନେଇ ଅନେକ ପ୍ରଶ୍ନ ଉଠିଛି । କ’ଣ ଦେଶରେ ଅକ୍ସିଜେନର ଅଭାବ ରହିଛି?”
ଭାରତ ସରକାରଙ୍କ କୋଭିଡ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ କଲେ ଦାୟୀ ।
କନକ ବ୍ୟୁରୋ: ଦେଶରେ କରୋନା ମହାମାରୀକୁ ନେଇ ଉପୁଜିଥିବା ସ୍ଥିତି ଉପରେ ନିଜ ଆଡୁ ଶୁଣାଣି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । କରୋନା ମହାମାରୀକୁ ନେଇ ଦେଶରେ ଜରୁରୀକାଳିନ ପରିସ୍ଥିତି ଉପୁଜିଥିବା କହିଛନ୍ତି ସୁପ୍ରିମକୋର୍ଟ ଏବଂ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଗୋଟିଏ ପଟେ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଅନ୍ୟପଟେ ଅକ୍ସିଜେନ ଓ ଟିକାର ଅଭାବ ଦେଖାଦେଇଛି । ଦେଶରେ କରୋନାର ଏପରି ସ୍ଥିତି ନେଇ ସୁପ୍ରିମକୋର୍ଟ ଚିନ୍ତାContinue reading “ଭାରତ ସରକାରଙ୍କ କୋଭିଡ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ । କରୋନା ମୁକାବିଲାରେ ସରକାରଙ୍କ ବିଫଳତାକୁ କଲେ ଦାୟୀ ।”
ଅକ୍ସିଜେନର ଅଭାବ, ଅଣନିଶ୍ୱାସୀ ଭାରତ । ଅମ୍ଳଜାନ ପାଇଁ ଦେଶରେ ହାହାକାର ପରିସ୍ଥିତି ।
କନକ ବ୍ୟୁରୋ: ମହାମାରୀ କରୋନା ଯୋଗୁଁ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ଗୁରୁବାର ଦିନ ବି ୨୫ ହଜାର ପାଖାପାଖି ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଅମ୍ଳଜାନ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏଥିସହ ପ୍ରତ୍ୟକ ଦିନ ୨ଶହରୁ ଅଢ଼େଇ ଶହ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଉଛି । ଏସବୁ ଭିତରେ ବିଭିନ୍ନ ହସ୍ପିଟାଲରେ ବେଡ୍ ଅଭାବ ସହ ଅମ୍ଳଜାନର ଅଭାବ ଦେଖାଦେଇଛି ।Continue reading “ଅକ୍ସିଜେନର ଅଭାବ, ଅଣନିଶ୍ୱାସୀ ଭାରତ । ଅମ୍ଳଜାନ ପାଇଁ ଦେଶରେ ହାହାକାର ପରିସ୍ଥିତି ।”
ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ରାକେଶ । ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ପୁରୁଷ ବନ୍ଧୁ ।
କନକ ବ୍ୟୁରୋ: ଝରାଫୁଲ ମୃତ୍ୟୁ ମାମଲାରେ ସିସିଟିଭିର ଚିତ୍ରରୁ ଯାହା ସନ୍ଦେହ କରାଯାଉଥିଲା ତାହା ସତ ହେଲା । ଯାଜପୁର ଏସପିଙ୍କ ସୂଚନା ଅନୁସାରେ ଝରାଫୁଲଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଆଉ ପ୍ରେମିକ ରାକେଶ ହିଁ ହତ୍ୟା ପଛର ମୁଖ୍ୟ ଖଳନାୟକ ଥିଲା । ଝରାଫୁଲ ମୃତ୍ୟୁ ଉପରୁ ହଟିଲା ପରଦା ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ପ୍ରେମିକ ରାକେଶ ହିଁ କରିଛି ହତ୍ୟା କାହାଣୀ ଥିଲା କିଛି ଏହିପରି , ରାକେଶ ଓContinue reading “ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ରାକେଶ । ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ପୁରୁଷ ବନ୍ଧୁ ।”
ପ୍ରଥମ ଇଂନିସରେ ରାଜସ୍ଥାନର ସ୍କୋର ୧୭୭ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୭୮ । ସିରାଜ ଓ ହର୍ଷଲଙ୍କୁ ୩ଟି ଲେଖାଏଁ ସଫଳତା ।
କନକ ବ୍ୟୁରୋ: ଆଜି ବାଙ୍ଗାଲୋର ଓ ରାଜସ୍ଥାନ ଭିତରେ ଖେଳାଯାଉଥିବା ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇଂନିସରେ ୧୭୭ ରନ୍ କରିଛି ରାଜସ୍ଥାନ । ଦଳ ୯ଟି ୱିକେଟ୍ ହରାଇ ୨୦ ଓଭରରେ ୧୭୭ ରନ୍ କରିଛି । ଯାହା ଫଳରେ ବାଙ୍ଗାଲୋରରୁ ବିଜୟୀ ହେବା ପାଇଁ ୧୭୮ ରନର ଟାର୍ଗେଟ ଦେଇଛି ରାଜସ୍ଥାନ । ପ୍ରଥମ ଇଂନିସରେ ରାଜସ୍ଥାନର ସ୍କୋର ୧୭୭ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୭୮ । ସିରାଜ ଓContinue reading “ପ୍ରଥମ ଇଂନିସରେ ରାଜସ୍ଥାନର ସ୍କୋର ୧୭୭ । ବାଙ୍ଗାଲୋରକୁ ବିଜୟ ଲକ୍ଷ୍ୟ ୧୭୮ । ସିରାଜ ଓ ହର୍ଷଲଙ୍କୁ ୩ଟି ଲେଖାଏଁ ସଫଳତା ।”
ନିର୍ବାଚନ ରାଲିକୁ ନେଇ ନିର୍ବାଚନ କମିସନଙ୍କ କଡା ଆଭିମୁଖ୍ୟ । ସାଇକେଲ, ବାଇକ ଶୋଭାଯାତ୍ରା ଉପରେ ଲଗାଇଲେ ରୋକ
କନକ ବ୍ୟୁରୋ: ଦେଶରେ ସମସ୍ତ ପ୍ରକାର ପ୍ରଚାର ରାଲି, ପଦଯାତ୍ରା ଓ ରୋଡ ସୋ-କରିବା ମନା । ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳ କୋଭିଡ କଟକଣା ନମାନିବାରୁ ନିର୍ବାଚନ କମିସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଏଣିକି ସାଇକେଲ ରାଲି, ପଦଯାତ୍ରା ଓ ବାଇକ ରାଲିକୁ ଅନୁମତି ଦିଆଯିବ ନାହିଁ । ପୂର୍ବରୁ ଏ ନେଇ ଅନୁମତି ଥିଲେ ବି ଏହାକୁ ବାତିଲ କରିଛନ୍ତି ନିର୍ବାଚନ କମିଶନ । କୌଣସି ରାଜନୈତିକ ସଭାରେContinue reading “ନିର୍ବାଚନ ରାଲିକୁ ନେଇ ନିର୍ବାଚନ କମିସନଙ୍କ କଡା ଆଭିମୁଖ୍ୟ । ସାଇକେଲ, ବାଇକ ଶୋଭାଯାତ୍ରା ଉପରେ ଲଗାଇଲେ ରୋକ”
ଅଧରାସ୍ତାରେ ଚାଲିଗଲା ଜୀବନ । କୋରାପୁଟ ବୋରିଗୁମ୍ମା ରାଜପଥ କଡରେ ପ୍ରାଣ ହାରିଲେ ହାଇଦ୍ରାବାଦରୁ ନୂଆପଡା ଫେରୁଥିବା ପ୍ରବାସୀ ଶ୍ରମିକ ।
କନକ ବ୍ୟୁରୋ: ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଜୀବନ ବିକଳରେ ଭିଟାମାଟିକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ଅଧରାସ୍ତାରେ ଚାଲିଗଲା ଜୀବନ । ସ୍ୱାମୀଙ୍କ ମୃତଦେହ ପାଖରେ ଏକାକି ଚାହିଁ ରହିଗଲେ ପତ୍ନୀ । ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କରୋନା କାଳରେ ମାଲିକ କାମ ବନ୍ଦ କରିଦେବା ପରେ ଘରକୁ ଫେରି ଆସୁଥିଲେ ପ୍ରବାସୀ ଶ୍ରମିକContinue reading “ଅଧରାସ୍ତାରେ ଚାଲିଗଲା ଜୀବନ । କୋରାପୁଟ ବୋରିଗୁମ୍ମା ରାଜପଥ କଡରେ ପ୍ରାଣ ହାରିଲେ ହାଇଦ୍ରାବାଦରୁ ନୂଆପଡା ଫେରୁଥିବା ପ୍ରବାସୀ ଶ୍ରମିକ ।”
ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ ପଠାଇବାକୁ ଅନୁମତି ଦେଲେ ନବୀନ । ଟ୍ୱିଟ୍ କରି ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଅରବିନ୍ଦ କେଜ୍ରିୱାଲ ।
କନକ ବ୍ୟୁରୋ: ସଂକ୍ରମଣ ବଢୁଥିବା ବେଳେ ଅକ୍ସିଜେନ ଅଭାବ ଆକ୍ରାନ୍ତଙ୍କ ଜୀବନ ନେଉଛି । ଦିଲ୍ଲୀରେ ଅକ୍ସିଜେନ ଅଭାବ ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ଏପରି ସମୟରେ ଦିଲ୍ଲୀକୁ ସହାୟତାର ହାତ ବଢାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଟୁଇଟ କରି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେପଟେ ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଫୋନ ଯୋଗେ କଥା ହୋଇଛନ୍ତିContinue reading “ଓଡିଶାରୁ ଦିଲ୍ଲୀ ପାଇଲା ଅକ୍ସିଜେନ କୋଟା । ଦିଲ୍ଲୀ ପଠାଇବାକୁ ଅନୁମତି ଦେଲେ ନବୀନ । ଟ୍ୱିଟ୍ କରି ନବୀନଙ୍କୁ ଧନ୍ୟବାଦ ଜଣାଇଲେ ଅରବିନ୍ଦ କେଜ୍ରିୱାଲ । “