କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଦେଶରେ ଅମ୍ଲଜାନ ଅଭାବର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପିକେ ମିଶ୍ର, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଗୃହସଚିବ ଅଜୟ ଭଲ୍ଲା ଓ ନୀତି ଆୟୋଗ ସଦସ୍ୟଙ୍କ ସହ ବୈଠକ କରିଛନ୍ତି । ଅମ୍ଲଜାନ ଉତ୍ପାଦନ ବୃଦ୍ଧି ଓ ଯୋଗାଣ ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦୀ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଗୁଡିକରContinue reading “ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ମୋଦୀ । ଦେଶର କୋଭିଡ ସ୍ଥିତି ନେଇ ଶୁକ୍ରବାର କରିବେ ୩ଟି ବୈଠକ ।”
Author Archives: Raghaba
ସବୁ ରେକର୍ଡକୁ ଡେଇଁଗଲା କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ଦେଶରୁ ୩ଲକ୍ଷ ୧୪ ହଜାର ଆକ୍ରାନ୍ତ ଚିହ୍ନଟ । ଓଡିଶାରେ ୬ ହଜାର ୧୬୪ ଆକ୍ରାନ୍ତ ।
କନକ ବ୍ୟୁରୋ: ଦୈନିକ ସଂକ୍ରମଣର ସମସ୍ତ ରେକର୍ଡକୁ ଟପିଯାଇଛି ଭାରତ । ସାରା ବିଶ୍ୱରେ ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ମାମଲାରେ ଏବେ ବ୍ରାଜିଲ ଓ ଆମେରିକାକୁ ଭାରତ ଟପିଯାଇଛି । ଦେଶରେ ଗତ ୨୪ ଘଂଟାରେ ୩ ଲକ୍ଷ ୧୪ ହଜାରରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ଓ ୨ ହଜାର ୧୦୪ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ଲଗାତାର ୩ଦିନ ହେଲା ୪ ହଜାର ଉପରେ ଦୈନିକ ସଂକ୍ରମଣ ରାଜ୍ୟରେ ଚିହ୍ନଟ ହେଉଥିବା ବେଳେ ହଠାତ୍Continue reading “ସବୁ ରେକର୍ଡକୁ ଡେଇଁଗଲା କରୋନା ସଂକ୍ରମଣ ସଂଖ୍ୟା । ୨୪ ଘଂଟାରେ ଦେଶରୁ ୩ଲକ୍ଷ ୧୪ ହଜାର ଆକ୍ରାନ୍ତ ଚିହ୍ନଟ । ଓଡିଶାରେ ୬ ହଜାର ୧୬୪ ଆକ୍ରାନ୍ତ ।”
ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁ ପାରେ କରୋନା ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି କାନପୁରର ବୈଜ୍ଞାନିକ ।
କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କେବେ ଏହା ଶୀର୍ଷରେ ପହଁଚିବ ଏବଂ କେବେ ତଳକୁ ଖସିବ, ଏ ନେଇ ଆକଳନ ହେଉଛି । ତେବେ ଆଇଆଇଟି କାନପୁରର ବିଶେଷଜ୍ଞ ଦଳ, ଏକ ଗାଣିତିକ ମଡେଲ ଆଧାରରେ କରୋନା ଗ୍ରାଫ୍ର ପୂର୍ବାନୁମାନ କରିଛନ୍ତି । ଏହି ମଡେଲ ଅନୁସାରେ ଓଡ଼ିଶାରେ ମେ’ ମାସ ପ୍ରଥମ ସପ୍ତାହରେ କରୋନା ସଂକ୍ରମଣ ଶୀର୍ଷରେ ପହଁଚିବ ଏବଂ ଏହା ପରେ ସଂକ୍ରମଣ ଗ୍ରାଫ୍ ତଳକୁContinue reading “ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁ ପାରେ କରୋନା ସଂକ୍ରମଣ । ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି କାନପୁରର ବୈଜ୍ଞାନିକ ।”
ପଶ୍ଚିମବଙ୍ଗରେ ଦେଖାଦେଲା କରୋନାର ନୂଆ ରୂପ । ସ୍ଥିତି ଦେଖି ସଜାଗ ହେଲା ଓଡିଶା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ।
କନକ ବ୍ୟୁରୋ: ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ କୋଭିଡର ଟ୍ରିପଲ ମ୍ୟୁଟାଣ୍ଟ ଦେଖାଯିବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆସନ୍ତାକାଲିଠୁ କୌଣସି ଲୋକ ପଶ୍ଚିମବଙ୍ଗରୁ ଓଡିଶା ଆସିଲେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଆସନ୍ତାକାଲିଠୁ ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ ପୋଲିସ ଚେକିଂ ଜୋରଦାର ହେବା ସହିତ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଟେଷ୍ଟିଂ ଜାରି ରହିବ ବୋଲି ପ୍ରେସମିଟ୍ କରିContinue reading “ପଶ୍ଚିମବଙ୍ଗରେ ଦେଖାଦେଲା କରୋନାର ନୂଆ ରୂପ । ସ୍ଥିତି ଦେଖି ସଜାଗ ହେଲା ଓଡିଶା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ କ୍ୱାରେଣ୍ଟାଇନ୍ ।”
କରୋନାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ ସଙ୍ଗରୋଧ
କନକ ବ୍ୟୁରୋ: କରୋନାକୁ ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । କହିଲେ ପଶ୍ଚିମବଙ୍ଗରେ ଦିନକୁ ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ତେଣୁ ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନରେ ସଙ୍ଗରୋଧରେ ରହିବେ । ପଶ୍ଚିମବଙ୍ଗରୁ ଫେରିଲେ ଆରଟିପିସିଆର ରିପୋର୍ଟ ସହ ଟିକା ନେଇଥିବା ଦୁଇଟି ଡୋଜର ସାର୍ଟିଫିକେଟ ଦେବା ଆବଶ୍ୟକ । ଏହି ରିପୋର୍ଟ ଦେଲେ ଘରକୁ ଯାଇ ସଙ୍ଗରୋଧରେ ରହିପାରିବେ । ଯଦି ପଶ୍ଚିମବଙ୍ଗରୁ ଫେରିଲା ବେଳେ ଏହି ସାର୍ଟିଫିକେଟ ନଥିବContinue reading “କରୋନାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନ ସଙ୍ଗରୋଧ “
ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନା ଭାଇରସର ସାଙ୍ଘାତିକ ରୂପ । ଟିକା ନେଇଥିଲେ ବି କରିପାରେ ସଂକ୍ରମିତ । ଓଡିଶାକୁ ରହିବାକୁ ହେବ ସତର୍କ
କନକ ବ୍ୟୁରୋ: ମହାରାଷ୍ଟ୍ରରେ ଡବଲ୍ ମ୍ୟୁଟାଂଟ କରୋନା ଭୂତାଣୁ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ପଡ଼ୋଶୀ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଛି ଟ୍ରିପଲ୍ ମ୍ୟୁଟାଂଟ କରୋନା ଭୂତାଣୁ । ଏହାକୁ ବେଙ୍ଗଲ ଷ୍ଟ୍ରେନ୍ ମଧ୍ୟ କୁହାଯାଉଛି । ଡବଲ୍ ମ୍ୟୁଟାଂଟ ଭୂତାଣୁ ଅର୍ଥାତ ବି-୧-୬୧୭ କରୋନା ଭୂତାଣୁ ଯୋଗୁଁ ମହାରାଷ୍ଟ୍ରରେ ନିଆଁ ଭଳି ସଂକ୍ରମଣ ବ୍ୟାପୁଥିବା କୁହାଯାଉଛି । ଏପଟେ ପଶ୍ଚିମବଙ୍ଗରେ ଚିହ୍ନଟ ହୋଇଥିବା ଟ୍ରିପଲ୍ ମ୍ୟୁଟାଂଟ ଭୂତାଣୁକୁ ବି-୧-୬୧୮ ନାଁ ଦେଇଛନ୍ତି ଭୂତାଣୁବିତ୍ । ଏହାContinue reading “ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନା ଭାଇରସର ସାଙ୍ଘାତିକ ରୂପ । ଟିକା ନେଇଥିଲେ ବି କରିପାରେ ସଂକ୍ରମିତ । ଓଡିଶାକୁ ରହିବାକୁ ହେବ ସତର୍କ”
ସନ୍ଧ୍ୟା ୭ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ସରକାର । କରୋନା ସମ୍ପର୍କିତ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ।
କନକ ବ୍ୟୁରୋ: ସନ୍ଧ୍ୟା ୭ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ସରକାର । କରୋନା ସମ୍ପର୍କିତ ସୂଚନା ଦେବେ ମୁଖ୍ୟ ଶାସନ ସଚିବ । କରୋନାକୁ ନେଇ କିଛି ବଡ ଘୋଷଣା କରିପାରନ୍ତି ସରକାର । ତେବେ ସରକାର କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଗତ କିଛି ଦିନ ତଳେ ସରକାର କରୋନା କଟକଣାକୁ କଡାକଡି କରିଥିଲେ । ନାଇଟକର୍ଫ୍ୟୁ ଜାରି କରିବା ସହ ରାଜ୍ୟରେ ସପ୍ତାହନ୍ତ ସଟଡାଉନ ମଧ୍ୟ ଜାରିContinue reading “ସନ୍ଧ୍ୟା ୭ଟା ୩୦ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ସରକାର । କରୋନା ସମ୍ପର୍କିତ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ।”
ଆଜି ବାଙ୍ଗାଲୋର-ରାଜସ୍ଥାନ ଭେଟାଭେଟି । ଟସ୍ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।
କନକ ବ୍ୟୁରୋ: ଆଜି ଆଇପିଏଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ରୟାଲ୍ସ । ଆରସିବି ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବାରୁ ରାଜସ୍ଥାନ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ । ତେବେ ଦୁଇ ଦଳର ଚୂଡାନ୍ତ ଏକାଦଶରେ ଆଜି ସେଭଳି କୌଣସି ବଡ ପରିବର୍ତ୍ତନ ହେବା ଦେଖିବାକୁ ମିଳିନି । ଆଜି ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବାରୁ ଦୁଇ ଦଳର ଫ୍ୟାନ୍ସମାନେ ଏକ ବଡ ଇଂନିସ ଆଶା ରଖିଛନ୍ତି । ଆଜି ବାଙ୍ଗାଲୋର-ରାଜସ୍ଥାନContinue reading “ଆଜି ବାଙ୍ଗାଲୋର-ରାଜସ୍ଥାନ ଭେଟାଭେଟି । ଟସ୍ ଜିତି ବାଙ୍ଗାଲୋରର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ ।”
କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ବେଡ୍ ସଂରକ୍ଷିତ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସରକାରଙ୍କ ଚିଠି
କନକ ବ୍ୟୁରୋ: କୋଭିଡ ପାଇଁ ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ବେଡ ସଂରକ୍ଷିତ ରହିବ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଲେ ସରକାର । ୩୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲରେ ନିୟମ ଲାଗୁ ହେବ । ଘରୋଇ ହସ୍ପିଟାଲର ୫୦ ପ୍ରତିଶତ ଆଇସିୟୁ ବା ଏଚଡିୟୁ ସଂରକ୍ଷିତ ରହିବ । ଆବଶ୍ୟକ ପଡିଲେ ୧୦୦ ପ୍ରତିଶତ ବେଡ ସଂରକ୍ଷିତ ରଖାଯିବ । ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସଂକ୍ରମଣ ।Continue reading “କୋଭିଡ ପାଇଁ ଘରୋଇ ହସ୍ପିଟାଲରେ ୫୦% ବେଡ୍ ସଂରକ୍ଷିତ । ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ସରକାରଙ୍କ ଚିଠି”
ପଶ୍ଚିମବଙ୍ଗରେ ଆଉ ରାଲି କରିବେ ନାହିଁ ପ୍ରଧାନମନ୍ତ୍ରୀ । ସମସ୍ତ ରାଲି ବାତିଲ କଲେ ମୋଦି
କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବାକି ଥିବା ୨ ପର୍ଯ୍ୟାୟ ପାଇଁ ତାଙ୍କର ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ଜନସଭା ଓ ରୋଡ ସୋ କୁ ସେ ବାତିଲ କରିଦେଇଛନ୍ତି । ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଲିକୁ ବାତିଲ କରିଥିବାContinue reading “ପଶ୍ଚିମବଙ୍ଗରେ ଆଉ ରାଲି କରିବେ ନାହିଁ ପ୍ରଧାନମନ୍ତ୍ରୀ । ସମସ୍ତ ରାଲି ବାତିଲ କଲେ ମୋଦି”