ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । ହାଇଦ୍ରାବାଦରୁ ଫେରୁଥିଲେ, ଜୟପୁର ନିକଟରେ ଅଧରାସ୍ତାରେ ଚାଲିଗଲା ଜୀବନ ।

କନକ ବ୍ୟୁରୋ: ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । କରୋନା ମହାମାରୀ ଯୋଗୁଁ କାମ ବନ୍ଦ ହୋଇଯିବା ପରେ ଜୀବନ ବିକଳରେ ଭିଟାମାଟିକୁ ଫେରୁଥିଲେ । ହେଲେ ଘରେ ପହଂଚିବା ଆଗରୁ ଅଧରାସ୍ତାରେ ଚାଲିଗଲା ଜୀବନ । ସ୍ୱାମୀ-ସ୍ତ୍ରୀ ଦୁହେଁ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । କରୋନା କାଳରେ ମାଲିକ କାମ ବନ୍ଦ କରିଦେବା ପରେ ଘରକୁ ଫେରି ଆସୁଥିଲେ ପ୍ରବାସୀ ଶ୍ରମିକ । ହେଲେ ଘରେ ପହଂଚି ପାରିଲେ ନାହିଁ । ଏଭଳିContinue reading “ଅଧରାସ୍ତାରେ ଫେରନ୍ତା ପ୍ରବାସୀଙ୍କ ମୃତ୍ୟୁ । ହାଇଦ୍ରାବାଦରୁ ଫେରୁଥିଲେ, ଜୟପୁର ନିକଟରେ ଅଧରାସ୍ତାରେ ଚାଲିଗଲା ଜୀବନ ।”

ବାରଣାସୀର ବିକଳ ଚିତ୍ର । ତରଳି ଯାଉଛି ଶବଦାହ ଚୁଲା, ହେଲେ ସରୁନାହିଁ ଶବ

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭଳି । ଏକଥା ଆଜି ସୁପ୍ରିମକୋଟର ମୁଖ୍ୟ ବିଚାରପତି କହିସାରିଛନ୍ତି । ଏ ମହାମାରୀ ଖାଦ୍ୟାଭାବର ମହାମାରୀ ନୁହେଁ, ଅର୍ଥାଭାବର ମହାମାରୀ ନୁହେଁ । ଏ ଏକ ଅଦୃଶ୍ୟଶକ୍ତି କବଳରେ ପଡି ମୃତ୍ୟୁମୁଖକୁ ଟାଣି ହୋଇଯାଉଥିବା ମଣିଷ ମାନଙ୍କ ପାଇଁ ମହାମାରୀ । କୁଢ କୁଢ ଶବ । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗ୍ୟାସ ଶବଦାହ ଚୁଲାରେ ଗୋଟିଏ ପରେ ଗୋଟିଏ ଶବ ପକାଇଦିଆଯାଉଛିContinue reading “ବାରଣାସୀର ବିକଳ ଚିତ୍ର । ତରଳି ଯାଉଛି ଶବଦାହ ଚୁଲା, ହେଲେ ସରୁନାହିଁ ଶବ”

ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନା ଭାଇରସର ସାଙ୍ଘାତିକ ରୂପ । ଜେନମ ସିକୁଏନସିଂରୁ ଜଣାପଡିଲା ଟ୍ରିିପଲ ମ୍ୟୁଟାଂଟ କରୋନା ଭାଇରସ୍ ।

କନକ ବ୍ୟୁରୋ: ଦେଶରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ । ଅର୍ଥାତ ଏହା କରୋନା ଭୂତାଣୁର ଏକ ନୂଆ ପ୍ରକାର । ବିଶେଷ କରି ପଶ୍ଚିମବଙ୍ଗରେ ଏହି ପ୍ରକାର ଭୂତାଣୁ ଅଧିକ ଚିହ୍ନଟ ହୋଇଛି । ଏହାର ନାମକରଣ ହୋଇଛି- ବି-୧- ୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା- ବି-୧- ୬୧୭ । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ଠାରେ ବିଶେଷContinue reading “ପଶ୍ଚିମବଙ୍ଗରୁ ଚିହ୍ନଟ ହେଲା କରୋନା ଭାଇରସର ସାଙ୍ଘାତିକ ରୂପ । ଜେନମ ସିକୁଏନସିଂରୁ ଜଣାପଡିଲା ଟ୍ରିିପଲ ମ୍ୟୁଟାଂଟ କରୋନା ଭାଇରସ୍ ।”

ଜଗତସିଂହପୁର ବାଲିକୁଦା ଉପକୂଳରେ ବଢି ଚାଲିଛି ବେଆଇନ୍ ଚିଙ୍ଗୁଡି ଘେରି । ହେନ୍ତାଳ ବଣକୁ କାଟି ଜଙ୍ଗଲ ଜମିରେ ଘେରି କରୁଛନ୍ତି ମାଫିଆ

କନକ ବ୍ୟୁରୋ : ହଜାର ହଜାର ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡ଼ି ଘେରି । ଲୁଚା ଛପାରେ ନୁହେଁ ବରଂ ରାଜସ୍ୱ ଅଧିକାରୀଙ୍କ ପ୍ରତ୍ୟେକ୍ଷ ଓ ପରୋକ୍ଷ ସହଯୋଗରେ ବଡ଼ ବଡ଼ ମେସିନ୍ ଲଗାଇ ଘେରି ଖୋଳାଯାଉଛି । ଏମିତି କି ନଦୀ ଭିତରେ ଓ ବନ୍ଧ ନିକଟରେ କୋଷ୍ଟାଲ ରେଗୁଲେସନ ଜୋନ୍ (ସିଆର୍ଜେଡ୍) ନିୟମକୁ ଉଲଘଂନ କରି ଘେରି କରାଯାଇଛି । ଓଡ଼ିଶା ମେରାଇନ୍ ଫିସୋରିଜ୍ ଆକ୍ଟକୁ ମଧ୍ୟ ଖୋଲା ଉଲଘଂନ କରାଯାଇଛି । ଦାୟିତ୍ୱରେContinue reading “ଜଗତସିଂହପୁର ବାଲିକୁଦା ଉପକୂଳରେ ବଢି ଚାଲିଛି ବେଆଇନ୍ ଚିଙ୍ଗୁଡି ଘେରି । ହେନ୍ତାଳ ବଣକୁ କାଟି ଜଙ୍ଗଲ ଜମିରେ ଘେରି କରୁଛନ୍ତି ମାଫିଆ”

କଅଁଳ କାନ୍ଧରେ ପରିବାର ବୋଝ । ପରିବାର ଚଳାଇବା ପାଇଁ ଠେଲାଗାଡିରେ ଜଳଖିଆ ବିକୁଛନ୍ତି ଦୁଇ ନାବାଳକ ଭାଇ ବିକାଶ ଓ ଆକାଶ ।

କନକ ବ୍ୟୁରୋ: ପାଠ ପଢିବା ସହ ଦୁଇ ଭାଇ ବିକାଶ ଓ ଆକାଶର କଅଁଳ କାନ୍ଧରେ ପରିବାର ବୋଝ । ପରିବାର ପ୍ରତିପୋଷଣ ପାଇଁ ଦୁଇ ଭାଇ ପାଠ ପଢା ସହ ଠେଲା ଗାଡିରେ ବୁଲି ବୁଲି କରୁଛନ୍ତି ଜଳଖିଆ ବିକ୍ରି । ଆଉ ଜଳିଖିଆ ବିକ୍ରି କଲେ ପରିବାର ୫ପ୍ରାଣୀଙ୍କ ପେଟକୁ ମିଳେ ଦାନା । ଏଭଳି କିଛି ଖବର ଆସିଛି ଗଞ୍ଜାମ ବେଗୁନିଆପଡାରୁ । ଅସମୟରେ ମୁଣ୍ଡ ଉପରୁ ହଟିଗଲା ବାପାଙ୍କ ହାତ ।Continue reading “କଅଁଳ କାନ୍ଧରେ ପରିବାର ବୋଝ । ପରିବାର ଚଳାଇବା ପାଇଁ ଠେଲାଗାଡିରେ ଜଳଖିଆ ବିକୁଛନ୍ତି ଦୁଇ ନାବାଳକ ଭାଇ ବିକାଶ ଓ ଆକାଶ ।”

କୋଭିଡ ଟେଷ୍ଟ ନକରାଇ ବିମାନବନ୍ଦରରୁ ଖସିଗଲେ ୩ ଶହ ଯାତ୍ରୀ । ଏତଲା ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିମାନବନ୍ଦର କର୍ତ୍ତୁପକ୍ଷ

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ୩ ଲକ୍ଷ ଉପରେ ପହଂଚିଛି । ଏହାରି ଭିତରେ ସରକାର କୋଭିଡ କଟକଣାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ କୋଭିଡ୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ବୁଧବାର ଆସାମର ସିଲଚର ବିମାନବନ୍ଦରରୁ ୩Continue reading “କୋଭିଡ ଟେଷ୍ଟ ନକରାଇ ବିମାନବନ୍ଦରରୁ ଖସିଗଲେ ୩ ଶହ ଯାତ୍ରୀ । ଏତଲା ଦେବାକୁ ପ୍ରସ୍ତୁତ ହେଉଛନ୍ତି ବିମାନବନ୍ଦର କର୍ତ୍ତୁପକ୍ଷ”

କୋରାପୁଟ ପରେ ମାଲକାନଗିରିରୁ ଆସିଲା କେନାଲ ଭୁଷୁଡିବାର ଖବର । ତାମସା ମୁଖ୍ୟ କେନାଲ ଭୁଷୁଡି ଜଳମଗ୍ନ ଗାଁ ଓ ବିଲ ।

କନକ ବ୍ୟୁରୋ: କୋରାପୁଟ ଜିଲ୍ଲା ପରେ ଏବେ ମାଲକାନଗିରିରୁ ଆସିଛି କେନାଲ ଭୁଷୁଡିବାର ଖବର । ମାଲକାନଗିରି ଜିଲ୍ଲାର ଚାଷୀଙ୍କ ଲାଇଫ ଲାଇନ୍ କୁହାଯାଉଥିବା ତାମସା ମୁଖ୍ୟ କେନାଲ ଭୁଷୁଡି ପଡିବାରୁ ଦୋରିଗୁଡାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯାହାଫଳରେ ହେକ୍ଟର ହେକ୍ଟର ଚିନାବାଦାମ ଓ ଧାନ ଫସଲ ଜଳମଗ୍ନ ହୋଇଯାଇଛି । ଅନେକ ଘର ଦ୍ୱାର ଭାଙ୍ଗି ନଷ୍ଟ ହୋଇଛି । କେନାଲ ବନ୍ଧରେ ଏକ ଫାଟ ସୃଷ୍ଟି ହୋଇଥିବା ବେଳେ ଜଳContinue reading “କୋରାପୁଟ ପରେ ମାଲକାନଗିରିରୁ ଆସିଲା କେନାଲ ଭୁଷୁଡିବାର ଖବର । ତାମସା ମୁଖ୍ୟ କେନାଲ ଭୁଷୁଡି ଜଳମଗ୍ନ ଗାଁ ଓ ବିଲ ।”

ବାପା ଚଲାଉଥିଲେ ଅଟୋ । ଜୋତା କିଣିବାକୁ ପାଖରେ ନଥିଲା ଟଙ୍କା । ଏବେ ଆଇପିଏଲରେ ଚମତ୍କାର ଖେଳୁଛନ୍ତି ଚେତନ ସକରିୟା । 

କନକ ବ୍ୟୁରୋ: ସଫଳତା ତାଙ୍କୁ ମିଳିଥାଏ ଯାହାଙ୍କ ମନରେ ଭରପୂର ଇଚ୍ଛା ଶକ୍ତି ରହିଥାଏ । ଯଦି କିଛି କରି ଦେଖାଇବାର ଇଚ୍ଛା ଥାଏ, ନିଜ ଉପରେ ଭରସା ଓ ଆତ୍ମବିଶ୍ୱାସ ରହିଥାଏ ତେବେ ସବୁ କିଛି ସମ୍ଭବ ହୋଇଥାଏ । ଏଭଳି ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି ରାଜସ୍ଥାନ ରୟାଲ୍ସର ପେସ ବୋଲର ଚେତନ ସକରିୟା । ଆଉ ନିଜ ସଂଘର୍ଷର ଜୀବନ ପରେ ଏବେ ସଫଳତାର ସ୍ୱାଦ ଚାଖିଛନ୍ତି ଚେତନ । ଥରେ ନୁହେଁContinue reading “ବାପା ଚଲାଉଥିଲେ ଅଟୋ । ଜୋତା କିଣିବାକୁ ପାଖରେ ନଥିଲା ଟଙ୍କା । ଏବେ ଆଇପିଏଲରେ ଚମତ୍କାର ଖେଳୁଛନ୍ତି ଚେତନ ସକରିୟା । “

ଆଜି ୧୮ ଜିଲ୍ଲାକୁ କାଳବୈଶାଖୀ ଭୟ, ୟେଲୋ ୱାର୍ଣ୍ଣିିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟର ଉତ୍ତର, ଦକ୍ଷିଣ, କେନ୍ଦ୍ରୀୟ, ଉପକୂଳ ଓ ଆଭ୍ୟନ୍ତରୀଣର ପ୍ରାୟ ୧୮ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ଏହି ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏବଂ ପରିସ୍ଥିତି ଉପରେ ସ୍ୱତନ୍ତ୍ରContinue reading “ଆଜି ୧୮ ଜିଲ୍ଲାକୁ କାଳବୈଶାଖୀ ଭୟ, ୟେଲୋ ୱାର୍ଣ୍ଣିିଂ ଜାରି କଲା ପାଣିପାଗ ବିଭାଗ”

ଅକ୍ସିଜେନ ଯୋଗାଣରେ କଟକଣା । ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ ।

କନକ ବ୍ୟୁରୋ: ଅକ୍ସିଜେନ ଯୋଗାଣରେ କଟକଣା । ଦେଶରେ ନିର୍ଦ୍ଦିଷ୍ଟ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣରେ କଟକଣା । ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ । ୯ଟି ଶିଳ୍ପ କ୍ଷେତ୍ରକୁ ବାଦ ଦେଇ ଅନ୍ୟ ଶିଳ୍ପାନୁଷ୍ଠାନକୁ ଯୋଗାଣ ବନ୍ଦ । ଅବାଧରେ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର ପାଇଁ ଆସିଲା ମାର୍ଗଦର୍ଶିକା । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ପାଇଁ କେନ୍ଦ୍ରର ମାର୍ଗଦର୍ଶିକା । ହସ୍ପିଟାଲକୁ ଆସୁଥିବା ଅକ୍ସିଜେନକୁ କେହି ଅଟକାଇପାରିବେ ନାହିଁContinue reading “ଅକ୍ସିଜେନ ଯୋଗାଣରେ କଟକଣା । ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ ।”

Design a site like this with WordPress.com
Get started