ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ୧୩ ପରିବର୍ତ୍ତେ ୧୬ ତାରିଖରେ ହେବ ଭୋଟଗ୍ରହଣ, ୧୯ ତାରିଖରେ ଭୋଟ ଗଣତି ।

କନକ ବ୍ୟୁରୋ : ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ମେ’ ୧୬ରେ ହେବ ପିପିଲି ଉପ-ନିର୍ବାଚନ । ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ୧୬ ମେ’ରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ଅଥାର୍ତContinue reading “ପୁଣି ଘୁଞ୍ଚିଲା ପିପିଲି ଉପ-ନିର୍ବାଚନ ତାରିଖ । ଆସନ୍ତା ୧୩ ପରିବର୍ତ୍ତେ ୧୬ ତାରିଖରେ ହେବ ଭୋଟଗ୍ରହଣ, ୧୯ ତାରିଖରେ ଭୋଟ ଗଣତି ।”

ମହାମାରୀ ବେଳେ ମୋଦିଙ୍କ ସହ କଥା ହେଲେ ନବୀନ । କହିଲେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି କରୋନା, ସମସ୍ତ ପ୍ରକାର ସହାୟତା କରିବ ଓଡ଼ିଶା । 

କନକ ବ୍ୟୁରୋ : ଦେଶରେ କୋଭିଡ ସଂକ୍ରମଣ ସାଂଘାତିକ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତି ନେଇ ମୋଦିଙ୍କ ସହ ଆଲୋଚନା କରିଛନ୍ତି ନବୀନ । କୋଭିଡ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି ବୋଲି କହିଛନ୍ତି ନବୀନ । ମହାମାରୀ ମୁକାବିଲାରେ ଓଡ଼ିଶା ସମସ୍ତ ସହାୟତା କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅକ୍ସିଜେନ ଉତ୍ପାଦନ ଓ ଜରୁରୀକାଳୀନ ସ୍ଥିତିରେ ଅନ୍ୟ ରାଜ୍ୟକୁContinue reading “ମହାମାରୀ ବେଳେ ମୋଦିଙ୍କ ସହ କଥା ହେଲେ ନବୀନ । କହିଲେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିଛି କରୋନା, ସମସ୍ତ ପ୍ରକାର ସହାୟତା କରିବ ଓଡ଼ିଶା । “

ଜଗଦଲପୁର ଠାରୁ ଭୁବନେଶ୍ୱରକୁ ଗଡିଲା ହିରାଖଣ୍ଡ ଏକ୍ସପ୍ରେସ୍ : ବର୍ଷେ ପରେ ରେଳ ଯାତ୍ରାର ସୁବିଧା ପାଇଲେ ଲୋକେ

କନକ ବ୍ୟୁରୋ : ଦୀର୍ଘ ଏକ ବର୍ଷ ପରେ ଜଗଦଲପୁର ଠରୁ ଭୁବନେଶ୍ୱରକୁ ଗଡ଼ିଲା ହିରାଖଣ୍ଡ୍ ଏସ୍କପ୍ରେସ୍ । ରେଳଯାତ୍ରାର ସୁବିଧା ପାଇଲେ ଲୋକେ । ପଡ଼ୋଶୀ ରାଜ୍ୟରେ କରୋନାର ପରିସ୍ତିତି ଯେଭଳି ଲାଗିରହିଛି ତାକୁ ଆଖି ଆଗରେ ରଖି ସମସ୍ତ ସୀମାକୁ ସିଲ କରାଯାଇଥିବା ବେଳେ ଜଗଦଲପୁର ଠାରୁ ଭୁବନେଶ୍ୱରକୁ ଟ୍ରେନ ଚଳାଚଳ କରିବାକୁ ମିଳିଛି ଅନୁମତି । ଏଭଳି ପରିସ୍ଥିତିରେ କରୋନା ଚେନ କୁ ଭାଙ୍ଗିବା ପାଇଁ ଆମେ କେତେ ସଫଳ ହେବା ତାହାContinue reading “ଜଗଦଲପୁର ଠାରୁ ଭୁବନେଶ୍ୱରକୁ ଗଡିଲା ହିରାଖଣ୍ଡ ଏକ୍ସପ୍ରେସ୍ : ବର୍ଷେ ପରେ ରେଳ ଯାତ୍ରାର ସୁବିଧା ପାଇଲେ ଲୋକେ”

ଓଡିଶାରୁ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ : ଫୋନ ଯୋଗେ ନବୀନ କଥା ହୋଇଥିବା କଲେ ଟୁଇଟ୍ 

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ କୋଟାର ଅକ୍ସିଜେନ ଯୋଗାଣରେ ସହାୟତା କରିଥିବାରୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନରେ କଥା ହୋଇଥିଲେ । ଦିଲ୍ଲୀକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଅନୁସାରେ ଦିଲ୍ଲୀ କୋଟାର ଆକ୍ସିଜେନ ଓଡିଶାରୁ ବିମାନ ଯୋଗେ ଦିଲ୍ଲୀ ପଠାଯାଉଛି । ଏପରିକିContinue reading “ଓଡିଶାରୁ ଦିଲ୍ଲୀକୁ ଅକ୍ସିଜେନ ଯୋଗାଇଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ : ଫୋନ ଯୋଗେ ନବୀନ କଥା ହୋଇଥିବା କଲେ ଟୁଇଟ୍ “

ଏହି ସବୁ ରାଜ୍ୟରେ ମିଳିବ ମାଗଣା ଟିକା । ମୁଖ୍ୟମନ୍ତ୍ରୀମାନେ କଲେ ଘୋଷଣା

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ମେ ପହିଲାରୁ ୧୮ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କୁ ଟିକା ଦେବା ନେଇ ନିଷ୍ପତ୍ତି ହେବାପରେ କିଛି ରାଜ୍ୟ ସରକାର ସେମାନଙ୍କ ରାଜ୍ୟରେ ଏହି ଟିକା ମାଗଣାରେ ଦେବାକୁ ଘୋଷଣା କରିଛନ୍ତି । ମଧ୍ୟପ୍ରଦେଶ ଓ ଛତିଶଗଡ ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ରାଜ୍ୟରେ ମାଗଣା ଟିକା ଦେବାକୁ କହିଛନ୍ତି । ଏନେଇ ଏକ ଟ୍ୱିଟ୍ କରି ସେ କହିଛନ୍ତି କି ରାଜ୍ୟର ୧୮ ବର୍ଷରୁContinue reading “ଏହି ସବୁ ରାଜ୍ୟରେ ମିଳିବ ମାଗଣା ଟିକା । ମୁଖ୍ୟମନ୍ତ୍ରୀମାନେ କଲେ ଘୋଷଣା”

ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁବ କରୋନାର ସଂକ୍ରମଣ : ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି କାନପୁରର ବୈଜ୍ଞାନିକ

କନକ ବ୍ୟୁରୋ : ଓଡିଶାରେ ମେ’ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁପାରେ କରୋନାର ସଂକ୍ରମଣ । ଏଭଳି ଆକଳନ କରିଛନ୍ତି ଆଇଆଇଟି କାନପୁରର ବିଶେଷଜ୍ଞ ଦଳ । ଏକ ଗାଣିତିକ ମଡେଲ ଆଧାରରେ ଏହିଭଳି ପୂର୍ବାନୁମାନ କରାଯାଇଛି । ବର୍ତମାନ ରାଜ୍ୟ ତଥା ଦେଶରେ କରୋନାର ସଂକ୍ରମଣ ଯେଭଳି ହୁ ହୁ ହୋଇ ବଢିଚାଲିଛି, ସମସ୍ତଙ୍କ ମନରେ ସେହି ଗୋଟିଏ ଆଶଙ୍କା ଯେ, କେବେ କରୋନାର ଗ୍ରାଫ ଶୀର୍ଷକୁ ଛୁଇଁବ ଏବେ କେବେ ପୁଣି ଏହାContinue reading “ଓଡ଼ିଶାରେ ମେ ୧ରୁ ୫ ମଧ୍ୟରେ ଶୀର୍ଷ ଛୁଇଁବ କରୋନାର ସଂକ୍ରମଣ : ଗାଣିତିକ ମଡେଲ ଆଧାରରେ ପୂର୍ବାନୁମାନ କଲେ ଆଇଆଇଟି କାନପୁରର ବୈଜ୍ଞାନିକ”

ପଶ୍ଚିମବଙ୍ଗରେ ଚିହ୍ନଟ ହେଲା କରୋନାର ନୂଆ ରୂପ : ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଚିହ୍ନଟ ହେଲା ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ । ଅର୍ଥାତ ଏହା କରୋନା ଭୂତାଣୁର ଏକ ନୂଆ ପ୍ରକାର । ବିଶେଷ କରି ପଶ୍ଚିମବଙ୍ଗରେ ଏହି ପ୍ରକାର ଭୂତାଣୁ ଅଧିକ ଚିହ୍ନଟ ହୋଇଛି । ଏହାର ନାମକରଣ ହୋଇଛି- ବି-୧- ୬୧୮ । ଏହା ପୂର୍ବରୁ ଭାରତରେ ଏକ ଡବଲ ମ୍ୟୁଟାଂଟ ଭୂତାଣୁ ଚିହ୍ନଟ ହୋଇଥିଲା । ଯାହାର ନାମକରଣ କରାଯାଇଥିଲା- ବି-୧- ୬୧୭ । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କଠାରେ ବିଶେଷContinue reading “ପଶ୍ଚିମବଙ୍ଗରେ ଚିହ୍ନଟ ହେଲା କରୋନାର ନୂଆ ରୂପ : ଟ୍ରିପଲ ମ୍ୟୁଟାଂଟ୍ କରୋନା ଭାଇରସ ଚିହ୍ନଟ”

ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟାର ଫିଟିଲା ଗୁମର : ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ବନ୍ଧୁ ରାକେଶ

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ବନ୍ଧୁ ରାକେଶ । ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇ ଯାଜପୁର ଏସପି କହିଛନ୍ତି ତାଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ରାକେଶ । ଧାର ଟଙ୍କା ଫେରାଇବା ପାଇଁ ଝରାଫୁଲ କହିବାରୁ ତାକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ଏହି ସଇତାନ । ତାପରେ ଏକ ଜନ୍ମଦିନ ଭୋଜିରେ ଭୁବନେଶ୍ୱର ଆସିଥିବାବେଳେ ଟଙ୍କା ଫେରାଇବାକୁContinue reading “ରମାଦେବୀ ଛାତ୍ରୀ ଝରାଫୁଲ ହତ୍ୟାର ଫିଟିଲା ଗୁମର : ଏସପି କହିଲେ, ନାକ, ପାଟିକୁ ବନ୍ଦ କରି ହତ୍ୟା କରିଥିଲା ବନ୍ଧୁ ରାକେଶ”

ମାଗଣା ଟିକା ଯୋଗାଇ ଦେବାକୁ ଦାବି କଲେ ବିରୋଧୀ : ବିଜେପି କହିଲା ଛତିଶଗଡ଼, ଆସାମ, ମଧ୍ୟପ୍ରଦେଶ ଭଳି ଓଡ଼ିଶାରେ ସମସ୍ତଙ୍କୁ ଯୋଗାଇ ଦିଆଯାଉ ମାଗଣା ଟିକା

କନକ ବ୍ୟୁରୋ : ମାଗଣାରେ ଟିକା ଯୋଗାଇ ଦେବାକୁ ଛତିଶଗଡ, ମଧ୍ୟପ୍ରଦେଶ , ଆସାମ ଓ ଉତରପ୍ରଦେଶ ସରକାର ଘୋଷଣା କରିବା ପରେ ଓଡିଶାରେ ସମାନ ଦାବି ଉଠାଇଲେ ବିରୋଧୀ । ଓଡିଶା ସରକାର ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । କରୋନା ସଂକ୍ରମଣ ବୃଦ୍ଧି, ଟିକା ଓ ଅକ୍ସିଜେନର ଅଭାବକୁ ନେଇ କେନ୍ଦ୍ର ସରକାର ଓ ବିଜେପିକୁ ଟାର୍ଗେଟ କରିଛନ୍ତି କଂଗ୍ରେସContinue reading “ମାଗଣା ଟିକା ଯୋଗାଇ ଦେବାକୁ ଦାବି କଲେ ବିରୋଧୀ : ବିଜେପି କହିଲା ଛତିଶଗଡ଼, ଆସାମ, ମଧ୍ୟପ୍ରଦେଶ ଭଳି ଓଡ଼ିଶାରେ ସମସ୍ତଙ୍କୁ ଯୋଗାଇ ଦିଆଯାଉ ମାଗଣା ଟିକା”

ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିଠି । ସଂକଟ ସମୟରେ ବ୍ୟବସାୟୀଙ୍କୁ ଲାଭ ଦେଉଛନ୍ତି କେନ୍ଦ୍ର ସରକାର । ଗୋଟିଏ ଭ୍ୟାକ୍ସିନର କେମିତି ରହିବ ୩ ଟି ଦାମ ?

କନକ ବ୍ୟୁରୋ : କରୋନା ବିରୋଧ ଲଢେଇରେ ଟିକାକରଣର ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତି ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀ ଲେଖିଥିବା ଚିିଠିରେ ଗୋଟିଏ ଟିକାର ବିଭିନ୍ନ ଦାମ ନେଇ ପ୍ରଶ୍ନ ପଚରାଯାଇଛି । କହିରଖୁ କି କିଛିଦିନ ତଳେ କୋଭିସିଲ୍ଡ ଟିକାକୁ ନେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଦର ଧାର୍ଯ୍ୟ କରିଥିଲେ । କୋଭିସିଲ୍ଡ ଟିକାର ଗୋଟିଏ ଡୋଜ ପାଇଁ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କା,Continue reading “ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଚିଠି । ସଂକଟ ସମୟରେ ବ୍ୟବସାୟୀଙ୍କୁ ଲାଭ ଦେଉଛନ୍ତି କେନ୍ଦ୍ର ସରକାର । ଗୋଟିଏ ଭ୍ୟାକ୍ସିନର କେମିତି ରହିବ ୩ ଟି ଦାମ ?”

Design a site like this with WordPress.com
Get started