କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି । ୪ଟି ଜିଲ୍ଲାର ୪୩ ଟି ଆସନରେ ଚାଲିଛି ମତଦାନ । ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟଙ୍କ ସମେତ ୩୦୬ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ୧କୋଟି ୪୦ ଲକ୍ଷରୁ ଅଧିକ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ସମସ୍ତ ୪୩Continue reading “ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ : ୪୩ଟି ଆସନ ଲାଗି ପଡ଼ୁଛି ଭୋଟ”
Author Archives: Raghaba
ଆଜିଠୁ ମହାରାଷ୍ଟ୍ରରେ କଡା ହେବ କରୋନା କଟକଣା : ବାହାଘରରେ ମୋଟ ୨୫ ଜଣଙ୍କୁ ସାମିଲ ପାଇଁ ଅନୁମତି
କନକ ବ୍ୟୁରୋ : କୋଭିଡ ଚେନକୁ ଭାଙ୍ଗିବା ଲାଗି ମହାରାଷ୍ଟ୍ରରେ କଟକଣାକୁ ଆହୁରି କଡାକଡି କରାଯାଇଛି । ଆଜି ରାତି ୮ଟାରୁ ମେ ପହିଲା ଯାଏଁ ଏହି କଟକଣା ଜାରି ରହିବ । ନୂଆ ଗାଇଡଲାଇନ ଅନୁସାରେ, ସବୁ ସରକାରୀ ଅଫିସ କେବଳ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ତେବେ କୋଭିଡ ମ୍ୟାନେଜମେଂଟ କରୁଥିବା ସଂସ୍ଥାରେ ଶହେ ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ । କେବଳ ଦୁଇ ଘଂଟା ପାଇଁ ବିବାହ ଉତ୍ସବକୁ ଅନୁମତିContinue reading “ଆଜିଠୁ ମହାରାଷ୍ଟ୍ରରେ କଡା ହେବ କରୋନା କଟକଣା : ବାହାଘରରେ ମୋଟ ୨୫ ଜଣଙ୍କୁ ସାମିଲ ପାଇଁ ଅନୁମତି”
ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା : କହିଲେ, ଲୋକଙ୍କ ଜୀବନଠାରୁ ଶିଳ୍ପସଂସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର
କନକ ବ୍ୟୁରୋ : କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଅଭାବକୁ ନେଇ କେନ୍ଦ୍ର ସରକାରକୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟ କହିଛନ୍ତି, ଲୋକଙ୍କ ଜୀବନ ଠାରୁ ଶିଳ୍ପ ସଂସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର । ଡାକ୍ତରଖାନାରେ ଅକ୍ସିଜେନ୍ ଅଭାବ ନେଇ ମାକ୍ସ ହସ୍ପିଟାଲ ଦାୟର କରିଥିବା ପିଟିସନର ଜରୁରୀକାଳୀନ ଶୁଣାଣୀ କରି ହାଇକୋର୍ଟ କହିଛନ୍ତି, ଏଭଳି ଜରୁରୀ ସ୍ଥିତିରେ ମେଡିକାଲରେ ଅକ୍ସିଜେନ୍ ଅଭାବ, କୋର୍ଟକୁ ମର୍ମାହତ କରୁଛି । କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶContinue reading “ହସ୍ପିଟାଲରେ ଅକ୍ସିଜେନ ଅଭାବ ନେଇ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା : କହିଲେ, ଲୋକଙ୍କ ଜୀବନଠାରୁ ଶିଳ୍ପସଂସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ସରକାର”
ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ, ସତର୍କ ରହିବାକୁ ପରାମର୍ଶ
ଆସନ୍ତା ୨୪ ତାରିଖ ସକାଳ ତଥା ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ୨୨ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ଅର୍ଧାଧିକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼,Continue reading “ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କା । ୪୦ରୁ ୫୦ କିମି ବେଗରେ ବହିପାରେ ପବନ, ସତର୍କ ରହିବାକୁ ପରାମର୍ଶ”
ନୂଆ ଭୂତାଣୁ ସମ୍ପର୍କରେ ନୂଆ ତଥ୍ୟ ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ : କହିଲା, ପୂର୍ବ ଅପେକ୍ଷା ଅଧିକ ବେଗରେ ବଢୁଛି ସଂକ୍ରମଣ
କନକ ବ୍ୟୁରୋ : ନୂଆ କରୋନା ଭୂତାଣୁ ସମ୍ପର୍କରେ ଆସିଛି ନୂଆ ତଥ୍ୟ । ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି, ଏହା ପୂର୍ବ ଅପେକ୍ଷା ଖୁବଶୀଘ୍ର ବହୁ ଲୋକଙ୍କୁ ସଂକ୍ରମିତ କରୁଛି । ୪୦ ପ୍ରତିଶତ କ୍ଷେତ୍ରରେ ଏହା ଲକ୍ଷଣ ନଥିବା ବ୍ୟକ୍ତିଙ୍କ ମାଧ୍ୟମରେ ବ୍ୟାପୁଥିବା ଦେଖାଦେଇଛି । ପୂର୍ବରୁ କାଶ ବା ଛିଙ୍କରେ ୬ ଫୁଟ ମଧ୍ୟରେ ଉପସ୍ଥିତ ଥିବା ଲୋକଙ୍କ ମୁହଁ ଉପରେ ପଡିବା ଦ୍ୱାରା ଏହା ବ୍ୟାପୁଥିଲା । କିନ୍ତୁ ଏବେ ବାୟୁମଣ୍ଡଳରେContinue reading “ନୂଆ ଭୂତାଣୁ ସମ୍ପର୍କରେ ନୂଆ ତଥ୍ୟ ଦେଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ : କହିଲା, ପୂର୍ବ ଅପେକ୍ଷା ଅଧିକ ବେଗରେ ବଢୁଛି ସଂକ୍ରମଣ”
ମହାରାଷ୍ଟ୍ରରେ କାଲିଠୁ କଡାକଡି ହେବ କଟକଣା । ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସର । ବିବାହରେ ଯୋଗ ଦେବେ କେବଳ ୨୫ ଜଣ ଲୋକ ।
କନକ ବ୍ୟୁରୋ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ ମହାରାଷ୍ଟ୍ରରୁ ଆସିଛି ବଡ ଖବର । ମହାରାଷ୍ଟ୍ରରେ ଆସନ୍ତାକାଲିଠୁ କଡାକଡି ହେବାକୁ ଯାଉଛି କୋଭିଡ୍ କଟକଣା । ଆସନ୍ତାକାଲି ରାତି ୮ଟାରୁ ଏହି କଟକଣା ଲାଗୁ ହେବ । ଯାହାକି ମେ ୧ ତାରିଖ ଯାଏଁ ବଳବତ୍ତର ରହିବ । ରାଜ୍ୟରେ ବଢୁଥିବା ସଂକ୍ରମଣ ଓ ମୃତ୍ୟୁକୁ ଦେଖି ଏପରି ନିଷ୍ପତ୍ତି ନେଇଛି ଉଦ୍ଧବ ସରକାର । ଏହି କଟକଣା ଭିତରେ ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀContinue reading “ମହାରାଷ୍ଟ୍ରରେ କାଲିଠୁ କଡାକଡି ହେବ କଟକଣା । ୧୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସର । ବିବାହରେ ଯୋଗ ଦେବେ କେବଳ ୨୫ ଜଣ ଲୋକ ।”
ଚେନ୍ନାଇର ଚମତ୍କାର ବ୍ୟାଟିଂ । ୨୨୦ ରନର ବିଶାଳ ସ୍କୋର କଲା ଧୋନୀ ବାହିନୀ । କୋଲକାତା ଆଗରେ ୨୨୧ ରନର ଟାର୍ଗେଟ
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚେନ୍ନାଇର ଚମତ୍କାର ବ୍ୟାଟିଂ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଫାପ ଡୁପ୍ଲେସିସ ଓ ଗାଏକ୍ୱାର୍ଡ ଦମଦାର ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଫଳରେ ଦଳ ୨୨୦ ରନ କରିବାରେ ସଫଳ ହୋଇଛି । ତେଣୁ ଏବେ କୋଲକାତା ଆଗରେ ୨୨୧ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇ ବୋଲରଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ କୋଲକାତାContinue reading “ଚେନ୍ନାଇର ଚମତ୍କାର ବ୍ୟାଟିଂ । ୨୨୦ ରନର ବିଶାଳ ସ୍କୋର କଲା ଧୋନୀ ବାହିନୀ । କୋଲକାତା ଆଗରେ ୨୨୧ ରନର ଟାର୍ଗେଟ “
ଅଡୁଆ ବଢାଇଲା ବାଇଡେନଙ୍କ ଆମେରିକା ଫାଷ୍ଟ ନୀତି । ଟିକା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ନ ଆସିବାରୁ ଟିକା ପ୍ରସ୍ତୁତି ପ୍ରଭାବିତ ଆଶଙ୍କା ।
କନକ ବ୍ୟୁରୋ: ଦେଶରେ କରୋନା ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଂଚା ମାଲ ପାଇଁ ଆମେରିକା ଉପରେ ନିର୍ଭରଶୀଳ ଭାରତ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିଷ୍ପତି ଯୋଗୁଁ ଭାରତରେ ଟିକା ପ୍ରସ୍ତୁତ ପାଇଁ ଦରକାର କଂଚାମାଲ ଆସି ପାରୁ ନାହିଁ । ଯୁଦ୍ଧସମୟରେ ଲାଗୁ କରାଯାଉଥିବା ପ୍ରତିରକ୍ଷା ଉତ୍ପାଦନ ଅଧିନିୟମ ବା ଡିପିଏସ ବାଇଡେନ ଲାଗୁ କରିଥିବାରୁ କଂଚା ମାଲ ଆସିବାରେ ଅସୁବିଧା ହେଉଛି । ଟିକା ପ୍ରସ୍ତୁତି ପାଇଁ ଆବଶ୍ୟକ ଅତିକମରେ ୩୦ଟିContinue reading “ଅଡୁଆ ବଢାଇଲା ବାଇଡେନଙ୍କ ଆମେରିକା ଫାଷ୍ଟ ନୀତି । ଟିକା ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ ନ ଆସିବାରୁ ଟିକା ପ୍ରସ୍ତୁତି ପ୍ରଭାବିତ ଆଶଙ୍କା ।”
ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ ।
କନକ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜିବ ମିତ୍ତଲଙ୍କ ନାଁରେ ମାମଲା । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ । କାଲି ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର କରିଥିଲେ ଆତ୍ମହତ୍ୟା । ଦୀନବନ୍ଧୁ ପୁଅଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର କାର୍ୟ୍ୟରତ ଥିଲେ । ଚାକିରୀ ନିୟମିତ କରିବାକୁ ସେContinue reading “ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁରେ ମାମଲା ରୁଜୁ । ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବୁର୍ଲା ଥାନାରେ ମାମଲା ରୁଜୁ ।”
କୋଭିଡକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ପ୍ରିୟଙ୍କା ।କହିଲେ ଦେଶର ଜନତା ଆଖିରେ ଲୁହ, ପ୍ରଚାର ମଂଚରେ ହସୁଛନ୍ତି ମୋଦି ।
କନକ ବ୍ୟୁରୋ: ସମ୍ବାଦ ସରବରାହ ସଂସ୍ଥାକୁ ଏଏନଆଇକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଦେଶରେ ଅକ୍ସିଜେନର ଅଭାବ, ଶଯ୍ୟାର ଅଭାବ, ଟିକାର ଅଭାବ, ରେମଡିସିଭରର ଅଭାବକୁ ପ୍ରସଙ୍ଗ କରି କେନ୍ଦ୍ରକୁ ଘେରିଛନ୍ତି । ଅନ୍ୟପଟେ ବିଜେପି କହିଛି କିଛି କହିବା ଆଗରୁ ନିଜକୁ ଦେଖନ୍ତୁ ପ୍ରିୟଙ୍କା । ସେପଟେ ରାହୁଲଗାନ୍ଧୀ ଟୁଇଟ କରି ଲେଖିଛନ୍ତି, କୋଭିଡ ଟିକାକରଣକୁ ନୋଟବନ୍ଦୀ ଠାରୁ କମ ନୁହେଁ । ସାଧାରଣ ଲୋକ ଧାଡିରେContinue reading “କୋଭିଡକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ପ୍ରିୟଙ୍କା ।କହିଲେ ଦେଶର ଜନତା ଆଖିରେ ଲୁହ, ପ୍ରଚାର ମଂଚରେ ହସୁଛନ୍ତି ମୋଦି ।”