କନକ ବ୍ୟୁରୋ: ଛତିଶଗଡ ବିଜାପୁରରୁ ପୁଣି ଯବାନଙ୍କୁ ଅପହରଣ । ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ । ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନାର ଗାଁରୁ ଉଠାଇନେଲେ । ଛୁଟିରେ ଗାଁକୁ ଫେରିଥିଲେ ଏସଆଇ ମୁରଲୀ ତାତି । ବସ୍ତର ଜବଲପୁରଠାରେ କାର୍ଯ୍ୟରତ ଥିଲେ ଯବାନ । ଏସଆଇଙ୍କୁ ଅପହରଣ ନେଇ ବିଜାପୁର ଏସପିଙ୍କ ସୂଚନା । କିଛିଦିନ ତଳେ ବିଜାପୁର ଜୋନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୨୨ ଜଣContinue reading “ଛତିଶଗଡ ବିଜାପୁରରୁ ପୁଣି ଯବାନଙ୍କୁ ଅପହରଣ । ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ ।”
Author Archives: Raghaba
ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ୨୪ ଘଂଟାରେ ୨ହଜାରରୁ ଅଧିକ ମୃତ । ସେପେଟ ତିନି ରାଜ୍ୟରେ ଚିହ୍ନଟ ହେଲାଣି ଟ୍ରିପଲ ମ୍ୟୁଟାଂଟ ଭୁତାଣୁ ।
କନକ ବ୍ୟୁରୋ: ଦେଶର ଦ୍ରୁତ ସଂକ୍ରମଣ ଦିନକୁ ଦିନ ନୂଆ ରେକର୍ଡ କରୁଛି । ଗତ ୨୪ ଘଂଟାରେ ସଂକ୍ରମଣ ଓ ମୃତ୍ୟୁ ମାମଲାରେ ନୂଆ ରେକର୍ଡ କରିଛି କରୋନା । ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ମାମଲା ଚିହ୍ନଟ ହୋଇଛି । ସେହିପରି ଗୋଟିଏ ଦିନରେ ୨ ହଜାର ୨୩ ଜଣଙ୍କ କରୋନାରେ ଜୀବନ ଯାଇଛି । ଆଉ ଏକ ଚିନ୍ତାର ବିଷୟ ହେଉଛି ଭାରତର କିଛି ରାଜ୍ୟରେ ଟ୍ରିପଲContinue reading “ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ । ୨୪ ଘଂଟାରେ ୨ହଜାରରୁ ଅଧିକ ମୃତ । ସେପେଟ ତିନି ରାଜ୍ୟରେ ଚିହ୍ନଟ ହେଲାଣି ଟ୍ରିପଲ ମ୍ୟୁଟାଂଟ ଭୁତାଣୁ ।”
ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ କ୍ଷେତ୍ର ପାଇଁ ୬୦୦ ଟଙ୍କା ।
କନକ ବ୍ୟୁରୋ: ସଂକ୍ରମଣ ବଢ଼ିବା ସହ ଟିକା ନେବାକୁ ଲୋକଙ୍କ ଭିତରେ ସାରାଦେଶରେ ବଢ଼ିବାରେ ଲାଗିଛି ଉତ୍ସାହ । ହେଲେ ଟିକାର ଅଭାବ ଯୋଗୁଁ ଏହା ସମ୍ଭବ ହୋଇ ପାରୁନାହିଁ । ଏଭଳି ସ୍ଥିତିରେ ଅନେକ ରାଜ୍ୟ ଖୋଲାବଜାରରେ ଟିକା ଉପଲବ୍ଧ କରିିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ । ରାଜ୍ୟମାନଙ୍କର ଅଭିଯୋଗ ଓ ଦାବି ଭିତରେ ଟିକା ନିର୍ମାତାଙ୍କ ନିକଟରୁ ରାଜ୍ୟଗୁଡିକ ସିଧାସଳଖ ଟିକା କିଣିବାକୁ ଅନୁମତି ଦେଇଛି କେନ୍ଦ୍ର ।Continue reading “ମେ’ ପହିଲାରୁ ସିଧାସଳଖ ଟିକା କିଣିପାରିବେ ରାଜ୍ୟ ଓ ଘରୋଇ ହସ୍ପିଟାଲ । ରାଜ୍ୟ ପାଇଁ ଗୋଟିଏ ଡୋଜର ଦାମ ୪୦୦ ଓ ଘରୋଇ କ୍ଷେତ୍ର ପାଇଁ ୬୦୦ ଟଙ୍କା ।”
ଔଷଧ ଦୋକାନରେ ମିଳିବନି କରୋନା ଟିକା । ମେ ପହିଲାରୁ ଡାକ୍ତରଖାନା ଓ ଅଧିକୃତ ଟିକାକରଣ କେନ୍ଦ୍ରରେ କିଣିପାରିବେ ଭ୍ୟାକ୍ସିନ । ସେପଟେ କୋଭିସିଲଡ ଟିକାର ଦର ଧାର୍ଯ୍ୟ କଲା ସେରମ
କନକ ବ୍ୟୁରୋ: ମେ ପହିଲାରୁ ଦେଶରେ ୧୮ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଟିକା ଆବଶ୍ୟକତାକୁ ପୁରଣ କରିବାକୁ ଗଲା ସୋମବାର କେନ୍ଦ୍ର ସରକାର ଘୋଷଣା କରିଥିଲେ । ଟିକା ନିର୍ମାଣକାରୀ ସଂସ୍ଥା ଉତ୍ପାଦନର ୫୦ ପ୍ରତିଶତ ଟିକାକୁ ରାଜ୍ୟ ସରକାର କିମ୍ବା ଖୋଲା ବଜାରରେ ବିକ୍ରି କରିପାରିବେ । ସରକାରଙ୍କ ନୂଆ ନୀତି ପରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର କୋଭିସିଲଡ ଟିକାର ଦର ଧାର୍ଯ୍ୟ କରିଛି । ଟୁଇଟContinue reading “ଔଷଧ ଦୋକାନରେ ମିଳିବନି କରୋନା ଟିକା । ମେ ପହିଲାରୁ ଡାକ୍ତରଖାନା ଓ ଅଧିକୃତ ଟିକାକରଣ କେନ୍ଦ୍ରରେ କିଣିପାରିବେ ଭ୍ୟାକ୍ସିନ । ସେପଟେ କୋଭିସିଲଡ ଟିକାର ଦର ଧାର୍ଯ୍ୟ କଲା ସେରମ”
କେବେ ସରିବ କରୋନାର ଦ୍ୱିତୀୟ ଲହର । ଡିିଏମଇଟି ନିର୍ଦ୍ଦେଶକ କହିଲେ, ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଶୀର୍ଷ ଛୁଇଁପାରେ କରୋନା ।
କନକ ବ୍ୟୁରୋ: କରୋନା ସଂକ୍ରମଣକୁ ବୃଦ୍ଧିକୁ ନେଇ ଭୟ ବଢ଼ୁଛି । କେବେ କରୋନା କମିବ ତାକୁ ନେଇ ସମସ୍ତେ ଚିନ୍ତାରେ ଅଛନ୍ତି । ଏଭଳି ସମୟରେ ପ୍ରତିକ୍ରିୟା ରଖି ଡିଏମଇଟି ସିବିକେ ମହାନ୍ତି କହିଛନ୍ତିି, ମେ ମାସରେ ଶୀର୍ଷରେ ପହଁଚିବ ସଂକ୍ରମଣ । ହେଲେ ଏପଟେ ମାତ୍ର ୨୦ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ୧୨ଗୁଣରୁ ଅଧିକ ହେଲାଣି । ମାସ ଆରମ୍ଭରେ ଦୈନିକ ସଂକ୍ରମଣ ସଂଖ୍ୟା ୪ଶହ ତଳେ ଥିବାବେଳେ ଏବେ ପାଂଚ ହଜାରContinue reading “କେବେ ସରିବ କରୋନାର ଦ୍ୱିତୀୟ ଲହର । ଡିିଏମଇଟି ନିର୍ଦ୍ଦେଶକ କହିଲେ, ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଶୀର୍ଷ ଛୁଇଁପାରେ କରୋନା ।”
ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ଓଡ଼ିଶାରେ ପ୍ରସ୍ତୁତ ହେଉଛି ୭୩,୬୫୪ ଅକ୍ସିଜେନ୍ ଯୁକ୍ତ ବେଡ୍ ।
କନକ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ହସପିଟାଲ୍ ବେଡ୍, ଆଇସିୟୁ, ଭେଂଟିଲେଟରର ମିଳୁନଥିବା ନେଇ ଅଭିଯୋଗ ଆସିବାରେ ଲାଗିଛି । ତେବେ ଡିଏମଇଟି କହିଛନ୍ତି, ରାଜ୍ୟରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଶଯ୍ୟା ରହିଛି । ୭୧ଟି କୋଭିଡ୍ ହସ୍ପିଟାଲ ମଧ୍ୟରୁ ୩୧ ହସପିଟାଲ ଚାଲିଛି । ସାଧାରଣ ଶଯ୍ୟା ୨୬ ପ୍ରତିଶତ, ଆଇସିୟୁ ୧୪.୧୮ ପ୍ରତିଶତ ଏବଂ ଭେଂଟିଲେଟର ୧୦ ପ୍ରତିଶତ ପୂର୍ଣ୍ଣ ହୋଇଛି । ହାଇକୋର୍ଟଙ୍କୁ ଜଣାଇଲେ ସରକାରContinue reading “ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର । କରୋନାର ଦ୍ୱିତୀୟ ଲହର ମୁକାବିଲା ପାଇଁ ଓଡ଼ିଶାରେ ପ୍ରସ୍ତୁତ ହେଉଛି ୭୩,୬୫୪ ଅକ୍ସିଜେନ୍ ଯୁକ୍ତ ବେଡ୍ ।”
କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ । ନିଜେ ଟ୍ୱିଟ କରି ସୂଚନା ଦେଲେ ନରସିଂହ
କନକ ବ୍ୟୁରୋ: କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ । ନିଜେ ଟ୍ୱିଟ କରି ସୂଚନା ଦେଲେ ନରସିଂହ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି । ତେବେ କରୋନା ପଜିଟିଭ ଆସିବା ପରେ ଏବେ ସଙ୍ଗରୋଧରେ ରହିଛନ୍ତି ନରସିଂହ ମିଶ୍ର । ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହାରି ମଧ୍ୟରେ ଅନେକ ବିଶିଷ୍ଠ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତContinue reading “କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ । ନିଜେ ଟ୍ୱିଟ କରି ସୂଚନା ଦେଲେ ନରସିଂହ”
ମାଟ୍ରିକ୍ ପରୀକ୍ଷାକୁ ବାତିଲ କଲେ ସରକାର । ସିବିଏସଇ ଢ଼ାଂଚାରେ ପ୍ରକାଶ ପାଇବ ରେଜଲ୍ଟ । ଚାରିଟି ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ହୋଇପାରେ ମୂଲ୍ୟାୟନ ।
କନକ ବ୍ୟୁରୋ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ମାଟ୍ରିକ ପରୀକ୍ଷା ବାତିଲ କରିବା ଭଳି ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ତେବେ ପରୀକ୍ଷାଫଳ ପ୍ରକାଶ ପାଇବ । ଗଣଶିକ୍ଷା ମନ୍ତ୍ରୀ ପ୍ରେସମିଟ କରି କହିଛନ୍ତି ବୋର୍ଡ଼ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବ । ଏହାକୁ ଆଧାର କରି ଯୁକ୍ତ ଦୁଇରେ ଆଡମିଶନ ହେବ । ସିବିଏସଇ ଢାଂଚାରେ ନିଷ୍ପତି ନେଇ ସରକାର କହିଛନ୍ତି, ବିନା ପରୀକ୍ଷାରେContinue reading “ମାଟ୍ରିକ୍ ପରୀକ୍ଷାକୁ ବାତିଲ କଲେ ସରକାର । ସିବିଏସଇ ଢ଼ାଂଚାରେ ପ୍ରକାଶ ପାଇବ ରେଜଲ୍ଟ । ଚାରିଟି ପ୍ରି-ବୋର୍ଡ ପରୀକ୍ଷା ଆଧାରରେ ହୋଇପାରେ ମୂଲ୍ୟାୟନ ।”
ମହାରାଷ୍ଟ୍ର ନାସିକରେ ଲିକ୍ ହେଲା ଅକ୍ସିଜେନ୍ ଟ୍ୟାଙ୍କର । ହସପିଟାଲରେ ବନ୍ଦ କରିବାକୁ ପଡ଼ିଲା ଅକ୍ସିଜେନ୍ ସପ୍ଲାଏ । ଛଟପଟ ହୋଇ ଚାଲିଗଲା ୨୨ଜଣଙ୍କ ଜୀବନ ।
କନକ ବ୍ୟୁରୋ: ଦେଶରେ ଅକ୍ସିଜେନର ଘୋର ଅଭାବ ଦେଖାଦେଇଥିବାବେଳେ ମହାରାଷ୍ଟ୍ରର ନାସିକରୁ ଆସିଛି ଦୁଃଖଦ ଦୁର୍ଘଟଣାର ଖବର । ନାସିକର ଜାକିର ହୁସେନ କୋଭିଡ ହସପିଟାଲରେ ଆଜି ଅକ୍ସିଜେନ ଟ୍ୟାଙ୍କ ଲିକ ହୋଇଥିଲା । ଯାହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ହସପିଟାଲରେ ଅକ୍ସିଜେନ ସପ୍ଲାଇ ବନ୍ଦ କରିବା ଜରୁରୀ ହୋଇପଡିଥିଲା । କିନ୍ତୁ ଏହି ସମୟରେ ଅନେକ କୋଭିଡ ରୋଗୀଙ୍କ ଅକ୍ସିଜେନ ଲାଗିଥିଲା । ତେଣୁ ଏଭଳି ସମୟରେ ଅନେକ କୋଭିଡ ରୋଗୀଙ୍କୁ ଅନ୍ୟ ହସପିଟାଲକୁContinue reading “ମହାରାଷ୍ଟ୍ର ନାସିକରେ ଲିକ୍ ହେଲା ଅକ୍ସିଜେନ୍ ଟ୍ୟାଙ୍କର । ହସପିଟାଲରେ ବନ୍ଦ କରିବାକୁ ପଡ଼ିଲା ଅକ୍ସିଜେନ୍ ସପ୍ଲାଏ । ଛଟପଟ ହୋଇ ଚାଲିଗଲା ୨୨ଜଣଙ୍କ ଜୀବନ ।”
ଆଇପିଏଲ ଲଢେଇ: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ।
କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା । ଏହି ମ୍ୟାଚରେ ଟସ ତିଜି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଆସିବ ଚେନ୍ନାଇ । ଉଭୟ ଏହି ମ୍ୟାଚ ଜିତିବାକୁ ଚେଷ୍ଟା କରିବେ । ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି କୋଲକାତାକୁ ଏକ ବଡ ବିଜୟ ଲକ୍ଷ୍ୟ ଦେବାକୁ ପ୍ରୟାସ କରିବ । ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚContinue reading “ଆଇପିଏଲ ଲଢେଇ: ଟସ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି । ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ । “