କନକ ବ୍ୟୁରୋ: ମାଓବାଦୀଙ୍କ ଉପରେ ପ୍ରଥମ ଥର ଲାଗି ହୋଇଛି ଏୟାର ଷ୍ଟ୍ରାଇକ । ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖପାତ୍ର ବିକଳ୍ପ ପ୍ରେସ ନୋଟ ଜାରି କରି ଏହି ସୂଚନା ଦେଇଛନ୍ତି । ଏହାସହ ଏୟାରଷ୍ଟ୍ରାଇକର ଭିଡିଓ ଓ ଫଟୋ ବି ଜାରି କରାଯାଇଛି । ମାଓବାଦୀମାନେ ଦାବି କରିଛନ୍ତି, ୧୯ ଏପ୍ରିଲରେ ପୁଲିସ ଡ୍ରୋନ ମାଧ୍ୟମରେ ମାଓବାଦୀଙ୍କ ଉପରେ ୧୨ ବୋମା ଫିଙ୍ଗିଛନ୍ତି । ତେବେ ଡ୍ରୋନ ଆକ୍ରମଣ ପୂର୍ବରୁ ମାଓବାଦୀମାନେ ସ୍ଥାନContinue reading “ମାଓ ଶିବିର ଉପରେ ଏୟାର ଷ୍ଟ୍ରାଇକ! ଏପ୍ରିଲ ୧୯ରେ ମାଓ ଶିବିର ଉପରେ ଆକ୍ରମଣ ହୋଇଥିବା ସୂଚନା”
Author Archives: Raghaba
୨୪ ଘଣ୍ଟା ପର୍ଯ୍ୟନ୍ତ ୨୧ ଜିଲ୍ଲାକୁ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।
କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣ, ପଶ୍ଚିମ, ଉତ୍ତର, କେନ୍ଦ୍ରୀୟ ଓ ଆଭ୍ୟନ୍ତରୀଣର ପ୍ରାୟ ୨୧ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ଏହି ୨୧ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜାରି ସତର୍କ ସୂଚନା ମୁତାବକContinue reading “୨୪ ଘଣ୍ଟା ପର୍ଯ୍ୟନ୍ତ ୨୧ ଜିଲ୍ଲାକୁ କାଳବୈଶାଖୀ ଓ ବଜ୍ରପାତ ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”
ପାକିସ୍ତାନ ସୀମାନ୍ତରେ ଧରାପଡିଥିଲା ସନ୍ଦିଗ୍ଧ ପାରା, ଗୋଡରେ ଲାଗିଥିଲା ଧଳା କାଗଜ । ଏବେ ପାରା ବିରୋଧରେ ହେଲା ମାମଲା ।
କନକ ବ୍ୟୁରୋ : ପଞ୍ଜାବର ଆନ୍ତର୍ଜାତିକ ସୀମାନ୍ତ ନିକଟରେ ଧଳା କାଗଜ ନେଇ ଯାଉଥିବା ବେଳେ ଧରା ପଡ଼ିଥିବା ସନ୍ଦିଗ୍ଧ ପାରା ବିରୋଧରେ ‘ଏଫଆଇଆର୍’ ଦିଆଯାଇଛି। ‘ବିଓପି’ ରୋରାନଓ୍ଵାଲାରେ ଥିବା ଜଣେ କନେଷ୍ଟବଳଙ୍କ ପାଖକୁ ଉଡ଼ି ଆସିଥିବା ଉକ୍ତ ପାରା ଗୋଡ଼ରେ ଖଣ୍ଡେ କାଗଜ ବନ୍ଧା ହୋଇଥିଲା। ଏପ୍ରିଲ୍ ୧୭ ତାରିଖ ଦିନ କଳାଧଳା ରଙ୍ଗର ଏହି ପାରାଟି ଉଡ଼ି ଆସି ପୋଷ୍ଟର କ୍ୟାମ୍ପ୍ ଗାର୍ଡ ଡିୟୁଟି କରୁଥିବା କନେଷ୍ଟବଳ ନୀରଜ କୁମାରଙ୍କ କାନ୍ଧରେ ବସିଥିଲା। ପାକିସ୍ତାନContinue reading “ପାକିସ୍ତାନ ସୀମାନ୍ତରେ ଧରାପଡିଥିଲା ସନ୍ଦିଗ୍ଧ ପାରା, ଗୋଡରେ ଲାଗିଥିଲା ଧଳା କାଗଜ । ଏବେ ପାରା ବିରୋଧରେ ହେଲା ମାମଲା ।”
ନାସିକର ଜାକିର ହୁସେନ ହସ୍ପିଟାଲରେ ଅଘଟଣ । ଅକ୍ସିଜେନ ଅଭାବ ଯୋଗୁଁ ୨୨ ରୋଗୀଙ୍କ ମୃତ୍ୟୁ ।
କନକ ବ୍ୟୁରୋ: ମହାରାଷ୍ଟ୍ର ନାସିକର ଜାକିର ହୁସେନ ହସ୍ପିଟାଲରେ ଅଘଟଣ । ଅକ୍ସିଜେନ ଅଭାବ ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ । ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ଏଭଳି ଅଘଟଣ ଘଟିଥିବା ସୂଚନା । ୩୦ ମିନିଟ ପାଇଁ ବନ୍ଦ ରହିଥିଲା ଅକ୍ସିଜେନ ଯୋଗାଣ । ଭେଣ୍ଟିଲେଟରରେ ରହିଥିଲେ ସମସ୍ତ ରୋଗୀ । କୌଣସି କାରଣରୁ ହସ୍ପିଟାଲରେ ଅକ୍ସିଜେନ ଟାଙ୍କି ଲିକ ହୋଇଯାଇଥିଲା । ଫଳରେ କିଛି ସମୟ ପାଇଁ ଅକ୍ସିଜେନ ଯୋଗାଣ ଠପ ହୋଇଯାଇଥିଲା ।Continue reading “ନାସିକର ଜାକିର ହୁସେନ ହସ୍ପିଟାଲରେ ଅଘଟଣ । ଅକ୍ସିଜେନ ଅଭାବ ଯୋଗୁଁ ୨୨ ରୋଗୀଙ୍କ ମୃତ୍ୟୁ ।”
ସାନଭାଇକୁ ପାଠ ପଢାଇବି, ବଡ ମଣିଷ କରିବି । ଅଭାବ ରୋକିପାରିବନି ବାଟ, ସାନଭାଇ ପାଇଁ ଗ୍ରାଜୁଏଟ ଭଉଣୀ ଉଠାଉଛି ଅଳିଆ ଝୁଡି । ଏ କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି ମମସ୍ପର୍ଶୀ ମଧ୍ୟ ।
କନକ ବ୍ୟୁରୋ : ଗୋଟିଏ ହାତରେ ଗ୍ରାଜୁଏସନ ଡିଗ୍ରୀ, ଆଉ ଅନ୍ୟ ହାତରେ ଅଳିଆ ଝୁଡି । ଯେଉଁ ହାତରେ ପୂର୍ବରୁ କଲମ ଥିଲା, ସେହି ହାତରେ ଏବେ ଅଳିଆ ଉଠାଉଛନ୍ତି ଗ୍ରାଜୁଏଟ ଛାତ୍ରୀ । ଆଉ ଏହା ପଛରେ ରହିଛି ସେହି ଅଭାବୀ ଘରର କାହାଣୀ । କ୍ୟାମେରା ଆଗରେ କୋହ ସମ୍ଭାଳି ପାରିନାହାନ୍ତି, ଆଉ ନିଜ ପରିବାରର ଅଭାବୀ କାହାଣୀ କହୁ କହୁ କାନ୍ଦିପକାଇଛନ୍ତି । ତୁ ଏତେ ପାଠ ପଢିଛୁ, ପୁଣି ଏହିContinue reading “ସାନଭାଇକୁ ପାଠ ପଢାଇବି, ବଡ ମଣିଷ କରିବି । ଅଭାବ ରୋକିପାରିବନି ବାଟ, ସାନଭାଇ ପାଇଁ ଗ୍ରାଜୁଏଟ ଭଉଣୀ ଉଠାଉଛି ଅଳିଆ ଝୁଡି । ଏ କାହାଣୀ ଯେତିକି ପ୍ରେରଣାଦାୟୀ ସେତିକି ମମସ୍ପର୍ଶୀ ମଧ୍ୟ । “
ଓଏନଜିସିର ୩ କର୍ମଚାରୀ ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଅପହୃତ । ପରିତ୍ୟକ୍ତ ଗାଡି ଉଦ୍ଧାର ।
କନକ ବ୍ୟୁରୋ : ଆସାମର ଶିବନଗର ଜିଲ୍ଲା ଅନ୍ତର୍ଗତ ଲକୁଓ୍ଵା ଅଏଲ୍ ଫିଲଡ୍ର ଏକ ଖନନସ୍ଥଳରୁ ବୁଧବାର ପ୍ରତ୍ୟୁଷରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀମାନେ ‘ଅଏଲ୍ ଆଣ୍ଡ୍ ନେଚୁରାଲ୍ ଗ୍ୟାସ୍ କର୍ପୋରେସନ୍ ଲିମିଟେଡ୍’ (ଓଏନ୍ଜିସି)ର ୩ଜଣ କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ‘ଓଏନଜିସି’ର ଦୁଇଜଣ ଜୁନିଅର୍ ଇଞ୍ଜିନିୟର୍ ଆସିଷ୍ଟାଣ୍ଟ୍ ଏବଂ ଜଣେ ଜୁନିୟର୍ ଟେକ୍ନିସିଆନଙ୍କୁ ଦଳେ ସଶସ୍ତ୍ର ଆତଙ୍କବାଦୀ ‘ଓଏନଜିସି’ର ଗୋଟାଏ ‘ଅପରେସନାଲ୍’ ଗାଡ଼ିରେ ଅପହରଣ କରି ନେଇଛନ୍ତି। ପରେ ଉକ୍ତ ଗାଡ଼ିଟି ଆସାମ-ନାଗାଲାଣ୍ଡ୍ ସୀମାନ୍ତ ନିକଟ ନିମୋନଗର ଜଙ୍ଗଲରୁContinue reading “ଓଏନଜିସିର ୩ କର୍ମଚାରୀ ସନ୍ଦିଗ୍ଧ ଆତଙ୍କବାଦୀ ସଙ୍ଗଠନ ଦ୍ୱାରା ଅପହୃତ । ପରିତ୍ୟକ୍ତ ଗାଡି ଉଦ୍ଧାର । “
ଧୋନୀଙ୍କ ବାପା-ମାଆଙ୍କୁ କରୋନା । ରାଞ୍ଚିର ଘରୋଇ ହସ୍ପିଟାଲରେ କରାଗଲା ଭର୍ତ୍ତି ।
କନକ ବ୍ୟୁରୋ : ପୂରା ଦେଶରେ କରୋନା କାୟା ମେଲାଉଥିବା ବେଳେ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢୁଛି । ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ଆଉ ଏସବୁ ଭିତରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବାପା ଓ ମାଙ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡିଛି । ଉଭୟଙ୍କୁ ରାଞ୍ଚିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଉଭୟଙ୍କରContinue reading “ଧୋନୀଙ୍କ ବାପା-ମାଆଙ୍କୁ କରୋନା । ରାଞ୍ଚିର ଘରୋଇ ହସ୍ପିଟାଲରେ କରାଗଲା ଭର୍ତ୍ତି ।”
କରୋନା ଭୂତାଣୁର ଯେକୌଣସି ପ୍ରକାରକୁ ପ୍ରଭାବହୀନ କରିପାରିବ କୋଭାକ୍ସିନ୍ : ଘୋଷଣା କଲା ଦେଶର ସବୋର୍ଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର
କନକ ବ୍ୟୁରୋ :ଦେଶୀ ଟିକାର କମାଲ ମଧ୍ୟ ସାମ୍ନାକୁ ଆସିଛି । ଦେଶର ଭେଷଜ ଗବେଷଣା ସଂପର୍କିତ ସର୍ବୋଚ୍ଚ ସଂସ୍ଥା ଆଇସିଏମଆର ଦାବି କରିଛି ଯେ, ଦେଶୀ ଟିକା କୋଭାକ୍ସିନ, କରୋନାର ସବୁ ପ୍ରକାର ଭାରିଆଂଟ ବିରୋଧରେ ପ୍ରଭାବୀ । ଅର୍ଥାତ କରୋନାର ଯେକୌଣସି ପ୍ରକାର ବିରୋଧରେ ଏହା କାମ ଦେଉଛି । ୟୁକେ ଭାରିଆଂଟ ଓ ବ୍ରାଜିଲ ଭାରିଆଂଟ ସମେତ ଦେଶରେ ଦେଖାଦେଇଥିବା ଡବଲ ମ୍ୟୁଟାଂଟ ବିରୋଧରେ ଏହା ପ୍ରଭାବୀ ବୋଲି ଦାବି କରିଛି ଆଇସିଏମଆରContinue reading “କରୋନା ଭୂତାଣୁର ଯେକୌଣସି ପ୍ରକାରକୁ ପ୍ରଭାବହୀନ କରିପାରିବ କୋଭାକ୍ସିନ୍ : ଘୋଷଣା କଲା ଦେଶର ସବୋର୍ଚ୍ଚ ଭେଷଜ ଗବେଷଣା ସଂସ୍ଥା ଆଇସିଏମଆର”
ପିପିଲି ଉପନିର୍ବାଚନ : ଦିବଗଂଜ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ଲଢ଼ିବେନି; ଟିକଟ ନେବାକୁ ଅମଙ୍ଗ
କନକ ବ୍ୟୁରୋ : ଆଗକୁ ଆସୁଛି ପିପିଲି ଉପନିର୍ବାଚନ । ତେବେ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ପ୍ରାର୍ଥୀ ହେବେ ନାହିଁ, ଟିକେଟ ନେବାକୁ ମନା କରିଦେଲେ ବୋଲି କହିଛନ୍ତି ସୁର ରାଉତରାୟ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ କଂଗ୍ରେସରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । ତେବେ କିଏ ପ୍ରାର୍ଥୀ ହେବେ ତାକୁ ନେଇ କିଛି ଜଣାପଡ଼ିନାହିଁ । from Kanak News viaContinue reading “ପିପିଲି ଉପନିର୍ବାଚନ : ଦିବଗଂଜ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରିବାରରୁ କେହି ଲଢ଼ିବେନି; ଟିକଟ ନେବାକୁ ଅମଙ୍ଗ”
ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପିକରେ ରହିପାରେ କରୋନା : ଗତଥର ଠାରୁ ଅକ୍ସିଜେନ ଅଧିକ ମହଜୁଦ ଥିବା କହିଲେ ଡିିଏମଇଟି ଡାକ୍ତର
କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କରୋନା ପିକରେ ରହିପାରେ । ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଅକ୍ସିଜେନ ମଧ୍ୟ ଗତବର୍ଷ ଅପେକ୍ଷା ମହଜୁଦ ଥିବା କହିଛନ୍ତି ସିବିକେ ମହାନ୍ତି । ଏହା ସହContinue reading “ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ପିକରେ ରହିପାରେ କରୋନା : ଗତଥର ଠାରୁ ଅକ୍ସିଜେନ ଅଧିକ ମହଜୁଦ ଥିବା କହିଲେ ଡିିଏମଇଟି ଡାକ୍ତର”