କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ । ରାଜ୍ୟ ସରକାର ୪୦୦ ଓ ପ୍ରାଇଭେଟ ହସ୍ପିଟାଲ ୬୦୦ ଟଙ୍କାରେ କିଣିପାରିବେ ଟିକା ।

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କୁ  ୫୦ ପ୍ରତିଶତ ଟୀକା ଯୋଗାଇବେ ଉତ୍ପାଦନକାରୀ ସଂସ୍ଥା । ଅଥାର୍ତ ଉତ୍ପାଦନକାରୀ ସଂସ୍ଥା ଠାରୁ ଟିକା କିଣିପାରିବେ ରାଜ୍ୟ ସରକାର । ତେବେ ଏହାପୂର୍ବରୁ ଟିକାର ଦର ସ୍ଥିର କରିଛି ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ । ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଏହି ଟିକା ଯୋଗାଇ ଦିଆଯିବ ସେହିଭଳି ପ୍ରାଇଭେଟ ହସ୍ପିଟାଲ ଗୁଡିକ ଏହି ଟିକା କିଣିଲେ ୬୦୦ ଟଙ୍କା ଦେବାକୁContinue reading “କୋଭିସିଲ୍ଡ ଟିକାର ଦର ଧାର୍ଯ୍ୟ କଲା ସେରମ । ରାଜ୍ୟ ସରକାର ୪୦୦ ଓ ପ୍ରାଇଭେଟ ହସ୍ପିଟାଲ ୬୦୦ ଟଙ୍କାରେ କିଣିପାରିବେ ଟିକା ।”

ବାତିଲ ହେଲା ପରୀକ୍ଷା , କେମିତି ହେବ ମାଟ୍ରିକ୍ ମୂଲ୍ୟାୟନ : ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?

କନକ ବ୍ୟୁରୋ : ବାତିଲ ହେଲା ଚଳିତ ବର୍ଷ ମାଟ୍ରିକ ବୋର୍ଡ଼ ପରୀକ୍ଷା । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେହିପରି ରାଜ୍ୟ ମଦ୍ରାସା ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରାଯାଇଛି । ଏହି ବୋର୍ଡ଼ମାନଙ୍କ ଦ୍ୱାରା ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶContinue reading “ବାତିଲ ହେଲା ପରୀକ୍ଷା , କେମିତି ହେବ ମାଟ୍ରିକ୍ ମୂଲ୍ୟାୟନ : ଜାଣନ୍ତୁ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ ?”

କରୋନାରେ ଚାଲିଗଲେ ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳ : ଜଗନ୍ନାଥପ୍ରସାଦ ବ୍ଲକ ବିଡିପୁରସ୍ଥିତ ଟିଏସଡି କଲେଜ ଅଧ୍ୟାପକ

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ କଥା ଦେଇଥିଲେ ଆଉ ମାତ୍ର ୬ଦିନ ଭିତରେ ଫେରିବେ । କିନ୍ତୁ ଆଉ ଫେରିଲେନି ସମସ୍ତଙ୍କର ପ୍ରିୟ ଅଧ୍ୟାପକ । କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳ । ସେ କଲେଜ ପରିଚାଳନା କମିଟି ଅଧୀନରେ କାର୍ଯ୍ୟରତ ଥିବାବେଳେ ଛାତ୍ରଛାତ୍ରୀଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟଥିଲେ । ବିଡିପୁରଠାରେ ଏକ କୋଚିଙ୍ଗContinue reading “କରୋନାରେ ଚାଲିଗଲେ ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳ : ଜଗନ୍ନାଥପ୍ରସାଦ ବ୍ଲକ ବିଡିପୁରସ୍ଥିତ ଟିଏସଡି କଲେଜ ଅଧ୍ୟାପକ”

ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ ପରୀକ୍ଷା : ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ବାତିଲ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା । ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଫେବୃୟାରୀରେ ମାଟ୍ରିକ ପରୀକ୍ଷା ହେଉଥିବା ବେଳେ ଏହାକୁ ମେ ୩ ତାରିଖକୁ ଘୁଂଚା ଯାଇଥିଲା । ପରୀକ୍ଷା ସ୍ଥଗିତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ୱେ ରାଜ୍ୟରେ ୬ ଲକ୍ଷContinue reading “ଚଳିତ ବର୍ଷ ପାଇଁ ବାତିଲ ହେଲା ମାଟ୍ରିକ ପରୀକ୍ଷା : ଘୋଷଣା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ”

ମାଟ୍ରିକ ପରୀକ୍ଷା ବାତିଲ ଦାବି : ମୟୁରଭଂଜ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଧାରଣା

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ବାତିଲ ଦାବିରେ ମୟୁରଭଂଜ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଧାରଣା । ମୟୁରଭଂଜ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ପଦଯାତ୍ରା କରି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ମାଟ୍ରିକ ପରୀକ୍ଷାକୁ ସରକାର ସ୍ଥଗିତ ରଖି ଥିବାରୁ ସେମାନେ ଦ୍ୱନ୍ଦ୍ୱରେ ଥିବା କହିଛନ୍ତି । ତେଣୁ ସିବିଏସଇ ଢ଼ାଂଚାରେ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଯାହା ପାଇଁ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ୬ଜଣ ଛାତ୍ରଛାତ୍ରୀଙ୍କୁ ଉଠାଇContinue reading “ମାଟ୍ରିକ ପରୀକ୍ଷା ବାତିଲ ଦାବି : ମୟୁରଭଂଜ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଧାରଣା”

ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ମାମଲା ଚିହ୍ନଟ, ୨ ହଜାର ୨୩ଜଣଙ୍କ ମୃତ୍ୟୁ  

କନକ ବ୍ୟୁରୋ : ଦେଶରେ କରୋନା ଭାଇରସ୍‌ ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ପାଖାପାଖି ହୋଇ ଏଯାବତ୍‌ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୯୫,୦୪୧ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୨,୦୨୩ ମୃତ୍ୟୁ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବାContinue reading “ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ ସଂଖ୍ୟା : ୨୪ ଘଂଟାରେ ୨ ଲକ୍ଷ ୯୫ ହଜାର ୪୧ ନୂଆ ମାମଲା ଚିହ୍ନଟ, ୨ ହଜାର ୨୩ଜଣଙ୍କ ମୃତ୍ୟୁ  “

ମାଟ୍ରିକ ପରୀକ୍ଷାକୁ ନେଇ ହୋଇପାରେ ବଡ଼ ଘୋଷଣା : ପରୀକ୍ଷା ବାତିଲ ନେଇ ଘୋଷଣା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ବାତିଲ ନିଷ୍ପତ୍ତି ନେବେ କି ସରକାର । ଏଭଳି ଏକ ସମ୍ଭାବନା ସୃଷ୍ଟି ହୋଇଛି, କାରଣ କିଛି ସମୟ ମଧ୍ୟରେ ମାଟ୍ରିକ ପରୀକ୍ଷାକୁ ନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ବଡ଼ ଘୋଷଣା କରିବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଛାତ୍ରଛାତ୍ରୀଙ୍କ ଦାବି ପରେ ସରକାର ମାଟ୍ରିକ ପରୀକ୍ଷାକୁ ବାତିଲ କରିପାରନ୍ତି । ପୂର୍ବରୁ ମେ ୩ ତାରିଖରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲେContinue reading “ମାଟ୍ରିକ ପରୀକ୍ଷାକୁ ନେଇ ହୋଇପାରେ ବଡ଼ ଘୋଷଣା : ପରୀକ୍ଷା ବାତିଲ ନେଇ ଘୋଷଣା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ”

ସଂକ୍ରମଣ ବଢ଼ୁଛି, ଶ୍ରମିକ ଫେରୁଛି : ମାଲକାନଗିରି ମୋଟୁ ଅଂଚଳରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ାର ଚିତ୍ର

କନକ ବ୍ୟୁରୋ : କରୋନର ପୁରୁଣା ସ୍ଥିତି ପୁଣି ଫେରୁଛି । ୨୦୨୦ର ସ୍ଥିତି, ୨୦୨୧ରେ ତାଜା ହେଉଛି । ସେ ଶ୍ମଶାନର ଦୃଶ୍ୟ ହେଉ ବା ଡାକ୍ତରଖାନାର ଦୃଶ୍ୟ । ଆଉ ଏ ହେଉଛି ରାଜ୍ୟର ସୀମାନ୍ତବର୍ତୀ ଅଂଚଳର ଦୃଶ୍ୟ । ମାଲକାନଗିରି ଦେଇ ଓଡ଼ିଶା ପ୍ରବେଶ କରିବାକୁ ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ଅନ୍ୟପଟେ ଆନ୍ତରାଜ୍ୟ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ତେବେ ଯାତ୍ରୀଙ୍କୁ ଭୁବନେଶ୍ୱର ବ୍ରହ୍ମପୁର ଛାଡ଼ି ଦେବାContinue reading “ସଂକ୍ରମଣ ବଢ଼ୁଛି, ଶ୍ରମିକ ଫେରୁଛି : ମାଲକାନଗିରି ମୋଟୁ ଅଂଚଳରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ାର ଚିତ୍ର”

ପଦ୍ମପୁର ରେଞ୍ଜ ଅଧିନ ରାଇସଲପଦର ପଞ୍ଚାୟତରେ ହାତୀ ଆତଙ୍କ : ହାତୀ ଆକ୍ରମଣରେ ଗଲା ତିନିଜଣଙ୍କ ଜୀବନ

କନକ ବ୍ୟୁରୋ : ହାତୀ ଆକ୍ରମଣରେ ଗଲା ତିନିଜଣଙ୍କ ଜୀବନ । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଘନାମାଲ ପଂଚାୟତରେ ହାତୀ ଆକ୍ରମଣରେ ଆଜି ତିନିଜଣଙ୍କର ମୃତ୍ୟୁ ଘଟିଛି । ଏହି ତିନି ଜଣ ହେଉଛନ୍ତି ମାଳ ସେଠ୍ ଉମରାଡ,ବିରଞ୍ଚି କୁମ୍ଭାର ଉମରାଡ ଓ ଶିବ ସେଠ । ମିଳିଥିବା ସୂଚନା ମୁତାବକ ଏହି ତିନିଜଣ ବ୍ୟକ୍ତି ଆଜି ଭୋରରେ ଘର ବାହାରକୁ ଯାଇଥିବାବେଳେ ହାତୀଟିଏ ସେମାନଙ୍କୁ ଆକ୍ରମଣ କରିଥିଲା । ତେବେ ଜଣଙ୍କ ପରେ ଜଣଙ୍କୁ ହାତୀContinue reading “ପଦ୍ମପୁର ରେଞ୍ଜ ଅଧିନ ରାଇସଲପଦର ପଞ୍ଚାୟତରେ ହାତୀ ଆତଙ୍କ : ହାତୀ ଆକ୍ରମଣରେ ଗଲା ତିନିଜଣଙ୍କ ଜୀବନ”

ହ୍ୱାଟ୍ସଆପ୍ ପିଙ୍କ୍ ଲିଙ୍କକୁ ସାବଧାନ ! ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ହ୍ୟାକ୍ ହୋଇଯାଉଛି ଫୋନ୍

ହ୍ୱାଟ୍ସଆପ୍ ବ୍ୟବହାରକାରୀମାନଙ୍କ ପାଖକୁ ଏକ ଲିଙ୍କ୍‌ ଆସୁଛି ଯେଉଁଥିରେ ହ୍ୱାଟ୍ସଆପକୁ ଗୋଲାପି କରିବାର ପ୍ରତିଶ୍ରୁତି ରହିଛି । ସେଭଳି ଲିଙ୍କ୍‌ ପ୍ରତି ସାବଧାନ ରହିବାକୁ ସାଇବର୍‌ ବିଶେଷଜ୍ଞମାନେ କହିଛନ୍ତି । ହ୍ୱାଟ୍ସଆପ୍ ପିଙ୍କ୍‌ ଲିଙ୍କ୍‌ ହେଉଛି ଏକ ପ୍ରକାର ଭାଇରସ୍‌। ସେହି ଲିଙ୍କ୍‌ରେ କ୍ଲିକ୍‌ କଲେ ଫୋନ୍ ହ୍ୟାକ୍ ହୋଇଯିବ ବୋଲି ବିଶେଷଜ୍ଞମାନେ ଲୋକମାନଙ୍କୁ ସତର୍କ କରାଇଦେଇଛନ୍ତି । ହ୍ୱାଟ୍ସଆପ୍ ପିଙ୍କ୍‌ ଲିଙ୍କ୍‌ ଏକ ଅଫିସିଆଲ୍‌ ଅପ୍‌ଡେଟ୍‌ ଭାବେ ଆସୁଛି। ତେଣୁ ବ୍ୟବହାରକାରୀମାନେ ତାହାକୁ ସହଜରେ ବିଶ୍ବାସContinue reading “ହ୍ୱାଟ୍ସଆପ୍ ପିଙ୍କ୍ ଲିଙ୍କକୁ ସାବଧାନ ! ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ହ୍ୟାକ୍ ହୋଇଯାଉଛି ଫୋନ୍”

Design a site like this with WordPress.com
Get started