ସଂକ୍ରମଣ ବଢ଼ୁଛି, ଶ୍ରମିକ ଫେରୁଛି । ମାଲକାନଗିରି ମୋଟୁ ଅଂଚଳରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ାର ଚିତ୍ର ।

କନକ ବ୍ୟୁରୋ: ଘରକୁ ବାହୁଡି ଆସୁଛି ଶ୍ରମିକ, ଯେତେବେଳେ ଜୀବିକା ଚାଲି ଯାଉଛି, ଆଉ ଜୀବନ ସଂକଟରେ, ସେତେବେଳେ ପରିବାର ପାଖକୁ ଫେରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ । ହେଲେ ନିଜ ମା’ ମାଟିର କୋଳକୁ ଫେରିବା ବାଟରେ ବି କଂଟା ହୋଇ ଠିଆ ହୋଇଛି କରୋନା । ବାହାର ରାଜ୍ୟରୁ ଫେରୁଥିବାରୁ ନିଜ ରାଜ୍ୟର ସୀମାରେ ଯାଂଚ ପାଇଁ ଡେରା ପକାଇଛି ପ୍ରଶାସନ । ଆଉ ଖରାରେ ଧାଡ଼ି ବାନ୍ଧି ଅପେକ୍ଷା କରିବାକୁContinue reading “ସଂକ୍ରମଣ ବଢ଼ୁଛି, ଶ୍ରମିକ ଫେରୁଛି । ମାଲକାନଗିରି ମୋଟୁ ଅଂଚଳରୁ ଆସିଲା ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ାର ଚିତ୍ର ।”

ଅମିତ ମିଶ୍ରାଙ୍କ ଚମତ୍କାର ବୋଲିଂ । ୧୩୭ ରନ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ 

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଅମିତ ମିଶ୍ରା ଚମତ୍କାର ବୋଲିଂ କରିଛନ୍ତି । ତାଙ୍କ ବୋଲିଂରେ ଧରାଶାୟୀ ହୋଇ ପଡିଛି ମୁମ୍ବାଇ ଦଳ । ଫଳରେ ମୁମ୍ବାଇ ଏହି ମ୍ୟାଚରେ ୧୩୭ ରନ କରିବାରେ ସଫଳ ହୋଇଛି । ଏହାସହ ଏବେ ଦିଲ୍ଲୀ ଆଗରେ ୧୩୭ ରନର ବିଜୟ ଲକ୍ଷ୍ୟ ରହିଛି । ଦିଲ୍ଲୀକୁ ଏହି ମ୍ୟାଚ ଜିତିବାକୁ ହେଲେ ମୁମ୍ବାଇ ବୋଲର ମାନଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ ପ୍ରଥମେ ଟସContinue reading “ଅମିତ ମିଶ୍ରାଙ୍କ ଚମତ୍କାର ବୋଲିଂ । ୧୩୭ ରନ କଲା ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀ ଆଗରେ ୧୩୮ ରନର ବିଜୟ ଲକ୍ଷ୍ୟ “

ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦି । କହିଲେ, ଲକଡାଉନ ହେଉ ଅନ୍ତିମ ବିକଳ୍ପ

କନକ ବ୍ୟୁରୋ : ଆଜି କରୋନାର ଦ୍ୱିତୀୟ ଲହରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଲକଡାଉନରୁ ବଞ୍ଚିବାକୁ ରାଜ୍ୟ ସରକାର କାମ କରନ୍ତୁ । ଆମ ପାଇଁ ଅନ୍ତିମ ବିକଳ୍ପ ହେଉ ଲକଡାଉନ । ମାଇକ୍ରୋ କଣ୍ଟନମେଣ୍ଟ ଜୋନକୁ ଗୁରୁତ୍ୱ ଦିଅନ୍ତୁ ରାଜ୍ୟ ସରକାର । ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ଭରସା ଦିଅନ୍ତୁ । ରାଜ୍ୟମାନେ ଶ୍ରମିକମାନଙ୍କୁ ଅନୁରୋଧ କରିବା ଉଚିତ, ସେମାନେ ଯେଉଁଠି ଅଛନ୍ତି ସେଇଠି ରୁହନ୍ତୁContinue reading “ଦେଶବାସୀଙ୍କୁ ସମ୍ବୋଧନ କଲେ ମୋଦି । କହିଲେ, ଲକଡାଉନ ହେଉ ଅନ୍ତିମ ବିକଳ୍ପ”

କରୋନା କାଳରେ ମାଟ୍ରିକ୍ ପରୀକ୍ଷା ବାତିଲ ପାଇଁ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ନବୀନ ନିବାସ ସାମ୍ନାରେ ଧାରଣାରେ ବସିଲେ ୧୫ରୁ ଅଧିକ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।

କନକ ବ୍ୟୁରୋ: ଅନିଶ୍ଚିତତା ଘେରରେ ଦଶମ ପରୀକ୍ଷା । କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେନେଇ ବାହାରି ପାରୁନି ନଷ୍କର୍ସ । ଯାହାକୁ ନେଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀମାନେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ । ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ, ପରୀକ୍ଷା ହେବ କି ନାହିଁ ସେ ଦ୍ୱନ୍ଦ୍ୱ ଦୂର କରିବାକୁ ଦାବିContinue reading “କରୋନା କାଳରେ ମାଟ୍ରିକ୍ ପରୀକ୍ଷା ବାତିଲ ପାଇଁ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ । ନବୀନ ନିବାସ ସାମ୍ନାରେ ଧାରଣାରେ ବସିଲେ ୧୫ରୁ ଅଧିକ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ।”

ଦେଶକୁ ସମ୍ବୋଧିତ କରିବେ ମୋଦି । ରାତି ୮ଟା ୪୫ ମିନିଟରେ କରୋନା ସ୍ଥିତି ନେଇ କରିବେ ସମ୍ବୋଧନ । 

କନକ ବ୍ୟୁରୋ : କିଛି ସମୟ ପରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ରାତି ୮.୪୫ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । କରୋନା ପ୍ରସଙ୍ଗରେ କହିପାରନ୍ତି ପ୍ରଧାନମନ୍ତ୍ରୀ । ଏନେଇ ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ପ୍ରଧାନମନ୍ତ୍ରୀ କଣ କହିବେ ତା ଉପରେ ରହିଛି ସମସ୍ତଙ୍କ ନଜର । ଦେଶରେ କରୋନା ସ୍ଥିତି ପୁଣି ଅଣାୟତ ହେଉଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି । କରୋନାକୁ ନେଇ ଏବେContinue reading “ଦେଶକୁ ସମ୍ବୋଧିତ କରିବେ ମୋଦି । ରାତି ୮ଟା ୪୫ ମିନିଟରେ କରୋନା ସ୍ଥିତି ନେଇ କରିବେ ସମ୍ବୋଧନ । “

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କୋର୍ଟ । କହିଲେ, ଆପଣ କଣ ରୋଗୀଙ୍କୁ ଅମ୍ଲଜାନ ପାଇଁ ଅପେକ୍ଷା କରିବାକୁ କହିବେ କି?

କନକ ବ୍ୟୁରୋ :  କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ପାଇଁ ଅମ୍ଳଜାନର ଅଭାବ ଏବେ ଦେଶରେ ଏକ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଅମ୍ଳଜାନ ଅଭାବ କାରଣରୁ ବହୁ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାର ବହୁ ଅଭିଯୋଗ ଆସୁଛି। ଏଘଟଣାକୁ ନେଇ ଆଜି ନିଜର ଗଭୀର ଉଦ୍‌ବେଗ ଓ ଅସନ୍ତୋଷ ପ୍ରକାଶ କରିବା ସହ ଅମ୍ଳଜାନ ଓ ଟିକାର ବଣ୍ଟନକୁ ନେଇ କେନ୍ଦ୍ର ସରକାରଙ୍କର ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଗତକାଲି ଗୋଟିଏ ଦିନରେContinue reading “କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କୋର୍ଟ । କହିଲେ, ଆପଣ କଣ ରୋଗୀଙ୍କୁ ଅମ୍ଲଜାନ ପାଇଁ ଅପେକ୍ଷା କରିବାକୁ କହିବେ କି?”

କରୋନା ପାଇଁ ଯାଉଛି ଜୀବନ । ବେଡ ନ ମିଳିବାରୁ ସୁରତରେ ଓଡିଆ ଶ୍ରମିକ ମୃତ । ବେସାହାରା ହୋଇଗଲା ପରିବାର

କନକ ବ୍ୟୁରୋ: କରୋନର କରୁଣ ଚିତ୍ର । ଆସିଛି ମୟୂରଭଂଜ ଜିଲ୍ଲା ମୋରଡା ବ୍ଲକ ନୂଆ ଗାଁରୁ ଆସିଛି, ଅସହାୟତାର ଦୁଃଖଦ ଦୃଶ୍ୟ । ନୂଆ ଗାଁ ପାଖ ପୋଲ ତଳେ କରୋନା ଆକ୍ରାନ୍ତ ପୁଅ ସହ ଝଡ ତୋଫାନ ରାତି କାଟିଛି ମାଆ । ଘରେ ସଙ୍ଗରୋଧ ପାଇଁ ଜାଗା ନଥିବାରୁ ବାଧ୍ୟ ହୋଇ ପୋଲ ତଳେ ଆଶ୍ରୟ ନେଇଥିଲେ ପୁଅ । ଆଉ ପୁଆ କରୋନାରେ ଆକ୍ରାନ୍ତ ଜାଣିଶୁଦ୍ଧା ମାଆ ପୁଅର ପାଖ ନଛାଡିContinue reading “କରୋନା ପାଇଁ ଯାଉଛି ଜୀବନ । ବେଡ ନ ମିଳିବାରୁ ସୁରତରେ ଓଡିଆ ଶ୍ରମିକ ମୃତ । ବେସାହାରା ହୋଇଗଲା ପରିବାର”

ଭୁବନେଶ୍ୱରରେ ୫ଶହ ଟପିଲା ଆକ୍ରାନ୍ତ ସଂଖ୍ୟା । ଆଜି ୫୮୧ ପଜିଟିଭ ଚିହ୍ନଟ ।

କନକ ବ୍ୟୁରୋ: ଭୁବନେଶ୍ୱରରେ ବଢୁଛି ଭୂତାଣୁ ଭୟ । ଆଜି ଭୁବନେଶ୍ୱରରେ ୫୮୧ ପଜିଟିଭ ଚିହ୍ନଟ । ୧୧୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ସେପଟେ ଭୁବନେଶ୍ୱରରେ ୨୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅଶୋକ ନଗର, ବଡଗଡ, ବରମୁଣ୍ଡା, ବମିଖାଲ, ଚନ୍ଦ୍ରଶେଖରପୁର, ଚିନ୍ତାମଣିଶ୍ୱର, ଡୁମୁଡୁମା, ଇନଫୋସିଟି, ଆଇଆରସି ଭିଲେଜ, କଳିଙ୍ଗନଗର, ଖଣ୍ଡଗିରି ଓ ସହିଦ ନଗର ଅଞ୍ଚଳରୁ ପିଜିଟିଭ ଚିହ୍ନଟContinue reading “ଭୁବନେଶ୍ୱରରେ ୫ଶହ ଟପିଲା ଆକ୍ରାନ୍ତ ସଂଖ୍ୟା । ଆଜି ୫୮୧ ପଜିଟିଭ ଚିହ୍ନଟ ।”

ମହାମାରୀ ମୁକାବିଲା ପାଇଁ ନବୀନଙ୍କ ମନ୍ତ୍ର । ଅମ୍ଲଜାନ ବେଡ ପ୍ରସ୍ତୁତ ରଖ, ଔଷଧର ଅଭାବ ଯେପରି ନରୁହେ ଦୃଷ୍ଟି ଦିଅ । 

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ମହାମାରୀ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । କୋଭିଡ ସମୀକ୍ଷା ବୈଠକରେ ୬ଟି ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସଂଖ୍ୟକ ବେଡ ପ୍ରସ୍ତୁତ ରଖିବାକୁ ନବୀନ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଅମ୍ଲଜାନ ବ୍ୟବସ୍ଥା ଥିବା ବେଡ ସଂଖ୍ୟା ବୃଦ୍ଧି କରିବାକୁ କୁହାଯାଇଛି । ଏହାଛଡା ସର୍ବାଧିକ ବେଡକୁ ଅମ୍ଲଜାନ ବ୍ୟବସ୍ଥା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶContinue reading “ମହାମାରୀ ମୁକାବିଲା ପାଇଁ ନବୀନଙ୍କ ମନ୍ତ୍ର । ଅମ୍ଲଜାନ ବେଡ ପ୍ରସ୍ତୁତ ରଖ, ଔଷଧର ଅଭାବ ଯେପରି ନରୁହେ ଦୃଷ୍ଟି ଦିଅ । “

ଆଇପିଏଲ ଲଢେଇ: ଟସ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ କ୍ୟାପିଟାଲ

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ମୁମ୍ବାଇ । ତେଣୁ ମୁମ୍ବାଇର ଦୁଇ ଓପନର ଏବେ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚରେ ଉଭୟ ଦଳ ବିଜୟୀ ହୋଇ ଟେବୁଲର ଶୀର୍ଷରେ ରହିବାକୁ ଚେଷ୍ଟା କରିବେ । ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳି ଦୁଇଟି ବିଜୟ ଓ ଗୋଟିଏContinue reading “ଆଇପିଏଲ ଲଢେଇ: ଟସ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି । ପ୍ରଥମେ ବୋଲିଂ କରିବ ଦିଲ୍ଲୀ କ୍ୟାପିଟାଲ”

Design a site like this with WordPress.com
Get started