କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଆସିବା ପରେ ସେ ନିଜକୁ ଆୟୁସୁଲେଟ୍ କରିଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶର୍ରେ ଆସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ନିଜକୁ କ୍ୱାରେଣ୍ଟିନରେ ରଖିଛନ୍ତି । ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ରହିଛି । ଦୈନିକ ସଂକ୍ରମଣ ୨୦ ହଜାର ଉପରେ ରହୁଥିବା ବେଳେ ଦୈନିକ ଅନେକ ସଂକ୍ରମିତଙ୍କର ମୃତ୍ୟୁ ହେଉଛି । ଏହାରିContinue reading “ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ । ନିଜକୁ କ୍ୱାରେଣ୍ଟିନରେ ରଖିଲେ ମୁଖ୍ୟମନ୍ତ୍ରୀ”
Author Archives: Raghaba
ବଡ ଖବର : କୌଣସି ଆରଟିଓରେ ହୋଇପାରିବନି DL ଓ LL ଟେଷ୍ଟ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ଟେଷ୍ଟକୁ ବାତିଲ କଲା ପରିବହନ ବିଭାଗ ।
କନକ ବ୍ୟୁରୋ : ଗାଡି ଚାଳକଙ୍କ ପାଇଁ ବଡ ଖବର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଡିଏଲ ଓ ଏଲଏଲ ଟେଷ୍ଟକୁ ବାତିଲ କରିଛି ରାଜ୍ୟ ପରିବହନ ବିଭାଗ । ଆସନ୍ତା ୨୨ ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବିଭିନ୍ନ ଆରଟିଓରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟକୁ ବାତିଲ କରାଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ଏ ବାବଦରେ ସୋସିଆଲ ମିଡ଼ିଆରେContinue reading “ବଡ ଖବର : କୌଣସି ଆରଟିଓରେ ହୋଇପାରିବନି DL ଓ LL ଟେଷ୍ଟ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ଟେଷ୍ଟକୁ ବାତିଲ କଲା ପରିବହନ ବିଭାଗ । “
ପୂରଣ ହେଲାନି ଦାବି : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ
କନକ ବ୍ୟୁରୋ : ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ କାର୍ଯ୍ୟରତ କିରାଣୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଉଦ୍ୟମ କରିଛନ୍ତି । ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଚାମ୍ବର ସମ୍ମୁଖରେ ଥିବା ସମ୍ମିଳନୀ କକ୍ଷ ପାଖରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତି କରାଯାଇଛି । ଏଥିପାଇଁ ବିଶ୍ୱ ବିଦ୍ୟାଳୟ କର୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଦିନବନ୍ଧୁଙ୍କ ପୁଅ । ଚାକିରୀ ନିୟମିତContinue reading “ପୂରଣ ହେଲାନି ଦାବି : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କର୍ମଚାରୀଙ୍କ ଆତ୍ମାହୂତି ଉଦ୍ୟମ”
ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକ କଂଗ । ଦିଲ୍ଲୀରୁ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପଜିଟିଭ୍ ଚିହ୍ନଟ
କନକ ବ୍ୟୁରୋ : ଭାରତରୁ ହଂକ କଂଗ ଯାଉଥିବା ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଲା ହଂକ କଂଗ ସରକାର । ଅଧିକାରୀଙ୍କ ତରଫରୁ ମଙ୍ଗଳବାର ଦିନ ଦିଆଯାଇଥିବା ସୂଚନା ମୁତାବକ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ନୂଆଦିଲ୍ଲୀରୁ ହଂକ କଂଗ ଯିବା ପାଇଁ ବିମାନରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି । ଏହି ସମସ୍ତ ଯାତ୍ରୀ ଏପ୍ରିଲ ୪Continue reading “ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକ କଂଗ । ଦିଲ୍ଲୀରୁ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ୪୯ ଜଣ ପଜିଟିଭ୍ ଚିହ୍ନଟ”
ସରକାରୀ ଓ ଶିଶୁ ମନ୍ଦିର ପିଲାଙ୍କ ମାଟ୍ରିକ୍ ପରୀକ୍ଷା ବାତିଲ ପ୍ରସଙ୍ଗ : ଗଣଶିକ୍ଷା ମନ୍ତ୍ରୀ କହିଲେ, ବିଭିନ୍ନ ଦିଗକୁ ତର୍ଜମା କରି ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି
କନକ ବ୍ୟୁରୋ : ଅନିଶ୍ଚିତତା ଘେରରେ ଦଶମ ପରୀକ୍ଷା । କୋଭିଡ ସଂକ୍ରମଣ ପାଇଁ ପରୀକ୍ଷା ସ୍ଥଗିତ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷା ହେବକି ନାହିଁ ସେନେଇ ବାହାରି ପାରୁନି ନିଷ୍କର୍ସ । ଯାହାକୁ ନେଇ ଦଶମ ଶ୍ରେଣୀ ପରୀକ୍ଷାର୍ଥୀ ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ । ଭୁବନେଶ୍ୱରର ପ୍ରାୟ ୧୫ଟି ସରକାରୀ ସ୍କୁଲର ପ୍ରାୟ ୫୦ରୁ ଅଧିକ ଛାତ୍ରଛାତ୍ରୀ ନବୀନ ନିବାସ ଅଭିମୁଖେ ଯାଇଥିଲେ । ପରୀକ୍ଷା ହେବ କି ନାହିଁ ସେContinue reading “ସରକାରୀ ଓ ଶିଶୁ ମନ୍ଦିର ପିଲାଙ୍କ ମାଟ୍ରିକ୍ ପରୀକ୍ଷା ବାତିଲ ପ୍ରସଙ୍ଗ : ଗଣଶିକ୍ଷା ମନ୍ତ୍ରୀ କହିଲେ, ବିଭିନ୍ନ ଦିଗକୁ ତର୍ଜମା କରି ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି”
ଉଚ୍ଚଶିକ୍ଷିତା ଯୁବତୀଙ୍କ ହାତରେ ଅଳିଆ ଗାଡ଼ିର ହ୍ୟାଣ୍ଡଲ୍ : ସକାଳ ହେବା ମାତ୍ରେ ସ୍ୱଚ୍ଛ ସବାରୀ ନେଇ ବାହାରି ପଡନ୍ତି ଗ୍ରାଜୁଏଟ ସ୍ୱଚ୍ଛକର୍ମୀ
କନକ ବ୍ୟୁରୋ : ଘରେ ଘରେ ବୁଲି ଅଳିଆ ଗୋଟାଉଛନ୍ତି ପାଠୁଆ ଝିଅ । ସକାଳ ହେବା ମାତ୍ରେ ସ୍ୱଚ୍ଛ ସବାରୀ ବା ଇ-ରିକ୍ସା ନେଇ ବାହାରି ପଡନ୍ତି ମାଲକାନଗିରି ପୌରାଂଚଳର ଗ୍ରାଜୁଏଟ ସ୍ୱଚ୍ଛ କର୍ମୀ । ଆଉ ଓଦା ଓ ସୁଖିଲା ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ସଂଗ୍ରହ କରି ବର୍ଜ୍ୟ ବସ୍ତୁ ପରିଚାଳନା କେନ୍ଦ୍ରକୁ ନିୟନ୍ତି ସ୍ନାତକ ସ୍ୱଚ୍ଛ କର୍ମୀମାନେ । ମାଲକାନଗିରି ପୌରାଂଚଳ ସ୍ଥିତ ଏମ.ଭି ୩ ଗାଁର ମେରିୟମ ହେମ୍ରମ୍ ୨୦୧୮ରେ ସ୍ନାତକContinue reading “ଉଚ୍ଚଶିକ୍ଷିତା ଯୁବତୀଙ୍କ ହାତରେ ଅଳିଆ ଗାଡ଼ିର ହ୍ୟାଣ୍ଡଲ୍ : ସକାଳ ହେବା ମାତ୍ରେ ସ୍ୱଚ୍ଛ ସବାରୀ ନେଇ ବାହାରି ପଡନ୍ତି ଗ୍ରାଜୁଏଟ ସ୍ୱଚ୍ଛକର୍ମୀ”
ଅହମ୍ମଦାବାଦ ଟ୍ରେନରେ ଅଭାବନୀୟ ଘଟଣା : ସୁରଟରୁ ଗାଁକୁ ଫେରିବା ବାଟରେ ଚାଲିଗଲା ଶ୍ରମିକଙ୍କ ଜୀବନ
କନକ ବ୍ୟୁରୋ : ସୁରଟରୁ ଗାଁକୁ ଫେରିବା ବାଟରେ ରାସ୍ତାରେ ଟ୍ରେନରେ ଉଡିଗଲା ଶ୍ରମିକଙ୍କ ପ୍ରାଣବାୟୁ । ଆଜି ଏଭଳି ଘଟଣା ଘଟିଛି ଅହମ୍ମଦାବାଦ ଟ୍ରେନରେ । ମୃତ ବ୍ୟକ୍ତି ଜଣକ ହେଲେ ଗଂଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଖଣ୍ଡ ଦେଉଳି ଗାଁର ବିଶ୍ୱନାଥ ଜେନା । ସେ ଗତକାଲି ସୁରତରୁ ଜଣେ ସମ୍ପର୍କିୟଙ୍କ ସହ ପୁରୀ ଅହମ୍ମଦାବାଦ ଟ୍ରେନରେ ଖଲ୍ଲିକୋଟ ଷ୍ଟେସନ ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ବ୍ରହ୍ମପୁରContinue reading “ଅହମ୍ମଦାବାଦ ଟ୍ରେନରେ ଅଭାବନୀୟ ଘଟଣା : ସୁରଟରୁ ଗାଁକୁ ଫେରିବା ବାଟରେ ଚାଲିଗଲା ଶ୍ରମିକଙ୍କ ଜୀବନ”
ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ : ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା; ନବରଙ୍ଗପୁରରୁ ଆସିଛି କରୋନା କାଳର କରୁଣ କାହାଣୀ
କନକ ବ୍ୟୁରୋ : ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ । ଜୀବନ ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା । କରୋନାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ଶବକୁ ମଶାଣିରେ ସ୍ଥାନ ଦେଲେ ନାହିଁ ଲୋକେ । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ନବରଙ୍ଗପୁରରୁ । ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର ଜଣେ ବ୍ୟକ୍ତିଙ୍କ ବିଶାଖାପାଟଣାରେ ମୃତ୍ୟୁ ହୋଇଥିଲା। ଏହାପରେ ପରିବାର ଲୋକ ଶେଷକୃତ୍ୟ ପାଇଁ ନବରଙ୍ଗପୁର ନେଇ ଆସିଥିଲେ ଶବ।Continue reading “ମହାମାରୀର ମୃତ୍ୟୁ ଜାଲରେ ଫସି ଯାଉଛି ମଣିଷ : ଶେଷ ଠିକଣାରେ ଶବକୁ ବି ମିଳୁନି ଜାଗା; ନବରଙ୍ଗପୁରରୁ ଆସିଛି କରୋନା କାଳର କରୁଣ କାହାଣୀ”
ହରିୟାଣା ଗୃହମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କୃଷକଙ୍କୁ ଆନ୍ଦୋଳନ ସ୍ଥଳରେ ଦିଆଯିବ କରୋନା ଟିକା । କୋଭିଡ ଟେଷ୍ଟ ପାଇଁ କରାଯିବ ସମସ୍ତ ବ୍ୟବସ୍ଥା ।
କନକ ବ୍ୟୁରୋ : ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ ଆଜି ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ଯେତେ ସ୍ଥାନରେ କୃଷକମାନେ ଆନ୍ଦୋଳନ କରୁଛନ୍ତି ସବୁ ଆନ୍ଦୋଳନ ସ୍ଥଳରେ ସେମାନଙ୍କୁ କୋଭିଡ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ । ଏହାସହ ଆନ୍ଦୋଳନରତ କୃଷକ ମାନଙ୍କର କିଭଳି କୋଭିଡ ଟେଷ୍ଟ ହୋଇପାରିବ ସେ ନେଇ ବନ୍ଦୋବସ୍ତ କରାଯାଉଛି । ସେ କହିଛନ୍ତି କି ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆନ୍ଦୋଳନରତContinue reading “ହରିୟାଣା ଗୃହମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । କୃଷକଙ୍କୁ ଆନ୍ଦୋଳନ ସ୍ଥଳରେ ଦିଆଯିବ କରୋନା ଟିକା । କୋଭିଡ ଟେଷ୍ଟ ପାଇଁ କରାଯିବ ସମସ୍ତ ବ୍ୟବସ୍ଥା ।”
କାହିଁକି ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ : ଆଇଏଲଏସ ନିର୍ଦ୍ଦେଶକ କହିଲେ, ଛତିଶଗଡ଼ ସଂକ୍ରମଣ ପ୍ରମୁଖ କାରଣ
କନକ ବ୍ୟୁରୋ : ଓଡିଶାରେ କାହିଁକି ବଢୁଛି କରୋନା । ଏହାର କାରଣ କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଅଜୟ ପରିଡା କହିଛନ୍ତି, ରାଜ୍ୟର ସୀମାବର୍ତୀ ଜିଲ୍ଲାଗୁଡିକରେ ସଂକ୍ରମଣ ବଢୁଥିବାରୁ ସେଠାରୁ ଆସୁଥିବା ଲୋକଙ୍କ ଦ୍ୱାରା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଛତିଶଗଡରେ ସଂକ୍ରମଣ ରାଜ୍ୟରେ ସଂଖ୍ୟା ବଢାଇବାରେ ପ୍ରମୁଖ କାରଣ । ଲୋକେ ଅମାନିଆ ହେବାରୁ ବି ସଂଖ୍ୟା ବଢୁଛି । ତେବେ ପଞ୍ଜାବ, ମହାରାଷ୍ଟ୍ରରେ ଯେଉଁ ମ୍ୟୁଟେସନରେ ବ୍ୟାପୁଛି ଓଡିଶାରେ ସେContinue reading “କାହିଁକି ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ : ଆଇଏଲଏସ ନିର୍ଦ୍ଦେଶକ କହିଲେ, ଛତିଶଗଡ଼ ସଂକ୍ରମଣ ପ୍ରମୁଖ କାରଣ”