ଶେଷ ହୋଇପାରିଲାନି ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା । ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ ।

କନକ ବ୍ୟୁରୋ: ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ । ଶେଷ ହୋଇପାରିଲାନି ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା । ଅନ୍ଧାର ହେଲା ବୋଲି ରଥ ଟଣା ବନ୍ଦ କରିଦେଲେ ଭୋଇ ସେବାୟତ । ରଥ ରୋକିବା ଅନୁମତିକୁ ନେଇ ବିବାଦ । ଆଜି କୋଭିଡ କଟକଣା ଭିତରେ ପାଳନ ହୋଇଛି ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା । ବିନା ଭକ୍ତରେ ରଥ ଯାତ୍ରା ଅନୁଷ୍ଠିତ ହୋଇଥିଲା । ତେଣୁ ଏଥର ରଥ ଟାଣିବାରେ କଷ୍ଟ ହୋଇଥିଲାContinue reading “ଶେଷ ହୋଇପାରିଲାନି ଲିଙ୍ଗରାଜଙ୍କ ରୁକୁଣା ରଥ ଟଣା । ଗୋସାଗରେଶ୍ୱର ଛକରେ ଅଟକିଲା ରୁକୁଣା ରଥ ।”

୧୦ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ଏହି ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜାରି ସତର୍କ ସୂଚନା ମୁତାବକ ଆସନ୍ତାକାଲିContinue reading “୧୦ ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।”

ଭୁବନେଶ୍ୱର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ କଟକରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମେ ଭୁବନେଶ୍ୱର ଓ ଏବେ କଟକର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି ହୋଇଛି । ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଅନ୍ୟପଟେ ଅଳ୍ପ ସଂଖ୍ୟାକୁ ସେବାୟତଙ୍କୁ ନେଇ ଠାକୁରଙ୍କ ନୀତିକାନ୍ତି କରାଯିବ ବୋଲି କଟକ ମହାନଗର ନିଗମ ପକ୍ଷରୁ କୁହାଯାଇଛି । ସୂଚନା ଥାଉକି ଦେଶ ସମେତ ଏବେ ରାଜ୍ୟରେ କରୋନା ସଂକ୍ରମଣ ସୁନାମି ଭଳି ଆଗକୁ ମାଡିContinue reading “ଭୁବନେଶ୍ୱର ପରେ କଟକରେ ବନ୍ଦ ହେଲା ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ କଟକରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ନିଷ୍ପତ୍ତି”

ହାଇଦର ଫେରାର ମାମଲାରେ କଟକ ଡିସିପିଙ୍କ ସୂଚନା । କହିଲେ, ଜେଲୱାର୍ଡରଙ୍କ ଫୋନ ବ୍ୟବହାର କରୁଥିଲା ହାଇଦର

କନକ ବ୍ୟୁରୋ: ହାଇଦର ଫେରାର ମାମଲାରେ କଟକ ଡିସିପିଙ୍କ ସୂଚନା । କହିଲେ, ଏହି ମାମଲାରେ ଏଯାଏଁ ୬ ଜଣଙ୍କୁ ଗିରଫ କରାଯାଇଛି । ଆଜି ଗିରଫ ୨ଜଣଙ୍କ ବିରୋଧରେ କାର୍ଯ୍ୟରେ ଅବହେଳା ଅଭିଯୋଗ । କନଷ୍ଟେବଳ ମୌସିମ ଓ ୱାର୍ଡର ଶିବ ନାରାୟଣ ଆଜି ଗିରଫ ହୋଇଛନ୍ତି । ଶିବ ନାରାୟଣ ମୋବାଇଲକୁ ବାରମ୍ବାର ବ୍ୟବହାର କରିଥିଲା ହାଇଦର । ଆଜି ଏହି ଦୁଇ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି । ନିଜ କାର୍ଯ୍ୟରେ ଅବହେଳାContinue reading “ହାଇଦର ଫେରାର ମାମଲାରେ କଟକ ଡିସିପିଙ୍କ ସୂଚନା । କହିଲେ, ଜେଲୱାର୍ଡରଙ୍କ ଫୋନ ବ୍ୟବହାର କରୁଥିଲା ହାଇଦର”

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା । କନଷ୍ଟେବଳ ଓ ଜେଲୱାର୍ଡର ଗିରଫ

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା । କନଷ୍ଟେବଳ ମହମ୍ମଦ ମୌସିମ ଗିରଫ । ଏହାସହ ସମ୍ବଲପୁର ଜେଲୱାର୍ଡର ଶିବନାରାୟଣ ନନ୍ଦଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟଙ୍କୁ ଗିରଫ କଲା ମଙ୍ଗଳାବାଗ ଥାନା ପୋଲିସ । ହାଇଦର ଫେରାର ଦିନ ସୁରକ୍ଷା ଦାୟିତ୍ୱରେ ଥିଲେ କନଷ୍ଟେବଳ ମୌସିମ । ଗ୍ୟାଙ୍ଗଷ୍ଟର ହାଇଦର ଧରାପଡିବା ପରେ ଏବେ ଆକ୍ସନ ମୋଡରେ ପୋଲିସ । ଫେରାର ହେବା ଘଟଣାରେ କିଏ କିଏ ସାମିଲ ଥିଲେ ସେନେଇContinue reading “ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା । କନଷ୍ଟେବଳ ଓ ଜେଲୱାର୍ଡର ଗିରଫ”

କୋଭିଡ କଟକଣା ଭିତରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥଦାଣ୍ଡରୁ ମାଉସୀ ମା’ ମନ୍ଦିର ଯାଏ ୧୪୪ ଧାରା ଜାରି

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଆଜି ଆରମ୍ଭ ହୋଇଛି । ସମସ୍ତ କୋଭିଡ କଟକଣା ଭିତରେ ରଥଦାଣ୍ଡରୁ ଗଡିଛି ରୁକୁଣା ରଥ । ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ମନ୍ଦିରରେ ପହଂଚିବ । କରୋନା ମହାମାରୀ ପାଇଁ ରଥଖଳାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲଗାଯାଇଛି । ଏହାସହ ଏହି ରଥଯାତ୍ରାରେ ଭକ୍ତ ମାନଙ୍କୁ ସାମିଲ କରାଯାଇ ନାହିଁ । ରଥ ଆସୁଥିବାContinue reading “କୋଭିଡ କଟକଣା ଭିତରେ ଗଡିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥଦାଣ୍ଡରୁ ମାଉସୀ ମା’ ମନ୍ଦିର ଯାଏ ୧୪୪ ଧାରା ଜାରି”

ଝାଡଖଣ୍ଡରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ୍ । ଏପ୍ରିଲ ୨୨ ରୁ ୨୯ ତାରିଖ ଯାଏ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : କରୋନା ଚେନ ଭାଙ୍ଗିବାକୁ ଝାଡଖଣ୍ଡ ସରକାର ଏକ ସପ୍ତାହ ପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି । ସୂଚନା ମୁତାବକ ରାଜ୍ୟରେ ଏପ୍ରିଲ ୨୨ ତାରିଖରେ ୨୯ ତାରିଖ ଗୋଟିଏ ସପ୍ତାହ ଲକଡାଉନ ଘୋଷଣା କରାଯାଇଛି । ଏହି ସାପ୍ତାହିକ ଲକଡାଉନକୁ ସରକାର ‘ସୁରକ୍ଷା ସପ୍ତାହ’ ନାମରେ ନାମିତ କରିଛନ୍ତି । ଏହି ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭବନରେ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନାContinue reading “ଝାଡଖଣ୍ଡରେ ଲାଗିଲା ସମ୍ପୂର୍ଣ୍ଣ ଲକଡାଉନ୍ । ଏପ୍ରିଲ ୨୨ ରୁ ୨୯ ତାରିଖ ଯାଏ ଲକଡାଉନ୍ ଘୋଷଣା କଲେ ରାଜ୍ୟ ସରକାର ।”

ଡାକନା ଡାକନା ଶବ ଶୋଇଛି… ଏଇନା ଏଇନା ମୁର୍ଦ୍ଦାର ପାଲଟିଥିବା ମଣିଷ ମଶାଣୀରେ ମାଟି ଟିକେ ପାଇଁ ସଂଗ୍ରାମ କରୁଛି…

କନକ ବ୍ୟୁରୋ: ଡାକନା ଡାକନା ଶବ ଶୋଇଛି… ଏଇନା ଏଇନା ମଣିଷ ମୁର୍ଦ୍ଦାର ପାଲଟିଛି । ଶବ ଶ୍ମଶାନରେ ଜଗିଛି, ମଶାଣୀରେ ଶୋଇ ମାଟି ଟିକେ ଖୋଜୁଛି । ଶେଷ ଠିକଣାରେ ବି ଶବ ସହ ଶବ ପ୍ରତିଯୋଗିତା କରୁଛି । ତୁ ଜଳିବୁ ନା ମୁଁ ? ଜୁଇକୁ ଯିବ କିଏ? ମଲା ପରେ ବି ସଂଗ୍ରାମ କରୁଛି ଶବ । ସତରେ ଏମିତି ଦିନ ଆସିବ ବୋଲି ନା କେବେ ଭାବିଥିଲା ମଣିଷ, ନାContinue reading “ଡାକନା ଡାକନା ଶବ ଶୋଇଛି… ଏଇନା ଏଇନା ମୁର୍ଦ୍ଦାର ପାଲଟିଥିବା ମଣିଷ ମଶାଣୀରେ ମାଟି ଟିକେ ପାଇଁ ସଂଗ୍ରାମ କରୁଛି…”

୧୦ ଜିଲ୍ଲାକୁ କାଳବୈଶାଖୀ, ବଜ୍ରପାତ ଭୟ; ୟେଲୋ ଓ୍ଵାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ

କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣର ପ୍ରାୟ ୧୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭବାନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ଏହି ୧୦ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଜାରି ସତର୍କ ସୂଚନା ମତାବକ ଆଜିContinue reading “୧୦ ଜିଲ୍ଲାକୁ କାଳବୈଶାଖୀ, ବଜ୍ରପାତ ଭୟ; ୟେଲୋ ଓ୍ଵାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ”

ରାହୁଲ ଗାନ୍ଧୀଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା ।

କନକ ବ୍ୟୁରୋ : କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କରୋନା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ କହିଛନ୍ତି, କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବେ  ଟେଷ୍ଟ ରିପୋର୍ଟରେ ପଜିଟିଭ ଆସିଛି । ତେଣୁ ସର୍ମ୍ପକରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ ଗାଇଡଲାଇନ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ରାହୁଲ । After experiencing mild symptoms, I’ve just tested positiveContinue reading “ରାହୁଲ ଗାନ୍ଧୀଙ୍କୁ କରୋନା, ଟ୍ୱିଟ୍ କରି ଦେଲେ ସୂଚନା ।”

Design a site like this with WordPress.com
Get started